ଖେଳ

ୱାଲର୍‌ଡ ଆଥ୍‌ଲେଟିିକ୍ସ କଣ୍ଟିନେଣ୍ଟାଲ ଟୁର୍‌: କଳିଙ୍ଗରେ ପ୍ରଜ୍ଞା, ଅନିମେଶଙ୍କ ଚମକ

ଭୁବନେଶ୍ୱର, ୧୧।୮ (ତପନ ସ୍ବାଇଁ):କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ୱାଲର୍‌ଡ କଣ୍ଟିନେଣ୍ଟାଲ ଟୁର୍‌ (ବ୍ରୋଞ୍ଜ) ଲେଭଲ ପ୍ରତିଯୋଗିିତାରେ ଚମତ୍କାର ପ୍ରଦର୍ଶନ କରି ରାଜ୍ୟ ଓ ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ। ଓଡ଼ିଶା ଏଚ୍‌ପିସିର ଅନିମେଶ କୁଜୁର ମଧ୍ୟ…

ଜାତୀୟ ଜୁନିୟର ମହିଳା ହକି: ଫାଇନାଲରେ ହରିୟାଣା-ଝାଡ଼ଖଣ୍ଡ

କାକିନାଡା, ୧୦ା୮: ହକି ହରିୟାଣା ଓ ହକି ଝାଡ଼ଖଣ୍ଡ ଉଭୟେ ସମାନ ୩-୦ ଗୋଲ୍‌ରେ ବିଜୟ ହାସଲ କରି ଜାତୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଛତିଶଗଡ଼ ହକି ବିପକ୍ଷ ପ୍ରଥମ ସେମିଫାଇନାଲରେ ଅଧିନାୟକ ଶଶି କାଶା…

ଏସିଆନ ସର୍ଫିଙ୍ଗ: ପ୍ରଥମ ଭାରତୀୟ ଭାବେ ପଦକ ଜିତିଲେ ରମେଶ ବୁଦ୍ଧିଆଲ

ଚେନ୍ନାଇ,୧୦ା୮: ରମେଶ ବୁଦ୍ଧିଆଲ ପ୍ରଥମ ଭାରତୀୟ ଭାବେ ଏସିଆନ ସର୍ଫିଙ୍ଗ ଚାମ୍ପିୟନଶିପ୍‌ରେ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ସେ ଓପନ ପୁରୁଷ କାଟେଗୋରିରେ ଏକ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ବୁଦ୍ଧିଆଲ ଆହୁରି ମଧ୍ୟ ଦେଶର ପ୍ରଥମ ଭାବେ ଇଭେଣ୍ଟର…

ଦକ୍ଷିଣ ଆଫ୍ରିକାକୁ ହରାଇଲା ଅଷ୍ଟ୍ରେଲିଆ: ୧-୦ରେ ଅଗ୍ରଣୀ

ଡାଓର୍‌ବିନ,୧୦ା୮: ଟିମ୍‌ ଡେଭିଡ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୧୭ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୦ର ଅଗ୍ରଣୀ ହାସଲ କରିଛି।…

ସମସ୍ତେ ଆଶ୍ଚର୍ଯ୍ୟ, ମହମ୍ମଦ ସିରାଜଙ୍କୁ ରାକ୍ଷୀ ବାନ୍ଧିଲେ ଜନାଇ, ୟୁଜର୍ସ କହିଲେ ସାରା ବି ଶୁବମନ ଗିଲଙ୍କୁ…

ନୂଆଦିଲ୍ଲୀ,୧୦।୮: ପ୍ରସିଦ୍ଧ ଗାୟିକା ଆଶା ଭୋଁସଲେଙ୍କ ନାତୁଣୀ ଜନାଇ ଭୋଁସଲେ ଏବଂ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ମଧ୍ୟରେ ଡେଟିଂକୁ ନେଇ ଗୁଜବ ଉଠିଥିଲା। ଉଭୟଙ୍କୁ ଏକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ, ପ୍ରେମ ସମ୍ପର୍କର ଖବର…

ବିରାଟ-ରୋହିତଙ୍କ ପଛରେ ହାତଧୋଇ ପଡ଼ିଛି BCCI, ଏବେ ରଖିଲା ଏମିତି ସର୍ତ୍ତ

ନୂଆଦିଲ୍ଲୀ,୧୦।୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ନିଷ୍ପତ୍ତି ନେଇଛି ଯେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ୨୦୨୭ ODI ବିଶ୍ୱକପ ଖେଳିବାକୁ ଅନୁମତି ଦିଆଯିବ ନାହିଁ! ଅତି କମରେ BCCIର ବର୍ତ୍ତମାନର କାର୍ଯ୍ୟକଳାପ ଏହି ଦିଗକୁ ଇଙ୍ଗିତ କରୁଛି। ଗତ…

ନ୍ୟୁଜିଲାଣ୍ଡର ରେକର୍ଡ ବିଜୟ

ବୁଲାଓ୍ବେଓ: ସ୍ଥାନୀୟ କୁଇନ୍ସ ସ୍ପୋଟର୍‌ସ କ୍ଲବଠାରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୩୫୯ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଦଳ ଏଥିସହ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ ଜିତିନେଇଛି। କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡର…

ଏସିଆନ ସର୍ଫିଙ୍ଗ ଚାମ୍ପିୟନଶିପ୍‌: ଫାଇନାଲରେ ଭାରତର ରମେଶ ବୁଦ୍ଧିଆଲ୍‌

ଚେନ୍ନାଇ,୯ା୮: ରମେଶ ବୁଦ୍ଧିଆଲ ପ୍ରଥମ ଭାରତୀୟ ଭାବେ ଚେନ୍ନାଇରେ ଚାଲିଥିବା ଏସିଆନ ସର୍ଫିଙ୍ଗ ଚାମ୍ପିୟନଶିପ୍‌ର ଓପନ୍‌ ପୁରୁଷ ବିଭାଗରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶନିବାର ରମେଶ ପ୍ରଥମେ କ୍ୱାର୍ଟରଫାଇନାଲ ହିଟ୍‌ରେ ଫିଲିପାଇନ୍ସର ନିଲ୍‌ ସାଞ୍ଚେସ (୧୨.୮୦ ପଏଣ୍ଟ)ଙ୍କୁ ପଛରେ ପକାଇ ୧୪.୮୪…

ପ୍ରଥମ ଦିନିକିଆ: ପାକିସ୍ତାନ ୫ ଉଇକେଟରେ ବିଜୟୀ

ଟାରୋବା, ୯ା୮: ହସନ ନଓ୍ବାଜଙ୍କ ଅପରାଜିତ ୬୩ ରନ୍‌ ସହାୟତାରେ ପାକିସ୍ତାନ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଘରୋଇ ଦଳ ନିର୍ଦ୍ଧାରିତ ୪୯ ଓଭରରେ ୨୮୦ ରନ…

କ୍ରିକେଟପ୍ରେମୀଙ୍କ ପାଇଁ ଖରାପ ଖବର! ବିରାଟ କୋହଲି ODI କ୍ରିକେଟରୁ …

ନୂଆଦିଲ୍ଲୀ, ୯।୮: ବିରାଟ କୋହଲିଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ସେ ପୂର୍ବରୁ ଟି-୨୦ରୁ ଏବଂ ଟେଷ୍ଟ ଫର୍ମାଟକୁ ମଧ୍ୟ ଅଲବିଦା କହିସାରିଛନ୍ତି। କେବଳ ଦିନିକିଆ ମ୍ୟାଚ ବାକି ଅଛି, ଯେଉଁଥିରେ ବିରାଟ…

ସେଭିଲା ଷ୍ଟାଡିୟମ ଭଙ୍ଗାରୁଜା: ୪ ଅଭିଯୁକ୍ତ ଗିରଫ

ସେଭିଲ,୮ା୮: ଗତ ମେ’ ମାସରେ ସେଲ୍ଟା ଭିଗୋଠାରୁ ପରାଜୟ ପରେ ସେଭିଲା କ୍ଲବର ଟ୍ରେନିଂ ଗ୍ରାଉଣ୍ଡରେ ହୋଇଥିବା ଭଙ୍ଗାରୁଜା ଘଟଣା ଲାଗି ଶୁକ୍ରବାର ୪ ଜଣଙ୍କୁ ଗିରଫ କରାଯାଇଛି। ମ୍ୟାଚ୍‌ରେ ପରାଜୟ ଯୋଗୁ ଖେଳାଳିମାନେ ସୁରକ୍ଷାଜନିତ କାରଣରୁ ପୂରା ରାତି କମ୍ପ୍ଲେକ୍ସରେ…

ସିଏସ୍‌କେରୁ ଅଲଗା ହୋଇପାରନ୍ତି ରବିଚନ୍ଦ୍ରନ ଅଶ୍ୱିନ

ଚେନ୍ନାଇ,୮ା୮: ଭାରତୀୟ ସିନିୟର ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଗାମୀ ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଖେଳାଳିଙ୍କ ରିଟେନଶନ ତାଲିକା ପ୍ରକାଶ କରିବା ଲାଗି ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବାକି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri