BCCI ନେବ ବଡ଼ କାର୍ଯ୍ୟାନୁଷ୍ଠାନ! କୋଚ ଗୌତମ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଝୁଲୁଛି ଖଣ୍ଡା
ମାଞ୍ଚେଷ୍ଟର,୨୮।୭: ମାଞ୍ଚେଷ୍ଟର ଟେଷ୍ଟର ଫଳାଫଳ ଡ୍ର ଥିଲା। ଅର୍ଥାତ୍ ୫ ଟିକିଆ ଟେଷ୍ଟ ସିରିଜ ଏବେ ୧-୨ ରହିଛି। BCCI ଖୁବଶୀଘ୍ର ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇପାରେ।…
୨୩ ବର୍ଷ ପରେ ଏହି ବଡ଼ କାରନାମା କଲେ ରବିନ୍ଦ୍ର ଜାଡେଜା: ଭାଙ୍ଗିଦେଲେ ସବୁ ରେକର୍ଡ
ମାଞ୍ଚେଷ୍ଟର,୨୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ, ରବିନ୍ଦ୍ର ଜାଡେଜା ୨୩ ବର୍ଷ ପୂର୍ବେ କିମ୍ବଦନ୍ତୀ ଖେଳାଳି ଭିଭିଏସ ଲକ୍ଷ୍ମଣ କରିଥିବା କୃତିତ୍ୱ ହାସଲ କରିଛନ୍ତି। ଜାଡେଜା ଏହି ସିରିଜରେ ପଞ୍ଚମ ଥର ପାଇଁ ଅର୍ଦ୍ଧଶତକ ହାସଲ…
ଗିଲ୍, ସୁନ୍ଦର, ଜାଡେଜାଙ୍କ ଶତକ: ଚତୁର୍ଥ ଟେଷ୍ଟ ଡ୍ର
ମାଞ୍ଚେଷ୍ଟର,୨୭।୭: ଅଧିନାୟକ ଶୁବମନ ଗିଲ୍, ରବୀନ୍ଦ୍ର ଜାଡେଜା ଓ ଓ୍ବାଶିଂଟନ ସୁନ୍ଦରଙ୍କ ଶତକ ବଳରେ ଭାରତ ମାଞ୍ଚେଷ୍ଟରରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟକୁ ଡ୍ର ରଖିବାକୁ ସକ୍ଷମ ହୋଇଛି। ପ୍ରଥମ ଇନିଂସରେ ୩୧୧ ରନରେ ପଛୁଆ ଥିବା ଭାରତ…
ଆଇନଗତ ଅଡ଼ୁଆରେ ନୀତୀଶ
ନୂଆଦିଲ୍ଲୀ,୨୭ା୭: ଭାରତୀୟ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଆଇନଗତ ଅଡ଼ୁଆରେ ପଡ଼ିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଭାରତୀୟ ଦଳର ଅଂଶ ଥିବା ନୀତୀଶ ତୃତୀୟ ମ୍ୟାଚ୍ ପରେ ଇଞ୍ଜୁରୀ କାରଣରୁ ବଳକା ମ୍ୟାଚ୍ରୁ ବାଦ୍ ପଡ଼ିଥିଲେ। ସେ ଭାରତ ଫେରିବା…
ଏହି ଦିନ ଏକାସମୟରେ ଖେଳାଯିବ ୧୦୦୦ ମ୍ୟାଚ୍: ଜାଣନ୍ତୁ କ’ଣ ପାଇଁ…
ମହାବଲିପୁରମ,୨୭ା୭: ଆସନ୍ତା ନଭେମ୍ବର ୭ ତାରିଖରେ ଭାରତୀୟ ହକି ଅଭିଯାନକୁ ୧୦୦ବର୍ଷ ପୂରିବାକୁ ଯାଉଥିବାରୁ ହକି ଇଣ୍ଡିଆ(ଏଚ୍ଆଇ)ର ୧୫ତମ କଂଗ୍ରେସରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଭାରତୀୟ ହକିକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଉତ୍ସବ ପାଳନ କରାଯିବ,…
ବୁମ୍ରା ନା ସିରାଜ…କିଏ ଅଧିକ ଧନୀ, କାହା ପାଖରେ ଅଧିକ ସମ୍ପତ୍ତି?
