ବିରାଟ-ରୋହିତଙ୍କ ପଛରେ ହାତଧୋଇ ପଡ଼ିଛି BCCI, ଏବେ ରଖିଲା ଏମିତି ସର୍ତ୍ତ
ନୂଆଦିଲ୍ଲୀ,୧୦।୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ନିଷ୍ପତ୍ତି ନେଇଛି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ୨୦୨୭ ODI ବିଶ୍ୱକପ ଖେଳିବାକୁ ଅନୁମତି ଦିଆଯିବ ନାହିଁ! ଅତି କମରେ BCCIର ବର୍ତ୍ତମାନର କାର୍ଯ୍ୟକଳାପ ଏହି ଦିଗକୁ ଇଙ୍ଗିତ କରୁଛି। ଗତ…
ନ୍ୟୁଜିଲାଣ୍ଡର ରେକର୍ଡ ବିଜୟ
ବୁଲାଓ୍ବେଓ: ସ୍ଥାନୀୟ କୁଇନ୍ସ ସ୍ପୋଟର୍ସ କ୍ଲବଠାରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୩୫୯ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଦଳ ଏଥିସହ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ ଜିତିନେଇଛି। କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡର…
ଏସିଆନ ସର୍ଫିଙ୍ଗ ଚାମ୍ପିୟନଶିପ୍: ଫାଇନାଲରେ ଭାରତର ରମେଶ ବୁଦ୍ଧିଆଲ୍
ଚେନ୍ନାଇ,୯ା୮: ରମେଶ ବୁଦ୍ଧିଆଲ ପ୍ରଥମ ଭାରତୀୟ ଭାବେ ଚେନ୍ନାଇରେ ଚାଲିଥିବା ଏସିଆନ ସର୍ଫିଙ୍ଗ ଚାମ୍ପିୟନଶିପ୍ର ଓପନ୍ ପୁରୁଷ ବିଭାଗରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶନିବାର ରମେଶ ପ୍ରଥମେ କ୍ୱାର୍ଟରଫାଇନାଲ ହିଟ୍ରେ ଫିଲିପାଇନ୍ସର ନିଲ୍ ସାଞ୍ଚେସ (୧୨.୮୦ ପଏଣ୍ଟ)ଙ୍କୁ ପଛରେ ପକାଇ ୧୪.୮୪…
ପ୍ରଥମ ଦିନିକିଆ: ପାକିସ୍ତାନ ୫ ଉଇକେଟରେ ବିଜୟୀ
ଟାରୋବା, ୯ା୮: ହସନ ନଓ୍ବାଜଙ୍କ ଅପରାଜିତ ୬୩ ରନ୍ ସହାୟତାରେ ପାକିସ୍ତାନ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଘରୋଇ ଦଳ ନିର୍ଦ୍ଧାରିତ ୪୯ ଓଭରରେ ୨୮୦ ରନ…
କ୍ରିକେଟପ୍ରେମୀଙ୍କ ପାଇଁ ଖରାପ ଖବର! ବିରାଟ କୋହଲି ODI କ୍ରିକେଟରୁ …
ନୂଆଦିଲ୍ଲୀ, ୯।୮: ବିରାଟ କୋହଲିଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ସେ ପୂର୍ବରୁ ଟି-୨୦ରୁ ଏବଂ ଟେଷ୍ଟ ଫର୍ମାଟକୁ ମଧ୍ୟ ଅଲବିଦା କହିସାରିଛନ୍ତି। କେବଳ ଦିନିକିଆ ମ୍ୟାଚ ବାକି ଅଛି, ଯେଉଁଥିରେ ବିରାଟ…
ସେଭିଲା ଷ୍ଟାଡିୟମ ଭଙ୍ଗାରୁଜା: ୪ ଅଭିଯୁକ୍ତ ଗିରଫ
ସେଭିଲ,୮ା୮: ଗତ ମେ’ ମାସରେ ସେଲ୍ଟା ଭିଗୋଠାରୁ ପରାଜୟ ପରେ ସେଭିଲା କ୍ଲବର ଟ୍ରେନିଂ ଗ୍ରାଉଣ୍ଡରେ ହୋଇଥିବା ଭଙ୍ଗାରୁଜା ଘଟଣା ଲାଗି ଶୁକ୍ରବାର ୪ ଜଣଙ୍କୁ ଗିରଫ କରାଯାଇଛି। ମ୍ୟାଚ୍ରେ ପରାଜୟ ଯୋଗୁ ଖେଳାଳିମାନେ ସୁରକ୍ଷାଜନିତ କାରଣରୁ ପୂରା ରାତି କମ୍ପ୍ଲେକ୍ସରେ…
ସିଏସ୍କେରୁ ଅଲଗା ହୋଇପାରନ୍ତି ରବିଚନ୍ଦ୍ରନ ଅଶ୍ୱିନ
ଚେନ୍ନାଇ,୮ା୮: ଭାରତୀୟ ସିନିୟର ଅଫ୍-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଗାମୀ ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଖେଳାଳିଙ୍କ ରିଟେନଶନ ତାଲିକା ପ୍ରକାଶ କରିବା ଲାଗି ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବାକି…
ଭାରତ, ପାକିସ୍ତାନର ଏହି ୨ କ୍ରିକେଟରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ, କ୍ୟାରିୟର ବିପଦରେ, ଜାଣନ୍ତୁ ପୂରା ଘଟଣା
ନୂଆଦିଲ୍ଲୀ,୮।୮: କ୍ରିକେଟ ଜଗତରେ ହଇଚଇ ସୃଷ୍ଟି ହୋଇଛି। ଭାରତ ଏବଂ ପାକିସ୍ତାନର ଦୁଇ ଜଣ ଯୁବ କ୍ରିକେଟରଙ୍କ ଉପରେ ବଳାତ୍କାରର ଅଭିଯୋଗ ଆସିଛି। ଏହି କ୍ରିକେଟରଙ୍କ ମଧ୍ୟରୁ ଜଣଙ୍କୁ ଜେଲ ଯିବାକୁ ପଡିଛି। କିନ୍ତୁ ପରେ ଖେଳାଳିଙ୍କୁ ଜାମିନ ମିଳିଛି। ସେହିପରି…
ଭାରତର ୭ ଧନୀ କ୍ରିକେଟର୍: ନାଁ ଜାଣିଲେ ଚମକି ପଡ଼ିବେ
ନୂଆଦିଲ୍ଲୀ,୮।୮: ଭାରତରେ କ୍ରିକେଟ ସହିତ ଜଡିତ ଲୋକପ୍ରିୟତା ଏବଂ ଷ୍ଟାରଡମ ଅନେକ ଖେଳାଳିଙ୍କୁ କୋଟି କୋଟି ଟଙ୍କା ରୋଜଗାର କରିବାର ଏକ ଉପାୟ ଦେଇଛି। IPL ଚୁକ୍ତିନାମା, ବ୍ରାଣ୍ଡ ଅନୁମୋଦନ, ବ୍ୟବସାୟ ଏବଂ ନିବେଶ ମାଧ୍ୟମରେ, ଏହି ଖେଳାଳିମାନେ ସେମାନଙ୍କର ସମ୍ପତ୍ତିକୁ…
IPLରୁ କୋଟି କୋଟି ଟଙ୍କା ରୋଜଗାର କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପତ୍ତି କେତେ? ରୋଜଗାର ଜାଣି ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୮।୮: ଭାରତୀୟ ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ କେବଳ ତାଙ୍କ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିନଥିଲେ ବରଂ ତାଙ୍କ ରୋଜଗାରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। IPL ୨୦୨୫ ରେ ଚମତ୍କାର ପ୍ରଦର୍ଶନ କରିବା ପରେ, ସେ ଇଂଲଣ୍ଡରେ ୧୯…
ଟିମ ଇଣ୍ଡିଆ ପାଇଁ ଖରାପ ଖବର: ରିଷଭ ପନ୍ତକୁ ନେଇ ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୮।୮: କ୍ରିକେଟ ଏସିଆ କପ ୨୦୨୫ ଆରମ୍ଭ ହେବାକୁ ଆଉ ୧ ମାସ ବାକି ଅଛି, ଏହି ଟୁର୍ନାମେଣ୍ଟ ୯ ସେପ୍ଟେମ୍ବରରୁ UAEରେ ଖେଳାଯିବ। ଏହା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଖରାପ ଖବର ଆସିଛି। ଉଇକେଟ୍କିପର ବ୍ୟାଟସମ୍ୟାନ…
ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ସହ ବିବାଦ: ସିଏସକେ ଆଗ୍ରହୀ, କିନ୍ତୁ ରହିଛି ଏହି ଅସୁବିଧା
ଚେନ୍ନାଇ,୮।୮: ରାଜସ୍ଥାନ ରୟାଲ୍ସ (ଆରଆର) ଅଧିନାୟକ ସଞ୍ଜୁ ସାମସନ ଏବଂ ଫ୍ରାଞ୍ଚାଇଜ ମଧ୍ୟରେ ଗଭୀର ମତଭେଦ ଦେଖାଦେଇଛି। ଆଇପିଏଲ ୨୦୨୫ରେ ଆଘାତ ଯୋଗୁଁ ସଞ୍ଜୁ ସମସ୍ତ ମ୍ୟାଚ୍ ଖେଳି ପାରିନଥିଲେ। ସୁସ୍ଥ ହେବା ପରେ ମଧ୍ୟ ସେ ଦଳୀୟ ବୈଠକରେ ଅଂଶଗ୍ରହଣ…
Archives


