କମ୍ ବୟସରେ କରିଥିଲେ ବିବାହ
କ୍ରିକେଟରେ କେତେକ ଖେଳାଳି ଥିଲେ, ଯେଉଁମାନେ ଖୁବ୍ କମ୍ ବୟସରେ ବିବାହ କରିଥିଲେ। ସେହି ଖେଳାଳିଙ୍କ ବିଷୟରେ… କପିଳ ଦେବ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର କପିଳ ଦେବ ମାତ୍ର ୨୧ବର୍ଷ ବୟସରେ ରୋମି ଭାଟିଆଙ୍କୁ...
ଗୋଟେ ଓଭରରେ ୫ ଛକା ମାରିଲେ କେକେଆର ଖେଳାଳି ବାଣ୍ଟନ
ବ୍ରିସବେନ, ୬।୧- ବ୍ରିସବେନ ହିଟ୍ ପକ୍ଷରୁ ଖେଳୁଥିବା ଇଂଲଣ୍ଡର ବିସ୍ଫୋରକ ଓପନର ଟମ ବାଣ୍ଟନ ସୋମବାର ବିଗ୍ ବାଶ ଲିଗ୍(ବିବିଏଲ)ର ସିଡ୍ନୀ ଥଣ୍ଡର୍ସ ବିପକ୍ଷ ମ୍ୟାଚ୍ରେ ୧୯ ବଲରେ ୫୬ ରନ୍ର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଏହା ବିବିଏଲ ଇତିହାସର...
୩ୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ପରାସ୍ତ: ଅଷ୍ଟ୍ରେଲିଆର ସିରିଜ ସୁଇପ୍
ସିଡ୍ନୀ, ୬।୧ (ଏପି)- ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାନୀୟ ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଅନ୍ତିମ ତଥା ୩ୟ ଟେଷ୍ଟ ମ୍ୟାଚ୍କୁ ଅଷ୍ଟ୍ରେଲିଆ ୨୭୯ ରନରେ ବୃହତ୍ ବିଜୟ ଲାଭ କରିଛି। ୪୧୬ ରନର ବିଶାଳ ଲକ୍ଷ୍ୟକୁ ପିଛା କରି...
ଫ୍ଲେମିଂଙ୍କ ରେକର୍ଡ ଭାଙ୍ଗିଲେ ଟେଲର
ସିଡ୍ନୀ, ୬।୧- ନ୍ୟୁଜିଲାଣ୍ଡ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ରସ୍ ଟେଲର ସୋମବାର ଟେଷ୍ଟ କ୍ରିକେଟରେ ଦେଶର ସର୍ବାଧିକ ରନ୍ ସ୍କୋରର ହେବାର ସଫଳତା ପାଇଛନ୍ତି। ଏଥିସହ ସେ ପୂର୍ବତନ ଅଧିନାୟକ ଷ୍ଟିଫେନ ଫ୍ଲେମିଂଙ୍କୁ ପଛରେ ପକାଇ ଦେଇଛନ୍ତି। ସେ ଅଷ୍ଟ୍ରେଲିଆ...
ପୁଣି ସାପ ପଶିବାରୁ ମ୍ୟାଚ୍ ବାଧାପ୍ରାପ୍ତ
ନୂଆଦିଲ୍ଲୀ, ୬।୧- ବର୍ଷା ଯୋଗୁ ଭାରତ-ଶ୍ରୀଲଙ୍କା ସିରିଜର ପ୍ରଥମ ଟି୨୦ ମ୍ୟାଚ୍ ବାତିଲ ହୋଇଯାଇଛି। ଦେଶର ଅନ୍ୟ ଭାଗରେ ସମାନ ଦିନ ଏକ ମ୍ୟାଚ୍ ଭିନ୍ନ କାରଣ ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଘଟଣାଟି ମୁମ୍ବାଇ ଓ କର୍ନାଟକ ମଧ୍ୟରେ ଅନୁଷ୍ଠିତ...
ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଓ୍ବର୍ନ ନିଲାମ କରିବେ ପଦାର୍ପଣ କ୍ୟାପ
ସିଡ୍ନୀ,୬।୧- ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ କାରଣରୁ ପ୍ରାୟ ୫୦ କୋଟି ବନ୍ୟ ଜନ୍ତୁ ଜୀବନ ହରାଇ ସାରିଲେଣି। କେବଳ ଏତିକି ନୁହେଁ ବହୁ ନିୟୁତ ଏକର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଜନସାଧାରଣଙ୍କ ମୃତ୍ୟୁ ଘଟିଛି। ଏଭଳି ଭୟଙ୍କର...
‘ବନ୍ଦେ ମାତରମ୍’ରେ କମ୍ପିଲା ଗୁଆହାଟୀ ଷ୍ଟାଡିୟମ୍
ଗୁଆହାଟୀ,୬।୯: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ଟସ୍ ପରେ ଗୋଟିଏ ବି ବଲ ପଡିବା ପୂର୍ବରୁ ମ୍ୟାଚକୁ ବାତିଲ କରିଦିଆଯାଇଛି। ଟସ୍ ପରେ ଲଗାତର ବର୍ଷା...
ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ଲୋକଙ୍କ ସହାୟତା ପାଇଁ ଜୀବନର ସବୁଠୁ ମୂଲ୍ୟବାନ ଜିନିଷ ନିଲାମ କଲେ ସେନ୍ ଓ୍ବାର୍ଣ୍ଣ
କାନବେରା,୬।୯: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ଦୀର୍ଘ ୪ ମାସ ନଆଁ ଲାଗିଛି। ଫଳରେ ଜଙ୍ଗଲରେ ଥିବା ପାଖାପାଖି ୫୦ କୋଟି ଜୀବଜନ୍ତ ଏବଂ ପକ୍ଷୀ ପୋଡ଼ି ହୋଇଯାଇଛନ୍ତି। ଏହି ନିଆଁ ଅଷ୍ଟ୍ରେଲିଆର ଭିକ୍ଚୋରିଆ ଏବଂ ନ୍ୟୁ ସାଉଥୱେଲସ ଅଞ୍ଚଳରେ ଲାଗିଛି।...
ବାଥ୍ ରୁମ୍ରେ ଥିଲେ, ଭାରତର ୫ଟି ଉଇକେଟ୍ ଯିବାପରେ ପଡିଆକୁ ଆସି ୧୭୫ ରନ୍ର ବିସ୍ଫୋରକ ଇନିଂଶ ଖେଳିଥିଲେ ମହାନ ଖେଳାଳି
ଭାରତୀୟ କ୍ରିକେଟ ଦଳର ମହାନ ଅଲରାଉଣ୍ଡର କପିଳ ଦେବଙ୍କ ଆଜି ୬୧ତମ ଜନ୍ମଦିବସ। ୧୯୫୯ ମସିହା ଆଜିର ଦିନରେ ସେ ଚଣ୍ଡୀଗଡରରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ କ୍ୟାରିୟରରେ ଉଭୟ ବ୍ୟାଟ୍ ଏବଂ ବଲ୍ରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ...
ଭାଙ୍ଗିଦେଲେ ଇବ୍ରାହିମୋଭିଚ୍ଙ୍କ ମୂର୍ତ୍ତି
ମାଲ୍ମୋ(ସ୍ବିଡେନ୍), ୬।୧(ଏପି)- ସ୍ବିଡେନ୍ ପାଇଁ ଅନ୍ତର୍ଜାତୀୟସ୍ତରରେ ସର୍ବାଧିକ ଗୋଲ କରିଥିବା ଜଲାଟନ ଇବ୍ରାହିମୋଭିଚ୍ଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ୫୦୦ କେଜି ଓଜନବିଶିଷ୍ଟ ବ୍ରୋଞ୍ଜ୍ରେ ନିର୍ମିତ ମୂର୍ତ୍ତି ମାଲମୋ ଫୁଟବଲ ଷ୍ଟାଡିୟମ ବାହାରେ ଅବସ୍ଥିତ ଥିଲା। ମୂର୍ତ୍ତିର ନିମ୍ନଭାଗରୁ କାଟି ଅଲଗା...
ସୌମ୍ୟଙ୍କୁ ୫୮ତମ ଓପନ୍ ଚେସ୍ ଟାଇଟଲ
ଭୁବନେଶ୍ୱର, ୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍ ଆସୋସିଏଶନ (ଓଏସ୍ସିଏ) ଓ ୟୁନିକ୍ ଫାଉଣ୍ଡେଶନର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲା ବୋଲଗଡ଼ର ଅସରାଳସ୍ଥିତ ହରିହର ବିଦ୍ୟାପୀଠରେ ୨ୟ ଦେବରାଜ କର ମେମୋରିଆଲ ଓପନ୍ ର଼୍ୟାପିଡ୍ ଚେସ୍ ଚାମ୍ପିୟନଶିପ୍ ରବିବାର ଅନୁଷ୍ଠିତ...
ଅଶ୍ୱିନ, ବୋଥାମଙ୍କୁ ଟପିଲେ ଆଣ୍ଡରସନ
କେପ୍ ଟାଉନ, ୬।୧- ଅଭିଜ୍ଞ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟରେ ସର୍ବାଧିକ ୫ ଉଇକେଟ୍ ସଫଳତା ପାଇବାରେ ସାର୍ ଇଆନ ବୋଥାମ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଛରେ ପକାଇ ଦେଇଛନ୍ତି। ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ...
Archives