ମାଞ୍ଚେଷ୍ଟର,୨୭।୭: ଭାରତୀୟ କ୍ରିକେଟ ଟିମ୍ ବର୍ତ୍ତମାନ ଇଂଲଣ୍ଡ ସହ ମାଞ୍ଚେଷ୍ଟରରେ ଏକ ରୋମାଞ୍ଚକର ଟେଷ୍ଟ ମ୍ୟାଚ୍ ଖେଳୁଛି। ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରି ୩୫୮ ରନ ସଂଗ୍ରହ କରିଥିବା ବେଳେ, ଇଂଲଣ୍ଡ ଦଳ ଜବାବରେ ୬୬୯ ରନ୍ର ଜବରଦସ୍ତ ଇନିଂସ…
ହୋଇଗଲା କନ୍ଫର୍ମ: ଏହିଦିନ ମୁହାଁମୁହିଁ ଭାରତ-ପାକିସ୍ତାନ, ୨୦ ଦିନ ଯାଏ…
ନୂଆଦିଲ୍ଲୀ,୨୬।୭: ସମସ୍ତ ବିବାଦରେ ପୂର୍ଣ୍ଣଚ୍ଛେଦ। ଖୁବ୍ଶୀଘ୍ର କ୍ରିକେଟ ପିଚ୍ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଏସିଆ କପ୍ ୨୦୨୫ରେ ଏହି ଦୁଇ ଦେଶ ମଧ୍ୟରେ ମୁକାବିଲା ହେବ, ଯାହାକୁ ନେଇ ଆଧିକାରିକ ଘୋଷଣା ହୋଇସାରିଛି। ଏସିଆନ କ୍ରିକେଟ କାଉନସିଲ ଆୟୋଜିତ ଏହି ଟୁର୍ନାମେଣ୍ଟ…
WWE ଆଇକନ ହଲ୍କ ହୋଗାନଙ୍କ ୭୧ ବର୍ଷ ବୟସରେ ଦେହାନ୍ତ
ନୂଆଦିଲ୍ଲୀ,୨୫ା୭: ପ୍ରୋଫେସନାଲ ରେସଲିଂ ଜଗତର ଆଇକନିକ୍ ସୁପରଷ୍ଟାର ହଲ୍କ ହୋଗାନ (ଆସଲ ନାମ ଟେରୀ ଜିନ ବୋଲିଆ) ୭୧ ବର୍ଷ ବୟସରେ ୨୦୨୫ ଜୁଲାଇ ୨୪ ତାରିଖରେ ଫ୍ଲୋରିଡାର କ୍ଲିୟରୱାଟରସ୍ଥିତ ନିଜ ଘରେ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଛନ୍ତି। କ୍ଲିୟରୱାଟର ପୋଲିସ…
ଶୁବମନ ଗିଲ୍ କରୁଛନ୍ତି ମନମାନୀ: ଅଧିନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସାଥୀ ଖେଳାଳି
ମାଞ୍ଚେଷ୍ଟର,୨୫।୭: ଭାରତ ବନାମ ଇଂଲଣ୍ଡ ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ଇଂଲଣ୍ଡ ଏକ ଦୃଢ଼ ସ୍ଥିତିରେ ଅଛି, ଏହା ଟିମ ଇଣ୍ଡିଆ ପାଇଁ କର ବା ମର ମ୍ୟାଚ। ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ, ଶାର୍ଦ୍ଦୁଳ ଠାକୁର ସାମ୍ବାଦିକ ସମ୍ମିଳନୀକୁ…
ଏହି କାମ କରି ସାରା ବିଶ୍ୱକୁ ଚମକାଇଦେଲେ ରିଷଭ ପନ୍ତ: ସଚିନଙ୍କଠାରୁ ଭନଙ୍କ ପର୍ଯ୍ୟନ୍ତ ସମସ୍ତେ କରୁଛନ୍ତି ସାଲ୍ୟୁଟ୍
ମାଞ୍ଚେଷ୍ଟର,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ, ଉଇକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ପୁଣି ଥରେ ତାଙ୍କର ଲଢ଼ୁଆ ମନୋଭାବ ଦେଖାଇଛନ୍ତି। ଚତୁର୍ଥ ଟେଷ୍ଟର ପ୍ରଥମ ଦିନରେ ଗୋଡରେ ଆଘାତ ଲାଗିଥିଲେ ମଧ୍ୟ, ସେ ଦ୍ୱିତୀୟ…
ଏହି ବଲିଉଡ଼ ନାୟିକାଙ୍କ ପ୍ରେମରେ ପଡ଼ିଥିଲେ ସଚିନ ତେନ୍ଦୁଲକର! ବହୁ ବର୍ଷ ପରେ ଜଣାପଡ଼ିଲା…
ମୁମ୍ବାଇ,୨୪।୭: ଇଣ୍ଡଷ୍ଟ୍ରିରେ ପ୍ରାୟତଃ କୌଣସି ଷ୍ଟାରଙ୍କ ଆଫେୟାର ବିଷୟରେ ଆଲୋଚନା ହୁଏ। ନିକଟରେ ଜଣେ ବଲିଉଡ ଅଭିନେତ୍ରୀ ସଚିନ ତେନ୍ଦୁଲକରଙ୍କ ସହ ତାଙ୍କ ଆଫେୟାର ବିଷୟରେ କହିଛନ୍ତି। ତେବେ ଏହି ଅଭିନେତ୍ରୀ କିଏ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି…
ଭାରତୀୟ କ୍ରିକେଟ ଦଳ ପୁଣି ୨୦୨୬ରେ ଇଂଲଣ୍ଡ ଗସ୍ତରେ ଯିବ: ଘୋଷଣା କଲା BCCI
ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଗୁରୁବାର ୨୦୨୬ ଗ୍ରୀଷ୍ମ ଋତୁର ଘରୋଇ ମ୍ୟାଚ ତାଲିକା ଘୋଷଣା କରିଛି। ଏହି ତାଲିକା ଅନୁଯାୟୀ, ଭାରତୀୟ କ୍ରିକେଟ ଦଳ ଆଗାମୀ ବର୍ଷ ଇଂଲଣ୍ଡ ଗସ୍ତରେ ଯାଇ ପାଞ୍ଚଟି ଟି-୨୦ ଓ…
Archives


