ଖେଳ

ଦ୍ୱିତୀୟ ଟି୨୦: ଅନ୍ତିମ ବଲରେ ଚୌକା ମାରି ଓ୍ବେଷ୍ଟଇଣ୍ଡିଜ୍‌କୁ ଜିତାଇଲେ ହୋଲ୍ଡର

ଫ୍ଲୋରିଡା,୩ା୮: ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ୪ ଉଇକେଟ ନେବା ସହ ଅନ୍ତିମ ବଲରେ ଚୌକା ମାରି ଜାସନ ହୋଲ୍ଡର ଓ୍ବେଷ୍ଟଇଣ୍ଡିଜ୍‌କୁ ଜିତାଇଛନ୍ତି। ପାକିସ୍ତାନର ୧୩୪ ରନର ଟାର୍ଗେଟକୁ ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟ ହରାଇ ଅନ୍ତିମ ବଲରେ ହାସଲ…

ସିରାଜଙ୍କୁ ଚପଲ ଦିଅ…କାହିଁକି ଏଭଳି କହିଲେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ? ଯାହା…

ନୂଆଦିଲ୍ଲୀ,୩।୮: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ନେଇ ଇଂଲଣ୍ଡର ପୂର୍ବତନ କ୍ରିକେଟର ଷ୍ଟୁଆର୍ଟ ବ୍ରଡ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ, ସିରାଜଙ୍କୁ ଚପଲ ଦେଇ ବେଳାଭୂମିକୁ ପଠାଇ ଦିଅ। ଇଂଲଣ୍ଡ ବିପକ୍ଷ ଟେଷ୍ଟ…

ଯଶସ୍ବୀ ଜୈସ୍ୱାଲଙ୍କ ଏହି କାର୍ଯ୍ୟକୁ ନେଇ ରିକି ପଣ୍ଟିଂ ପ୍ରକାଶ କଲେ ଅସନ୍ତୋଷ

ନୂଆଦିଲ୍ଲୀ,୩।୮: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟର ତୃତୀୟ ଦିନରେ ଯଶସ୍ବୀ ଜୈସ୍ୱାଲଙ୍କ ସମୟ ନଷ୍ଟ କରିବା କାର୍ଯ୍ୟକୁ ନେଇ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଙ୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁଭମନ ଗିଲଙ୍କ ଚମତ୍କାର ଡ୍ରାଇଭ ପରେ ଦୁଇ ରନ…

ପଡ଼ିଆ ମଝିରେ WCLର ମାଲିକ ଏମିତି କ’ଣ କହିଲେ ଯେ ଉପସ୍ଥାପିକା କହିଲେ ‘ହେ ଭଗବାନ’ , ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୩।୮: ବିଶ୍ୱ ଚାମ୍ପିଅନସିପ ଅଫ ଲିଜେଣ୍ଡସ ଲିଗ ମାଲିକ ହର୍ଷିତ ତୋମାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯେତେବେଳେ ସେ ଆଙ୍କର କରିଶ୍ମା କୋଟକଙ୍କୁ କହିଥିଲେ ଯେ ସେ WCL ଫାଇନାଲ ପରେ ତାଙ୍କୁ ପ୍ରପୋଜ କରିବେ। ଏହି ବୟାନ ପରେ,…

କାହାକୁ ଦେଇଥିଲେ ଫ୍ଲାଇଂ କିସ୍‌? ଜଶସ୍ବୀ ନିଜେ ଖୋଲିଲେ ରାଜ୍‌, କହିଲେ କାହା ପାଇଁ କରିଥିଲେ…

ନୂଆଦିଲ୍ଲୀ,୩।୮: ଇଂଲଣ୍ଡ ବିପକ୍ଷରେ ୫ମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିବା ପରେ ଯଶସ୍ବୀ ଜୟସୱାଲ ସେଲିବ୍ରେଶନ ବିଷୟରେ ପ୍ରକାଶ କରିଥିଲେ, ଏହା କାହା ପାଇଁ ଥିଲା। ‘ଦି ଓଭାଲ’ରେ ଶତକ ହାସଲ କରିବା ପରେ ସେ ‘ଫ୍ଲାଇଙ୍ଗ କିସ’…

IPLକୁ ନେଇ ବଡ଼ ସଙ୍କେତ ଦେଲେ ମାହି, କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୩।୮: ଚେନ୍ନାଇ ସୁପର କିଙ୍ଗ୍ସର ଗତ IPL ସିଜିନ ବହୁତ ଖରାପ ପ୍ରଦର୍ଶନ କରିଥିଲା। ପ୍ରଥମେ ଋତୁରାଜ ଗାୟକୱାଡ ଏବଂ ତାପରେ ଏମଏସ ଧୋନି ଦଳର ଅଧିନାୟକ ଦାୟିତ୍ୱ ନେଇଥିଲେ କିନ୍ତୁ କିଛି ପରିବର୍ତ୍ତନ ହୋଇନଥିଲା, CSK ପଏଣ୍ଟ ଟେବୁଲର ସବୁଠାରୁ…

ଏହି ଦେଶରେ ଖେଳାଯିବ ୨୦୨୫ ଏସିଆ କପ ମ୍ୟାଚ, ଜାଣନ୍ତୁ କେଉଁଠି ହେବ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ,୩।୮: ଏସିଆ କପ ୨୦୨୫ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏସିଆର ଏହି ସବୁଠାରୁ ବଡ଼ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟ ପରସ୍ପରକୁ ମୁହାଁମୁହିଁ ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଏସିଆ କପର ସୂଚୀ…

ପଞ୍ଚମ ଟେଷ୍ଟ: ବିଜୟ ଲକ୍ଷ୍ୟରେ ଭାରତ

ଲଣ୍ଡନ,୨ା୮: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳ ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ୨୨୪ ରନ କରିଥିବା ଭାରତ ପ୍ରତିପକ୍ଷ ଇଂଲଣ୍ଡକୁ ୨୪୭ ରନରେ ସୀମିତ ରଖିଥିଲା। ଫଳରେ ୨୩ ରନରେ ପଛୁଆ…

ପରିବାର ସମ୍ମୁଖରେ ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ଓଭାଲ ମଇଦାନରେ…

ଓଭାଲ,୨।୮: ଭାରତୀୟ ଦଳର ଓପନର ଯଶସ୍ବୀ ଜୟସ୍ବାଲ ଇଂଲଣ୍ଡ ବିପକ୍ଷେ ଓଭାଲ ଟେଷ୍ଟ ମ୍ୟାଚର ଦ୍ବିତୀୟ ଇନିଂସରେ ଏକ ଜବରଦସ୍ତ ଶତକ ହାସଲ କରିଛନ୍ତି। ୧୨୭ ବଲରେ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ସେ ଏହି ଶତକ ପୂରଣ…

ବିବାହ ବିଚ୍ଛେଦ ଘୋଷଣାର ମାସକ ପରେ ପୁଣି ଏକାଠି ସାଇନା-କଶ୍ୟପ

ହାଇଦ୍ରାବାଦ,୨ା୮: ବିବାହ ବିଚ୍ଛେଦ ଘୋଷଣା କରିବାର ପାଖାପାଖି ଏକ ମାସ ପରେ ସାଇନା ନେହ୍ବାଲ ଓ ପାରୁପଲୀ କଶ୍ୟପ ସେମାନଙ୍କ ବିବାହକୁ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୮ରେ ବିବାହ କରିଥିବା ଭାରତୀୟ ବ୍ୟାଡ୍‌ମିଣ୍ଟନ ଦମ୍ପତି ଗତ ଜୁଲାଇରେ…

ବିମାନବନ୍ଦରରୁ ଓ୍ବାଲର୍‌ଡ ଚାମ୍ପିୟନ ରିଚାର୍ଡସନ ଗିରଫ

ସିଆଟେଲ,୨ା୮: ୟୁଏସ୍‌ ଟ୍ରାକ ଓ ଫିଲ୍ଡ ଚାମ୍ପିୟନଶିପ୍‌ ଆରମ୍ଭ ହେବାର ୪ ଦିନ ପୂର୍ବରୁ ୧୦୦ ମିଟର ଓ୍ବାଲର୍‌ଡ ଚାମ୍ପିୟନ ଶାକାରି ରିଚାର୍ଡସନଙ୍କୁ ଘରୋଇ ହିଂସା ଲାଗି ସିଆଟେଲ ବିମାନବନ୍ଦରରୁ ଗିରଫ କରାଯାଇଛି। ଗତବର୍ଷ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା…

ଗୋଟିଏ ଓଭର୍‌ରେ ୪୫ ରନ୍‌! କ୍ରିକେଟ୍‌ ପଡ଼ିଆରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ କେମିତି ହେଲା ସମ୍ଭବ

ନୂଆଦିଲ୍ଲୀ,୨।୮: ଗୋଟିଏ ଓଭର୍‌ରେ ୪୫ ରନ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ଉସମାନ ଘନି ଏହି ଅସମ୍ଭବ ସମ୍ଭବ କରିଦେଇଛନ୍ତି। ସେ ଗୋଟିଏ ଓଭରରେ ୪୫ ରନ ମାରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri