ଭାରତ-ପାକିସ୍ତାନ ମହାମୁକାବିଲା ତାରିଖ ଧାର୍ଯ୍ୟ: ଜାଣନ୍ତୁ କେବେ, କେଉଁଥିରେ ଦେଖିପାରିବେ ଲାଇଭ୍
ନୂଆଦିଲ୍ଲୀ,୫।୮: ଭାରତ ଏବଂ ପାକିସ୍ତାନ କ୍ରିକେଟରେ ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ। ଉଭୟ ଦେଶର ଦଳ ମଧ୍ୟରେ ପ୍ରତିଯୋଗିତା ପୁଣି ଥରେ ମଇଦାନରେ ଦେଖିବାକୁ ମିଳିବ। ଏସିଆ କପ ୨୦୨୫ରେ, ଉଭୟ ଦଳ ୧୪ ସେପ୍ଟେମ୍ବରରେ ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପରସ୍ପର…
ଓଭାଲ ଟେଷ୍ଟରେ ଭାରତର ଐତିହାସିକ ବିଜୟ ପରେ ବିରାଟ କୋହଲିଙ୍କ ପ୍ରତିକ୍ରିୟା ଭାଇରାଲ
ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳ ଓଭାଲରେ ଇଂଲଣ୍ଡ ବିପକ୍ଷରେ ଏକ ରୋମାଞ୍ଚକର ୬ ରନ୍ରେ ବିଜୟ ହାସଲ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୨ରେ ବରାବର କରିଛି। ଶୁଭମନ ଗିଲ୍ଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚକୁ ପରାଜୟର ମୁଖରୁ…
ଓଭାଲରେ ଭାରତ ବିଜୟର ୫ ବଡ଼ କାରଣ, ଜାଣନ୍ତୁ କିପରି ଆସିଲା ୬ ରନର ଐତିହାସିକ ବିଜୟ
ନୂଆଦିଲ୍ଲୀ,୪।୮: ଭାରତ ଓଭାଲ ଟେଷ୍ଟକୁ ୬ ରନର ନିକଟତମ ବ୍ୟବଧାନରେ ଜିତିଛି। ଏହା ଟେଷ୍ଟ କ୍ରିକେଟ ଇତିହାସରେ ଭାରତର ସବୁଠାରୁ କମ ବ୍ୟବଧାନରେ ବିଜୟ। ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨-୨ ଡ୍ରରେ ଶେଷ ହୋଇଥିଲା। ପ୍ରଥମ ଇନିଂସ ମାତ୍ର ୨୨୪ ରନରେ ଅଲଆଉଟ…
ପଞ୍ଚମ ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ: ସିରାଜଙ୍କୁ ୫ ଉଇକେଟ
ଓଭାଲ,୪।୮: ଲଣ୍ଡନର କେନିଂଟନ୍ ଓଭାଲରେ ଅନୁଷ୍ଠିତ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ମହମ୍ମଦ ସିରାଜଙ୍କ ଅସାଧାରଣ ବୋଲିଂ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହାୟତାରେ ଭାରତ ମାତ୍ର…
ପିସିବିର ବଡ଼ କଟକଣା: ଡବ୍ଲ୍ୟୁସିଏଲ୍ରେ ଭାଗ ନେବେ ନାହିଁ ପାକିସ୍ତାନ ଖେଳାଳି
ଲାହୋର,୩ା୮: ଓ୍ବାଲର୍ଡ ଚାମ୍ପିୟନଶିପ୍ ଅଫ୍ ଲିଜେଣ୍ଡ୍ସ (ଡବ୍ଲ୍ୟୁସିଏଲ୍)ର ପରବର୍ତ୍ତୀ ସଂସ୍କରଣରେ ପାକିସ୍ତାନ ଖେଳାଳିଙ୍କ ଭାଗନେବା ଉପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ରବିବାର କଟକଣା ଜାରି କରିଛି। ଶନିବାର ଶେଷ ହୋଇଥିବା ଡବ୍ଲ୍ୟୁସିଏଲ୍ର ଦ୍ୱିତୀୟ ସଂସ୍କରଣରେ ପହଲଗାମ୍ ଆତଙ୍କବାଦ୍ ଆକ୍ରମଣ କାରଣରୁ…
ଦ୍ୱିତୀୟ ଟି୨୦: ଅନ୍ତିମ ବଲରେ ଚୌକା ମାରି ଓ୍ବେଷ୍ଟଇଣ୍ଡିଜ୍କୁ ଜିତାଇଲେ ହୋଲ୍ଡର
ଫ୍ଲୋରିଡା,୩ା୮: ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ୪ ଉଇକେଟ ନେବା ସହ ଅନ୍ତିମ ବଲରେ ଚୌକା ମାରି ଜାସନ ହୋଲ୍ଡର ଓ୍ବେଷ୍ଟଇଣ୍ଡିଜ୍କୁ ଜିତାଇଛନ୍ତି। ପାକିସ୍ତାନର ୧୩୪ ରନର ଟାର୍ଗେଟକୁ ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟ ହରାଇ ଅନ୍ତିମ ବଲରେ ହାସଲ…
ସିରାଜଙ୍କୁ ଚପଲ ଦିଅ…କାହିଁକି ଏଭଳି କହିଲେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ? ଯାହା…
ନୂଆଦିଲ୍ଲୀ,୩।୮: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ନେଇ ଇଂଲଣ୍ଡର ପୂର୍ବତନ କ୍ରିକେଟର ଷ୍ଟୁଆର୍ଟ ବ୍ରଡ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି ଯେ, ସିରାଜଙ୍କୁ ଚପଲ ଦେଇ ବେଳାଭୂମିକୁ ପଠାଇ ଦିଅ। ଇଂଲଣ୍ଡ ବିପକ୍ଷ ଟେଷ୍ଟ…
ଯଶସ୍ବୀ ଜୈସ୍ୱାଲଙ୍କ ଏହି କାର୍ଯ୍ୟକୁ ନେଇ ରିକି ପଣ୍ଟିଂ ପ୍ରକାଶ କଲେ ଅସନ୍ତୋଷ
ନୂଆଦିଲ୍ଲୀ,୩।୮: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟର ତୃତୀୟ ଦିନରେ ଯଶସ୍ବୀ ଜୈସ୍ୱାଲଙ୍କ ସମୟ ନଷ୍ଟ କରିବା କାର୍ଯ୍ୟକୁ ନେଇ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଙ୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁଭମନ ଗିଲଙ୍କ ଚମତ୍କାର ଡ୍ରାଇଭ ପରେ ଦୁଇ ରନ…
ପଡ଼ିଆ ମଝିରେ WCLର ମାଲିକ ଏମିତି କ’ଣ କହିଲେ ଯେ ଉପସ୍ଥାପିକା କହିଲେ ‘ହେ ଭଗବାନ’ , ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୩।୮: ବିଶ୍ୱ ଚାମ୍ପିଅନସିପ ଅଫ ଲିଜେଣ୍ଡସ ଲିଗ ମାଲିକ ହର୍ଷିତ ତୋମାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯେତେବେଳେ ସେ ଆଙ୍କର କରିଶ୍ମା କୋଟକଙ୍କୁ କହିଥିଲେ ଯେ ସେ WCL ଫାଇନାଲ ପରେ ତାଙ୍କୁ ପ୍ରପୋଜ କରିବେ। ଏହି ବୟାନ ପରେ,…
କାହାକୁ ଦେଇଥିଲେ ଫ୍ଲାଇଂ କିସ୍? ଜଶସ୍ବୀ ନିଜେ ଖୋଲିଲେ ରାଜ୍, କହିଲେ କାହା ପାଇଁ କରିଥିଲେ…
ନୂଆଦିଲ୍ଲୀ,୩।୮: ଇଂଲଣ୍ଡ ବିପକ୍ଷରେ ୫ମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ହାସଲ କରିବା ପରେ ଯଶସ୍ବୀ ଜୟସୱାଲ ସେଲିବ୍ରେଶନ ବିଷୟରେ ପ୍ରକାଶ କରିଥିଲେ, ଏହା କାହା ପାଇଁ ଥିଲା। ‘ଦି ଓଭାଲ’ରେ ଶତକ ହାସଲ କରିବା ପରେ ସେ ‘ଫ୍ଲାଇଙ୍ଗ କିସ’…
IPLକୁ ନେଇ ବଡ଼ ସଙ୍କେତ ଦେଲେ ମାହି, କହୁ କହୁ କହିଦେଲେ…
ନୂଆଦିଲ୍ଲୀ,୩।୮: ଚେନ୍ନାଇ ସୁପର କିଙ୍ଗ୍ସର ଗତ IPL ସିଜିନ ବହୁତ ଖରାପ ପ୍ରଦର୍ଶନ କରିଥିଲା। ପ୍ରଥମେ ଋତୁରାଜ ଗାୟକୱାଡ ଏବଂ ତାପରେ ଏମଏସ ଧୋନି ଦଳର ଅଧିନାୟକ ଦାୟିତ୍ୱ ନେଇଥିଲେ କିନ୍ତୁ କିଛି ପରିବର୍ତ୍ତନ ହୋଇନଥିଲା, CSK ପଏଣ୍ଟ ଟେବୁଲର ସବୁଠାରୁ…
ଏହି ଦେଶରେ ଖେଳାଯିବ ୨୦୨୫ ଏସିଆ କପ ମ୍ୟାଚ, ଜାଣନ୍ତୁ କେଉଁଠି ହେବ ଭାରତ-ପାକିସ୍ତାନ ମ୍ୟାଚ
ନୂଆଦିଲ୍ଲୀ,୩।୮: ଏସିଆ କପ ୨୦୨୫ ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏସିଆର ଏହି ସବୁଠାରୁ ବଡ଼ କ୍ରିକେଟ ଟୁର୍ନାମେଣ୍ଟରେ ଭାରତ ଏବଂ ପାକିସ୍ତାନ ମଧ୍ୟ ପରସ୍ପରକୁ ମୁହାଁମୁହିଁ ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଏସିଆ କପର ସୂଚୀ…
Archives


