ଖେଳ

‘ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ, ଯଦି ରୋହିତ- କୋହଲି…’, ଅଷ୍ଟ୍ରେଲିଆଠୁ ଭାରତ ହାରିବା ପରେ ବଡ଼ ବୟାନ ଦେଲେ ଗାଭାସ୍କର

ନୂଆଦିଲ୍ଲୀ,୨୦।୧୦: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଉଭୟ ଖରାପ ଭାବରେ ଫ୍ଲପ୍‌ ହୋଇଛନ୍ତି। ପୂର୍ବତନ ଅଧିନାୟକ ରୋହିତ ୧୪ ବଲ ରେ ୮ ରନ କରି ଆଉଟ ହୋଇଥିଲେ, ଯେତେବେଳେ କୋହଲି ନିଜର ଖାତା…

ରୋମାଞ୍ଚକର ମ୍ୟାଚ୍‌ରେ ୪ ରନ୍‌ରେ ଭାରତକୁ ହରାଇ ସେମିରେ ଇଂଲଣ୍ଡ,

ଇନ୍ଦୋର,୧୯ା୧୦: ମହିଳା ବିଶ୍ୱକପରେ ଭାରତ ଇଂଲଣ୍ଡ ଠାରୁ ୪ ରନରେ ହାରିଛି। ଶେଷ ୩ ଓଭରରେ ୨୭ ରନ ଦରକାର ଥିବା ବେଳେ ଦୀପ୍ତି ଶର୍ମାଙ୍କ ଉଇକେଟ ପଡ଼ିବା ପରେ ଭାରତ ହାରିଗଲା। ଇଂଲଣ୍ଡ ୫୦ ଓଭରରେ ୨୮୮ ରନ କରିଥିଲା,…

ଦୀପାବଳିରେ ପ୍ରଶଂସକମାନଙ୍କୁ ଟ୍ରିଟ୍ ଦେଲେ ଶ୍ରେୟସ ଆୟର, ଆଦା ଶର୍ମାଙ୍କ ସହିତ ମ୍ୟୁଜିକ ଭିଡିଓ ଲଞ୍ଚ

ମୁମ୍ବାଇ,୧୯।୧୦: ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ଶ୍ରେୟସ ଆୟାର ଦୀପାବଳିରେ ପ୍ରଶଂସକଙ୍କୁ ଖାସ ଉପହାର ଦେଇଛନ୍ତି। ସେ ଅଭିନେତ୍ରୀ ଅଦା ଶର୍ମାଙ୍କ ସହ ଏକ ନୂଆ ମ୍ୟୁଜିକ ଭିଡିଓ ‘ବୁଲଟ ଆଶିକାନା’ରେ ନଜର ଆସିଛନ୍ତି, ଯାହା ରବିବାର ଲଞ୍ଚ ହୋଇଛି। ଏକ…

ଦୀପାବଳିରେ ବିଜୟ ଉପହାର ଦେଇ ପାରିଲାନି ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୯।୧୦: ଦେଶସାରା ଛୋଟି ଦୀପାବଳି ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଶଂସକମାନେ ଆଶା କରିଥିଲେ ଯେ ଟିମ ଇଣ୍ଡିଆ ପ୍ରଥମ ODIରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବ, ଦେଶକୁ ବିଜୟର ଉପହାର ଦେବ, କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ହୋଇପାରିଲା ନାହିଁ। ପର୍ଥରେ ଖେଳାଯାଇଥିବା ପ୍ରଥମ…

କାହିଁକି ଇଂଲଣ୍ଡରେ ଥିଲେ ବିରାଟ କୋହଲି ? ଶେଷରେ ଖୋଲିଲେ ମୁହଁ

ପର୍ଥ,୧୯ା୧: କ୍ରିକେଟ ଜଗତର ମହାନାୟକ ବିରାଟ କୋହଲି ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳକୁ ଫେରିଛନ୍ତି। ପର୍ଥରେ ଟସ୍ ପୂର୍ବରୁ ପୂର୍ବତନ ଭାରତୀୟ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ ଅଷ୍ଟ୍ରେଲିଆର…

ବିଦା ହେବେ ମହମ୍ମଦ ରିଜଓ୍ବାନ! ପୁଣି ଥରେ ଅଧିନାୟକ ବଦଳାଇବା ଯୋଜନାରେ ପାକିସ୍ତାନ  

ଇସଲାମାବାଦ,୧୯।୧୦: କିଛି ଦିନର ନିରବତା ପରେ ପୁଣି ପାକିସ୍ତାନ କ୍ରିକେଟରେ ବିବାଦ ଦେଖାଦେଇଛି। ପାକିସ୍ତାନୀ ସୈନ୍ୟର ଆକ୍ରମଣରେ ଆଫଗାନିସ୍ତାନର ୩ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟଣା ଉଭୟ ଦେଶର କ୍ରିକେଟକୁ ପ୍ରଭାବିତ କରିଛି। ଆଫଗାନିସ୍ତାନ ପାକିସ୍ତାନରେ ହେବାକୁ ଥିବା ଟି୨୦ ସିରିଜ୍‌ରୁ…

ସର୍ବାଧିକ ଥର ଶୂନ୍ୟରେ ଆଉଟ ହୋଇଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଏହି କ୍ରିକେଟର, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ବିରାଟ

ନୂଆଦିଲ୍ଲୀ,୧୯।୧୦: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲି ଶୂନ୍ୟରେ ଆଉଟ ହୋଇଥିଲେ। ଏହା ଦିନିକିଆ କ୍ରିକେଟରେ ୧୭ତମ ଥର ପାଇଁ ତାଙ୍କୁ ଶୂନ୍ୟରେ ଆଉଟ କରାଯାଇଥିଲା। ସେହି ସମୟରୁ କୋହଲି ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଆପଣ ଜାଣନ୍ତି କି…

୮ ରନରେ ଆଉଟ ହୋଇ ବି ‘ମହାରେକର୍ଡ’ କଲେ ହିଟମ୍ୟାନ୍‌, ଏମିତି କରିବାରେ ହେଲେ ୫ମ ଭାରତୀୟ

ନୂଆଦିଲ୍ଲୀ,୧୯।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ରବିବାର, ଅକ୍ଟୋବର ୧୯ ତାରିଖରେ ପର୍ଥରେ ଖେଳାଯାଉଛି। ମ୍ୟାଚ ଆରମ୍ଭ ହେବାର ମାତ୍ର ୧୦ ଓଭରରେ ଭାରତ ଦ୍ରୁତ ଗତିରେ ତିନୋଟି ୱିକେଟ ହରାଇଥିଲା। ରୋହିତ ଶର୍ମା ମାତ୍ର ୮ ରନ…

୨୨୪ ଦିନର ଅପେକ୍ଷା, ମଇଦାନକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା 

ପର୍ଥ,୧୯।୧୦: ଦୀର୍ଘ ୨୨୪ ଦିନର ଅପେକ୍ଷା ପରେ ପ୍ରଶଂସକମାନେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଜୋଡ଼ିକୁ ନୀଳ ଜର୍ସିରେ ପୁନର୍ବାର ଦେଖିବାକୁ ପାଇଛନ୍ତି। ଅଷ୍ଟ୍ରେଲିଆର ଅପ୍ଟସ କ୍ରିକେଟ ଷ୍ଟାଡିୟମରେ ଦର୍ଶକମାନେ ନିଜ ଦଳକୁ ସମର୍ଥନ କରିବା ଅପେକ୍ଷା ବିରାଟ-ରୋହିତଙ୍କୁ ଏକାଠି…

ପ୍ରଥମ ଦିନିକିଆ: ଟସ୍‌ ଜିତିଲା ଅଷ୍ଟ୍ରେଲିଆ, ଭାରତ ପକ୍ଷରୁ ନୀତିଶ ରେଡ୍ଡିଙ୍କ ଡେବ୍ୟୁ… 

ପର୍ଥ,୧୯।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ODI(ଦିନିକିଆ) ପର୍ଥର Optus ଷ୍ଟାଡିୟମରେ ଖେଳାଯାଉଛି। ଆଜିର ମୁକାବିଲା ଦିନିକିଆ ଅଧିନାୟକ ଭାବେ ଗିଲ୍‌ଙ୍କ ପ୍ରଥମ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ଭାରତ ଟିମ୍‌…

ରନର ଅପ୍‌ରେ ସନ୍ତୁଷ୍ଟ ହେଲା ଭାରତ

ଜୋହରବାହରୁ,୧୮ା୧୦: ଭାରତୀୟ ଜୁନିୟର ପୁରୁଷ ହକି ଦଳ ଏଠାରେ ଅନୁଷ୍ଠିତ ସୁଲତାନ ଅଫ୍‌ ଜୋହର କପ୍‌ ୨୧ ବର୍ଷରୁ କମ୍‌ ହକି ଟୁର୍ନାମେଣ୍ଟରେ ରନରଅପ୍‌ ହୋଇଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଇଆନ ଗ୍ରେବେଲାରଙ୍କ। ଗ୍ରେବେଲାର ପ୍ରଥମ କ୍ୱାର୍ଟର ଖେଳ ଶେଷ ହେବାର…

ଲଗାଣ ବର୍ଷାରେ ଧୋଇଗଲା ମ୍ୟାଚ୍‌: ପଏଣ୍ଟ ବାଣ୍ଟିଲେ ନ୍ୟୁଜିଲାଣ୍ଡ-ପାକିସ୍ତାନ

କଲମ୍ବୋ,୧୮ା୧୦- ଆଇସିସି ମହିଳା ବିଶ୍ୱକପ୍‌ରେ ଶନିବାର ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବର୍ଷାରେ ଧୋଇ ହୋଇଯାଇଛି। ଫଳରେ ଉଭୟ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଛି। ପଏଣ୍ଟ ଭାଗ ହେବାରୁ ନ୍ୟୁଜିଲାଣ୍ଡ ୫ ମ୍ୟାଚ୍‌ରୁ ୪ ପଏଣ୍ଟ ସହ ପଞ୍ଚମ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri