ଫସିଗଲେ ସୂର୍ଯ୍ୟକୁମାର: ଫାଇନାଲ ପୂର୍ବରୁ ICCର ବଡ଼ କାର୍ଯ୍ୟାନୁଷ୍ଠାନ
ଦୁବାଇ,୨୬।୯: ଏସିଆ କପ୍ରେ ଅକ୍ଟୋବର ୧୪ରେ ପାକିସ୍ତାନ ବିପକ୍ଷ ବିଜୟ ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମହଙ୍ଗା ପଡ଼ିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହି ମନ୍ତବ୍ୟକୁ ନେଇ ଆନ୍ତର୍ଜାତୀୟ…
ରୌଫ, ସାହିବଜାଦାଙ୍କ ବିରୋଧରେ ବିସିସିଆଇ ଆଣିଲା ବଡ଼ ଅଭିଯୋଗ
ଦୁବାଇ,୨୬ା୯: ଗତ ରବିବାର ଭାରତ ବିପକ୍ଷ ଏସିଆ କପ୍ ସୁପର-୪ ମ୍ୟାଚ୍ ବେଳେ ଉସୁକାଇବା ଭଳି ବ୍ୟବହାର ଲାଗି ପାକିସ୍ତାନର ହାରିସ ରୌଫ ଓ ସାହିବଜାଦା ଫର୍ହାନଙ୍କ ବିରୋଧରେ ଭାରତ ପକ୍ଷରୁ ଆଇସିସି ନିକଟରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରାଯାଇଛି। ଯଦି…
ଫାଇନାଲ୍ ପୂର୍ବରୁ ଭାରତକୁ ଚ୍ୟାଲେଞ୍ଜ ଦେଲେ ପାକିସ୍ତାନ ଅଧିନାୟକ
ଦୁବାଇ,୨୬।୮: ଦୁବାଇରେ ଖେଳାଯାଇଥିବା ଏସିଆ କପ ୨୦୨୫ର ସୁପର ଫୋର୍ ମ୍ୟାଚ୍ରେ ପାକିସ୍ତାନ ବାଂଲାଦେଶକୁ ୧୧ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଭାରତ ଏବଂ ପାକିସ୍ତାନ ସେପ୍ଟେମ୍ବର ୨୮ରେ ଏସିଆ କପ ଫାଇନାଲରେ ପରସ୍ପରର ମୁହାଁମୁହିଁ ହେବେ। ବିଜୟ…
ଫାଇନାଲ ପୂର୍ବରୁ ଭାରତର ‘ନାକ କଟିଲା’: ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୨୬।୯: ୨୦୨୫ ଏସିଆ କପ ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବିରୋଧରେ ଅଭିଯୋଗର ଶୁଣାଣି ଶେଷ ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ଅଭିଯୋଗ ପରେ ଆଇସିସି ଏହି ପ୍ରକ୍ରିୟା ଆରମ୍ଭ କରିଥିଲା। ୧୪ ସେପ୍ଟେମ୍ବରରେ ପାକିସ୍ତାନ…
୪୧ ବର୍ଷ ପରେ ପ୍ରଥମଥର ଏସିଆ କପ୍ ଫାଇନାଲ ଖେଳିବେ ଭାରତ-ପାକିସ୍ତାନ: ଜାଣନ୍ତୁ କେଉଁ ଦିନ ହେବ ମୁକାବିଲା
ଦୁବାଇ,୨୬ା୯:ଚଳିତ ଏସିଆ କପ୍ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟରେ ଗୁରୁବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସୁପର-୪ ମ୍ୟାଚ୍ରେ ପାକିସ୍ତାନ ୧୧ ରନ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ବିଜୟ ସହ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି। ଫଳରେ ଆସନ୍ତା ୨୮ ତାରିଖରେ ଦୁବାଇ…
ଏହି ଖେଳାଳିଙ୍କ ପ୍ରତି ଅନ୍ୟାୟ କରିଦେଲେ ଗମ୍ଭୀର, BCCIକୁ ତୀବ୍ର ସମାଲୋଚନା
ନୂଆଦିଲ୍ଲୀ,୨୫।୯: ବେଙ୍ଗଲର ଷ୍ଟାର କ୍ରିକେଟର ଅଭିମନ୍ୟୁ ଇସ୍ୱରନ ଗତ ତିନି ସିଜନ ଧରି ଭାରତୀୟ ଦଳରେ ଅଛନ୍ତି, କିନ୍ତୁ ତାଙ୍କୁ ଏପର୍ଯ୍ୟନ୍ତ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିନାହିଁ। ଇଂଲଣ୍ଡ ଗସ୍ତରେ ମଧ୍ୟ ସେ ଦଳରେ ଥିଲେ, କିନ୍ତୁ ଖେଳିବାର ସୁଯୋଗ…
ଯୁବରାଜ ସିଂହଙ୍କ ପତ୍ନୀ ହେଜେଲଙ୍କୁ ନେଇ ଚମକାଇବା ଭଳି କଥା କହିଲେ ପିତା ଯୋଗରାଜ
ନୂଆଦିଲ୍ଲୀ,୨୫।୯: ଯୋଗରାଜ ସିଂହ ପ୍ରାୟତଃ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି, କିମ୍ବା ସେ ବିନା ଦ୍ୱିଧାରେ ଖୋଲାଖୋଲି ଭାବରେ ତାଙ୍କ ମନ କଥା କୁହନ୍ତି। ହେଲେ, ତାଙ୍କ କଥା ଅନେକ ସମୟରେ ବିବାଦ ସୃଷ୍ଟି କରେ। ସମ୍ପ୍ରତି…
ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ୩ ବଡ଼ ଖେଳାଳି ଦଳରୁ ବିଦା
ନୂଆଦିଲ୍ଲୀ,୨୫।୯: ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଶୁବମନ ଗିଲ ଅଧିନାୟକ ଏବଂ ରବିନ୍ଦ୍ର ଜାଡେଜା ଉପ-ଅଧିନାୟକ କରାଯାଇଛି। ସରଫରାଜ ଖାନଙ୍କୁ ଦଳରୁ ବାଦ ଦିଆଯାଇଛି। ଦେବଦତ୍ତ ପଡିକ୍କଲ ଟିମ ଇଣ୍ଡିଆକୁ ଫେରିଛନ୍ତି। ବଡ଼…
ଭାରତ ସହ କିଏ ଖେଳିବ ଫାଇନାଲ: ପାକିସ୍ତାନ ନା ବାଂଲାଦେଶ, ଜାଣନ୍ତୁ ପୂରା ସମୀକରଣ
ନୂଆଦିଲ୍ଲୀ,୨୫।୯: ଟିମ ଇଣ୍ଡିଆ ଏସିଆ କପ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରି କ୍ରମାଗତ ପଞ୍ଚମ ବିଜୟ ହାସଲ କରି ସିଧାସଳଖ ଫାଇନାଲକୁ ଉଠିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ସୁପର ଫୋରରେ ବାଂଲାଦେଶକୁ ୪୧ ରନରେ ପରାସ୍ତ କରି ଟାଇଟଲ…
ଭାରତର ଲଜ୍ଜାଜନକ ରେକର୍ଡ: ପାକିସ୍ତାନଠାରୁ ବି ପଛରେ ପଡ଼ିଗଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୫।୯: ଭାରତ ଏସିଆ କପର ଫାଇନାଲରେ ସ୍ଥାନ ପକ୍କା କରିଛି। ବାଂଲାଦେଶକୁ ୪୧ ରନରେ ପରାସ୍ତ କରି, ଟିମ ଇଣ୍ଡିଆ ୧୨ତମ ଥର ପାଇଁ ଫାଇନାଲରେ ପହଞ୍ଚିଛି, କିନ୍ତୁ ଏହି ବିଜୟ ସତ୍ତ୍ୱେ, ଏହା ଗୋଟିଏ କ୍ଷେତ୍ରରେ ବହୁତ ପଛରେ ପଡ଼ିଯାଇଛି।…
ଇତିହାସ ରଚିଲେ ଅଭିଷେକ ଶର୍ମା: ଏସିଆ କପ୍ରେ କଲେ ବଡ଼ କାରନାମା
ଦୁବାଇ,୨୫।୯: ଯୁବ ଭାରତୀୟ କ୍ରିକେଟ ତାରକା ଅଭିଷେକ ଶର୍ମା ଏସିଆ କପ ୨୦୨୫ରେ ତାଙ୍କ ବ୍ୟାଟିଂ ଦକ୍ଷତା ସହିତ ଇତିହାସ ରଚିଛନ୍ତି। ବାଂଲାଦେଶ ବିପକ୍ଷରେ ସୁପର ଫୋର୍ ମ୍ୟାଚରେ ଛକା ମାରି ୨୫ ବର୍ଷୀୟ ବାମହାତୀ ବ୍ୟାଟସମ୍ୟାନ ପୂର୍ବରୁ କେବଳ ବିରାଟ…
୨ ମ୍ୟାଚ୍ ହାରି ବି ଚେତା ପଶିନି: ଭାରତକୁ ଫାଇନାଲରେ ଦେଖିଦେବୁ ବୋଲି ଧମକ ଦେଲେ ପାକିସ୍ତାନ…
ଆବୁଧାବି,୨୪ା୯: ନିକଟ ଅତୀତରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତର ପ୍ରଭାବୀ ପ୍ରଦର୍ଶନ ଯୋଗୁ ଭାରତ-ପାକ୍ ମ୍ୟାଚ୍କୁ ପୂର୍ବଭଳି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କୁହାଯିବା ଉଚିତ ନୁହେଁ ବୋଲି ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମତ ଦେଇଥିଲେ। ଏ ସମ୍ପର୍କରେ ବାଂଲାଦେଶ…
Archives


