ଖେଳ

ମୋତେ ଅପମାନିତ କରାଗଲା, ମୁଁ କାନ୍ଦିକି ଟିମ୍‌ ଛାଡ଼ିଦେଲି: IPLର ଏହି ଟିମ୍‌ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ କ୍ରିସ ଗେଲ

ନୂଆଦିଲ୍ଲୀ,୮।୯: ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ ଗେଲ ଇଣ୍ଡିଆନ ପ୍ରିମିୟର ଲିଗକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଆଇପିଏଲ୍‌ରେ ବିତାଇଥିବା ତାଙ୍କ ଶେଷ ବର୍ଷ ବିଷୟରେ ସେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପଞ୍ଜାବ କିଙ୍ଗସ ଦଳର…

କ୍ରିକେଟ୍‌ ଜଗତରେ ବଡ଼ ହଲଚଲ: ସଚିନଙ୍କ ମହାରେକର୍ଡ ଭାଙ୍ଗିଦେଲେ ଏହି କ୍ରିକେଟର୍‌

ଲଣ୍ଡନ,୮।୯: ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚରେ ଜୋ ରୁଟ ଇତିହାସ ସୃଷ୍ଟି କରିଛନ୍ତି। ରୁଟ ଏହି ମ୍ୟାଚ୍‌ରେ ୯୬ ବଲ୍‌ରେ ୧୦୦ ରନ୍‌ର ଇନିଂସ ଖେଳିଥିଲେ। ରୁଟ ତାଙ୍କ ଶତକୀୟ ଇନିଂସ୍‌ରେ ୬ଟି ଚୌକା ମାରିଥିଲେ।…

୭ ବଲ୍‌ରେ ୫ ଉଇକେଟ୍‌! ଏସିଆ କପ ପୂର୍ବରୁ ସମସ୍ତଙ୍କୁ ଭୟଭୀତ କଲେ ଏହି କ୍ରିକେଟର୍‌

ଦୁବାଇ,୮।୯: ୨୦୨୫ ଏସିଆ କପ ପୂର୍ବରୁ, ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ମହମ୍ମଦ ନୱାଜ ଟି୨୦ କ୍ରିକେଟରେ ଏକ ବଡ଼ କୃତିତ୍ୱ ହାସଲ କରିଛନ୍ତି। ଶାରଜାରେ ଖେଳାଯାଇଥିବା ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜର ଫାଇନାଲରେ ନୱାଜ ବୋଲିଂରେ ହ୍ୟାଟ୍ରିକ ସହିତ ମୋଟ ୫ଟି…

ନେମାରଙ୍କ ପାଇଁ ଛାଡ଼ିଗଲେ ୧୦ ହଜାର କୋଟି ଟଙ୍କା: ଜାଣନ୍ତୁ କିଏ ସେ କୋଟିପତି…

ବ୍ରାସିଲିଆ,୮ା୯: ନିକଟରେ ପ୍ରାଣ ହରାଇଥିବା ବ୍ରାଜିଲର ଜଣେ ଧନୀ ବ୍ୟକ୍ତି ଫୁଟବଲ ସୁପରଷ୍ଟାର ନେମାରଙ୍କ ଲାଗି ୧୦ ହଜାରରୁ ଅଧିକ କୋଟି ଟଙ୍କା ଛାଡ଼ି ଯାଇଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ବ୍ରାଜିଲର ଜଣେ କୋଟିପତି ତାଙ୍କ ଓ୍ବିଲ୍‌ରେ ନେମାରଙ୍କ ଲାଗି…

Asia Cup 2025: ନୂଆ ରୂପରେ ଟିମ୍‌ ଇଣ୍ଡିଆ, ଜର୍ସିରେ ନାହିଁ…

ନୂଆଦିଲ୍ଲୀ,୮।୯: ଏସିଆ କପ ୨୦୨୫ରେ ଭାରତୀୟ ଦଳର ଜର୍ସିରେ କୌଣସି ପ୍ରାୟୋଜକ ରହିବ ନାହିଁ। ଅନଲାଇନ ଗେମିଂ କମ୍ପାନୀ ଡ୍ରିମ୧୧ ବିସିସିଆଇ ସହିତ ତାର ପ୍ରାୟୋଜକ ଚୁକ୍ତି ସମାପ୍ତ କରିଛି। ଭାରତୀୟ କ୍ରିକେଟ ଦଳ ତାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ…

ପୂର୍ବତନ କ୍ରିକେଟରଙ୍କ ବିସ୍ଫୋରକ ଅଭିଯୋଗ: କପିଲ ଦେବଙ୍କ ବିରୁଦ୍ଧରେ ମ୍ୟାଚ ଫିକ୍ସିଂ ମାମଲା…

ଚଣ୍ଡିଗଡ,୭ା୯: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହ କପିଲ ଦେବଙ୍କ ବିରୁଦ୍ଧରେ ୧୯୯୭ରେ ଉଠିଥିବା ମ୍ୟାଚ ଫିକ୍ସିଂ ଅଭିଯୋଗ ମାମଲା କାହିଁକି ବନ୍ଦ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଏକ ସାକ୍ଷାତକାରରେ ଯୋଗରାଜ ଦାବି କରିଛନ୍ତି ଯେ…

ଇଟାଲୀ ଗ୍ରାଣ୍ଡ ପ୍ରିକ୍ସ ଜିତିଲେ ଭେରଷ୍ଟାପେନ, ଭାଙ୍ଗିଲେ ଶୁମାକରଙ୍କ ରେକର୍ଡ

ନୂଆଦିଲ୍ଲୀ,୭ା୯: ରେଡ ବୁଲର ମ୍ୟାକ୍ସ ଭେରଷ୍ଟାପେନ ରବିବାର, ୭ ସେପ୍ଟେମ୍ବରରେ ଇଟାଲୀ ଗ୍ରାଣ୍ଡ ପ୍ରିକ୍ସରେ ବିଜୟୀ ହୋଇ ମାଇକେଲ ଶୁମାକରଙ୍କ ୨୦୦୩ରେ ସ୍ଥାପିତ ଫର୍ମୁଲା ୱାନର ସର୍ବାଧିକ ଦ୍ରୁତ ରେସ ରେକର୍ଡ ଭାଙ୍ଗିଛନ୍ତି। ମୋଞ୍ଜାରେ ୫୩ ଲାପ ସେ ୧ ଘଣ୍ଟା…

ନୂଆ ଜର୍ସିରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୭ା୯: ଆସନ୍ତା ୯ ତାରିଖରୁ ଏସିଆ କପ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ରବିବାର ଏକ ଭିଡିଓ ଶେୟାର କରାଯାଇ ଭାରତୀୟ ଦଳର ନୂଆ ଜର୍ସି ଉନ୍ମୋଚିତ କରାଯାଇଛି। ଟୁର୍ନାମେଣ୍ଟ ଲାଗି…

ଏସିଆ କପ: ଭାରତ ୪-୧ରେ ଦକ୍ଷିଣ କୋରିଆକୁ ହରାଇ ଚାମ୍ପିୟନ, ବିଶ୍ୱକପରେ ସ୍ଥାନ ପକ୍କା

ରାଜଗୀର,୭।୯: ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ପୁରୁଷ ହକି ଦଳ ଏସିଆ କପ ୨୦୨୫ ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି। ଏହି ବିଜୟ ସହ ଭାରତ ଆଗାମୀ ବର୍ଷ ପାଇଁ…

କ୍ୟାପ୍ଟେନ୍‌ କୁଲଙ୍କ ଆକ୍ସନ: ହାତରେ ବନ୍ଧୁକ ଧରି ସିନେମାରେ ମାରିଲେ ଏଣ୍ଟ୍ରି!

ମୁମ୍ବାଇ,୭।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀ ଏକ ନୂଆ ଭିଡିଓରେ ଆକ୍ସନ ମୋଡରେ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓରେ ଧୋନୀ ଅଭିନେତା ଆର. ମାଧବନଙ୍କ ସହ ଦେଖା ଦେଇଛନ୍ତି। ଟିଜରରେ ଧୋନୀ କମାଣ୍ଡୋ…

ସିନ୍ନାର Vs ଆଲକାରାଜ: ୟୁଏସ ଓପନରେ ରୋମାଞ୍ଚକର ଫାଇନାଲ

ନୂଆଦିଲ୍ଲୀ,୭ା୯: ୟୁଏସ ଓପନ ପୁରୁଷ ସିଙ୍ଗଲସ ଫାଇନାଲରେ ରବିବାର ରୋମାଞ୍ଚକର ମୁକାବିଲାରେ ସ୍ପେନର କାର୍ଲୋସ ଆଲକାରାଜଙ୍କ ଅଗ୍ନିମୟ ଉତ୍ସାହ ଓ ଅପ୍ରତ୍ୟାଶିତ ଶଟ୍ ସାମ୍ନା କରିବ ଇଟାଲୀର ଶାନ୍ତ ଓ ନିର୍ଭୁଲ ଖେଳ ପାଇଁ ପରିଚିତ ଜାନ୍ନିକ ସିନ୍ନର। ଏହା ଚଳିତ…

ଶୁଭମନ ଗିଲ ଭାରତର ନୂଆ ଦିନିକିଆ ଅଧିନାୟକ! ରୋହିତ ଶର୍ମାଙ୍କ ବିଦାୟ ନିଶ୍ଚିତ

ମୁମ୍ବାଇ,୭ା୯: ଭାରତୀୟ କ୍ରିକେଟରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ମିଳୁଛି। ଶୁଭମନ ଗିଲଙ୍କୁ ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ଘୋଷଣା କରାଯିବା ପରେ ଏବେ ସେ ଦିନିକିଆ ଦଳର ଅଧିନାୟକ ହେବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ରୋହିତ ଶର୍ମାଙ୍କର ଦିନିକିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri