ଖେଳ

T20 ବିଶ୍ୱକପରେ ଭାରତ ଚାମ୍ପୟନ: କେତେ ମିଳିଲା ପୁରସ୍କାର ରାଶି, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୯।୩: ଭାରତ ICC ପୁରୁଷ ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲରେ ଚମତ୍କାର ପ୍ରଦର୍ଶନ ସହିତ ନ୍ୟୁଜିଲାଣ୍ଡକୁ ୯୬ ରନରେ ପରାସ୍ତ କରି ଇତିହାସ ରଚିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ, ଟିମ ଇଣ୍ଡିଆ ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ ଟାଇଟଲ…

T20 World Cup: କାହାକୁ ମିଳିଲା କେଉଁ ଆଓ୍ବାର୍ଡ, ସଞ୍ଜୁ ସାମସନ-ବୁମାରାଙ୍କୁ….

ନୂଆଦିଲ୍ଲୀ,୯।୩: ୨୦୨୬ ଟି-୨୦ ବିଶ୍ୱକପର ଶେଷ ତିନୋଟି ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ଟିମ୍ ଇଣ୍ଡିଆକୁ ଟାଇଟଲ୍ ଜିତିବାରେ ଯଥେଷ୍ଟ ସାହାଯ୍ୟ କରିଥିଲା। ପ୍ରଥମେ ପ୍ଲେଇଂ ଇଲେଭେନରୁ ବାଦ ଦିଆଯିବା ପରେ, ସଞ୍ଜୁ ଏବେ ଆଇସିସି ଟି-୨୦ ବିଶ୍ୱକପ୍ ପ୍ଲେୟାର ଅଫ୍…

ଟି-୨୦ ବିଶ୍ୱକପ ଜିତିବା ପରେ ସୂର୍ଯ୍ୟକୁମାରଙ୍କ ବୟାନ: ଏହି ଖେଳାଳିଙ୍କୁ କହିଦେଲେ ଜାତୀୟ ସମ୍ପତ୍ତି, ପଡିଗଲା ଚହଳ

ନୂଆଦିଲ୍ଲୀ,୯।୩: ତୃତୀୟ ଥର ପାଇଁ ICC ଟି୨୦ ବିଶ୍ୱକପ ଟାଇଟଲ ଜିତିବା ପରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଜସପ୍ରିତ ବୁମ୍‌ରାଙ୍କୁ ତାଙ୍କର ଚମତ୍କାର ବୋଲିଂ ପାଇଁ “ଜାତୀୟ ସମ୍ପତ୍ତି” ବୋଲି କହିଛନ୍ତି। ଯାହା ଚମତ୍କାର ଦ୍ରୁତ ବୋଲରଙ୍କ ପାଇଁ ଏକ…

ଟିମ ଇଣ୍ଡିଆ ବିଶ୍ୱକପ ଜିତିବା ପରେ ଲଜ୍ଜାରେ ପାକିସ୍ତାନର ମୁହଁ ହୋଇଗଲା ଲାଲ! ଶାହିଦ ଆଫ୍ରିଦି, ସୋଏବ ଅଖତର,ମହମ୍ମଦ ଆମିର କହିଲେ…

ନୂଆଦିଲ୍ଲୀ,୯।୩: ୨୦୨୬ ଟି-୨୦ ବିଶ୍ୱକପରେ ଭାରତର ଐତିହାସିକ ବିଜୟ ପରେ, କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ଟିମ ଇଣ୍ଡିଆକୁ ପ୍ରଶଂସା କରାଯାଉଛି। ଭାରତ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି। ଏହି…

ବିଜୟ ପରେ ଗୌତମ ଗମ୍ଭୀରଙ୍କୁ ନେଇ ଏମିତି କ’ଣ ପୋଷ୍ଟ କଲେ ଧୋନି? ଯାହା ଏବେ ହେଉଛି ଖୁବ ଭାଇରାଲ

ନୂଆଦିଲ୍ଲୀ,୯।୩: ୨୦୨୬ ଟି-୨୦ ବିଶ୍ୱକପରେ ଭାରତର ଐତିହାସିକ ବିଜୟ ପରେ ସମଗ୍ର ଦେଶ ଉତ୍ସବ ପାଳନ କରୁଥିବା ବେଳେ, ଏକ ବିଶେଷ ବାର୍ତ୍ତା ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟିମ ଇଣ୍ଡିଆକୁ…

ଟି-୨୦ ବିଶ୍ୱକପ ଜିତିବା ପରେ କାହା ଉପରେ ବର୍ଷିଥିଲେ ଗୌତମ ଗମ୍ଭୀର? କହିଲେ ଏହି ଦୁଇ ଖେଳାଳିଙ୍କ କଥା

ନୂଆଦିଲ୍ଲୀ,୯।୩: ଭାରତର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ରବିବାର କହିଛନ୍ତି ଯେ ସେ କେବଳ ଡ୍ରେସିଂ ରୁମରେ ଥିବା ଲୋକଙ୍କ ପ୍ରତି ଉତ୍ତରଦାୟୀ ଏବଂ ଭାରତର T20 ବିଶ୍ୱକପ ବିଜୟକୁ VVS ଲକ୍ଷ୍ମଣ ଏବଂ ରାହୁଲ ଦ୍ରାବିଡଙ୍କୁ ଉତ୍ସର୍ଗ କରିଛନ୍ତି। ଭାରତ…

ବିଜୟ ପରେ ବିଶ୍ୱକପ ଟ୍ରଫି ଧରି ହନୁମାନ ମନ୍ଦିରରେ ପହଞ୍ଚିଲେ ଟିମ ଇଣ୍ଡିଆ

ଅହମଦାବାଦ,୯।୩: ୨୦୨୬ ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ଦଳ ଉତ୍ସବର ଆନନ୍ଦରେ ବୁଡ଼ି ରହିଛି। ଫାଇନାଲରେ ପ୍ରଭାବଶାଳୀ ବିଜୟ ପରେ, କେତେଜଣ ଖେଳାଳି ଦେବତାଙ୍କ ଆଶୀର୍ବାଦ ପାଇବା ପାଇଁ ଅହମଦାବାଦର ହନୁମାନ ଟେକ୍ରି ମନ୍ଦିର ପରିଦର୍ଶନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର…

ଟି୨୦ ବିଶ୍ୱକପ୍‌ ଟ୍ରଫି ସହ ଜୟପୁରର ସଂଯୋଗ

ଜୟପୁର, ୯ା୩ (ପି.ଟି.): ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଟ୍ରଫି ସମଗ୍ର ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରେ। ମାତ୍ର ଏହି ଟ୍ରଫିର ନିର୍ମାଣ ଜୟପୁରରେ ହୋଇଥିବା ହୁଏତ୍‌ ଖୁବ୍‌ କମ୍‌ ଜାଣନ୍ତି। ଜୟପୁର ଟ୍ରଫି ଡିଜାଇନର ପାବୁଓ୍ବାଲ କହିଛନ୍ତି, ଟ୍ରଫିର ପ୍ରାରମ୍ଭିକ…

ଉଦ୍‌ଯାପନୀରେ ରିକି ମାର୍ଟିନ ମୁଖ୍ୟ ଆକର୍ଷଣ

ଅହମଦାବାଦ, ୯ା୩ (ପି.ଟି.): ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ଟି୨୦ କ୍ରିକେଟ ବିଶ୍ୱକପ୍‌ ପୂର୍ବରୁ ଆୟୋଜିତ ସ୍ବଳ୍ପକାଳୀନ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ପପ୍‌ ଆଇକନ୍‌ ତଥା ଦୁଇଥର ଗ୍ରାମ୍ମି ପୁରସ୍କାର ବିଜେତା ରିକି…

ଧୋନୀ-ରୋହିତ ଟ୍ରଫି ଆଣିଲେ

ଅହମଦାବାଦ, ୮।୩: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଭାରତର ଦୁଇ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଓ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍‌ ଟ୍ରଫି ସହ ପ୍ରଥମେ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ। ତାଙ୍କ…

୩ୟ ଥର ପାଇଁ ବିଶ୍ୱ ଚାମ୍ପିୟନ ହେଲା ‘ଟିମ୍‌ ଇଣ୍ଡିଆ’: ବିଶାଳ ଟାର୍ଗେଟ ଆଗରେ ଚୁରମାର ହୋଇଗଲା କିଓ୍ବି ଦଳର ସ୍ବପ୍ନ 

ଅହମଦାବାଦ, ୮।୩- ଉଡ଼ିଲା ତ୍ରିରଙ୍ଗା। ଟି୨୦ ବିଶ୍ୱକପ୍‌ ଫାଇନାଲ ଜିତି ବିଶ୍ୱ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି ଟିମ୍‌ ଇଣ୍ଡିଆ। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ମହାମୁକାବିଲାରେ ବିରୋଧୀ ନ୍ୟୁଜିଲାଣ୍ଡ ଆଗରେ ୨୫୫ ରନ୍‌ର ବିଶାଳ…

କିଏ ସେ ଆକୃତି ଅଗ୍ରଓ୍ବାଲ? ଯାହାଙ୍କ ପ୍ରେମରେ କ୍ଲିନ୍‌ ବୋଲ୍ଡ ହେଲେ ପୃଥ୍ବୀ ଶ’; ନିର୍ବନ୍ଧ ପରେ…

ମୁମ୍ବାଇ,୮।୩: ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ଓପନର୍‌ ପୃଥ୍ବୀ ଶ’ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ନିଜର ଦୀର୍ଘ ଦିନର ବାନ୍ଧବୀ ତଥା ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆକୃତି ଅଗ୍ରୱାଲଙ୍କ ସହ ନିର୍ବନ୍ଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri