ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୨୪ା୩: ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେସ ଓ୍ବାକର ପ୍ରିୟଙ୍କା ଗୋସ୍ବାମୀ ମହିଳା ୩୫ କିମି ଇଭେଣ୍ଟରେ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ସ୍ଲୋଭାକିଆର ଡୁଡିନ୍ସଠାରେ ଚାଲିଥିବା ଡୁଡିନସ୍କା ୫୦ ପ୍ରତିଯୋଗିତାରେ ସେ ଦୌଡ଼କୁ ୨:୫୬:୩୪ ସେକେଣ୍ଡରେ ଶେଷ କରିଥିଲେ। ସେ ୧୧ତମ...
ପ୍ରଥମ ମ୍ୟାଚ୍ରେ ମୁମ୍ବାଇର ପରାଜୟ ଧାରା ଜାରି
ଚେନ୍ନାଇ,୨୩ା୩: ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ୪ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ)କୁ ପରାସ୍ତ କରିଛନ୍ତି। ୧୫୬ ରନ୍ର ଟାର୍ଗେଟକୁ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡ ଏବଂ ରାଚିନ...
ସମାଲୋଚନା କଲେ ଓ୍ବାର୍ନର: ଜବାବ ରଖିଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୨୩ା୩: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ ଓ୍ବାର୍ନର ଶନିବାର ଏୟାର ଇଣ୍ଡିଆକୁ ସୋସିଆଲ ମିଡିଆ ଜରିଆରେ ସମାଲୋଚନା କରିଛନ୍ତି। ପାଇଲଟ ନ ଥିବା ବିମାନରେ ଆମକୁ ବସାଇ ଦିଆଯାଇଥିଲା। ଘଣ୍ଟା ଘଣ୍ଟା ଧରି ଆମେ ବିମାନରେ ଅପେକ୍ଷା କରି ରହିଥିଲୁ।...
ବିଶାଳ ବିଜୟ ସହିତ ସିଜିନ ଆରମ୍ଭ କଲା ସନରାଇଜର୍ସ ହାଇଦ୍ରାବାଦ
ହାଇଦ୍ରାବାଦ,୨୩ା୩: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଅପରାହ୍ନରେ ରାଜସ୍ଥାନ ରୟାଲ୍ସ (ଆର୍ଆର୍) ବିପକ୍ଷରେ ଖେଳାଯାଇଥିବା ହାଇ ସ୍କୋରିଂ ଆଇପିଏଲ୍ ମ୍ୟାଚକୁ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ୪୪ ରନରେ ଜିତି ନେଇଛି। ଇଶାନ କିଶନଙ୍କ ଅପରାଜିତ ଶତକ ବଳରେ...
IPL 2025 Ishan Kishan: ସନରାଇଜର୍ସ ପାଇଁ ଡେବ୍ୟୁ ମ୍ୟାଚ୍ରେ ଇଶାନ କିଶନଙ୍କ ବିସ୍ଫୋରକ ଇନିଂସ, ହାସଲ କଲେ ଐତିହାସିକ ଶତକ
ନୂଆଦିଲ୍ଲୀ,୨୩।୩: ଭାରତୀୟ ଦଳର ଷ୍ଟାର ଉଇକେଟ କିପର ବ୍ୟାଟର ଈଶାନ କିଷାନ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ୨୦୨୫ ସିଜିନ୍ ଆରମ୍ଭରୁ ଧମାଲ ମଚାଇ ଦେଇଛନ୍ତି। ଚଳିତ ବର୍ଷ ଈଶାନ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ପାଇଁ ଡେଭ୍ୟୁ କରିଥିଲେ ଏବଂ ନିଜର ପ୍ରଥମ...
IPL ଇତିହାସର ସବୁଠାରୁ ମହଙ୍ଗା ସ୍ପେଲ୍, ଜୋଫ୍ରା ଆର୍ଚରଙ୍କ ନାମରେ ଯୋଡି ହେଲା ଲଜ୍ଜାଜନକ ରେକର୍ଡ
ନୂଆଦିଲ୍ଲୀ,୨୩।୩: ରାଜସ୍ଥାନ ରୟାଲ୍ସ ବୋଲର ଜୋଫ୍ରା ଆର୍ଚରଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି ହୋଇଛି। ସେ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ସ୍ପେଲ ବୋଲିଂ କରିଥିବା ବୋଲର ହୋଇଯାଇଛନ୍ତି। ଆର୍ଚର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ୪ ଓଭରରେ...
IPL 2025: ଇଶାନଙ୍କ ଦ୍ରୁତ ଶତକ ସୃଷ୍ଟି କଲା ନୂଆ ରେକର୍ଡ, ରାଜସ୍ଥାନ ଆଗରେ ୨୮୭ ରନର ଟାର୍ଗେଟ ଦେଲା ହାଇଦ୍ରାବାଦ
ନୂଆଦିଲ୍ଲୀ,୨୩।୩: ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ର ମ୍ୟାଚ୍ ନମ୍ବର-୨ ରେ, ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ମୁକାବିଲା ହେଉଛି। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି।...
IPL ଆରମ୍ଭରୁ ବଦଳିଗଲା ଏହି ଟିମ୍, ହଠାତ କରାଗଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୨୩।୩: ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି। ସିଜିନରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ ଖେଳାଯାଇଥିବା ବେଳେ ଗୋଟିଏ ଦଳ ଏହାର ସ୍କ୍ବାର୍ଡରେ ପରିବର୍ତ୍ତନ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସର ଜଣେ ଷ୍ଟାର ଦ୍ରୁତ ବୋଲର ଆଘାତ ଯୋଗୁ ଏହି...
ସନ୍ନ୍ୟାସକୁ ନେଇ ଏମ୍ଏସ୍ ଧୋନୀଙ୍କ ବଡ଼ ଘୋଷଣା, କହିଲେ…
ନୂଆଦିଲ୍ଲୀ,୨୩।୩: ପ୍ରତିବର୍ଷ କ୍ରିକେଟପ୍ରେମୀମାନେ ଆଇପିଏଲ୍କୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହାର ସବୁଠାରୁ ବଡ଼ କାରଣ ମଧ୍ୟ ହେଉଛନ୍ତି ଏମ୍ଏସ୍ ଧୋନୀ। ସେ ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏବେ ସେ କେବଳ IPLରେ ଖେଳୁଥିବାର ନଜର...
ପିଲାଦିନେ ମା’ଙ୍କୁ ହରାଇଥିଲେ, ଦ୍ୱିତୀୟ ବିବାହ କରିନେଇଥିଲେ ବାପା; ସଂଘର୍ଷମୟ ଜୀବନ ପରେ IPLରେ ଚମକିବାକୁ ପ୍ରସ୍ତୁତ ଏହି ଖେଳାଳି
ନୂଆଦିଲ୍ଲୀ,୨୩।୩: IPL ଅନେକ ଖେଳାଳିଙ୍କ ଭାଗ୍ୟ ବଦଳାଇଛି। ପ୍ରତିବର୍ଷ ଭାରତର ଅନେକ ଯୁବ ଖେଳାଳି ଏହି ଲିଗରେ ଖେଳିବାର ସୁଯୋଗ ପାଆନ୍ତି। କିନ୍ତୁ ସମସ୍ତଙ୍କ ପାଇଁ IPLରେ ପହଞ୍ଚିବା ଏତେ ସହଜ ନଥାଏ। ସନରାଇଜର୍ସ ହାଇଦ୍ରାବାଦ ଏହି ସିଜିନରେ ଏପର୍ଯ୍ୟନ୍ତ...
ଯେବେ ଶେଷଥର ପାଇଁ ମୁହାଁମୁହିଁ ହୋଇଥିଲେ CSK-MI, କିଏ ହୋଇଥିଲା ବିଜୟୀ
କୋଲକାତା,୨୩।୩: ଆଜି ଚେପକରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ ମୁହାଁମୁହିଁ ହେବେ। କିନ୍ତୁ ଆପଣ ଜାଣନ୍ତି କି ଶେଷ ଥର ପାଇଁ ଏହି ଦୁଇ ଦଳ ପରସ୍ପରର ସାମ୍ନା କରିବା ସମୟରେ କ’ଣ ଘଟିଥିଲା? ସେହି ମ୍ୟାଚରେ...
RCB ବିଜୟକୁ ନେଇ ଖୁସିରେ ଝୁମିଲେ ମୁମ୍ବାଇ ଅଧିନାୟକ? କ’ଣ ଥିଲା କାରଣ…
ନୂଆଦିଲ୍ଲୀ,୨୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୮ତମ ସିଜିନ ଏକ ଜବରଦସ୍ତ ମ୍ୟାଚ୍ ସହିତ ଆରମ୍ଭ ହୋଇଛି। ସିଜିନର ପ୍ରଥମ ମ୍ୟାଚ୍ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା। ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଏହି...
Archives


