ବାର୍ଟି ବର୍ଷର ଶ୍ରେଷ୍ଠ ମହିଳା ଟେନିସ ଖେଳାଳି
ଲସ୍ ଏଞ୍ଜେଲ୍ସ, ୧୨।୧୨ (ଏଏଫ୍ପି)- ଚଳିତ ସିଜନରେ ଦମ୍ଦାର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆର ମହିଳା ଟେନିସ ଖେଳାଳି ଆସଲେଇଘ ବାର୍ଟି ୨୦୧୯ ବର୍ଷ ଲାଗି ‘ଡବ୍ଲ୍ୟୁଟିଏ ପ୍ଲେୟାର ଅଫ୍ ଦି ଇୟର’ ବିବେଚିତ ହୋଇଛନ୍ତି। ଚଳିତ ବର୍ଷ ବାର୍ଟି ଫ୍ରେଞ୍ଚ୍ ଓପନ୍…
ଅନୁଷ୍କାଙ୍କୁ ବିବାହ ବାର୍ଷିକୀର ଉପହାର ଦେଲେ ବିରାଟ କୋହଲି
ମୁମ୍ବାଇ, ୧୨।୧୨: ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଭାରତ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ହାତେଇଛି। ଏହି ମ୍ୟାଚରେ କ୍ୟାପଟେନ ବିରାଟ କୋହଲିଙ୍କ ସହିତ ରୋହିତ ଶର୍ମା ଏବଂ…
ଗ୍ରାଏମ୍ ସ୍ମିଥ୍ଙ୍କୁ ନୂଆ ଦାୟିତ୍ୱ
କେପ୍ ଟାଉନ, ୧୨।୧୨- ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଗ୍ରାଏମ୍ ସ୍ମିଥ୍ଙ୍କୁ ନୂଆ ଦାୟିତ୍ୱ ମିଳିଛି। କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସ୍ଏ)ର ଡିରେକ୍ଟର ଅଫ୍ କ୍ରିକେଟ୍ ନିର୍ଦ୍ଦେଶକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। ଆସନ୍ତା ବର୍ଷ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର…
ଜଣଙ୍କ ସହ ୪ ବର୍ଷ ଲିଭ୍-ଇନ୍ ରିଲେସନ୍ଶିପରେ ରହି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଏହି କ୍ରିକେଟର
ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ମସିହା ଡିସେମ୍ବର ୧୨ରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିବା ଯୁବରାଜ କ୍ରିକେଟରେ ଅନେକ ଉପଲବ୍ଧି ହାସଲ କରିଛନ୍ତି। ଯଦିଓ ସେ କ୍ରିକେଟକୁ ଅଲବିଦା କହିସାରିଛନ୍ତି କିନ୍ତୁ…
୫୦ ବର୍ଷରେ ଚେସ୍ ଯାଦୁଗର ଆନନ୍ଦ
ଚେନ୍ନାଇ, ୧୨।୧୨ (ପି.ଟି.)- ଭାରତର କିମ୍ବଦନ୍ତୀ ଚେସ୍ ତାରକା ତଥା ୫ ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ବୁଧବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଚେନ୍ନାଇ ଜନ୍ମିତ ବିଶ୍ୱନାଥନ ପରିବାର ସଦସ୍ୟଙ୍କ ଗହଣରେ ଜନ୍ମଦିନ ପାଳନ କରିଛନ୍ତି। ପୁଅ ଅଖିଲଙ୍କ…
୩୮ ବର୍ଷରେ ଯୁବରାଜ: ୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍କୁ ଦେଇଥିଲେ କନ୍ଦାଇ
ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ଗୁରୁବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ଯୁବରାଜଙ୍କୁ ପ୍ରଶଂସକ ସ୍ନେହରେ ଯୁବି ବୋଲି ଡାକିଥାନ୍ତି। ୨୦୦୭ରେ ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍ରେ ଯୁବରାଜ ଷ୍ଟୁଆର୍ଟ…
ବକ୍ନରଙ୍କୁ ପଛରେ ପକାଇବେ ଅଲିମ୍ ଦାର
ଦୁବାଇ, ୧୨।୧୨(ପି.ଟି.)- ପାକିସ୍ତାନ ଅମ୍ପାୟର ଅଲିମ୍ ଦାର ଏବେ ଓ୍ବେଷ୍ଟଇଣ୍ଡିଜର ଷ୍ଟିଭ୍ ବକ୍ନରଙ୍କ ରେକର୍ଡକୁ ଅତିକ୍ରମ କରିବାକୁ ଯାଉଛନ୍ତି। ଅମ୍ପାୟର ହିସାବରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ପରିଚାଳନା କରି ବକ୍ନର ରେକର୍ଡ ସୃଷ୍ଟି କରିଥିଲେ। ୧୨ ତାରିଖ ଗୁରୁବାରଠାରୁ ଅଷ୍ଟ୍ରେଲିଆ ଓ…
ଓଡ଼ିଶା ଦଳରେ ସମୀର
ବ୍ରହ୍ମପୁର ଅଫିସ୍,୧୨ା୧୨: କୁଚ୍ବିହାର ଟ୍ରଫିର ଆଗାମୀ ମ୍ୟାଚ୍ ଆସନ୍ତା ୧୩ତାରିଖରେ ଓଡ଼ିଶା ଦଳ ଆସାମ ବିପକ୍ଷରେ ଖେଳିବ। ଆସାମରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ ଓଡ଼ିଶା ଦଳ ଘୋଷଣା ହୋଇଯାଇଛି। ଓଡ଼ିଶା କ୍ରିକେଟ ସଂଘ(ଓସିଏ) ତରଫରୁ ୧୫ଜଣିଆ ଦଳ ଘୋଷଣା…
ୱାର୍ଲଡ ଟୁର୍ ଫାଇନାଲ୍ସ: ପରାଜୟରୁ ସିନ୍ଧୁଙ୍କ ଅଭିଯାନ
ଗୁଆଙ୍ଗଝୋଉ, ୧୨।୧୨ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ପି.ଭି. ସିନ୍ଧୁ ଏଠାରେ ଆରମ୍ଭ ହୋଇଥିବା ବର୍ଷର ଅନ୍ତିମ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ବିଡବ୍ଲ୍ୟୁଏଫ୍ ୱାର୍ଲଡ ଟୁର୍ ଫାଇନାଲ୍ସରେ ପରାଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଅନୁଷ୍ଠିତ ମୁକାବିଲାରେ ସିନ୍ଧୁ ଜାପାନର ଏକେନା ୟାମାଗୁଚିଙ୍କ ନିକଟରୁ…
ଟୋକିଓ ଅଲିମ୍ପିକ୍ସରେ ଭାରତ ଉନ୍ନତ ପ୍ରଦର୍ଶନ କରିବ: କ୍ରୀଡ଼ାମନ୍ତ୍ରୀ
ନୂଆଦିଲ୍ଲୀ, ୧୨।୧୨- ଆସନ୍ତା ବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ପୂର୍ବାପେକ୍ଷା ଭାରତ ଏଥର ଉନ୍ନତ ପ୍ରଦର୍ଶନ କରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଏଠାରେ ବୁଧବାର ଆୟୋଜିତ ହୋଇଥିବା ନବମ ଗ୍ଲୋବାଲ ସ୍ପୋଟର୍ସ ସମିଟ୍ –…
ସାଉଥ୍ ଏସିଆନ୍ ଗେମ୍ସ ମେଡାଲିଷ୍ଟଙ୍କୁ ଆର୍ଥିକ ପୁରସ୍କାର
ନୂଆଦିଲ୍ଲୀ,୧୨।୧୨(ପି.ଟି.)- ନେପାଳ ରାଜଧାନୀ କାଠମାଣ୍ଡୁରେ ଅନୁଷ୍ଠିତ ହୋଇଥିବା ସାଉଥ୍ ଏସିଆନ ଗେମ୍ସରେ ପଦକ ହାସଲ କରିଥିବା ଆଥଲେଟମାନଙ୍କୁ ଆର୍ଥିକ ପୁରସ୍କାର ଦେବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଘୋଷଣା କରିଛନ୍ତି। ଏଥିରେ କ୍ରମାଗତ ୧୩ଥର ପାଇଁ ଭାରତ ସର୍ବାଧିକ ପଦକ ହାସଲ…
ବାରବାଟୀ ମ୍ୟାଚ: ଡାଏଟ୍ ପ୍ଲାନ୍ରେ ଚିକେନ୍କୁ ଗୁରୁତ୍ୱ
କଟକ ଅଫିସ,୧୨ା୧୨- ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଦଳର ଡାଏଟ୍ ପ୍ଲାନ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ରେ ପହଞ୍ଚିଛି। ଉଭୟ ଦଳର ଖେଳାଳିଙ୍କ ଖାଦ୍ୟ ତାଲିକାରେ ଚିକେନ୍ର ବିଭିନ୍ନ ଆଇଟମ୍କୁ ଗୁରୁତ୍ୱ ଦିଆଯାଇଛି। ଅଭ୍ୟାସ ଓ ମ୍ୟାଚ୍ ଦିନ ଖେଳାଳିଙ୍କ ଖାଦ୍ୟରେ ପ୍ରୋଟିନ୍…
Archives


