ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି ଧୋନୀଙ୍କ ଧୂରନ୍ଧର
ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟାଟ୍ସମ୍ୟାନ ରୁତୁରାଜ ଗାଇକ୍ୱାଡ ଖୁବ କମ ସମୟ ମଧ୍ୟରେ କ୍ରିକେଟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ଦଳର ଏହି ବ୍ୟାଟ୍ସମ୍ୟାନ ଆଇପିଏଲ ୨୦୨୧ରେ ଅରେଞ୍ଜ୍ କ୍ୟାପ ଜିତିବା ପାଇଁ ସବୁଠାରୁ ବଡ...
ଏହି ଅଭିନେତ୍ରୀଙ୍କୁ ହ୍ବାଟ୍ସଆପ୍ରୁ ବ୍ଲକ୍ କରିଦେଇଥିଲେ ରିଷଭ ପନ୍ତ: ଏବେ ଜନ୍ମଦିନ ଶୁଭେଚ୍ଛା ଜଣାଇ ଚର୍ଚ୍ଚାରେ
ଭାରତୀୟ କ୍ରିକେଟ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଜିକାଲି ତାଙ୍କ କ୍ୟାରିୟରର ସର୍ବୋତ୍ତମ ଫର୍ମରେ ଅଛନ୍ତି। ସମ୍ପ୍ରତି ରିଷଭ ପନ୍ତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଅଧିନାୟକ ଅଛନ୍ତି। କ୍ରିକେଟ ବ୍ୟତୀତ ରିଷଭଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ...
ଏସିଆର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ସ୍ବତନ୍ତ୍ର ରେକର୍ଡ ହାସଲ କଲେ ରୋହିତ ଶର୍ମା
ମୁମ୍ବାଇ,୬।୧୦: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଛନ୍ତି। ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବ୍ୟାଟିଂ କରିବାକୁ ବାହାରିଥିବା ରୋହିତ ଶର୍ମା ୨ ଟି ଛକା ମାରିଥିଲେ ଏବଂ ଦ୍ୱିତୀୟ ଛକା ମାରିବା...
ଏହି କ୍ରିକେଟର୍ଙ୍କ ଝିଅକୁ ବୋହୂ କରିବାକୁ ଚାହୁଁଛନ୍ତି ବ୍ରାଭୋ, ମିଳିଲା ଏମିତି ଉତ୍ତର
ଦୁବାଇ,୬।୧୦: ମହାନ ଖେଳାଳି ଡ୍ବେନ ବ୍ରାଭୋ ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କ ମଧ୍ୟରେ ବାର୍ତ୍ତାଳାପ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କ ବାର୍ତ୍ତାଳାପ ସେମାନଙ୍କ ପ୍ରଶଂସକମାନଙ୍କୁ ମଧ୍ୟ ହସାଇଛି। ଡିଜେ ବ୍ରାଭୋ ଇନଷ୍ଟାଗ୍ରାମରେ କିଛି ଫଟୋ...
ଚେନ୍ନାଇରେ ବିଦାୟୀ ମ୍ୟାଚ୍ ଖେଳିବାକୁ ଚାହେଁ
ଚେନ୍ନାଇ,୬।୧୦: ଚଳିତ ଆଇପିଏଲ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଲାଗି ଅନ୍ତିମ ସିଜନ ହୋଇପାରେ ବୋଲି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ସେ ପରବର୍ତ୍ତୀ ଆଇପିଏଲ ସିଜନରେ ଖେଳିବେ ବୋଲି ଇଣ୍ଡିଆ ସିମେଣ୍ଟର ୭୫...
୫୦ ବଲରେ ଶେଷ ହେଲା ମ୍ୟାଚ୍
ଶାରଜା,୫।୧୦: ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ୧୧.୪ ଓଭର ପୂର୍ବରୁ ହାତରେ ୮ ଉଇକେଟ ଥାଇ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଏହି ବିଜୟ ସହ ମୁମ୍ବାଇ ଦଳର ପ୍ଲେ-ଅପ୍ ଆଶା ଉଜ୍ଜୀବିତ ରହିଛି। ରାଜସ୍ଥାନ ପକ୍ଷରୁ ଧାର୍ଯ୍ୟ ୯୧...
୧୦୦ ଡେଇଁ ପାରିଲାନି ରାଜସ୍ଥାନ
ଶାରଜା,୫।୧୦: କର ବା ମର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୧୦୦ ରନ୍ ଡେଇଁବାକୁ ଦେଇ ନାହିଁ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା। ତାଙ୍କ ନିଷ୍ପତ୍ତିକୁ ସଠିକ୍ ପ୍ରମାଣ କରି ଦେଖାଇଛନ୍ତି...
ଭାରତର ଏହି ଖେଳାଳି ପର୍ଫେକ୍ଟ ଟି-୨୦ କ୍ରିକେଟର: ମାଇକେଲ ଭନ
ନୂଆଦିଲ୍ଲୀ,୫।୧୦: ଭାରତୀୟ ଅଲରାଉଣ୍ଡରଙ୍କ ପ୍ରଶଂସାରେ ଶତମୁଖ ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ। ନିଜ ଟୁଇଟ୍ରେ ଭାରତୀୟ ଦଳକୁ କଟାକ୍ଷ କରିଆସୁଥିବା ଭନ ଏବେ ନିଜର ସ୍ବର ବଦଳାଇଛନ୍ତି। ଆଇପିଏଲ୍ ୨୦୨୧ରେ ଚମତ୍କାର ପ୍ରଦର୍ଶନକୁ ନେଇ ସେ ତାରକା...
କର ବା ମର ମ୍ୟାଚ୍ରେ ପ୍ରଥମେ ବୋଲିଂ କରିବ ମୁମ୍ବାଇ
ଶାରଜା,୫।୧୦: ନିଶ୍ଚିତ ବିଜୟ ଦରକାର କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମା ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍ ଲାଗି ମୁମ୍ବାଇ ଦୁଇଟି ପରିବର୍ତ୍ତନ ସହ ଓହ୍ଲାଇଛି।...
ଦେଶ ଛାଡ଼ିଲେ ପାକିସ୍ତାନର ଏହି ବିବାଦୀୟ କ୍ରିକେଟର
କରାଚି,୫।୧୦: ଆମେରିକାରେ ଲିଗ୍ କ୍ରିକେଟ ଖେଳିବାକୁ ଦେଶ ଛାଡ଼ିଛନ୍ତି ପାକିସ୍ତାନର ବିବାଦୀୟ କ୍ରିକେଟର ଉମର ଅକମଲ। ତେବେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଦୁର୍ନୀତି ନିବାରଣ ସଂହିତା ଅନୁଯାୟୀ ଅକମଲଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ନିକଟରେ ଏହାର ଅବଧି ଶେଷ ହୋଇଥିଲା।...
ବିଜୟ ପରେ ବି ଖୁସି ନାହାନ୍ତି ପନ୍ତ
ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ଉଇକେଟରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ଦଶମ ବିଜୟ ହାସଲ କରିଛି। ତେବେ ଏହି ମ୍ୟାଚ ଜିତିବା ଦିଲ୍ଲୀ ପାଇଁ ସହଜ ନ ଥିଲା। କାରଣ ୧୩୭ ସ୍କୋରକୁ ଗୋଡାଇବା ବେଳେ...
ବାପାଙ୍କ ପାଇଁ ହାତ ଯୋଡି ପ୍ରାର୍ଥନା କଲେ ଜିଭା
ଦୁବାଇ,୫।୧୦: ଆଇପିଏଲ ୨୦୨୧ର ଏକ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଏକ ମଜାଦାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ବାପାଙ୍କ ବିଜୟ ପାଇଁ...
Archives


