ରାଜସ୍ଥାନ ରୟାଲ୍ସରୁ ଭଲ ଲାଭ ମିଳିବ: ଓ୍ବର୍ନ
ମେଲବୋର୍ନ,୮।୧୨(ପି.ଟି.)-ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ପିନର ଶେନ୍ ଓ୍ବାର୍ନଙ୍କ ୦.୭୫ ପ୍ରତିଶତ ମାଲିକାନା ରହିଛି। ୨୦୦୮ପରେ ଅବସର ନେବା ପରେ ତାଙ୍କୁ ପ୍ରତିବର୍ଷ ଏହି ପରିମାଣର ମାଲିକାନା ଦିଆଯାଇଛି ବୋଲି ‘ହେରାଲ୍ଡ ସନ’ ଖବରକାଗଜ ଉଲ୍ଲେଖ କରିଛି।…
କ୍ରିଷ୍ଣା ‘ଆଇଏସ୍ଏଲ ହିରୋ ଅଫ୍ ଦି ମନ୍ଥ୍’
ଗୁଆହାଟୀ, ୮ା୧୨ (ପି.ଟି.)- ଫିଜିର ଅନ୍ତର୍ଜାତୀୟ ଫୁଟ୍ବଲ ଖେଳାଳି ରୟ କ୍ରିଷ୍ଣା ‘ଆଇଏସଏଲ ହିରୋ ଅଫ୍ ଦି ମନ୍ଥ୍’ ପୁରସ୍କାର ଲାଭ କରିଛନ୍ତି। ନଭେମ୍ବର ମାସରେ ଆଇଏସ୍ଏଲରେ ପ୍ରଭାବୀ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏଟିକେ ଟିମ୍ ତରଫରୁ…
କୋହଲିଙ୍କ ଅପେକ୍ଷାରେ ସ୍ବତନ୍ତ୍ର ମାଇଲଷ୍ଟୋନ
ଥିରୁଭାନନ୍ତପୁରମ,୮।୧୨- ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ସ୍ବତନ୍ତ୍ର ମାଇଲଷ୍ଟୋନ ଅଧିକାରୀ ହେବାକୁ ଯାଉଛନ୍ତି। ଦେଶରେ ଖେଳାଯାଇଥିବା ଟି୨୦ ଫର୍ମାଟରେ ସେ ଏପର୍ଯ୍ୟନ୍ତ ୯୭୫ ରନ୍ କରିସାରିଛନ୍ତି। ପ୍ରଥମ ଭାରତୀୟ ଭାବେ ଦେଶରେ ଏକ ହଜାର ଟି୨୦ ରନ୍ ପୂରଣ କରିବା…
ମଙ୍କି କମେଣ୍ଟ କରିଥିବା ଫ୍ୟାନଙ୍କୁ ଆଜୀବନ ବାସନ୍ଦାଦେଶ ଦାବି କଲେ ଓଲେ ଗୁନ୍ନର
ମାଞ୍ଚେଷ୍ଟର,୮।୧୨(ଏଏଫ୍ପି)- ଏଠାରେ ପ୍ରିମିୟର ଲିଗ୍ରେ ଅନୁଷ୍ଠିତ ମ୍ୟାଚ୍ରେ ମାଞ୍ଚେଷ୍ଟର ୟୁନାଇଟେଡ୍ ୨-୧ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ମାଞ୍ଚେଷ୍ଟର ସିଟିକୁ ହରାଇ ଦେଇଛି। ମାତ୍ର ଏହି ମ୍ୟାଚ୍ରେ ଜଣେ ଫ୍ୟାନ ବିଜୟୀ ଦଳର ବ୍ରାଜିଲିଆନ ମିଡ୍ଫିଲ୍ଡର ଫ୍ରେଡଙ୍କ ପ୍ରତି ମଙ୍କି ମଙ୍କି କମେଣ୍ଟ…
ପିଚ୍ ଯୋଗୁ ଶେଫିଲ୍ଡ ଶିଲ୍ଡ ମ୍ୟାଚ୍ ବାତିଲ
ମେଲବୋର୍ନ,୮।୧୨- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଆସୋସିଏଶନ (ଏମ୍ସିଏ) ଗ୍ରାଉଣ୍ଡରେ ଭିକ୍ଟୋରିଆ ଓ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ବାତିଲ ହୋଇଯାଇଛି। ଖରାପ ପିଚ୍ ଯୋଗୁ ମ୍ୟାଚ୍ର ପ୍ରଥମ ଦିନ କେବଳ ୪୦ ଓଭର ଖେଳାଯାଇଥିଲା। ପରେ ବଲର ଅସମତଳ ବାଉନ୍ସ…
ଆଜିର ଦିନରେ ଦ୍ୱିଶତକ କରିଥିଲେ ସେହ୍ବାଗ
ମୁମ୍ବାଇ,୮।୧୨- ଆଜିର ଦିନରେ ଅର୍ଥାତ ୨୦୧୧ ବର୍ଷ ଡିସେମ୍ବର ୮ ତାରିଖରେ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ବିଶ୍ୱର ଦ୍ୱିତୀୟ କ୍ରିକେଟର ଭାବେ ଦିନିକିଆରେ ଦ୍ୱିଶତକ ହାସଲ କରିଥିଲେ। ଇନ୍ଦୋରସ୍ଥିତ ହୋଲକର କ୍ରିକେଟ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍ରେ…
ରୋନାଲ୍ଡୋଙ୍କ ହ୍ୟାଟ୍ରିକ ରେକର୍ଡକୁ ଟପିଲେ ମେସି
ବାର୍ସିଲୋନା,୮।୧୨- ଲା ଲିଗା ଲିଗ୍ ଇତିହାସରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ହ୍ୟାଟ୍ରିକ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଲିଓନେଲ ମେସି। ଏଠାରେ ଆରସିଡି ମାଲୋର୍ସା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ମେସି ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି। ଲା ଲିଗା ଲିଗ୍ରେ ଏହା ମେସିଙ୍କ…
ସାଉଥ୍ ଏସିଆନ ଗେମ୍ସ: ଭାରତର ପ୍ରାଧାନ୍ୟ ଅବ୍ୟାହତ
କାଠମାଣ୍ଡୁ, ୮ା୧୦ (ପି.ଟି.)-ଚଳିତ ସାଉଥ୍ ଏସିଆନ ଗେମ୍ସର ୬ଷ୍ଠ ଦିବସରେ ଭାରତ ସନ୍ତରଣ ଏବଂ କୁସ୍ତି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିଥିବାବେଳେ ୪୯ଟି ପଦକ ଲାଭ କରିଛି। ତନ୍ମଧ୍ୟରେ ୨୯ଟି ସ୍ବର୍ଣ୍ଣ ପଦକ ରହିଛି। ଭାରତର ମୋଟ ପଦକ ସଂଖ୍ୟା ୨୧୪(୧୧୦…
ବାରବାଟୀ ଦିନିକିଆ: ପ୍ରସ୍ତୁତି ଅନୁଧ୍ୟାନ କଲେ ମନ୍ତ୍ରୀ
କଟକ ଅଫିସ,୮।୧୨- ଅନ୍ତର୍ଜାତୀୟ ମ୍ୟାଚ୍ ନେଇ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ପ୍ରସ୍ତୁତିକୁ ଶନିବାର ଅନୁଧ୍ୟାନ କରିଛନ୍ତି ଗୃହ, ଶକ୍ତି, ଶିଳ୍ପ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର। ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଶୃଙ୍ଖଳା ବ୍ୟବସ୍ଥା କିପରି ରହିବ ସେ ଦିଗରେ…
ଜାତୀୟ ବକ୍ସିଂ ଚାମ୍ପିୟନଶିପ୍: ସେମି ପରାଜୟ ନେଇ ଦୁଆତିଙ୍କ ଚ୍ୟାଲେଞ୍ଜ୍
କାନପୁର,୮।୧୨(ପି.ଟି.)- ଇଣ୍ଡିଆ ଓପନ ରୌପ୍ୟ ପଦକ ବିଜୟିନୀ ତଥା ଡିଫେଣ୍ଡିଂ ଚାମ୍ପିୟନ ତଥା ମହିଳା ବକ୍ସର ବନଲାଲ ଦୁଆତି ନିଜର ପରାଜୟ ନେଇ ଅସନ୍ତୋଷ ଥିବା କହିଛନ୍ତି। ଚଳିତ ଜାତୀୟ ବକ୍ସିଂ ଚାମ୍ପିୟନଶିପ୍ରେ ସେ ୫୧ କେ.ଜି. ବର୍ଗ ସେମିଫାଇନାଲରେ ହରିୟାଣାର…
୮ ରନରେ ମାଳଦ୍ୱୀପ ଅଲ୍ଆଉଟ ଖାତା ଖୋଲିପାରିଲେନି ୯ଜଣ
ପୋଖରା (ନେପାଳ),୮।୧୨(ପି.ଟି)- ମାଳଦୀପ ମହିଳା କ୍ରିକେଟ ଦଳ ମାତ୍ର ୯ ରନରେ ଅଲଆଉଟ ହୋଇ ଏକ ବିରଳ ତଥା ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ଏଠାରେ ଚାଲିଥିବା ୧୩ତମ ସାଉଥ୍ ଏସିଆନ ଗେମ୍ସରେ ତୃତୀୟ ସ୍ଥାନ ପ୍ଲେ- ଅଫ୍ରେ ଘରୋଇ ନେପାଳ…
ଦ୍ୱିତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ
ଥିରୁଭାନନ୍ତପୁରମ,୮।୧୨(ପି.ଟି)- ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍ ଆୟୋଜନ ହେବ। ଶୁକ୍ରବାର ପ୍ରଥମ ମ୍ୟାଚ୍ରେ ଭାରତ ୬ ଉଇକେଟରେ ବିଜୟୀ ହେବା ସହ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ…
Archives


