ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ହରିୟାଣାକୁ ହରାଇଲା ଓଡ଼ିଶା
ଭୁବନେଶ୍ୱର, ୧୩।୨(କ୍ରୀଡ଼ା ପ୍ରତିନିଧି)- ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଅନ୍ତିମ ଲିଗ୍ ମ୍ୟାଚରେ ବିଜୟୀ ହେବା ସହ ଓଡ଼ିଶା ପୁଲ୍ ‘ଏ’ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା...
ସାହାଣୀ କପ୍ ଫୁଟବଲ ଚାମ୍ପିୟନଶିପ୍ : ଫାଇନାଲରେ ସୁନ୍ଦରଗଡ଼, କଟକ
ସୁନ୍ଦରଗଡ଼, ୧୩।୨ (ଡି.ଏନ୍.ଏ.) – ସୁନ୍ଦରଗଡ଼ଠାରେ ଚାଲିଥିବା ସାହାଣୀ କପ୍ ଫୁଟବଲ୍ର ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ବିଜୟୀ ହୋଇ ସୁନ୍ଦରଗଡ଼ ଓ କଟକ ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ତସଲାଡିହି ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମଠାରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ...
ପେଜାଓଲି ବେଙ୍ଗାଲୁରୁ ଏଫ୍ସିର ନୂଆ ମୁଖ୍ୟ କୋଚ୍
ମାର୍ଗାଓ, ୧୩ା୨ (ପି.ଟି.)-ଇଟାଲିର ଅଭିଜ୍ଞ ମାର୍କୋ ପେଜାଓଲି ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ) ଦଳ ବେଙ୍ଗାଲୁରୁ ଏଫ୍ସିର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ପାଇଛନ୍ତି। ତାଙ୍କ ସହିତ ଦଳ ୩ବର୍ଷିଆ ପ୍ରଦର୍ଶନ ଭିତ୍ତିକ ଚୁକ୍ତି କରିଛି। ଚଳିତ ଆଇଏସ୍ଏଲ୍...
ଆଲେଁସୋଙ୍କ ସଫଳ ଅସ୍ତ୍ରୋପଚାର
ଏନଷ୍ଟୋନ୍ (ୟୁକେ), ୧୩ା୨ (ଏପି)-ଫର୍ମୁଲା ଓ୍ବାନ ଡ୍ରାଇଭର ଫର୍ନାଣ୍ଡୋ ଆଲୋଁସୋଙ୍କ ମାଢ଼ିରେ ସଫଳ ଅସ୍ତ୍ରୋପଚାର ହୋଇଛି। ଗୁରୁବାର ସୁଇଜରଲାଣ୍ଡରେ ଏକ ସାଇକେଲ ଦୁର୍ଘଟଣାରେ ସେ ଆଘାତପ୍ରାପ୍ତ ହେବାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ୪୮ଘଣ୍ଟା ଡାକ୍ତରଙ୍କ ତତ୍ତ୍ୱାବଧାନରେ...
ଟୋକିଓ ଅଲିମ୍ପିକ୍ସ: ଆୟୋଜକ କମିଟି ସଭାପତି ମୋରିିଙ୍କ ଇସ୍ତଫା
ଟୋକିଓ,୧୩ା୨(ଏପି)-ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ଲିଙ୍ଗବାଦୀ ମନ୍ତବ୍ୟ ଦେଇ ସେ ବିବାଦୀୟ ହୋଇପଡ଼ିଥିଲେ। ମୋରିଙ୍କ ଉତ୍ତରାଧିକାରୀ ବାଛିବା ପାଇଁ ଶୁକ୍ରବାର ଆୟୋଜକ କମିଟିର...
ଆଇଏସ୍ଏଲ୍: ଇଷ୍ଟବେଙ୍ଗଲ- ହାଇଦ୍ରାବାଦ ମ୍ୟାଚ୍ ଡ୍ର
ଭାସ୍କୋ,୧୩।୨: ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶୁକ୍ରବାର ଏସ୍ସି ଇଷ୍ଟ ବେଙ୍ଗଲ ଓ ହାଇଦ୍ରାବାଦ ଏଫ୍ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲରେ ଡ୍ର ରହିଛି। ସ୍ଥାନୀୟ ତିଳକ ମଇଦାନରେ ଅନୁଷ୍ଠିତ ଏହି ମ୍ୟାଚ୍ର ୫୯ତମ ମିନିଟରେ ବ୍ରାଇଟ୍ ଏନୋବାଖ୍ରେ...
ଅଷ୍ଟ୍ରେଲିଆନ ଓପନ୍ : ଚତୁର୍ଥ ରାଉଣ୍ଡରେ ଜୋକୋଭିଚ୍, ଜେଭେରେଭ, ଥିମ୍
ମେଲବୋର୍ନ,୧୩।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଶୁକ୍ରବାର ପଞ୍ଚମ ଦିବସରେ ପ୍ରବେଶ କରିଛି। ଉଭୟ ପୁରୁଷ ଓ ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଟପ୍ ସିଡ୍ ସର୍ବିଆର ନୋଭାକ ଜୋକୋଭିଚ୍, ୧୪ତମ...
ଚେନ୍ନାଇ ପିଚ୍ ସମ୍ପର୍କରେ ରାହାନେଙ୍କ ବଡ଼ ବୟାନ
ଚେନ୍ନାଇ, ୧୨।୨: ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ମ୍ୟାଚ୍ ମଧ୍ୟ ଚେପକ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଇଣ୍ଡିଆର ଉପ...
ଆଇପିଏଲ୍ ଖେଳିବା ଆଶା ମଉଳିଲା: ପ୍ରତିକ୍ରିୟାରେ ଏଭଳି କହିଲେ ଏହି ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ,୧୨।୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ଆଗାମୀ ସଂସ୍କରଣ ପାଇଁ ଖୁବ୍ଶୀଘ୍ର ନିଲାମୀ ପ୍ରକ୍ରିୟା କରାଯିବ। ଏଥିପାଇଁ ୧୧୧୪ଜଣ ଖେଳାଳି ନାମାଙ୍କନ କରିଥିଲେ। ଏବେ ବିସିସିଆଇ ପକ୍ଷରୁ ନିର୍ଣ୍ଣାୟକ ଖେଳାଳି ତାଲିକା ଜାରି କରାଯାଇଛି। ସେଥିରୁ ଏସ୍. ଶ୍ରସନ୍ଥଙ୍କୁ ବାଦ୍ ଦିଆଯାଇଥିବା...
ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳରେ ୪ ପରିବର୍ତ୍ତନ
ନୂଆଦିଲ୍ଲୀ,୧୨।୨: ଭାରତ-ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଶନିବାର ଖେଳାଯିବ। ଏହା ପୂର୍ବରୁ ଶୁକ୍ରବାର ଇଂଲଣ୍ଡ ଟିମ୍ ପକ୍ଷରୁ ଖେଳାଳି ତାଲିକା ଘୋଷଣା କରାଯାଇଛି। ଦ୍ୱିତୀୟ ଟେଷ୍ଟରେ ୫ଜଣ ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ପୂର୍ବ ଟେଷ୍ଟରେ ଖେଳିଥିବା ୪ ଖେଳାଳିଙ୍କୁ...
ଲଗାତାର ୪ ମ୍ୟାଚ୍ରେ ହାରିବା ପରେ ବିରାଟଙ୍କୁ କରାଯାଉଛି କଟାକ୍ଷ, ସମର୍ଥନରେ ବାହାରିଲେ ରୁଟ୍
ଚେନ୍ନାଇ,୧୨।୨: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରାଯାଉଛି। ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍ରେ ଖେଳାଯାଇଥିବା ମ୍ୟାଚ୍ ପରେ କୋହଲି ଛୁଟିରେ ରହିଥିଲେ। ଏବେ ପୁଣି ଥରେ ସେ ଦଳରେ ଯୋଗ ଦେଇଥିବା...
ଏହି ଖେଳାଳିଙ୍କ ଆଇପିଏଲ୍ ଖେଳିବା ସ୍ବପ୍ନ ଚୁର୍ମାର୍
ନୂଆଦିଲ୍ଲୀ,୧୨।୨: ସ୍ପଟ ଫିକ୍ସିଂ ଅଭିଯୋଗରୁ ମୁକ୍ତ ହେବା ପରେ କ୍ରିକେଟକୁ ଫେରିଥିବା ଏସ୍.ଶ୍ରୀସନ୍ତଙ୍କୁ ଆଉ ଏକ ଝଟ୍କା ଲାଗିଛି। ଆଇପିଏଲର ୧୪ତମ ସିଜନ ପାଇଁ କୌଣସି ଫ୍ରାଞ୍ଚଇଜ ତାଙ୍କୁ ନିଲାମରେ ତାଲିକାଭୁକ୍ତ କରିନାହାଁନ୍ତି। ଫେବୃଆରୀ ୧୮ରେ ଚେନ୍ନାଇରେ ଖେଳାଳି ନିଲାମ...
Archives


