ଖେଳ

ଏସିଆ କପ୍ ୨୦୨୫: ଅଭିଷେକ ଶର୍ମାଙ୍କ ଝଡ଼ରେ ଭାରତ ୮ ଦିନରେ ଦୁଇଥର ପାକିସ୍ତାନକୁ ହରାଇଲା

ଆବୁଧାବି,୨୧।୯: ଏସିଆ କପ୍ ୨୦୨୫ରେ ଭାରତ ପାକିସ୍ତାନ ବିପକ୍ଷରେ ଆଉ ଏକ ବିଜୟ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଓ ତିଲକ ବର୍ମାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୬ ଓ୍ଵିକେଟରେ ବିଜୟୀ ହୋଇଛି। ଏହା ସହିତ ଭାରତ…

ଗରମ ଦେଖାଇଲେ ପାକିସ୍ତାନୀ ବୋଲର; ଛକା, ଚୌକା ମାରି ଥଣ୍ଡା କରିଦେଲେ ଅଭିଷେକ ଶର୍ମା

ଦୁବାଇ,୨୧।୯: ଏସିଆ କପ୍ ୨୦୨୫ ସୁପର ଫୋର ମୁକାବିଲାରେ ରବିବାର ଭାରତୀୟ ଓପନର ଅଭିଷେକ ଶର୍ମା ଏବଂ ପାକିସ୍ତାନୀ ପେସର ହାରିସ ରାଉଫଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ବାକ୍ୟ ବିନିମୟ ଦେଖାଗଲା। ଭାରତର ରନ୍ ଚେଜ୍ ସମୟରେ ପଞ୍ଚମ ଓଭରରେ ଉଭୟଙ୍କ ମଧ୍ୟରେ…

ଏସିଆ କପ ୨୦୨୫ ସୁପର ଫୋର: ଭାରତର ୫ଟି କ୍ୟାଚ ଛାଡ଼ିବା ପରେ ପାକିସ୍ତାନ ୧୭୨ ରନର ଲକ୍ଷ୍ୟ ଦେଲା

ଦୁବାଇ,୨୧।୯: ଏସିଆ କପ ୨୦୨୫ ସୁପର ଫୋର ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୭୨ ରନର ଲକ୍ଷ୍ୟ ଦେଇଛି। ପାକିସ୍ତାନର ଶୀର୍ଷ କ୍ରମ ବ୍ୟାଟସମ୍ୟାନ, ବିଶେଷତଃ ସାହିବଜାଦା ଫରହାନ (୫୮ ରନ) ଭାରତୀୟ ଫିଲ୍ଡରଙ୍କ ଦ୍ୱାରା ୫ଟି କ୍ୟାଚ…

ପୁଣି ସୂର୍ଯ୍ୟକୁମାର ପାକିସ୍ତାନ ଅଧିନାୟକଙ୍କ ସହ ହ୍ୟାଣ୍ଡସେକ କଲେ ନାହିଁ, ତେଜିଲା ବିବାଦ

ଦୁବାଇ,୨୧।୯: ଏସିଆ କପ ୨୦୨୫ ସୁପର-୪ ମ୍ୟାଚରେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନ ଅଧିନାୟକ ସଲମାନ ଆଲି ଆଘା ଟସ୍ ସମୟରେ ପୁନର୍ବାର ହ୍ୟାଣ୍ଡସେକ କରିନଥିଲେ। ଏହା ପୂର୍ବ ମ୍ୟାଚରେ ମଧ୍ୟ ଦେଖାଯାଇଥିଲା, ଯେତେବେଳେ ଭାରତୀୟ ଦଳ ମ୍ୟାଚ…

ଏସିଆ କପ: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ମୁକାବିଲାରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଆବୁଧାବି,୨୧।୯: ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ବିପକ୍ଷ ମ୍ୟାଚରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟକୁମାର ଯାଦବ ପୁନର୍ବାର ପାକିସ୍ତାନ ଅଧିନାୟକ ସଲମାନଙ୍କ ସହ ପାରମ୍ପରିକ ହ୍ୟାଣ୍ଡସେକ କରିନଥିଲେ। ସୂର୍ଯ୍ୟକୁମାର କହିଛନ୍ତି, “ଆମେ ପ୍ରଥମେ…

ଚେନ୍ନାଇ ସୁପର କିଙ୍ଗର ପୂର୍ବତନ ଖେଳାଳି ହେବେ BCCIର ନୂଆ ପ୍ରେସିଡେଣ୍ଟ

ମୁମ୍ବାଇ,୨୧।୯: ଜମ୍ମୁ ଓ କଶ୍ମୀରରୁ ଭାରତୀୟ ପ୍ରିମିୟର ଲିଗ (IPL) ରେ ଖେଳିଥିବା ପ୍ରଥମ ଖେଳାଳି ମିଥୁନ ମାନହସ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ର ନୂଆ ସଭାପତି ହେବାକୁ ଯାଉଛନ୍ତି। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ମାନହସ ରୋଜର…

ପାକିସ୍ତାନୀ ଖେଳାଳିଙ୍କ ଘୃଣ୍ୟ ଆଚରଣକୁ ନେଇ ହଙ୍ଗାମା; ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ କଲେ ଏମିତି… 

ଦୁବାଇ,୨୧।୯: ଏସିଆ କପ୍‌ ୨୦୨୫ରେ ଆଜି (୨୧ ସେପ୍ଟେମ୍ବର) ଆହୁରି ଏକ ହାଇ-ଭୋଲ୍ଟେଜ ମୁକାବଲା ହେବାକୁ ଯାଉଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ଦଳ ସୁପର-୪ ମ୍ୟାଚରେ ମୁହାଁମୁହଁି ହେବେ। ଏହି ଦୁଇ ଦଳ ଗ୍ରୁପ ଷ୍ଟେଜ୍‌ରେ…

କ୍ରିକେଟ ଇତିହାସରେ ମନ୍ଧାନାଙ୍କ ରେକର୍ଡ: ଜାଣନ୍ତୁ ଏହି ଖେଳାଳିଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୨୦ା୯: ବିସ୍ଫୋରକ ଓପନର ସ୍ମୃତି ମନ୍ଧାନା ଅଷ୍ଟ୍ରେଲିଆ ବିପକ୍ଷରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍‌ରେ ୫୦ ବଲରେ ଶତକ ପୂରଣ କରିଥିଲେ। ଏହା ମହିଳା ଦିନିକିଆ କ୍ରିକେଟ ଇତିହାସର ଦ୍ୱିତୀୟ ଦ୍ରୁତତମ ଶତକ ଥିଲା। ସେ କମ୍‌ ସଂଖ୍ୟକ ବଲରେ…

ପୁଣି ପ୍ରେସ୍‌ କନ୍‌ଫରେନ୍ସ ବାତିଲ କଲା ପାକିସ୍ତାନ, ଭାରତ ବିପକ୍ଷ ମୁକାବିଲା ପୂର୍ବରୁ… 

ଦୁବାଇ,୨୦।୯: ସୁଧୁରିବାର ନାଁ ନେଉନାହିଁ ପାକିସ୍ତାନ କ୍ରିକେଟ ଟିମ। ଏସିଆ କପ୍‌ ୨୦୨୫ର ସୁପର-୪ରେ ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ଦଳ ଆଇସିସି ଏକାଡେମୀରେ ହେବାକୁ ଥିବା ପ୍ରେସ କନଫରେନ୍ସ ରଦ୍ଦ କରିଛି। ଏହା ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ବିପକ୍ଷ…

ଜ୍ୟୋତିଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ, ୨୦ା୯: ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଅଷ୍ଟ୍ରେଲିଆ ଟୁର୍‌ ପାଇଁ ମନୋନୀତ ୨୩ ଜଣିଆ ଜୁନିୟର ଭାରତୀୟ ମହିଳା ହକି ଦଳର ନେତୃତ୍ୱ ନେବେ ଡିଫେଣ୍ଡର ଜ୍ୟୋତି ସିଂ। ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି ମ୍ୟାଚଗୁଡ଼ିକ କାନବେରାସ୍ଥିତ ନ୍ୟାଶନାଲ…

ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ମନୋନୀତ

ଧର୍ମଶାଳା,୨୦ା୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟର ୩ ଛାତ୍ର ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ମନୋନୀତ ହୋଇଛନ୍ତି। କେନ୍ଦୁଝର ଜିଲା ବଡ଼ବିଲଠାରେ ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଏଥିରେ ଧର୍ମଶାଳା ମହାବିଦ୍ୟାଳୟ ଯୁକ୍ତ…

ନୀରଜ ଚୋପ୍ରାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି, ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୨୦।୯: ନୀରଜ ଚୋପ୍ରା ୨୦୨୧ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଜାଭେଲିନ ଥ୍ରୋ ସାରା ଭାରତରେ ଉତ୍ସାହର ଲହରୀ ଖେଳିଯାଇଥିଲା। ସଦ୍ୟ ସମାପ୍ତ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ, ନୀରଜ ଚୋପ୍ରାଙ୍କୁ ଅଷ୍ଟମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ନୀରଜଙ୍କ ଭାରତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri