Asia Cup 2025: ଭାରତ, ପାକିସ୍ତାନ ଗୋଟିଏ ଗ୍ରୁପରେ ଖେଳିବା ସମ୍ଭାବନା, ପାକିସ୍ତାନ ଜିଦ ଆଗରେ ମୁଣ୍ଡ ନୁଆଁଇଲା BCCI
ନୂଆଦିଲ୍ଲୀ,୨୪।୭: ଏସିଆ କପ୍ ୨୦୨୫ ପାଇଁ ଭାରତ ଓ ପାକିସ୍ତାନ ଏକ ଗ୍ରୁପରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହି ବହୁ ପ୍ରତୀକ୍ଷିତ ଟି-୨୦ ଟୁର୍ଣ୍ଣାମେଣ୍ଟ ଅନିଶ୍ଚିତତାରେ ଥିବା ବେଳେ, ଏବେ ଏହାର ଆୟୋଜନ…
ଋଷଭ ପନ୍ତଙ୍କ ପାଦ ଆଙ୍ଗୁଠିରେ ଫ୍ରାକଚର, ଇଂଲଣ୍ଡ ସିରିଜରୁ ବାଦ ପଡ଼ିବା ସମ୍ଭାବନା
ମାଞ୍ଚେଷ୍ଟର,୨୪।୭: ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର-ବ୍ୟାଟର ଋଷଭ ପନ୍ତ ଡାହାଣ ପାଦ ଆଙ୍ଗୁଠିରେ ଫ୍ରାକଚର ଯୋଗୁଁ ଇଂଲଣ୍ଡ ବିପକ୍ଷ ଚାଲିଥିବା ଟେଷ୍ଟ ସିରିଜର ବାକି ମ୍ୟାଚରୁ ବାଦ ପଡ଼ିବାର ସମ୍ଭାବନା ରହିଛି। ମାଞ୍ଚେଷ୍ଟରରେ ଚାଲିଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ…
୫୧ ବର୍ଷ ପରେ ପ୍ରଥମଥର ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ
ମାଞ୍ଚେଷ୍ଟର,୨୪।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଅନୁଷ୍ଠିତ ହେଉଛି। ଏହି ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଇତିହାସ ସୃଷ୍ଟି କରିଛନ୍ତି। ଜୟସ୍ବାଲ…
ବ୍ରେଣ୍ଡନ ମ୍ୟାକକୁଲମଙ୍କ ରେକର୍ଡ ଭାଙ୍ଗିଲେ ଆୟୁଷ ମହାତ୍ରେ, ହାସଲ କଲେ ଦମଦାର ଶତକ
ନୂଆଦିଲ୍ଲୀ,୨୪।୬: ଭାରତୀୟ ଯୁବ କ୍ରିକେଟ ଦଳର ଅଧିନାୟକ ଆୟୁଷ ମହାତ୍ରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଯୁବ ଟେଷ୍ଟରେ ଏକ ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମାତ୍ର ୬୪ ବଲରେ ଶତକ ପୂରଣ କରି ସେ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲମଙ୍କ…
୧୨୯୬ ଦିନ ପରେ ବିଦେଶ ମାଟିରେ ବଡ଼ କାରନାମା କଲେ ସାଇ ସୁଦର୍ଶନ
ମାଞ୍ଚେଷ୍ଟର,୨୪।୭:ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଏକ ଆକର୍ଷଣୀୟ ମୋଡ଼ ଦେଖିବାକୁ ମିଳିଥିଲା। ସାଇ ସୁଦର୍ଶନ ବିଦେଶ ମାଟିରେ ତାଙ୍କ କ୍ୟାରିୟରର ପ୍ରଥମ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ। ସୁଦର୍ଶନ…
ଚତୁର୍ଥ ଟେଷ୍ଟରେ ରକ୍ତାକ୍ତ ହେଲେ ରିଷଭ ପନ୍ତ, ଆମ୍ବୁଲାନ୍ସରେ ଛାଡିଲେ ପଡ଼ିଆ
ମ୍ୟାଞ୍ଚେଷ୍ଟର,୨୩।୭: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚର ପ୍ରଥମ ଦିବସରେ ଭାରତୀୟ ଉଇକେଟ୍ ରକ୍ଷକ-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗୁରୁତର ଭାବେ ଆହତ ହୋଇ ପଡିଆ ଛାଡ଼ିଛନ୍ତି। ମ୍ୟାଞ୍ଚେଷ୍ଟରରେ ବୁଧବାର ଆରମ୍ଭ ହୋଇଥିବା ଏହି ମ୍ୟାଚର ଶେଷ ସେସନରେ କ୍ରିସ ୱୋକ୍ସଙ୍କ ବଲରେ…
ବାପାଙ୍କ ବଲ୍ରେ ଛକା ମାରିଲେ ପୁଅ…କ୍ରିକେଟ ମଇଦାନରେ ବାପ-ପୁଅ ଲଢେଇର ନିଆରା ଦୃଶ୍ୟ: ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ,୨୩।୭: କ୍ରିକେଟ ଇତିହାସର ସବୁଠାରୁ ଅନନ୍ୟ ମୁହୂର୍ତ୍ତ ଶପାଗିଜା କ୍ରିକେଟ ଲିଗ ୨୦୨୫ରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନର କିମ୍ବଦନ୍ତୀ ଅଲରାଉଣ୍ଡର ମହମ୍ମଦ ନବିଙ୍କୁ ତାଙ୍କ ନିଜ ପୁଅ ହାସନ ଇସାଖିଲ ପ୍ରଥମ ବଲରେ ଏକ ଚମତ୍କାର ଛକା ମାରିଥିଲେ। ଆମୋ ସାର୍କସ…
ଅବସର ଗ୍ରହଣ ପରେ ଏହି କିମ୍ବଦନ୍ତୀ କ୍ରିକେଟରଙ୍କୁ ଦିଆଗଲା ଗାର୍ଡ ଅଫ ଅନର, ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଦେଲା ସ୍ବତନ୍ତ୍ର ଉପହାର
ଜାମାଇକା,୨୩।୭: ୩୭ ବର୍ଷୀୟ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କୁ ଆଉ କେବେ ୱେଷ୍ଟଇଣ୍ଡିଜ ଜର୍ସିରେ ଦେଖିବାକୁ ମିଳିବ ନାହିଁ। ସେ ୨୨ ଜୁଲାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଯେଉଁଠାରେ ରସେଲ ଏକ ଝଡ଼ମୟ ଇନିଂସ ଖେଳିଥିଲେ। ଏହା ସତ୍ତ୍ୱେ,…
ଇଂଲଣ୍ଡ ଖେଳାଳିଙ୍କ ଉପରେ ରାଗିଗଲେ ଗିଲ୍: ପ୍ରେସ୍ କନଫରେନ୍ସରେ କହିଦେଲେ ଏମିତି କଥା
ମାଞ୍ଚେଷ୍ଟର,୨୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଲର୍ଡସ ଟେଷ୍ଟରେ ଦେଖାଯାଇଥିବା ଉତ୍ତେଜନା ପଛରେ ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲ ତୃତୀୟ ଦିନର ଖେଳର ଶେଷ ଓଭରରେ ଘଟିଥିବା ନାଟକୀୟତା ଉପରେ ଏବେ…
କର ବା ମର ସ୍ଥିତିରେ ଭାରତ: ଗିଲ୍ଙ୍କ ଚିନ୍ତା ବଢିଲା
ମାଞ୍ଚେଷ୍ଟର,୨୩/୭(ପି.ଟି.): ଆଜିଠାରୁ ଓଲ୍ଡ ଟ୍ରାଫୋର୍ଡଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି(ଏଟିଟି) କ୍ରିକେଟ୍ ଟେଷ୍ଟ ସିରିଜ୍ର ଚତୁର୍ଥ ମ୍ୟାଚ୍ ଖେଳାଯିବ। ଏପର୍ଯ୍ୟନ୍ତ ସିରିଜ୍ରେ ୩ ମ୍ୟାଚ୍ ଖେଳାଯାଇଥିବା ବେଳେ ଇଂଲଣ୍ଡ ଏବେ ୨-୧ରେ ଆଗରେ ରହିଛି। ଏଣୁ ଏହି ମ୍ୟାଚ୍…
ସରକାରଙ୍କ ବଡ଼ ପଦକ୍ଷେପ: ଜାତୀୟ କ୍ରୀଡ଼ା ପ୍ରଶାସନ ବିଲରେ ସାମିଲ ହେବ ବିସିସିଆଇ
ନୂଆଦିଲ୍ଲୀ,୨୨ା୭: ସଂସଦରେ ବୁଧବାର ଆଗତ ହେବାକୁ ଥିବା ଜାତୀୟ କ୍ରୀଡ଼ା ପ୍ରଶାସନ ବିଲ୍ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ସାମିଲ କରାଯିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି। ଏହି ବିଲ୍ ଆଇନରେ ପରିଣତ ହେବା ପରେ ସମସ୍ତ ଜାତୀୟ…
ଭାରତରେ ପାକିସ୍ତାନକୁ ଲାଗୁଛି ଡର: FIHକୁ ଲେଖିଲା ଚିଠି
କରାଚୀ, ୨୧ା୭: ଆସନ୍ତା ମାସରେ ଭାରୀତରେ ଏସିଆ କପ୍ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ। ସୁରକ୍ଷା ଜନିତ କାରଣରୁ ପାକିସ୍ତାନ ଏଥିରେ ଅଂଶଗ୍ରହଣ କରିବାକୁ ରାଜି ନ ଥିବା ପାକିସ୍ତାନ ହକି ମହାସଂଘ (ପିଏଚ୍ଏଫ୍) କହିଛି। ଏ ବିଷୟ ସେମାନେ ଅନ୍ତର୍ଜାତୀୟ…
Archives


