ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ପଶିଲା ସାପ, ଆଉ ତା’ପରେ ଯାହା ହେଲା…
ନୂଆଦିଲ୍ଲୀ,୪।୧୦: ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମହିଳା ODI ବିଶ୍ୱକପ ୨୦୨୫ରେ ଏହି ମ୍ୟାଚ ୫ ଅକ୍ଟୋବରରେ ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଅନୁଷ୍ଠିତ ହେବ। ରିପୋର୍ଟ…
ବିକ୍ରି ହୋଇପାରିଲେନି ଅଶ୍ୱିନୀ
ଦୁବାଇ,୩ା୧୦: ଆଇଏଲ୍ଟି୨୦ ଖେଳାଳି ନିଲାମିରେ ଭାରତର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିକ୍ରି ହୋଇ ପାରିନାହାନ୍ତି। ଟୁର୍ନାମେଣ୍ଟ ପାଇଁ ଅଶ୍ୱିନ ଏକ ମାତ୍ର ଖେଳାଳି ଯାହାଙ୍କର ବେସ୍ ପ୍ରଇସ୍ ୬ ଅଙ୍କ ବିଶିଷ୍ଟ ୧୨୦,୦୦୦ ଆମେରିକୀୟ ଡଲାର ରହିଥିଲା। ମାତ୍ର କୌଣସି…
ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ଏହି କ୍ରିକେଟର, ଏବେ ଟାର୍ଗେଟରେ ସେହଓ୍ବାଗ-ରୋହିତ
ନୂଆଦିଲ୍ଲୀ,୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଅର୍ଦ୍ଧଶତକ ହାସଲ କରିଥିଲେ। ଚା’ ବିରତି ପୂର୍ବରୁ ସେ ୮୧ ବଲରୁ ୫୦ ରନ କରିଥିଲେ। ତାଙ୍କ ଇନିଂସ ସମୟରେ ସେ ତିନୋଟି ଚୌକା ଏବଂ ଚାରିଟି ଛକା ମାରିଥିଲେ। ଏହି…
ଫଟା କପାଳ! ଯେଉଁମ୍ୟାଚ ପାଇଁ ଛାଡିଲେ ଭଉଣୀ ବାହାଘର, ସେହି ମ୍ୟାଚରେ ହିଁ ପ୍ରଥମ ବଲରେ…
ନୂଆଦିଲ୍ଲୀ,୩।୧୦: ବିଶ୍ୱର ନମ୍ବର ୱାନ ଟି-୨୦ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଅଷ୍ଟ୍ରେଲିଆ ଏ ବିପକ୍ଷ ଦ୍ୱିତୀୟ ଅଣଆନୁଷ୍ଠାନିକ ଏକଦିବସୀୟ ମ୍ୟାଚର ପ୍ରଥମ ବଲରେ ଆଉଟ ହୋଇଥିଲେ। ଏହି ମ୍ୟାଚ ଯୋଗୁ, ଅଭିଷେକ ଆଜି ଅମୃତସରରେ ତାଙ୍କ ଏକମାତ୍ର ଭଉଣୀଙ୍କ ବିବାହରେ ଯୋଗ…
‘ମୋହସିନ ନକଭି ଦେଶର ସମ୍ମାନ ତଳେ ପକାଇଛନ୍ତି’, ଏସିଆ କପ ଟ୍ରଫି ଡ୍ରାମା ଉପରେ ପିସିବି ଅଧ୍ୟକ୍ଷଙ୍କୁ ସମାଲୋଚନା କଲେ ପୂର୍ବତନ ଭାରତୀୟ ଅଲରାଉଣ୍ଡର
ନୂଆଦିଲ୍ଲୀ,୩।୧୦: ୨୦୨୫ ଏସିଆ କପ ଟ୍ରଫିକୁ ନେଇ ବିବାଦ ନିରନ୍ତର ଜାରି ରହିଛି। ଏସୀୟ କ୍ରିକେଟ ପରିଷଦ (ଏସିସି) ସଭାପତି ମୋହସିନ ନକଭି ଜିଦ ଧରି କହିଛନ୍ତି ଯେ ଯଦି ଭାରତ ଟ୍ରଫି ଏବଂ ପଦକ ଚାହୁଁଛି, ତେବେ ଅଧିନାୟକ ସୂର୍ଯ୍ୟକୁମାର…
୯ ବର୍ଷ ପରେ ଶତକ ହାସଲ କରି ପଡ଼ିଆରେ ଏମିତି କାର୍ଯ୍ୟ କଲେ କେଏଲ ରାହୁଲ: ଭିଡିଓ ହେଉଛି ଭାଇରାଲ୍
ଅହମ୍ମଦାବାଦ,୩।୧୦: ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ଶତକ ହାସଲ କରିଥିଲେ। ଏହା ପରେ ସେ ସିଟି ବଜାଇ ଏକ ନିଆରା ସେଲିବ୍ରେଶନ କରିଥିଲେ। ଏହା ରାହୁଲଙ୍କ କ୍ୟାରିୟରରେ ୧୧ତମ ଟେଷ୍ଟ ଶତକ ଏବଂ ଭାରତରେ…
ନକଭିଙ୍କୁ ନେଇ ଆସିଲା ବଡ଼ ଖବର, ଭାରତ ନେଲା ଆକ୍ସନ
ନୂଆଦିଲ୍ଲୀ,୩।୧୦: ୨୦୨୫ ଏସିଆ କପ ସମୟରେ ଦେଖାଦେଇଥିବା ବିବାଦ ବଢ଼ିବାରେ ଲାଗିଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏବଂ ଏସିଆନ କ୍ରିକେଟ ପରିଷଦ (ଏସିସି)ର ସଭାପତି ମୋହସିନ ନକଭିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…
ମାତ୍ର ୨୧ ମିନିଟ୍ରେ ଶତକ ହାସଲ କରିଥିଲେ ଏହି କ୍ରିକେଟର୍: ଆଜି ବି ରେକର୍ଡ ଅଛି କାଏମ, ନାଁ ଜାଣିଲେ…
ଲଣ୍ଡନ,୩।୧୦: କ୍ରିକେଟରେ ଦ୍ରୁତତମ ଶତକ ବିଷୟରେ ଯେତେେ ବଳେ ଆଲୋଚନା କରାଯାଏ, ଲୋକମାନେ ପ୍ରାୟତଃ କମ ବଲ୍ରେ ମାରିଥିବା ଶତକ ବିଷୟରେ କୁହନ୍ତି। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ, କେଉଁ ଖେଳାଳି ସବୁଠାରୁ କମ ସମୟ ମଧ୍ୟରେ ଶତକ…
ଇତିହାସ ରଚିଲେ ମୀରାବାଇ ଚାନୁ: ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ଜିତିଲେ ରୌପ୍ୟ
ନରୱେ,୩।୧୦: ନରୱେର ଫୋର୍ଡେରେ ଚାଲିଥିବା ବିଶ୍ୱ ଭାରୋତ୍ତୋଳନ ଚାମ୍ପିଅନସିପରେ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଟୁର୍ନାମେଣ୍ଟ ଇତିହାସରେ ଏହା ତାଙ୍କର ତୃତୀୟ ପଦକ। ସେ ଭାରତ ପାଇଁ ସର୍ବାଧିକ ବିଶ୍ୱ ଚାମ୍ପିଅନସିପ ପଦକ ଜିତିଥିବା ତୃତୀୟ ଭାରୋତ୍ତୋଳନକାରୀ ହୋଇଛନ୍ତି। ପୂର୍ବରୁ,…
ମହିଳା ବିଶ୍ୱକପ୍ରେ ପାକିସ୍ତାନର “ଆଜାଦ କଶ୍ମୀର” ନାରା, ଏସିଆ କପ୍ ପରେ ପୁଣି ବିବାଦ
କୋଲମ୍ବୋ,୩।୧: କୋଲମ୍ବୋରେ ଚାଲିଥିବା ମହିଳା ଦିନିକିଆ ବିଶ୍ୱକପରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ମ୍ୟାଚ ସମୟରେ ପୂର୍ବତନ ପାକିସ୍ତାନ ମହିଳା କ୍ରିକେଟ ଦଳର ଅଧିନାୟକ ସାନା ମୀରଙ୍କ ଏକ ରାଜନୈତିକ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ନାଟାଲିଆ ପରଭେଜ ବ୍ୟାଟିଂ…
ଅଶ୍ୱିନଙ୍କ ଚତୁର ଜବାବ, କହିଲେ ମୁଁ କୌଣସି ବୁଝାମଣା କରିବି ନାହିଁ
ନୂଆଦିଲ୍ଲୀ,୨।୧୦: ଆନ୍ତର୍ଜାତୀୟ ଲିଗ ଟି-୨୦ ନିଲାମ ସମୟରେ ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ କିଣିବା ପାଇଁ କୌଣସି ଫ୍ରାଞ୍ଚାଇଜ ଆଗ୍ରହ ଦେଖାଇ ନଥିଲେ, ଯାହା ପ୍ରଶଂସକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଥିଲା। ଏହି ସମୟରେ, ଗୁରୁବାର ଆଉ ଏକ ଖବର…
ଭାରତ-ଓ୍ବେଷ୍ଟ ଇଣ୍ଡିଜର ପ୍ରଥମ ଟେଷ୍ଟରେ ଖାଲି ପଡିଲା ନରେନ୍ଦ୍ର ମୋଦି ଷ୍ଟାଡିୟମ, BCCI ର ନିଷ୍ପତ୍ତିକୁ ନେଇ ହେଉଛି ଆଲୋଚନା
ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏହି ଗ୍ରାଉଣ୍ଡ ଆଧୁନିକ ସୁବିଧାରେ ସଜ୍ଜିତ, ଯେଉଁଠି ଏକାଥରେ ୧୦୦,୦୦୦ରୁ ଅଧିକ ଲୋକ ବସିପାରିବେ। ତଥାପି, ଗୁରୁବାର ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ…
Archives


