ED ସ୍କାନର୍ରେ ଧାୱନ-ରାଇନା: ୧୧.୧୪ କୋଟି ସମ୍ପତ୍ତି ଜବତ
ନୂଆଦିଲ୍ଲୀ,୬।୧୧: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ମୋଟ ୧୧.୧୪ କୋଟି ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ନିବାରଣ ଆଇନ (PMLA), ୨୦୦୨ ଅନୁଯାୟୀ ନିଆଯାଇଛି।…
ଗିଲ୍ଙ୍କ ଦମ୍ଦାର ବ୍ୟାଟିଂ: ଭାରତକୁ ୧୬୮ ରନର ଟାର୍ଗେଟ୍
କାରାରା,୬।୧୦: ଭାରତ ଅଷ୍ଟ୍ରେଲିଆ ପାଇଁ ୧୬୮ ରନର ଟାର୍ଗେଟ ରଖିଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭର ପରେ ୮ ଉଇକେଟ ହରାଇ ୧୬୭ ରନ କରିଥିଲା। ଶୁବମନ ଗିଲ ସର୍ବାଧିକ ୪୬ ରନ କରିଥିଲେ।…
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଭାରତୀୟ ମହିଳା କ୍ରିକେଟ୍ ଦଳ, ଦେଲେ ବଡ ଉପହାର
ନୂଆଦିଲ୍ଲୀ,୬।୧୧: ଆଇସିସି ମହିଳା ବିଶ୍ୱକପ୍ ବିଜେତା ଭାରତୀୟ ମହିଳା କ୍ରିକେଟ୍ ଦଳ ଗୁରୁବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ଅଧିନାୟକ ହରମନପ୍ରୀତ କୌର ଦଳର ସମସ୍ତ ଖେଳାଳିଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ଜର୍ସି ରାଷ୍ଟ୍ରପତିଙ୍କୁ…
ଏହି ମହିଳା ଖେଳାଳିଙ୍କୁ ମିଳିବ ଗୋଲ୍ଡ ବ୍ୟାଟ୍-ବଲ୍: ସିଏବିର ବଡ଼ ଘୋଷଣା
କୋଲକାତା,୬।୧୧: କ୍ରିକେଟ୍ ଆସୋସିଏଶନ ଅଫ୍ ବେଙ୍ଗଲ(ସିଏବି) ପକ୍ଷରୁ ବିଶ୍ୱକପ୍ ଚାମ୍ପିୟନ ଭାରତୀୟ ମହିଳା ଦଳର ଉଇକେଟ୍କିପର-ବ୍ୟାଟର ରିଚା ଘୋଷ୍ଙ୍କୁ ଶନିବାର ଇଡେନ୍ ଗାର୍ଡେନ୍ସରେ ସମ୍ବର୍ଦ୍ଧିତ କରାଯିବ। ଏହି ଉତ୍ସବରେ ତାଙ୍କୁ ସ୍ବତନ୍ତ୍ର ଭାବେ ନିର୍ମିତ ଗ୍ଲୋଲ୍ଡ ପ୍ଲେଟେଡ୍ ବ୍ୟାଟ୍ ଓ ବଲ୍…
ବ୍ୟାଟ୍ସମ୍ୟାନ୍ ନା ସିକ୍ସ ମେଶିନ, ୧୩ ଛକା-ଚୌକା ମାରି ଚହଳ ପକାଇଲେ ଏହି…
ନୂଆଦିଲ୍ଲୀ,୬।୧୧: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ରେ, ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ମାର୍କ ଚାପମ୍ୟାନ୍ ଏକ ଧମାକାଦାର ଇନିଂସ ଖେଳିଥିଲେ। ମାତ୍ର ୨୮ ବଲରେ ସେ ୭୮ ରନ କରିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ ଏପରି ଦମଦାର ପ୍ରଦର୍ଶନ କରିଥିଲେ ଯେ ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।…
ପନ୍ତଙ୍କୁ ନେଇ ପୁଣି ଆସିଲା ଖରାପ ଖବର, କେଏଲ୍ ରାହୁଲ-ସାଇ ସୁଦର୍ଶନଙ୍କ ସହ ବି…
ନୂଆଦିଲ୍ଲୀ,୬।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର କିଛି ଖେଳାଳି ପ୍ରସ୍ତୁତିରେ ବ୍ୟସ୍ତ। ଏମିତିରେ ରିଷଭ ପନ୍ତଙ୍କୁ ନେଇ ଖରାପ ଖବର ସାମ୍ନାକୁ ଆସିଛି। ସେ ବାଙ୍ଗାଲୋରରେ ଦକ୍ଷିଣ ଆଫ୍ରିକା ଏ ବିପକ୍ଷ…
ପୁଣି ଟସ୍ ହାରିଲା ଟିମ୍ଇଣ୍ଡିଆ: ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି
କାରାରା,୬।୧୧: ଅଷ୍ଟ୍ରେଲିୟ ଅଧିନାୟକ ମିଚେଲ ମାର୍ଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ପ୍ଲେଇଂ ଇଲେଭେନରେ ଚାରୋଟି ପରିବର୍ତ୍ତନ କରିଛନ୍ତି। ଆଡାମ ଜାମ୍ପା, ଗ୍ଲେନ ମ୍ୟାକ୍ସୱେଲ, ଜୋଶ ଫିଲିପ ଏବଂ ବେନ ଡ୍ବାରଶୁଇସ ଦଳକୁ ଫେରିଛନ୍ତି। ଟ୍ରାଭିସ…
ବିଜେତା ଟିମ୍ର ପ୍ରତି ଖେଳାଳିଙ୍କୁ ମିଳିବ ୨୫ ଲକ୍ଷ ଟଙ୍କିଆ କାର୍: ଏହି କମ୍ପାନୀ କଲା ବଡ଼ ଘୋଷଣା
ନଭି ମୁମ୍ବାଇ,୬।୧୧: ଭାରତୀୟ ମହିଳା କ୍ରିକେଟ ଦଳ ନଭେମ୍ବର ୨ରେ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ଏକଦିବସୀୟ ବିଶ୍ୱକପ ଟାଇଟଲ ଜିତିଛି। ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ପରେ, ଦେଶର ପ୍ରମୁଖ ଅଟୋମୋବାଇଲ…
ICC ମହିଳା ବିଶ୍ୱକପ ଟ୍ରଫି ଛୁଇଁଲେନି ପ୍ରଧାନମନ୍ତ୍ରୀ ମୋଦି:କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୬।୧୧: ଏବେ ସାରା ଦେଶରେ ଆନନ୍ଦର ପରିବେଶ ରହିଛି। ଭାରତୀୟ ମହିଳା କ୍ରିକେଟ ଦଳ ICC ମହିଳା ବିଶ୍ୱକପ ୨୦୨୫ର ପ୍ରଥମ ଚାମ୍ପିଅନ ହୋଇ ଇତିହାସ ସୃଷ୍ଟି କରିଛି। ଏହି ପ୍ରଭାବଶାଳୀ ବିଜୟ ପରେ ନଭେମ୍ବର ୫ରେ ସମସ୍ତ ଖେଳାଳି ପ୍ରଧାନମନ୍ତ୍ରୀ…
ବିକ୍ରି ହୋଇଯିବ RCB: IPL ପୂର୍ବରୁ ଆସିଲା ବଡ଼ ଖବର
ବେଙ୍ଗାଲୁରୁ, ୬ା୧୧- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍ସିବି)କୁ ବିକ୍ରି ପାଇଁ ରଖାଯାଇଛି। ଏହି ଆଇପିଏଲ୍ ଓ ଡବ୍ଲ୍ୟୁପିଏଲ୍ ଫ୍ରାଞ୍ଚାଇଜ୍ ମାଲିକାନା ରଖିଥିବା ଡିଏଗୋ ପକ୍ଷରୁ ଆନୁଷ୍ଠାନିକ ଭାବେ ବିକ୍ରି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ…
ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦ ଆଜି: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍
କାରାରା (ଗୋଲ୍ଡକୋଷ୍ଟ), ୬ା୧୧:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚଳିତ ଟି୨୦ କ୍ରିକେଟ୍ ସିରିଜ୍ର ଚତୁର୍ଥ ମ୍ୟାଚ ଗୁରୁବାର ଏଠାରେ ଅନୁଷ୍ଠିତ ହେବ। ୩ ମ୍ୟାଚ୍ବିଶିଷ୍ଟ ସିରିଜ୍ ଏବେ ୧-୧ ସ୍ଥିତିରେ ଅଛି। ତୃତୀୟ ଟି୨୦ ଜିତି ଭାରତୀୟ ଖେଳାଳିଙ୍କ ମନୋବଳ…
ଗିଲଙ୍କୁ ନେଇ ବଡ଼ ନିଷ୍ପତ୍ତି ନେବେ ଗମ୍ଭୀର!
ନୂଆଦିଲ୍ଲୀ,୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ଗୁରୁବାର ଦିନ ଚଳିତ ଟି-୨୦ ସିରିଜରେ ଚତୁର୍ଥ ଥର ପାଇଁ ପରସ୍ପରର ସାମ୍ନା କରିବେ। ଶେଷ ତିନୋଟି ମ୍ୟାଚ ପରେ, ସିରିଜ ୧-୧ ରେ ବରାବର ଅଛି। ଯେଉଁ ଦଳ ଏହି ମ୍ୟାଚ ଜିତିବ ତାହା…
Archives


