ଟସ୍ ଜିତିଲା ଇଂଲଣ୍ଡ: ଭାରତୀୟ ଟିମ୍ରେ ୪ ବଡ଼ ପରିବର୍ତ୍ତନ
ଓଭାଲ,୩୧।୭: ଭାରତ-ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଶେଷ ଟେଷ୍ଟ ଓଭାଲରେ ଆରମ୍ଭ ହୋଇଯାଇଛି। ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପଞ୍ଚମ ମ୍ୟାଚରେ ଭାରତ ଚାରୋଟି ପରିବର୍ତ୍ତନ ନେଇ ଆସିଛି। ଅଧିନାୟକ ଶୁବମନ ଗିଲ କହିଛନ୍ତି, ରିଷଭ…
ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ: ବେନ୍ ଷ୍ଟୋକ୍ସ ବାଦ୍, ଇଂଲଣ୍ଡ ଦଳରେ ୪ ପରିବର୍ତ୍ତନ, ଏହି ଖେଳାଳି ନେବେ ନେତୃତ୍ୱ
ଲଣ୍ଡନ,୩୦।୭: ଭାରତ ବିପକ୍ଷ ପଞ୍ଚମ ଓ ଶେଷ ଟେଷ୍ଟ ମ୍ୟାଚ୍ରେ ଇଂଲଣ୍ଡ ଦଳକୁ ବଡ଼ ଝଟ୍କା ଲାଗିଛି। ଦଳର ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ କାନ୍ଧରେ ଗୁରୁତର ଆଘାତ ହେତୁ ଏହି ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଇଂଲଣ୍ଡ ଓ…
OMG! ଗୋଟିଏ ଓଭରରେ ୧୮ ବଲ, ଶେଷକୁ ବାକି ରହିଗଲା ୬ ବଲ, ଲଜ୍ଜାର ସବୁ ସୀମା ପାର କଲେ ଅଷ୍ଟ୍ରେଲିଆ ଖେଳାଳି, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୩୦।୭: ବିଶ୍ୱ ଚାମ୍ପିଅନଶିପ ଅଫ ଲିଜେଣ୍ଡସ (WCL ୨୦୨୫)ର ୧୪ତମ ମ୍ୟାଚରେ, ପାକିସ୍ତାନ ଚାମ୍ପିଅନ୍ସ ଏକପାଖିଆ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଚାମ୍ପିଅନ୍ସକୁ ୧୦ ୱିକେଟରେ ପରାସ୍ତ କରିଛି। କଙ୍ଗାରୁ ଦଳ ମ୍ୟାଚରେ ପରାଜୟ ଅପେକ୍ଷା ଏହାର ଜଣେ ବୋଲରଙ୍କ ପାଇଁ ଅଧିକ…
ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍ ହେଲେ ଅଭିଷେକ ଶର୍ମା: ଟ୍ରାଭିସ ହେଡଙ୍କୁ ପକାଇଦେଲେ ପଛରେ
ନୂଆଦିଲ୍ଲୀ,୩୦।୭: ଟିମ ଇଣ୍ଡିଆର ଓପନର ଅଭିଷେକ ଶର୍ମା ବିଶ୍ୱର ନମ୍ବର ୧ ଟି-୨୦ ବ୍ୟାଟସମ୍ୟାନ ହୋଇଛନ୍ତି। ICC ରାଙ୍କିଙ୍ଗରେ, ଅଭିଷେକ ଶର୍ମା ଟ୍ରାଭିସ ହେଡଙ୍କୁ ପଛରେ ପକାଇ ଦେଇଛନ୍ତି। ଟ୍ରାଭିସ ହେଡ ବହୁତ ଦିନ ଧରି ନମ୍ବର ୧ ରାଙ୍କିଙ୍ଗରେ ଥିଲେ,…
ଭାରତର ବିଜୟ ପରେ ପୁଅ ସହ ଏମିତି ସେଲିବ୍ରେଟ କଲେ ୟୁସୁଫ ପଠାନ, ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୩୦।୭: ଏକ ରୋମାଞ୍ଚକର ମ୍ୟାଚରେ ଇଣ୍ଡିଆନ ଚାମ୍ପିଅନ୍ସ ୱେଷ୍ଟଇଣ୍ଡିଜ ଚାମ୍ପିଅନ୍ସକୁ ପରାସ୍ତ କରିଥିଲେ। ଯୁବରାଜ ସିଂହଙ୍କ ନେତୃତ୍ୱାଧୀନ ଦଳ ୪୦ ବଲ ବାକି ଥାଇ ୫ ୱିକେଟରେ ମ୍ୟାଚ ଜିତିଥିଲା। ୟୁସୁଫ ପଠାନ ଦଳ ପାଇଁ ବିଜୟୀ ରନ ସଂଗ୍ରହ କରିଥିଲେ।…
କେକେଆର୍ଠାରୁ ଅଲଗା ହେଲେ ମୁଖ୍ୟ କୋଚ୍: ଜାଣନ୍ତୁ ଏହାର କାରଣ…
କୋଲକାତା,୨୯ା୭: ଚଳିତବର୍ଷ ଆଇପିଏଲ୍ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ଦଳର ମୁଖ୍ୟ କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ମଙ୍ଗଳବାର ଅଲଗା ହୋଇଛନ୍ତି। ଏ ନେଇ କେକେଆର୍ ପକ୍ଷରୁ ଘୋଷଣା କରାଯାଇଛି। ଚନ୍ଦ୍ରକାନ୍ତ ଗତ ଦୁଇ ବର୍ଷ ଧରି…
ଓଭାଲ ଗ୍ରାଉଣ୍ଡରେ ଅନ୍ତିମ ଟେଷ୍ଟ: ନେଟ୍ସରେ ଝାଳ ବୁହାଇଲେ ଖେଳାଳି
ଲଣ୍ଡନ,୨୯ା୭: ଇଂଲଣ୍ଡ-ଭାରତ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଆସନ୍ତା ଗୁରୁବାର ଖେଳାଯିବ। ଏଥିଲାଗି ଭାରତୀୟ ଦଳର ଖେଳାଳିମାନେ ମଙ୍ଗଳବାର ଦି ଓଭାଲ ଗ୍ରାଉଣ୍ଡରେ ପ୍ରାକ୍ଟିସ ଆରମ୍ଭ କରିଛନ୍ତି। ଗତ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିବା ସାଇ ସୁଦର୍ଶନ ପ୍ରଥମ…
ଭୟଙ୍କର ଆକ୍ସିଡେଣ୍ଟ ପରେ କାହିଁକି ନିୟମିତ ଖେଚୁଡ଼ି ଖାଉଥିଲେ ପନ୍ତ,ଡାକ୍ତର କହିଲେ…
ନୂଆଦିଲ୍ଲୀ,୨୯।୭: ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ ଆଘାତ ଯୋଗୁ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି। ଇଂଲଣ୍ଡରେ ଚାଲିଥିବା ଟେଷ୍ଟ ସିରିଜ ସମୟରେ ପନ୍ତଙ୍କୁ ଆଘାତ ଲାଗିଥିଲା, ଯାହା ପରେ ଜଣାପଡିଥିଲା ଯେ ତାଙ୍କ ପଞ୍ଝାର ଫ୍ରାକ୍ଚର…
କାହିଁକି ପିଚ କ୍ୟୁରେଟରଙ୍କ ଉପରେ ରାଗିଲେ ଗୌତମ ଗମ୍ଭୀର? ଭିଡିଓ ହେଉଛି ଭାଇରାଲ
ନୂଆଦିଲ୍ଲୀ,୨୯।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପଞ୍ଚମ ଏବଂ ଶେଷ ମ୍ୟାଚ ଜୁଲାଇ ୩୧ରୁ ଖେଳାଯିବ। ପଞ୍ଚମ ଟେଷ୍ଟ ମ୍ୟାଚର ଦୁଇ ଦିନ ପୂର୍ବରୁ, ମଙ୍ଗଳବାର ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଓଭାଲ…
ଭାରତ-ପାକିସ୍ତାନ ଏସିଆ କପ୍ ୨୦୨୫ ମ୍ୟାଚ୍ ବାତିଲ ହେବ ନାହିଁ: ସୂତ୍ର
ନୂଆଦିଲ୍ଲୀ,୨୯।୭: ଏସିଆ କପ୍ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୪ରେ ହେବାକୁ ଥିବା ମ୍ୟାଚ୍କୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ ପ୍ରକାଶ ପାଇଛି। ତେବେ, ଉଚ୍ଚ ପଦସ୍ଥ ସୂତ୍ର ଅନୁଯାୟୀ, ଏହି ମ୍ୟାଚ୍ ବାତିଲ ହେବ ନାହିଁ।…
FIDE ମହିଳା ଚେସ୍ ବିଶ୍ବକପ ୨୦୨୫ ଟାଇଟଲ ଜିତିଲେ ଦିବ୍ୟା
ନୂଆଦିଲ୍ଲୀ,୨୮।୭: ଦିବ୍ୟା ଦେଶମୁଖ ହେଲେ ବିଶ୍ୱ ଚେସ୍ ଚାମ୍ପିୟନ । ୧୯ ବର୍ଷୀୟ ଯୁବ ଖେଳାଳି ଭାରତର କୋନେରୁ ହମ୍ପିକୁ ପରାସ୍ତ କରି FIDE ଚେସ୍ ବିଶ୍ୱକପ ଟାଇଟଲ ଜିତିଛନ୍ତି। ବିଶ୍ୱକପ ଜିତିବା ପରେ ଦିବ୍ୟା ଦେଶମୁଖ ଭାବପ୍ରବଣ ହୋଇଯାଇଛନ୍ତି। ଚେସ୍…
BCCI ନେବ ବଡ଼ କାର୍ଯ୍ୟାନୁଷ୍ଠାନ! କୋଚ ଗୌତମ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଝୁଲୁଛି ଖଣ୍ଡା
ମାଞ୍ଚେଷ୍ଟର,୨୮।୭: ମାଞ୍ଚେଷ୍ଟର ଟେଷ୍ଟର ଫଳାଫଳ ଡ୍ର ଥିଲା। ଅର୍ଥାତ୍ ୫ ଟିକିଆ ଟେଷ୍ଟ ସିରିଜ ଏବେ ୧-୨ ରହିଛି। BCCI ଖୁବଶୀଘ୍ର ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମେତ ୩ ଜଣଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇପାରେ।…
Archives


