ଖେଳ

ବିରାଟ କୋହଲିଙ୍କ ବିସିସିଆଇ ନିୟମ ବିରୋଧୀ ମତର ପରେ କଡ଼ା ଜବାବ ଦେଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୧୧ା୭: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଶୁକ୍ରବାର, ୧୧ ଜୁଲାଇ ୨୦୨୫ରେ ବିସିସିଆଇର ନୂଆ ନିୟମ ଉପରେ ମୁହଁ ଖୋଲିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପରାଜୟ ପରେ ବିସିସିଆଇ ବିଦେଶ ଗସ୍ତ ସମୟରେ ପରିବାରଙ୍କ ସହ…

ପାକିସ୍ତାନର ନୂଆ ଡ୍ରାମା, ଏସିଆ କପ-ବିଶ୍ୱକପ ପାଇଁ ହକି ଦଳ ଭାରତ ପଠାଇବା ପୂର୍ବରୁ କରିବ ସୁରକ୍ଷା ସମୀକ୍ଷା

ଇସଲାମାବାଦ/ନୂଆଦିଲ୍ଲୀ,୧୧।୭: ଏସିଆ କପ ହକି ପୂର୍ବରୁ ପାକିସ୍ତାନ ଏକ ନଆନାଟକ ଆରମ୍ଭ କରିଛି। ପାକିସ୍ତାନ କହିଛି ଯେ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଏସିଆ କପ ଏବଂ ଜୁନିଅର ବିଶ୍ୱକପ ପାଇଁ ଭାରତକୁ ଏହାର ଜାତୀୟ ହକି ଦଳ ପଠାଇବା…

ଲାଇଭ୍‌ ମ୍ୟାଚ୍‌ରେ ହଠାତ୍‌ ବୁମରାଙ୍କ ଉପରେ ହେଲା ଆକ୍ରମଣ: ବନ୍ଦ ହୋଇଗଲା ମ୍ୟାଚ୍‌

ଲର୍ଡସ,୧୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଜୁଲାଇ ୧୦ ତାରିଖରେ ଲର୍ଡସରେ ଆରମ୍ଭ ହୋଇଛି। ଗତ ଦୁଇଟି ଟେଷ୍ଟ ମ୍ୟାଚ ପରି, ଏହି ମ୍ୟାଚର ପ୍ରଥମ ଦିନ ସେତେ ଆକର୍ଷଣୀୟ ନ ଥିଲା କାରଣ ଅଧିକ…

ନୀତିଶ ରେଡ୍ଡି ଇଂଲଣ୍ଡ ଗସ୍ତ ପାଇଁ SRH କ୍ୟାପଟେନ୍‌ ପାଟ୍ କମିନ୍ସଙ୍କର ନେଇଥିଲେ ପରାମର୍ଶ, ଏବେ ସମସ୍ତଙ୍କୁ ଚମକାଇଲେ

ନୂଆଦିଲ୍ଲୀ,୧୧ା୭: ଇଂଲଣ୍ଡର ପ୍ରଥମ ଟେଷ୍ଟ ଗସ୍ତ ପାଇଁ ପ୍ରସ୍ତୁତି ନେବା ପାଇଁ ଭାରତୀୟ ଟେଷ୍ଟ କ୍ରିକେଟର ନୀତିଶ କୁମାର ରେଡ୍ଡି ଆଇପିଏଲ ସଂଯୋଗକୁ ବ୍ୟବହାର କରିଛନ୍ତି। ଅଲ-ରାଉଣ୍ଡର ଭାବେ ପରିଚିତ ରେଡ୍ଡିଙ୍କର ଅଷ୍ଟ୍ରେଲିଆର ବର୍ଡର-ଗାଭାସ୍କର ଟ୍ରଫିରେ ବୋଲିଂ ପ୍ରଦର୍ଶନ ଖରାପ ଥିଲା।…

୮ ବଲ୍‌ରେ ୬ ଉଇକେଟ୍‌: କ୍ରିକେଟ୍‌ରେ ଚମତ୍କାର କଲେ ଏହି ବୋଲର୍‌

ନୂଆଦିଲ୍ଲୀ,୧୧।୭: କ୍ରିକେଟରେ ପ୍ରତିଦିନ ନୂଆ ରେକର୍ଡ ହୁଏ, କିନ୍ତୁ ଭାରତୀୟ ବଂଶୋଦ୍ଭବ ସ୍ପିନର କିଶୋର କୁମାର ସାଧକ ଇଂଲଣ୍ଡରେ ଯେଉଁ ଚମତ୍କାର କରିଥିଲେ ତାହା ହୁଏତ ବର୍ଷ ବର୍ଷ ଧରି ପୁନରାବୃତ୍ତି ହେବ ନାହିଁ। ଟୁ କାଉଣ୍ଟି ଚାମ୍ପିଅନସିପ ଡିଭିଜନ ସିକ୍ସର…

ସୁପରଷ୍ଟାର ପାଲଟିଲେ ବୈଭବ ସୂର୍ଯ୍ୟବଂଶୀ, ୬ ଘଣ୍ଟା ଡ୍ରାଇଭ କରି କ୍ରିକେଟରଙ୍କୁ ଭେଟିବାକୁ ପହଞ୍ଚିଲେ ୨ ଯୁବତୀ

ନୂଆଦିଲ୍ଲୀ,୧୦।୭: ସୋସିଆଲ ମିଡିଆ ଦୁନିଆରେ ଲୋକମାନେ ରାତାରାତି ସୁପରଷ୍ଟାର ହେବାର ଦେଖାଯାଇଛି, କିନ୍ତୁ କେତେକ ଲୋକ ଅଛନ୍ତି ଯେଉଁମାନେ ନିଜ କଠିନ ପରିଶ୍ରମ ବଳରେ ଦୁନିଆରେ ନିଜର ସ୍ବତନ୍ତ୍ର ଛାପ ସୃଷ୍ଟି କରନ୍ତି। ଏହା କ୍ରିକେଟ ଦୁନିଆରେ ମଧ୍ୟ ଦେଖାଯାଏ। ଆଜିକାଲି…

ଲର୍ଡସରେ ସଚିନଙ୍କୁ ମିଳିଲା ବଡ଼ ସମ୍ମାନ: ଘଣ୍ଟି ବଜାଇ ଆରମ୍ଭ କଲେ ମ୍ୟାଚ୍‌

ଲର୍ଡସ,୧୦।୭:କ୍ରିକେଟର ମକ୍କା ଲର୍ଡସରେ ଭାରତ-ଇଂଲଣ୍ଡ ଟେଷ୍ଟର ବହୁ ଚର୍ଚ୍ଚିତ ମ୍ୟାଚ ମାଷ୍ଟର-ବ୍ଲାଷ୍ଟର ସଚିନ ତେନ୍ଦୁଲକର ଘଣ୍ଟି ବଜାଇ ମ୍ୟାଚ୍‌ର ଶୁଭାରମ୍ଭ କରିଥିଲେ। ସଚିନ ତେନ୍ଦୁଲକର ଏକ ଇଂରାଜୀ ଚେକ ବ୍ଲେଜର ଏବଂ ଟାଇ ପିନ୍ଧି ଲର୍ଡସ ପାଭିଲିୟନର ବୋଲର୍ସ ବାର୍‌କୁ ଆସି…

Ind vs Eng Lords Test: ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ

ଲଡ୍ସ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଗୋଟିଏ ପରିବର୍ତ୍ତନ କରାଯାଇଛି।…

ଲର୍ଡସ୍‌ରେ କରୁଣ ନାୟାରଙ୍କ ପାଇଁ ପରୀକ୍ଷା: ଦ୍ୱିତୀୟ ସୁଯୋଗରେ ନିଜକୁ ପ୍ରମାଣ କରିବାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟର କରୁଣ ନାୟାରଙ୍କ ପାଇଁ ଲର୍ଡସ୍‌ରେ ଆଜି ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ୨୦୨୨ ଡିସେମ୍ବରରେ ନାୟାର ତାଙ୍କ ଏକ୍ସ ଆକାଉଣ୍ଟରେ ଲେଖିଥିଲେ, “ପ୍ରିୟ କ୍ରିକେଟ, ମୋତେ ଆଉ ଏକ ସୁଯୋଗ ଦିଅ।”…

ଆଜିଠୁ ଲର୍ଡସ୍ ଲଢ଼େଇ: ତୃତୀୟ ଟେଷ୍ଟ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ, ୧-୧ରେ ସିରିଜ ବରାବର

ଲର୍ଡସ୍,୧୦।୭: କ୍ରିକେଟର ମକ୍କା କୁହାଯାଉଥିବା ଐତିହାସିକ ଲର୍ଡସ୍ ଷ୍ଟାଡିୟମ୍‌ରେ ଆଜିଠୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେଉଛି। ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଉଭୟ ଦଳ ଏପର୍ଯ୍ୟନ୍ତ ଗୋଟିଏ ଲେଖାଏଁ…

ଏହି ସିରିଜରେ ଖେଳିବେ କୋହଲି-ରୋହିତ, BCCIର ବଡ଼ ନିଷ୍ପତ୍ତି !

ନୂଆଦିଲ୍ଲୀ,୯।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜ ଖେଳୁଛି। କିନ୍ତୁ ଆସନ୍ତା ମାସରେ ଦଳ ଏକ ODI ସିରିଜ ଖେଳିବ, ଯେଉଁଥିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିବ। ଏହି ODI ସିରିଜ ଶ୍ରୀଲଙ୍କା…

ସାରା ତେନ୍ଦୁଲକରଙ୍କ ମୁହଁକୁ ବି ଚାହିଁଲେ ନାହିଁ ଗିଲ, ଭାଇରାଲ Videoକୁ ନେଇ…

ନୂଆଦିଲ୍ଲୀ,୯।୭: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲ ଏବଂ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଉଭୟଙ୍କୁ ଇଂଲଣ୍ଡରେ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। କହିବାକୁ ଗଲେ ଗିଲ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri