ବଳାତ୍କାର ଅଭିଯୋଗରେ ପାକିସ୍ତାନୀ କ୍ରିକେଟର ହାଇଦର ଅଲୀ ଇଂଲଣ୍ଡରେ ଗିରଫ
ଲଣ୍ଡନ,୮।୮: ପାକିସ୍ତାନ କ୍ରିକେଟ ଦଳର ଏକ ଯୁବ ଖେଳାଳି ହାଇଦର ଅଲୀଙ୍କୁ ଇଂଲଣ୍ଡରେ ଗ୍ରେଟର ମାଞ୍ଚେଷ୍ଟର ପୋଲିସ ଗିରଫ କରିଥିବା ଜଣାପଡିଛି। ପାକିସ୍ତାନ ଶାହୀନ୍ସ (‘ଏ’ ଦଳ) ସହିତ ଇଂଲଣ୍ଡ ଗସ୍ତରେ ଥିବା ୨୪ ବର୍ଷୀୟ ହାଇଦରଙ୍କ ବିରୋଧରେ ଜଣେ ଝିଅ…
ମୁଥ ମରାମରି ହେଲେ ଖେଳାଳି
ମାଡ୍ରିଡ୍, ୭ା୮: ସିଜନ ଆରମ୍ଭ ହେବା ପୂର୍ବରୁ ରିଅଲ ବେଟିସ ଓ ଇଟାଲିଆନ୍ କ୍ଲବ କୋମୋ ମଧ୍ୟରେ ଖେଳାଯାଇଥିବା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଖେଳାଳିଙ୍କ ମଧ୍ୟରେ ମୁଥ ମରାମରି ଭଳି ଘଟଣା ଘଟିଛି। ସଦର୍ନ ସ୍ପେନରେ ବୁଧବାର ଖେଳାଯାଇଥିବା ମ୍ୟାଚ୍ର ପ୍ରଥମାର୍ଦ୍ଧ…
Asia Cupରେ ରଦ୍ଦ ହୋଇପାରିବନି ଭାରତ-ପାକିସ୍ତାନ ମ୍ୟାଚ, ଜାଣନ୍ତୁ ବିରୋଧ ସତ୍ତ୍ୱେ କାହିଁକି ହେବ ଟକ୍କର
ନୂଆଦିଲ୍ଲୀ ,୭।୮: ସେପ୍ଟେମ୍ବର ୮ରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ, ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ୧୪ ତାରିଖରେ ମୁହାଁମୁହିଁ ହେବାର କାର୍ଯ୍ୟକ୍ରମ ରହିଛି। ଟୁର୍ଣ୍ଣାମେଣ୍ଟ ସୂଚୀ ପ୍ରକାଶ ପାଇବା ପରଠାରୁ, ପାକିସ୍ତାନ ସହିତ ମ୍ୟାଚ ବର୍ଜନ କରିବାକୁ…
ବାବା ଭେଙ୍ଗାଙ୍କୁ ଟପିଯିବେ ଏହି ବ୍ୟକ୍ତି: କ୍ରିକେଟ୍ ଉପରେ ସବୁ ଭବିଷ୍ୟବାଣୀ ହୋଇଛି ସତ
ଲଣ୍ଡନ,୭।୮: ଭାରତୀୟ ଦଳ ଇଂଲଣ୍ଡ ଗସ୍ତରୁ ଫେରିଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ ରେ ଡ୍ର ଥିଲା। ଏବେ ଭାରତୀୟ ଦଳ ପରବର୍ତ୍ତୀ ସମୟରେ ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଥିବା ଏସିଆ କପ ୨୦୨୫ରେ ପଡ଼ିଆରେ ଦେଖିବାକୁ…
Video: ପୁଣି ଦୋହରାଇଲେ ଧୋନି, କହିଲେ କେବେ ନେବେ ଅବସର
ନୂଆଦିଲ୍ଲୀ,୭।୮: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଏମଏସ ଧୋନିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ, ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଏହି ଆଇକନ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏହି ଫ୍ରାଞ୍ଚାଇଜି ସହ ବନ୍ଧନ କେବଳ…
ପୁରସ୍କାର ଗ୍ରହଣ କରିବାକୁ ମନା କଲେ ମହମ୍ମଦ ସିରାଜ: କାରଣ ଜାଣିଲେ ସମସ୍ତେ କରିବେ ସଲାମ
ଓଭାଲ,୭।୮: ଓଭାଲ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତର ରୋମାଞ୍ଚକର ୬ ରନ ବିଜୟକୁ ସବୁଦିନ ପାଇଁ ଟେଷ୍ଟ କ୍ରିକେଟର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରେ ଗଣନା କରାଯିବ। ପଞ୍ଚମ ଦିନରେ, ମହମ୍ମଦ ସିରାଜଙ୍କ ଘାତକ ସ୍ପେଲ ପାଇଁ ଭାରତ ଇଂଲଣ୍ଡକୁ ୩୬୭…
ଜାଣିଛନ୍ତି କେତେ ପଢିଛନ୍ତି ଗିଲ? ଆଶ୍ଚର୍ଯ୍ୟ କରିବ ଭାରତୀୟ କ୍ୟାପଟେନ ଶୁବମନଙ୍କ ଶିକ୍ଷାଗତ ଯୋଗ୍ୟତା
ନୂଆଦିଲ୍ଲୀ,୭।୮: ଟିମ ଇଣ୍ଡିଆର ଯୁବ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଇଂଲଣ୍ଡ ସହିତ ଖେଳାଯାଇଥିବା ଟେଷ୍ଟ ସିରିଜ ଡ୍ର କରି ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେ ଏହି ସିରିଜରେ ଖୁବ ଅଧିକ ରନ କରିଥିଲେ ଏବଂ ସର୍ବାଧିକ ରନ ସ୍କୋରର୍ ମଧ୍ୟ…
ICC ରାଙ୍କିଙ୍ଗ୍ରେ ବଡ଼ ଅଦଳବଦଳ: ଦେଖନ୍ତୁ କେଉଁ ଖେଳାଳି କେତେ ସ୍ଥାନରେ…
ନୂଆଦିଲ୍ଲୀ,୬।୮: ମହମ୍ମଦ ସିରାଜ ICC ରାଙ୍କିଙ୍ଗରେ ୧୨ ସ୍ଥାନର ଏକ ବିରାଟ ଲମ୍ଫ ମାରିଛନ୍ତି। ଯଶସ୍ବୀ ଜୟସ୍ବାଲ ଶ୍ରେଷ୍ଠ ୫ରେ ଆସିଛନ୍ତି। ଭାରତ ବନାମ ଇଂଲଣ୍ଡ ୫ମ ଟେଷ୍ଟ ପରେ, ICC ବୁଧବାର ରାଙ୍କିଙ୍ଗକୁ ଅପଡେଟ କରିଛି। ପୂର୍ବରୁ ସିରାଜ ଟେଷ୍ଟ…
କୋହଲି- ରୋହିତ ଶର୍ମାଙ୍କୁ ନେଇ ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୬।୮: ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ ଏବଂ ଟେଷ୍ଟରୁ ଅବସର ନେଇସାରିଛନ୍ତି, ଏବେ ଉଭୟ କେବଳ ଦିନିକିଆ ଫର୍ମାଟରେ ଖେଳିବେ। ପରବର୍ତ୍ତୀ ଦିନିକିଆ ବିଶ୍ୱକପ ୨୦୨୭ରେ, କ’ଣ ଏହି ଦୁଇ କିମ୍ବଦନ୍ତୀ ଏଥିରେ ଖେଳିବେ? ଏ ବିଷୟରେ ଆଲୋଚନା…
ଜାତୀୟ ଜୁନିୟର ମହିଳା ହକି: ଆନ୍ଧ୍ରକୁ ହରାଇଲା ଓଡ଼ିଶା
କାକିନାଡା, ୫ା୮: ହକି ଆସୋସିଏଶନ ଅଫ୍ ଓଡ଼ିଶା ଜାତୀୟ ଜୁନିୟର ମହିଳା ହକି ଚାମ୍ପିୟନଶିପ୍ର ଡିଭିଜନ ‘ଏ’ର ଏକ ମ୍ୟାଚରେ ଆନ୍ଧ୍ରପ୍ରଦେଶକୁ ୩-୧ ଗୋଲ୍ରେ ପରାସ୍ତ କରିଛି। ମଙ୍ଗଳବାର ହକି ମଧ୍ୟପ୍ରଦେଶ, ହକି ହରିୟାଣା, ହକି ଝାଡ଼ଖଣ୍ଡ ମଧ୍ୟ ସେମାନଙ୍କ ମ୍ୟାଚରେ…
ଗମ୍ଭୀରଙ୍କ ମଜା ଉଡ଼ାଇବା ଯୋଗୁ ମିଳିଲା ଦଣ୍ଡ, ଷ୍ଟୋକ୍ସଙ୍କ ଅବସ୍ଥା ଖରାପ!
ନୂଆଦିଲ୍ଲୀ,୫।୮: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଡ୍ର ହୋଇଥିଲା। ଏହି ମ୍ୟାଚ ବେଳେ ଭାରତୀୟ ଟିମ୍ର ଉଇକେଟକିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଆହତ ହୋଇଥିଲେ। ଆହତ ହେବା ସତ୍ତ୍ୱେ ସେ ଏହି…
ଶୁବମନଙ୍କୁ ମିଳିଲା ସ୍ପେଶାଲ ବୋତଲ, ହେଲେ କ’ଣ ଅଛି ସେଥିରେ, ଏହାର ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୫।୮: ଶୁବମନ ଗିଲ ଇଂଲଣ୍ଡ ଗସ୍ତରେ ୪ଟି ଶତକ ସହିତ ସର୍ବାଧିକ ୭୫୪ ରନ କରିଥିଲେ। ଗିଲଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ମ୍ୟାଚ ଜିତି ସିରିଜକୁ ୨-୨ରେ ସମାନ କରିଥିଲା। ଗିଲ ଇଂଲଣ୍ଡରେ ୨ଟି ଟେଷ୍ଟ…
Archives


