ଖେଳ

Rohit Sharmaଙ୍କ ସ୍ବର ବ୍ୟବହାର କଲା ପାକିସ୍ତାନ ଟି-୨୦ ଫ୍ରାଞ୍ଚାଇଜ, ରାଗିଗଲେ ଭାରତୀୟ ପ୍ରଶଂସକ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୧।୩: ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ବ୍ରାଡ ହଗ ନିକଟରେ ପାକିସ୍ତାନୀ କ୍ରିକେଟର ମହମ୍ମଦ ରିଜୱାନଙ୍କ ଇଂରାଜୀର ମଜା ଉଡାଇବା ପରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ। ଏବେ ଆଉ ଏକ ଭିଡିଓ ଇଣ୍ଟରନେଟ ୟୁଜର୍ସଙ୍କୁ କ୍ରୋଧିତ କରିଛି। ପାକିସ୍ତାନ ସୁପର...

୧୩୦ ବର୍ଷର ଇତିହାସରେ ପ୍ରଥମଥର, IOC ମହିଳା ଅଧ୍ୟକ୍ଷ ହେଲେ କ୍ରିଷ୍ଟି କୋଭେଣ୍ଟ୍ରି, ଶୁଭକାମନା ଜଣାଇଲେ ଜୟ ଶାହା

ନୂଆଦିଲ୍ଲୀ,୨୧।୩: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସଭାପତି ଜୟ ଶାହ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (IOC)ର ନବନିର୍ବାଚିତ ସଭାପତି କ୍ରିଷ୍ଟି କୋଭେଣ୍ଟ୍ରିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କ୍ରିଷ୍ଟି କୋଭେଣ୍ଟ୍ରି ପ୍ରଥମ ମହିଳା ଯିଏ ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର ସଭାପତି ହୋଇଛନ୍ତି। ଏହା...

IPL 2025: ଘୋଷଣା ହେଲା ଅମ୍ପାୟାର୍ସଙ୍କ ଟିମ୍‌, ୭ ଜଣ ନୂଆ ବ୍ୟକ୍ତିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୧।୩: BCCI IPL ୨୦୨୫ ପାଇଁ ଅମ୍ପାୟାରଙ୍କ ଦଳ ଘୋଷଣା କରିଛି। ଏହି ଦଳରେ ସାତ ଜଣ ନୂଆ ଭାରତୀୟ ଅମ୍ପାୟାରଙ୍କୁ ସାମିଲ କରାଯାଇଛି, ଯେଉଁମାନେ ପ୍ରଥମ ଥର ପାଇଁ ଆଇପିଏଲରେ ଅମ୍ପାୟାରିଂ କରୁଥିବାର ଦେଖାଯିବେ। ସେହିପରି ଅଭିଜ୍ଞ ଅମ୍ପାୟାର...

ସ୍ତ୍ରୀଙ୍କୁ ଛାଡପତ୍ରବେଳେ ଦେଲେ ୪.୭୫ କୋଟି ଟଙ୍କା: ଜାଣନ୍ତୁ ଚହଲଙ୍କ ମୋଟ ସମ୍ପତ୍ତି କେତେ

ମୁମ୍ବାଇ,୨୧।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଆଇନଗତ ଭାବରେ ଅଲଗା ହୋଇଯାଇଛନ୍ତି। ବାନ୍ଦ୍ରା ଫ୍ୟାମିଲି କୋର୍ଟ ଉଭୟଙ୍କ ଛାଡପତ୍ର ଆବେଦନକୁ ମଞ୍ଜୁର କରିଛନ୍ତି। ଚହଲଙ୍କ ଓକିଲ ନୀତିନ କୁମାର...

IPLରେ ଏମିତି ରେକର୍ଡ କରିଛନ୍ତି ବିରାଟ କୋହଲି, ଯାହା ଆଜି ପର୍ଯ୍ୟନ୍ତ କେହି କରିପାରିନାହାନ୍ତି

ନୂଆଦିଲ୍ଲୀ,୨୧।୩: ଗତ ଦଶନ୍ଧିରେ ବିରାଟ କୋହଲି ଆଇପିଏଲ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ଏପରି ବ୍ୟାଟିଂ କରିଛନ୍ତି ଯାହା ବହୁତ କମ ଦେଖାଯାଏ। ତାଙ୍କ ରେକର୍ଡ ବୁକରେ କିଛି ବଡ଼ ରେକର୍ଡ ଅଛି ଏବଂ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରୁ...

IPL 2025 ଉଦଘାଟନୀ ମ୍ୟାଚ୍ ବାତିଲ ହେବାର ସମ୍ଭାବନା, ଛାଇଲା ବର୍ଷାର କଳା ବାଦଲ

କୋଲକାତା,୨୧ା୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଡିଫେଣ୍ଡିଂ ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ଶନିବାର ସିଜିନ୍ ର ପ୍ରଥମ ମୁକାବିଲାରେ ବିରାଟ କୋହଲିଙ୍କ ଅଭିନୀତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହିତ ମୁକାବିଲା କରିବାକୁ ଯାଉଛି। ଉଦଘାଟନୀ ସମାରୋହର ପ୍ରଦର୍ଶନ ମଧ୍ୟ...

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ବିଡ୍ ଦାଖଲ କଲା ଭାରତ

ନୂଆଦିଲ୍ଲୀ, ୨୧ା୩: କ୍ରୀଡା ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଭାରତ ୨୦ ମାର୍ଚ୍ଚ, ଗୁରୁବାର ଅହମ୍ମଦାବାଦ ସହରରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ବିଡ୍ ଦାଖଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ୨୦୩୬ ଗ୍ରୀଷ୍ମକାଳୀନ କ୍ରୀଡ଼ା ଆୟୋଜନ କରିବାକୁ...

କ୍ୟାପ୍ଟେନ୍ସ ମିଟ୍‌ରେ ହେଲା ବଡ଼ ନିଷ୍ପତ୍ତି: ଓଭର ହାର ଲାଗି ଅଧିନାୟକଙ୍କୁ…

ନୂଆଦିଲ୍ଲୀ,୨୦ା୩: ଆଇପିଏଲ୍‌ରେ ଓଭର ହାର ଅପରାଧ ଲାଗି ଅଧିନାୟକଙ୍କୁ ବ୍ୟନ୍‌ କରାଯିବ ନାହିଁ। ଏହା ବଦଳରେ ଡିମେରିଟ ପଏଣ୍ଟ ଦିଆଯିବ। ଗୁରୁବାର ଅନୁଷ୍ଠିତ କ୍ୟାପ୍ଟେନ୍ସ ମିଟ୍‌ରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୪ ସଂସ୍କରଣରେ ତୃତୀୟ ଓଭର ହାର ଅପରାଧ ଲାଗି...

ଡବ୍ଲ୍ୟୁଟିସିରେ ଲାଗୁ ହୋଇପାରେ ନୂଆ ବୋନସ ପଏଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୨୦ା୩: ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ର ୨୦୨୫-୨୭ ସାଇକେଲରେ ଏକ ନୂଆ ବୋନସ ପଏଣ୍ଟ ବ୍ୟବସ୍ଥା ଲାଗୁ କରାଯାଇପାରେ। ଯାହାଫଳରେ ଉଚ୍ଚ ର଼୍ୟାଙ୍କଧାରୀ ଦଳ ବିପକ୍ଷରେ ବିଜୟ ଲାଗି ଅତିରିକ୍ତ ପଏଣ୍ଟ ପ୍ରଦାନ କରାଯିବ। ଏହି ନୂଆ ବୋନସ ପଏଣ୍ଟ ବ୍ୟବସ୍ଥା...

ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର ହୋଇଛି। କୋର୍ଟ ଆହୁରି ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟସୀମା ବୃଦ୍ଧି...

ଭାରତରେ ହେବ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୨୦ା୩: ଖୁସି ଖବର। ଭାରତ ଏସିଆନ ସୁଇମିଂ ଚାମ୍ପିୟନଶିପ୍‌ର ୧୧ଶ ସଂସ୍କରଣର ଆୟୋଜକ ହୋଇଛି। ଏହି ଇଭେଣ୍ଟ ଅହମ୍ମଦାବାଦସ୍ଥିତ ନାରଣପୁର ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଅକ୍ଟୋବର ୧ରୁ ୧୫ ପର୍ଯ୍ୟନ୍ତ ହେବ। ଜାତୀୟ ମହାସଂଘ ତରଫରୁ ଗୁରୁବାର ଏହା ଘୋଷଣା କରାଯାଇଛି।...

IPL 2025 କାର୍ଯ୍ୟସୂଚୀରେ ହେଲା ପରିବର୍ତ୍ତନ, କୋଲକାତା-ଲକ୍ଷ୍ନୌ ମ୍ୟାଚର ସ୍ଥାନ ହୋଇଛି ପରିବର୍ତ୍ତନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୦।୩: ଏପ୍ରିଲ ୬ରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ (LSG) ମଧ୍ୟରେ ମ୍ୟାଚ ଏବେ କୋଲକାତା ପରିବର୍ତ୍ତେ ଗୁଆହାଟୀରେ ଅନୁଷ୍ଠିତ ହେବ। ରାମନବମୀକୁ ନେଇ କୋଲକାତା ପୋଲିସ ସେହି ଦିନ ମ୍ୟାଚ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri