ରାଜକୋଟ୍ରେ ଭଲ ନାହିଁ ଭାରତର ରେକର୍ଡ
ରାଜକୋଟ,୧୬।୧(ପି.ଟି.)- ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍ସିଏ) ଗ୍ରାଉଣ୍ଡରେ ଘରୋଇ ଭାରତର ରେକର୍ଡ ଭଲ ନାହିଁ। ଏଠାରେ ଗତ ଦୁଇଟି ମ୍ୟାଚ୍ ଖେଳି ଭାରତ ପରାସ୍ତ ହୋଇଥିଲା। ୨୦୧୩ରେ ଏଠାରେ ଭାରତ ଇଂଲଣ୍ଡଠାରୁ ଏକ ରୋମାଞ୍ଚକ ମ୍ୟାଚ୍ରେ ମାତ୍ର ୯...
ଫେରିବା ସଙ୍କେତ ଦେଲେ ଧୋନୀ
ନୂଆଦିଲ୍ଲୀ,୧୬।୧(ପି.ଟି.)- ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ଖେଳାଳିଙ୍କ ତାଲିକାରୁ ବାଦ୍ ପଡ଼ିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗୁରୁବାର କ୍ରିକେଟକୁ ଫେରିବା ସଙ୍କେତ ଦେଇଛନ୍ତି। ସେ ଝାଡ଼ଖଣ୍ଡ ରଣଜୀ ଦଳ ସହ ଅଭ୍ୟାସ ଆରମ୍ଭ କରିଛନ୍ତି। ଏଥିସହ ଭେଟେରାନ...
ପୁଅକୁ ଦେଖି ଭାବବିହ୍ବଳ ହେଲେ ସାନିଆ
ହୋବାର୍ଟ, ୧୬।୧:ଭାରତୀୟ ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଏଠାରେ ଚାଲିଥିବା ହୋବାର୍ଟ ଇଣ୍ଟରନ୍ୟାଶନାଲ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇବର୍ଷ ପରେ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଥିବା ସାନିଆ ୟୁକ୍ରେନର ନାଡିଆ କିଚେନୋକଙ୍କୁ ସାଥୀ କରି ଏହି ପ୍ରତିଯୋଗିତା...
ବ୍ୟାଟ୍ ଛାଡି ବନ୍ଧୁକ ଧରିଲେ ଧୋନୀ
ରାଞ୍ଚି,୧୬।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କେବେ ପଡିଆକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇ ରହିଛି। ଏସବୁ ଭିତରେ ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। ନିକଟରେ...
କୋହଲି, ରୋହିତ୍, ବୁମ୍ରା ପାଇବେ ୭ କୋଟି
ନୂଆଦିଲ୍ଲୀ, ୧୬।୧ (ପି.ଟି.)- ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଗୁରୁବାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା (୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ) ପ୍ରକାଶ ପାଇଛି। ଏଥିରେ ମୋଟ୍ ୪ଟି ଗ୍ରେଡ୍ ରହିଛି। ଅଧିନାୟକ ବିରାଟ କୋହଲିଙ୍କ...
ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ଧୋନୀ ବାଦ୍
ନୂଆଦିଲ୍ଲୀ, ୧୬।୧ (ପି.ଟି.)- ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ଗୁରୁବାର ମହେନ୍ଦ୍ର ସିଂ ଧୋନୀଙ୍କ ନାମକୁ ବାଦ୍ ଦେଇଛି। ଫଳରେ ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଫଳ ଅଧିନାୟକ ରହିଥିବା ଧୋନୀଙ୍କ...
କାଉଣ୍ଟି ଖେଳିବେ ଅଶ୍ୱିନ
ଲଣ୍ଡନ, ୧୬।୧ (ପି.ଟି.)- ସିନିୟର ଭାରତୀୟ ଅଫ୍-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କାଉଣ୍ଟି କ୍ରିକେଟ୍ ଖେଳିବେ। ଇଂଲିଶ କାଉଣ୍ଟି ଚାମ୍ପିୟନଶିପ୍ରେ ଚଳିତ ବର୍ଷ ଲାଗି ସେ ୟର୍କଶାୟର ପକ୍ଷରୁ ଖେଳିବେ ବୋଲି କ୍ଲବ ପକ୍ଷରୁ ଗୁରୁବାର କୁହାଯାଇଛି। ଦକ୍ଷିଣ ଆଫ୍ରିକା ସ୍ପିନର...
ବିବାହ ବନ୍ଧନରେ ଆବଦ୍ଧ ହେଲେ ଆଉ ଜଣେ କ୍ରିକେଟର୍
ପୁଣି ଜଣେ କ୍ରିକେଟର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘ ଦିନର ପ୍ରେମିକା ସନାୟା ଟାକ୍ରିରିଓ୍ବାଲାଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି ଭାରତୀୟ କ୍ରିକେଟର କରୁଣ ନାୟାର। ଦକ୍ଷିଣ ଭାରତୀୟ ବିବାହ ରୀତିନୀତିରେ ଉଭୟ ବିବାହ ରଚିଛନ୍ତି। ଗତବର୍ଷ ଜୁନ ମାସରେ...
ଅଷ୍ଟ୍ରେଲିଆନ୍ ଓପନ୍: ଯୋଗ୍ୟତା ପର୍ଯ୍ୟାୟରୁ ନାଗଲଙ୍କ ବିଦାୟ
ମେଲବୋର୍ନ, ୧୬।୧ (ପି.ଟି.)- ଭାରତୀୟ ପୁରୁଷ ଟେନିସ ଖେଳାଳି ସୁମିତ୍ ନାଗଲ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ୍ ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରଥମ ରାଉଣ୍ଡ ମୁକାବିଲାରେ...
ନ୍ୟୁଜିଲାଣ୍ଡ ଦଳରୁ ଆହତ ବୋଲ୍ଟ, ଫର୍ଗୁସନ ବାଦ୍
ଓ୍ବେଲିଂଟନ, ୧୬।୧ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଟି୨୦ ସିରିଜ ଲାଗି ଗୁରୁବାର ଘରୋଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଆଘାତଜନିତ ସମସ୍ୟା ଲାଗି ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କ ସମେତ ଲୋକି ଫର୍ଗୁସନ ଘୋଷିତ ୧୪ ଜଣିଆ ନ୍ୟୁଜିଲାଣ୍ଡ...
ଭାରତୀୟ କ୍ରିକେଟ ଦଳର ‘ସୁପର୍ ଫ୍ୟାନ୍’ଙ୍କ ପରଲୋକ, ଦିନେ ବିରାଟଙ୍କୁ କରିଥିଲେ ଆଶୀର୍ବାଦ
ନୂଆଦିଲ୍ଲୀ,୧୬।୧: ଇଂଲଣ୍ଡରେ ଆୟୋଜିତ ହୋଇଥିବା ୨୦୧୯ କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳକୁ ଚିୟର୍ କରିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ରହୁଥିଲେ ୮୭ ବର୍ଷୀୟା ଚାରୁଲତା ପଟେଲ। ସେ ସମୟରେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ମଧ୍ୟ ଥିଲେ। ତାଙ୍କ ସୁପର...
କୋହଲିଙ୍କ ‘ବିରାଟ’ ପ୍ରଶଂସକ
ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିକେଟ ପଡିଆରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛନ୍ତି। ଖୁବ୍ଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି କ୍ରିକେଟ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। ତେବେ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ଅଧିକ।...
Archives


