ପୁଣି ବିଶ୍ୱର ନମ୍ବର ୧ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ହେଲେ ବିରାଟ କୋହଲି
ନୂଆଦିଲ୍ଲୀ,୪।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣି ବିଶ୍ୱର ନମ୍ବର ୧ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସଦ୍ୟ ପ୍ରକାଶିତ ଆଇସିସିର ସଦ୍ୟତମ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍ରେ ସେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭ ସ୍ମିଥ୍ଙ୍କୁ ପଛରେ ପକାଇଦେଇଛନ୍ତି। ୯୨୮ ଅଙ୍କ…
ମ୍ୟାଚ୍ ଚାଲିଥିବାବେଳେ ଭାରତୀୟ କ୍ରିକେଟରଙ୍କୁ ଆସିଲା ହୃଦ୍ଘାତ, ଡାକ୍ତରଖାନା ନେବା ବାଟରେ ଚାଲିଗଲା ଜୀବନ
ଅଗରତାଲା,୪।୧୨: କ୍ରିକେଟ ପଡିଆରେ ଅଘଟଣ ଘଟିବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଅନେକ ଖେଳାଳିଙ୍କ ଶରୀରରେ ବଲ୍ ବାଜି ମୃତ୍ୟୁ ଘଟିଛି। ତ୍ରିପୁରାର ରାଜଧାନୀ ଅଗରତାଲାରେ ହୃଦଘାତରେ ଜଣେ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ମିଥୁନ ଦେବବର୍ମନ।…
ସାହାଣୀ କପ୍ ଫୁଟବଲ ଉଦ୍ଘାଟିତ
କଟକ ଅଫିସ,୪ା୧୨- ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ବରଗଡ଼ ଓ ଢ଼େଙ୍କାନାଳରେ ମଙ୍ଗଳବାରଠାରୁ ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ ସାହାଣୀ କପ୍-୨୦୧୯ ଆରମ୍ଭ ହୋଇଛି। ଉଦ୍ଘାଟନୀ ଦିବସରେ ୪ଟି ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ପୁରୀ, ଅନୁଗୋଳ,…
କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍ର ଭାରତୀୟ ପୁରୁଷ ଟିଟି ଦଳ
ନୂଆଦିଲ୍ଲୀ,୪।୧୨ (ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍) ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ପୁରୁଷ ଦଳ କ୍ୟାରିୟର ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଅଷ୍ଟମସ୍ଥାନକୁ ଉଠି ଭାରତ ଏହି ସଫଳତା ପାଇଛି। ବିଶ୍ୱର ୩୦ ନମ୍ବର ଖେଳାଳି ଜି. ସାଥିୟାଁ…
ମୁମ୍ବାଇ ରଣ୍ଜୀ ଦଳରେ ରାହାନେ, ଶ
ମୁମ୍ବାଇ,୪।୧୨(ପି.ଟି.)- ଟେଷ୍ଟ ସ୍ପେଶାଲିଷ୍ଟ ଅଜିଙ୍କ୍ୟ ରାହାନେ ଓ ଯୁବ ଓପନର ପୃଥ୍ବୀ ଶ’ଙ୍କୁ ମଙ୍ଗଳବାର ଘୋଷିତ ୧୫ ଜଣିଆ ମୁମ୍ବାଇ ରଣ୍ଜୀ ଦଳରେ ସ୍ଥାନ ପାଇଛନ୍ତି। ମିଲିନ୍ଦ ରେଗେଙ୍କ ନେତୃତ୍ୱାଧୀନ ଆଡ୍ ହକ ଚୟନ କମିଟି ଏହି ଦଳ ଚୟନ କରିଛି।…
ଦକ୍ଷିଣ ଏସିଆ ଗେମ୍ସ: ଦ୍ୱିତୀୟ ଦିନରେ ୨୭ ପଦକ ଜିତିଲା ଭାରତ; ଓଡ଼ିଶାର ଶ୍ରୀୟଙ୍କାଙ୍କୁୁ ରୌପ୍ୟ
କାଠମାଣ୍ଡୁ,୪।୧୨(ପି.ଟି.)- ଚଳିତ ଦକ୍ଷିଣ ଏସିଆ ଗେମ୍ସର ଦ୍ୱିତୀୟ ଦିନରେ ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଆ ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ। ସେ ୧୦ ମିଟର ରାଇଫଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ତାଙ୍କ ପଦକ ସମେତ ଭାରତ ମଙ୍ଗଳବାର ୨୭ ପଦକ ଜିତିଛି।…
ଇଣ୍ଡିଆନ ସୁପରଲିଗ୍ରେ ଓଡ଼ିଶା ଏଫସି: ହ୍ୟାଟ୍ରିକ ଡ୍ର ପରେ ବିଜୟ ଲକ୍ଷ୍ୟ
ପୁଣେ, ୪।୧୨-ସ୍ଥାନୀୟ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ବୁଧବାର ଓଡ଼ିଶା ଏଫସି ଏବଂ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫସି ମଧ୍ୟରେ ଇଣ୍ଡିଆନ ସୁପରଲିଗ୍(ଆଇଏସଏଲ) ମ୍ୟାଚ ହେବ। ଓଡ଼ିଶା ଏଫସି ଗତ ତିନୋଟି ମ୍ୟାଚରେ ପଏଣ୍ଟ ଭାଗକରି ଡ୍ରରେ ହ୍ୟାଟ୍ରିକ କରିଛି। ଜୋସେଫ…
ବାରବାଟୀ ଦିନିକିଆ: ଆଉ ୧୮ଦିନ; ଅନଲାଇନ୍ରେ ବିକ୍ରି ହେବ ୮୧୫୦ ଟିକେଟ୍
କଟକ ଅଫିସ,୪ା୧୨- ଭାରତ-ଓ୍ବେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟ ମ୍ୟାଚ୍ ପାଇଁ ଆସନ୍ତା ୫ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ରେ ଟିକେଟ ବିକ୍ରି ହେବ। ଟିକେଟ www.paytm.com ଏବଂ www.insider.inରେ ଉପଲବ୍ଧ ହେବ। ପୂର୍ବରୁ ୯୨୦୦ ଟିକେଟ ଅନଲାଇନରେ ବିକ୍ରି ହେଉଥିବା ବେଳେ…
ବିଡବ୍ଲ୍ୟୁଏଫ୍ ର଼୍ୟାଙ୍କିଙ୍ଗ୍: କ୍ୟାରିୟାର ଶ୍ରେଷ୍ଠ ୨୯ତମ ସ୍ଥାନରେ ସୌରଭ
ନୂଆଦିଲ୍ଲୀ,୩।୧୨(ପି.ଟି.)- ମଙ୍ଗଳବାର ପ୍ରକାଶିତ ହୋଇଥିବା ବିଡବ୍ଲ୍ୟୁଏଫ୍ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ସୌରଭ ବର୍ମା ୭ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୨୯ତମ ସ୍ଥାନ ଅଧିକାର କରିଛନ୍ତି। ଗତ ରବିବାର ସୟଦ ମୋଦି ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ସେ ରନର୍ସଅପ୍…
ଓ୍ବିଲିୟମସନ, ଟେଲରଙ୍କ ଶତକ: ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ
ହାମିଲଟନ,୩।୧୨(ଏଏଫିପି)- ଅଧିନାୟକ କେନ୍ ଓ୍ବିଲିୟମସନ ଓ ଅଭିଜ୍ଞ ରସ୍ ଟେଲରଙ୍କ ଲଢ଼ୁଆ ଶତକ ସହାୟତାରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚକୁ ଘରୋଇ ନ୍ୟୁଜିଲାଣ୍ଡ ମଙ୍ଗଳବାର ପଞ୍ଚମ ତଥା ଅନ୍ତିମ ଦିବସରେ ଅମୀମାଂସିତ ରଖିଛି। ଲଞ୍ଚ୍ ପରେ ପ୍ରବଳ…
ଦିଲ୍ଲୀ ଫ୍ରାଞ୍ଚାଇଜ ଟ୍ରେନରଙ୍କ ସହ ଟ୍ରେନିଂ ଆରମ୍ଭ କଲେ ବୁମରା
ନୂଆଦିଲ୍ଲୀ,୩।୧୨- ପିଠି ଜନିତ ସମସ୍ୟାରୁ ମୁକୁଳିବା ପରେ ଦିନିକିଆ ଫର୍ମାଟର ନମ୍ବର ଓ୍ବାନ ବୋଲର ଯଶପ୍ରୀତ ବୁମରା ମଙ୍ଗଳବାରଠାରୁ ଟ୍ରେନିଂ ଆରମ୍ଭ କରିଛନ୍ତି। ସେ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍ସିଏ)ଠାରେ ଆଇପିଏଲ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରେନର ରଜନିକାନ୍ତ ଶିଭାଗନାନମଙ୍କ ତତ୍ତ୍ୱାବଧାନରେ…
ଆର୍ଚରଙ୍କ ବର୍ଣ୍ଣବୈଷମ୍ୟ ଅଭିଯୋଗ: ପୋଲିସକୁ ତଦନ୍ତ ଭାର
ହାମିଲଟନ,୩।୧୨(ଏଏଫ୍ପି)- ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟବେଳେ ଜଣେ ଦର୍ଶକ ଭ୍ରମଣକାରୀ ଦଳର ପେସର ଜୋଫ୍ରା ଆର୍ଚରଙ୍କ ପ୍ରତି ବର୍ଣ୍ଣ ବୈଷମ୍ୟ ଭେଦଭାବ କରି କମେଣ୍ଟ କରିଥିଲେ। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍ଜେଡସି) ଅଫିସିଆଲ ନ୍ୟୁଜିଲାଣ୍ଡ ପୋଲିସକୁ…
Archives


