ନେରୋକାର ପ୍ରଥମ ବିଜୟ
ଇମ୍ଫାଲ, ୬ା୧୨ (ପି.ଟି.)-ଚଳିତ ବର୍ଷର ଆଇ-ଲିଗ୍ରେ ନେରୋକା ଏଫ୍ସି ଏହାର ପ୍ରଥମ ବିଜୟ ହାସଲ କରିଛି। ଖୁମାନ ଲାମ୍ପାକଠାରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦଳ ୧-୦ଗୋଲରେ ଆଇଜଲ ଏଫ୍ସିକୁ ହରାଇ ଦେଇଛି। ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ଗୋଲ୍ଟିକୁ ଓସ୍ମାନେ ଦିଓ୍ବାରା ୨୮ତମ…
୧୯ ବର୍ଷରୁ କମ୍ ବିଶ୍ୱକପ୍: ପାକିସ୍ତାନ ଦଳରେ ନସିମ ଶାହ
କରାଚି, ୬।୧୨ (ପି.ଟି.)- ଜାନୁୟାରୀ ୧୭ରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଥିବା ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତା ଲାଗି ଶୁକ୍ରବାର ପାକିସ୍ତାନ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବାମହାତୀ ଷ୍ଟାର୍ ବୋଲର ନସିମ ଶାହଙ୍କୁ ସ୍ଥାନ…
କ୍ରିକେଟ୍କୁ ଫେରିବା ପାଇଁ ମ୍ୟାକ୍ସଓ୍ବେଲ୍ଙ୍କ ପ୍ରସ୍ତୁତି
ମେଲବୋର୍ନ, ୬।୧୨ (ପି.ଟି.)- ଅଷ୍ଟ୍ରେଲିଆ କ୍ରିକେଟ୍ ପାଇଁ ଖୁସି ଖବର। ବିସ୍ଫୋରକ ବ୍ୟାଟ୍ସମ୍ୟାନ ଗ୍ଲେନ ମ୍ୟାକ୍ସଓ୍ବେଲ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ ଲାଗି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ମାନସିକ ସ୍ବାସ୍ଥ୍ୟ ସମସ୍ୟା ଲାଗି ମ୍ୟାକ୍ସଓ୍ବେଲ ନିକଟରେ ସାମୟିକ ସମୟ ପାଇଁ କ୍ରିକେଟ୍ରୁ ବିରତି ନେଇଥିଲେ।…
ହ୍ବାଟ୍ସଆପ୍ ଜରିଆରେ ପ୍ରେମରେ ପଡିଥିଲେ ଏହି କ୍ରିକେଟର
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୮ ମସିହା ଡିସେମ୍ବର ୬ରେ ସେ ସୌରାଷ୍ଟ୍ର୍ୟର ନଓ୍ବାଗାଓଁରେ ଜନ୍ମଗ୍ରହଣ କରିଥିଲେ। ଜାଡେଜାଙ୍କ ପିତା ଅନିରୁଦ୍ଧ ଏକ ପ୍ରାଇଭେଟ କମ୍ପାନୀରେ ଚୌକିଦାର ଭାବେ କାର୍ଯ୍ୟ କରୁଥିଲେ।…
ମେସି ମାଇଲଷ୍ଟୋନ
ରେକର୍ଡ ଷଷ୍ଠଥର ପାଇଁ ବାଲୋନ ଡି’ ଅର ପୁରସ୍କାର ହାସଲ କରିଥିବା ଲିଓନେଲ ମେସି ବାର୍ସିଲୋନା ପାଇଁ ୭୦୦ତମ ମ୍ୟାଚ ଖେଳିଛନ୍ତି। ଚାମ୍ପିୟନ୍ସ ଲିଗ୍ରେ ବୋରୁସିଆ ଡର୍ଟମୁଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳି ସେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ଏଥି ସହିତ ସେ…
ଫର୍ମୁଲାଓ୍ବାନ ମୋଟର ରେସିଂ
୨୦୧୯ ଫର୍ମୁଲାଓ୍ବାନ ମୋଟର ରେସିଂରେ ମର୍ସିଡିଜ୍ର ବ୍ରିଟିଶ୍ ଡ୍ରାଇଭର ଲୁଇସ ହାମିଲଟନ ସବୁଠାରୁ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିବା ସହ ସେ ମୋଟ ୬ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛନ୍ତି। ଭାଲଟେରି ବୋଟ୍ଟାସ ଦ୍ୱିତୀୟ ଓ…
ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ସପକ୍ଷରେ ଡିଜିଟାଲ ପ୍ରଚାର
ଭୁବନେଶ୍ୱର, ୬ା୧୨ (ସ୍ପୋଟର୍ସ ବ୍ୟୁରୋ)-ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ ଦାବି ସପକ୍ଷରେ ଅଧିକରୁ ଅଧିକ ସଂଖ୍ୟାରେ ଜନମତ ସଂଗ୍ରହ ପାଇଁ ଓହୁ ମାର୍କେଟିଂ ଏବଂ ନ୍ୟୁଜବିଟ୍ ମାଗାଜିନ ସହିତ ଏହାର ପ୍ରଚାର ଅଭିଯାନ ଜାରି ରଖିଛି ସିଗ୍ନେଚର…
ଗଣ୍ଡରପୁରକପ୍ ଫୁଟବଲ: ଫାଇନାଲରେ କଟକ ସ୍ପୋଟର୍ସ ହଷ୍ଟେଲ
ଭୁବନେଶ୍ୱର, ୬।୧୨(ସ୍ପୋଟର୍ସ ବ୍ୟୁରୋ)- ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ସହରାଞ୍ଜଳ ବିଭାଗର ପ୍ରଥମ ସେମିଫାଇନାଲରେ ଭୁବନେଶ୍ୱରର ଜଗା ୟୁନାଇଟେଡକୁ ୨-୦ ଗୋଲରେ ହରାଇ କଟକ ସ୍ପୋଟର୍ସ ହଷ୍ଟେଲ ଫାଇନାଲରେ ପ୍ରବେଶ କରିଛି। ବିଜୟୀ ଦଳର ମଞ୍ଜିତ କିଶାନ…
ସାଇ ହଷ୍ଟେଲ କଟକ ୨-୦ ଗୋଲ୍ରେ ବିଜୟୀ
ନୟାଗଡ଼ ଅଫିସ, ୬ା୧୨-୭୮୬ ୟୁଥ୍ କ୍ଲବ ସିନ୍ଦୂରିଆ ଓ ଜିଲା ଆଥ୍ଲେଟିକ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ନୟାଗଡ଼ ଖେଳପଡ଼ିଆରେ ଚାଲିଥିବା ସର୍ବଭାରତୀୟ ଫୁଟବଲ୍ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ସାଇ ହଷ୍ଟେଲ କଟକ ୨-୦ ଗୋଲରେ ରେଲୱେ ଏଫ୍ସିକୁ ହରାଇ ଦେଇଛି।…
ତୀରନ୍ଦାଜୀ, କବାଡ଼ି ଇଭେଣ୍ଟରେ ପ୍ରାଦେଶିକ ଜନଜାତୀ କ୍ରୀଡ଼ା
ଭୁବନେଶ୍ୱର, ୬।୧୨(କ୍ରୀଡ଼ା ପ୍ରତିନିଧି)- ଜନଜାତି ସମାଜରେ ଥିବା ଲୁକ୍କାୟିତ ପ୍ରତିଭାଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ପ୍ରାଦେଶିକ ଜନଜାତି କ୍ରୀଡ଼ା ଚଳିତମାସ ୭ ଓ ୮ ତାରିଖ ଦୁଇଦିନଧରି ନିଳାଦ୍ରୀ ବିହାରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପଡ଼ିଆରେ ଅନୁଷ୍ଠିତ ହେବ। ଏଥର…
ପୁରୁଷ ଦିନିକିଆରେ ଲକ୍ଷ୍ମୀ ପ୍ରଥମ ମହିଳା ରେଫରି
ଦୁବାଇ,୬।୧୨(ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ଜି.ଏସ୍. ଲକ୍ଷ୍ମୀ ପ୍ରଥମ ମହିଳା ରେଫରି ଭାବେ କୌଣସି ପୁରୁଷ ଦିନିକିଆ ମ୍ୟାଚ୍ ଦାୟିତ୍ୱରେ ରହିବେ। ୟୁନାଇଟେଡ୍ ଆରବ ଏମିରେଟ୍ସରେ ରବିବାର ଆରମ୍ଭ ହେବାକୁ ଥିବା ଓ୍ବାଲର୍ହ କପ୍ ଲିଗ୍ ୨ର ତୃତୀୟ ସିରିଜର ଉଦ୍ଘାଟନୀ…
ବାରବାଟୀ ଦିନିକିଆ: ଅନଲାଇନ୍ ଟିକେଟ୍ ଶେଷ: କାଉଣ୍ଟରକୁ ଅପେକ୍ଷା
କଟକ ଅଫିସ, ୬ା୧୨- ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ ବହୁ ଉପରେ ରହିଛି, ଯାହାର ଜ୍ୱଳନ୍ତ ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଗୁରୁବାର ଅନଲାଇନରେ ଟିକେଟ ବିକ୍ରିର ପ୍ରଥମ ଦିବସ ଥିବା ବେଳେ ମାତ୍ର କିଛି ଘଣ୍ଟାରେ…
Archives


