ଖେଳ

ନେହେରୁ କପ୍‌ ହକି ଫାଇନାଲରେ ମାରପିଟ୍‌

ନୂଆଦିଲ୍ଲୀ,୨୬।୧୧- ହକି ଗ୍ରାଉଣ୍ଡରେ ସାଧାରଣତଃ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌ ହେବା ଘଟଣା କ୍ୱଚିତ ଦେଖାଯାଏ। ମାତ୍ର ଏଭଳି ଘଟଣା ଜାତୀୟ ସ୍ତରୀୟ ହକି ଟୁର୍ନାମେଣ୍ଟ ନେହେରୁ କପ୍‌ର ଫାଇନାଲରେ ଦେଖିବାକୁ ମିଳିଛି। ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ପଞ୍ଜାବ ପୋଲିସ ଓ ପଞ୍ଜାବ…

ଆଖି ହରାଇବା ପରେ ସାମ୍‌ଙ୍କ ଅଲିମ୍ପିକ ଖେଳିବା ଲକ୍ଷ୍ୟ

ଲଣ୍ଡନ, ୨୬।୧୧- ହକିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଛି ବୋଲି ନିକଟରେ ବଲ୍‌ ବାଜି ବାମଆଖି ହରାଇଥିବା ଗ୍ରେଟ୍‌ ବ୍ରିଟେନ ଓ ଇଂଲଣ୍ଡ ହକି ଖେଳାଳି ସାମ୍‌ ଓ୍ବାର୍ଡ କହିଛନ୍ତି। ୨୮ ବର୍ଷୀୟ ସାମ୍‌ ଗତ ନଭେମ୍ବର…

ସୟଦ ମୁସ୍ତାକ ଅଲି ଟି୨୦ : ମୁମ୍ବାଇକୁ ଜିତାଇଲେ ସୂର୍ଯ୍ୟ କୁମାର

ସୁରତ, ୨୬।୧୧ (ପି.ଟି.)- ଏଠାରେ ଚାଲିଥିବା ସୟଦ ମୁସ୍ତାକ ଅଲି ଟି୨୦ ପ୍ରତିଯୋଗିତାର ସୁପର ଲିଗ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ମୁମ୍ବାଇ ୭ ଉଇକେଟ୍‌ରେ କର୍ନାଟକୁ ପରାସ୍ତ କରିଛି। ସ୍ଥାନୀୟ ସିବି…

ଆର୍ଚରଙ୍କୁ କ୍ଷମାପ୍ରାର୍ଥନା କଲା ନ୍ୟୁଜିଲାଣ୍ଡ କ୍ରିକେଟ

ଓ୍ବେଲିଂଟନ,୨୫।୧୧(ପି.ଟି.)- ଏଠାରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କୁ ସହ ଜଣେ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ ଅଭିଯୋଗ ହୋଇଥିଲା। ଏଥିନେଇ ସୋମବାର ଘରୋଇ କ୍ରିକେଟ ବୋର୍ଡ ଆର୍ଚରଙ୍କୁ କ୍ଷମାପ୍ରାର୍ଥନା କରିଛି। ମାଉଣ୍ଟ…

ପାକିସ୍ତାନ କ୍ରିକେଟର୍‌ଙ୍କ ସହ ଡିନର୍‌ କଲେ ଭାରତୀୟ ଟ୍ୟାକ୍ସି ଡ୍ରାଇଭର

ବ୍ରିସବେନ, ୨୫।୧୧- ଅଷ୍ଟ୍ରେଲିଆ ଗସ୍ତରେ ଥିବା ପାକିସ୍ତାନ କ୍ରିକେଟ ଦଳର କିଛି ଖେଳାଳି ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କ ସହ ମିଶି ଏକାଠି ଡିନର କରିଛନ୍ତି। ଯାହା ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ବ୍ରିସବେନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ…

ବେଲି ହେବେ ଅଷ୍ଟ୍ରେଲିଆ ଦଳର ଚୟନକର୍ତ୍ତା

ବେଲବୋର୍ନ,୨୫।୧୧(ପି.ଟି.)- ପୂର୍ବତନ ସୀମିତ ଓଭର କ୍ରିକେଟର ଅଧିନାୟକ ଜର୍ଜ ବେଲି ଅଷ୍ଟ୍ରେଲିଆର ନୂଆ ଜାତୀୟ ଚୟନକର୍ତ୍ତା ହେବାକୁ ଯାଉଛନ୍ତି। ତାଙ୍କ ସହ ଚୟନ କମିଟିରେ କୋଚ୍‌ ଜଷ୍ଟିନ ଲାଙ୍ଗର ଓ ସିଏ ଅଧ୍ୟକ୍ଷ ଟ୍ରେଭର ହୋନ୍ସ ରହିବେ। ୩୭ ବର୍ଷୀୟ ବେଲି…

୩୭ ବର୍ଷୀୟ ଏହି କ୍ରିକେଟରଙ୍କ ପାଇଁ ଯୁବତୀ ଖୋଜୁଛନ୍ତି ହରଭଜନ ସିଂ

ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂ ସାଥୀ ଖେଳାଳି ଅମିତ ମିଶ୍ରଙ୍କ ବିବାହ ପାଇଁ ଯୁବତୀ ଖୋଜୁଛନ୍ତି। ଟୁଇଟରରେ ଭଜ୍ଜି ଏହି ସୂଚନା ଦେଇଛନ୍ତି। ନଭେମ୍ବର ୨୪ରେ ଅମିତ ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ହରଭଜନ ତାଙ୍କୁ…

ପିଙ୍କ୍‌ ବଲ ଟେଷ୍ଟ: ଟିକେଟ ଅର୍ଥ ଫେରାଇବ ସିଏବି

କୋଲକତା,୨୫।୧୧(ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟକୁ ଭାରତୀୟ ଦଳ ୩ ଦିନରୁ କମ୍‌ ସମୟରେ ଜିତି ନେଇଥିଲା। ମ୍ୟାଚ୍‌ର ୪ର୍ଥ ଓ ୫ମ ଦିନର ଖେଳ ଦେଖିବା ପାଇଁ ଟିକେଟ କରିଥିବା ଦର୍ଶକଙ୍କୁ ଅର୍ଥ…

କୋହଲିଙ୍କୁ ସରପ୍ରାଇଜ ଦେଲେ ଅନୁଷ୍କା

ନୂଆଦିଲ୍ଲୀ,୨୫।୧୧- ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ ଜିତିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ରବିବାର ରାତି ପର୍ଯ୍ୟନ୍ତ କୋଲକାତାରେ ଥିଲେ। ମ୍ୟାଚ୍‌ ସହ ଜଡ଼ିତ ସମସ୍ତ କାମ ସାରିବା ପରେ ୩୧ ବର୍ଷୀୟ କୋହଲି ମୁମ୍ବାଇ ଫେରିଆସିଥିଲେ। ସେଠାରେ ପହଞ୍ଚତ୍ବା…

କୋହଲି କହିଲେ, ଦୌଡରେ ମୁଁ ଏହି ଖେଳାଳିଙ୍କଠାରୁ ପଛରେ

ନୂଆଦିଲ୍ଲୀ, ୨୫।୧୧: ବିରାଟ କୋହଲିଙ୍କୁ ଭାରତୀୟ ଦଳରେ ଫିଟ୍‌ନେସ୍‌ ଗୁରୁ ଆଖ୍ୟା ଦିଆଯାଇଛି। ବିରାଟ ମଧ୍ୟ ନିଜ ଫିଟନେସ୍‌କୁ ବେଶ୍‌ ସଚେତନ। ନିଜକୁ ଫିଟ୍‌ ରଖିବା ପାଇଁ ଦୁଇବର୍ଷ ହେବ ଶାକାହାରୀ ହୋଇଯାଇନ୍ତି। କିନ୍ତୁ ଫିଟ୍‌ନେସ୍‌ରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ…

୧୪୨ ବର୍ଷ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ

କୋଲକାତା,୨୫।୧୧: ଇଡେନ ଗାର୍ଡେନ୍ସରେ ଟିମ ଇଣ୍ଡିଆ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଇନିଂସ ଓ ୪୬ ରନରେ ଜିତି ଇତିହାସ ରଚିଛି। ଏହି ବିଜୟ ସହ ଭାରତ ଦୁଇମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ପୋଛି ନେଇଛି। ଏହା ପୂର୍ବରୁ ଭାରତ…

ସବୁ ଫର୍ମାଟରେ ବିରାଟ ଶ୍ରେଷ୍ଠ: ମାଇକେଲ ଭନ

ଲଣ୍ଡନ,୨୫।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଜୀବନର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ବାଂଲାଦେଶ ବିପକ୍ଷ ପିଙ୍କ୍‌ ବଲ ଟେଷ୍ଟର ଦ୍ୱିତୀୟ ଦିନରେ ନିଜ ଟେଷ୍ଟ କ୍ୟାରିୟରର ୨୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି। ବିରାଟଙ୍କ ଫର୍ମ ଦେଖି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri