ମହିଳା ଦିନିକିଆ ବିଶ୍ୱକପ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ବର୍ଷା ସଙ୍କଟ
ମୁମ୍ବାଇ,୨୨।୧୦: ଗୁରୁବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମହିଳା ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ବର୍ଷା ଯୋଗୁଁ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଭ୍ୟାସ ବାତିଲ ହୋଇଛି। ମଙ୍ଗଳବାର ନଭି ମୁମ୍ବାଇରେ ପ୍ରବଳ ବର୍ଷା ଓ ପବନ ହେବା କାରଣରୁ ଭାରତୀୟ…
କୁଲଦୀପଙ୍କୁ ନେଇ ଆସିଲା ନିରାଶାଜନକ ଖବର, ଆଡିଲେଡ୍ରେ ଏ କ’ଣ ହେଲା?
ନୂଆଦିଲ୍ଲୀ,୨୧।୧୦: ଭାରତ ପର୍ଥ ଦିନିକିଆରେ ପରାଜିତ ହେବାପରେ କୁଲଦୀପ ଯାଦବଙ୍କୁ କାହିଁକି ପ୍ଲେଇଂ ଇଲେଭେନରେ ସାମିଲ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଥିଲା। ଟିମ ଇଣ୍ଡିଆ ଜଣେ ବିଶେଷଜ୍ଞ ବୋଲରଙ୍କ ବଦଳରେ ତିନି ଜଣ ଅଲରାଉଣ୍ଡରଙ୍କୁ ଖେଳାଇଥିଲା। ଏବେ କୁଲଦୀପ ପରବର୍ତ୍ତୀ…
ନୂଆ ଓପନର ରେଡ୍ଡି କଲେଣି ଗମ୍ଭୀର, ଏବେ ରୋହିତ ଶର୍ମାଙ୍କ ପାଖରେ ଶେଷ ସୁଯୋଗ?
ନୂଆଦିଲ୍ଲୀ,୨୧।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆଡିଲେଡ୍ ଓଭାଲରେ ଖେଳାଯିବ। ଟିମ ଇଣ୍ଡିଆକୁ ଏହି ଗ୍ରାଉଣ୍ଡରେ ଜିତିବାକୁ ପଡିବ, କାରଣ ମ୍ୟାଚ୍ ହାରିଲେ ସିରିଜ ହାତରୁ ଚାଲିଯିବ। ଟିମ୍ ଇଣ୍ଡିଆକୁ ଏହି ମ୍ୟାଚ୍ ଜିତିବା ପାଇଁ କଠିନ ପରିଶ୍ରମ…
ଏସିଆ କପ୍ ଟ୍ରଫି ବିବାଦ: ‘ଖେଳାଳି ପଠାଇ ଟ୍ରଫି ନେଇଯାଅ’, ବିସିସିଆଇକୁ ମୋହସିନ୍ ନକଭିଙ୍କ ଜବାବ
ନୂଆଦିଲ୍ଲୀ,୨୧।୧୦: ଏସିଆ କପ୍ ୨୦୨୫ ବିଜେତା ଭାରତୀୟ କ୍ରିକେଟ୍ ଦଳକୁ ଟ୍ରଫି ମିଳିବା ନେଇ ବିବାଦ ଜାରି ରହିଛି। ବିସିସିଆଇ (BCCI) ପକ୍ଷରୁ ଚିଠି ଲେଖାଯାଇଥିଲେ ମଧ୍ୟ ଏସୀୟ କ୍ରିକେଟ୍ ପରିଷଦ (ACC) ର ସଭାପତି ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ…
ଫୁଟ୍ବଲ ମହାସଂଘର ବଡ଼ ଘୋଷଣା
ନୂଆଦିଲ୍ଲୀ,୨୧ା୧୦: ନିକଟରେ ଏଏଫ୍ସି ୧୭ ବର୍ଷରୁ କମ୍ ଏସିଆ କପ୍ ପାଇଁ ପ୍ରଥମଥର ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ମହିଳା ଦଳ ଲାଗି ସର୍ବଭାରତୀୟ ଫୁଟ୍ବଲ ମହାସଂଘ(ଏଆଇଏଫ୍ଏଫ୍) ମଙ୍ଗଳବାର ୨୫,୦୦୦ ଆମେରିକୀୟ ଡଲାର ପୁରସ୍କାର ଘୋଷଣା କରିଛି। ଭାରତ ବିଶ୍କେକ୍ଠାରେ ଗତ…
ନକଭିଙ୍କୁ ଚେତାବନୀ ଦେଲା BCCI, ଯେତେଶୀଘ୍ର ପାରୁଛ ଭାରତକୁ ଟ୍ରଫି ଫେରାଅ ନଚେତ…
ନୂଆଦିଲ୍ଲୀ,୨୧।୧୦: ଟିମ ଇଣ୍ଡିଆକୁ ଏସିଆ କପ୍ ୨୦୨୫ର ଟ୍ରଫି ହସ୍ତାନ୍ତର ନ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ବିସିସିଆଇ ଏସୀୟ କ୍ରିକେଟ ପରିଷଦ(ଏସିସି) ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ଏକ…
ଏସିଆ କପ୍ ଟ୍ରଫି ବିବାଦ : ନିଜ ଜିଦିରେ ଅଟଳ ନକ୍ଭି
ନୂଆଦିଲ୍ଲୀ,୨୧ା୧୦: ଏସିଆ କପ୍ ଟ୍ରଫିକୁ ନେଇ ଲାଗି ରହିଥିବା ବିବାଦ ଶେଷ ହେବାର ନାଁ ନେଉନାହିଁ। ଟୁର୍ନାମେଣ୍ଟ ଶେଷ ହେବାକୁ ୩ ସପ୍ତାହରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଟ୍ରଫି ଏପର୍ଯ୍ୟନ୍ତ ଚାମ୍ପିୟନ ଭାରତ ପାଖରେ ପହଞ୍ଚି ନାହିଁ। ଶ୍ରୀଲଙ୍କା ଓ ଆଫଗାନିସ୍ତାନ…
ରିଷଭ ପନ୍ତ ଅଧିନାୟକ, ଗିଲଙ୍କୁ ମିଳିଲାନି ସ୍ଥାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ,୨୧।୧୦: ଭାରତ ଏ ଅକ୍ଟୋବର ୩୦ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଚାରିଦିନିଆ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ଅକ୍ଟୋବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମ୍ୟାଚ ୬ ନଭେମ୍ବରରୁ ନଭେମ୍ବର ୯ ପର୍ଯ୍ୟନ୍ତ ଖେଳାଯିବ। କେଏଲ ରାହୁଲ…
ଏହି ଭାରତୀୟ ଟିମର ଅଧିନାୟକ ହେବେ ପନ୍ତ
ନୂଆଦିଲ୍ଲୀ,୨୧।୧୦: ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବଂ ୱିକେଟକିପର ରିଷଭ ପନ୍ତ ଆହତ ହେବା ପରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି। ସେ ଅକ୍ଟୋବର ୩୦ରେ ବେଙ୍ଗାଲୁରୁର BCCI ସେଣ୍ଟର ଅଫ ଏକ୍ସଲେନ୍ସରେ ଭାରତ A ଏବଂ ଦକ୍ଷିଣ ଆଫ୍ରିକା A ମଧ୍ୟରେ ପ୍ରଥମ…
ମାତ୍ର ୧୪୧ ବଲରେ ଧୂଳିସାତ୍ ହୋଇଗଲା ରୋହିତଙ୍କ ମହାରେକର୍ଡ, ଏହି ବ୍ୟାଟ୍ସମ୍ୟାନ୍ ରଚିଲେ ଇତିହାସ
ନୂଆଦିଲ୍ଲୀ,୨୧।୧୦: କ୍ରିକେଟର୍ ରେକର୍ଡ କଥା ଆସେ, ପ୍ରଥମେ ହିଟମ୍ୟାନ ରୋହିତ ଶର୍ମାଙ୍କ ଅତୁଳନୀୟ ୨୬୪ ରନ ମନେ ପଡ଼େ। ବର୍ଷ ବର୍ଷ ଧରି, ରୋହିତଙ୍କ ରେକର୍ଡ ବିଶ୍ୱ ପାଇଁ ଏକ ଅତୁଟ ରେକର୍ଡ ହୋଇ ରହିଥିଲା, କିନ୍ତୁ ଏବେ ଜଣେ ଭାରତୀୟ…
ହଠାତ୍ କ୍ରିକେଟ୍କୁ ବାଏ ବାଏ କହିଲେ ଏହି କ୍ରିକେଟର୍, ସମସ୍ତେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୧।୧୦: ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ଜମ୍ମୁ ଏବଂ କଶ୍ମୀରର ପ୍ରଥମ କ୍ରିକେଟର ପରଭେଜ ରସୁଲ ଖେଳର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏହା ୧୭ ବର୍ଷର ଚମତ୍କାର କ୍ୟାରିୟରର ଅନ୍ତ ଘଟାଇଛି, ଯାହା ସ୍ଥିର ପ୍ରଦର୍ଶନ ଏବଂ…
ବିହାର ନିର୍ବାଚନରେ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି, ବଡ଼ ଦାୟିତ୍ୱ ଦେଲେ ନିର୍ବାଚନ କମିଶନର
ନୂଆଦିଲ୍ଲୀ,୨୦।୧୦: ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ କ୍ରିକେଟ ଜଗତରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିସାରିଛନ୍ତି। ବିହାରର ଏହି ୧୪ ବର୍ଷୀୟ କ୍ରିକେଟର ୨୦୨୫ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ଆଇପିଏଲରେ ଡେବ୍ୟୁ କରିଥିଲେ। ସେ ଆଇପିଏଲ ଇତିହାସରେ ଦ୍ୱିତୀୟ ଦ୍ରୁତତମ…
Archives


