ଖେଳ

ସୁପର-୧୨ ଗ୍ରୁପ୍‌ର ଚିତ୍ର ସ୍ପଷ୍ଟ: କିଛି ଏଭଳି ରହିଛି ଟିମ୍‌ ଇଣ୍ଡିଆର ସମ୍ପୂର୍ଣ୍ଣ ମ୍ୟାଚ୍‌ ବିବରଣୀ

ମେଲବୋର୍ନ,୨୧।୧୦: ଟି୨୦ ବିଶ୍ୱକପ୍‌ର ଅନ୍ତିମ କ୍ୱାଲିଫାଇଂ ମୁକାବିଲା ପରେ ସୁପର-୧୨ ଗ୍ରୁପକୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଗ୍ରୁପ୍‌-ଏରୁ ଶ୍ରୀଲଙ୍କା ଏବଂ ନେଦରଲ୍ୟାଣ୍ଡ ଟିମ୍‌ ଏହି ଟିକେଟ ହାସଲ କରିଥିବା ବେଳେ ଅପ୍ରତ୍ୟାଶିତ ଭାବେ ଗ୍ରୁପ୍‌-ବିରୁ ଜିମ୍ବାଓ୍ବେ ଏବଂ ଆୟରଲ୍ୟାଣ୍ଡ...

ସ୍କଟଲ୍ୟାଣ୍ଡକୁ ହରାଇ ସୁପର-୧୨ରେ ଜିମ୍ବାଓ୍ବେ

ହୋବାର୍ଟ,୨୧।୧୦: ସ୍କଟ୍‌ଲ୍ୟାଣ୍ଡ ବିପକ୍ଷରେ ବିଜେତା ହୋଇ ସୁପର-୧୨ରେ ପ୍ରବେଶ କରିଛି ଜିମ୍ବାଓ୍ବେ। ଏଠାରେ ଖେଳାଯାଇଥିବା ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୨ ମୁକାବିଲାରେ ଶୁକ୍ରବାର ଜିମ୍ବାଓ୍ବେ ସ୍କଟ୍‌ଲ୍ୟାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଥିଲା। ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ...

ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡକୁ ଟ୍ରୋଲ୍‌ କଲେ ଜାଫର୍‌

ନୂଆଦିଲ୍ଲୀ,୨୧।୧୦: ପୂର୍ବତନ ଭାରତୀୟ ତାରକା କ୍ରିକେଟର ଓ୍ବାସିମ ଜାଫର ଏବଂ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ମଧ୍ୟରେ ସର୍ବଦା କଥା କଟାକଟି ଦେଖିବାକୁ ମିଳିଥାଏ। ଉଭୟ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ପରସ୍ପର ଦେଶ ଏବଂ ଟିମ୍‌କୁ ନେଇ...

ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ପାକିସ୍ତାନକୁ ବଡ ଝଟ୍‌କା

ମେଲବୋର୍ନ,୨୧।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ସିଜନ୍‌ରେ ନିଜର ଯାତ୍ରା ଆରମ୍ଭ କରିବା ପୂର୍ବରୁ ପାକିସ୍ତାନ ଟିମ୍‌କୁ ବଡ ଝଟ୍‌କା ଲାଗିଛି। ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଶାନ ମାସୁଦ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କର ମୁଣ୍ଡରେ ଆଘାତ...

‘ମାରାଥନ ମ୍ୟାନ୍‌’ ବିବେକାନନ୍ଦ

ଜଣେ ଆଥଲେଟ୍‌ ଅଫୁରନ୍ତ ସହନଶକ୍ତିର ବିନିଯୋଗ ସହିତ ନିରନ୍ତର ଅଭ୍ୟାସ ଦ୍ୱାରା ହିଁ ମାରାଥନ ଦୌଡ଼ ଭଳି ଅତି କଷ୍ଟସାଧ୍ୟ ଇଭେଣ୍ଟରେ ସଫଳ ହୋଇଥାଏ। ଏହିପରି ଜଣେ କିମ୍ବଦନ୍ତୀ ମାରାଥନ ଧାବକ ହେଉଛନ୍ତି ଓଡ଼ିଶାର ଡା. ବିବେକାନନ୍ଦ ତ୍ରିପାଠୀ। ବିଶ୍ୱ...

ବିଶ୍ୱକପ୍‌ରେ ବଡ଼ ଓଲଟପାଲଟ: ପ୍ରଥମ ରାଉଣ୍ଡରୁ ବିଦା ହେଲା ୨ ଥର ବିଶ୍ୱ ଚାମ୍ପିଅନ୍‌ ଓ୍ବେଷ୍ଟଇଣ୍ଡିଜ୍‌

ହୋବାର୍ଟ,୨୧।୧୦: ଟି-୨୦ ବିଶ୍ୱକପର ୧୧ତମ ମ୍ୟାଚରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ହୋବାର୍ଟରେ ଖେଳାଯାଇଥିବା ଏକ  ମ୍ୟାଚରେ ୨ ଥରର ଚାମ୍ପିଅନ୍‌ ୱେଷ୍ଟଇଣ୍ଡିଜକୁ ୯ ଉଇକେଟ୍‌ରେ ପରାସ୍ତ କରିଛି ଆୟାରଲାଣ୍ଡ। ଏହା ସହ ଆୟାରଲାଣ୍ଡ ସୁପର-୧୨ରେ ପ୍ରବେଶ କରିଛି ।...

କଳିଙ୍ଗରେ ଫିଫା ବିଶ୍ୱକପ୍‌ ଓ ଭାରତ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ଗ୍ରୁପ୍‌ ପର୍ଯ୍ୟାୟ ନିକଟରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ଭାରତ ଏଠାରେ ବିଶ୍ୱକପ ପଦାର୍ପଣ କରି ନିଜର ସମସ୍ତ ମ୍ୟାଚ ଖେଳିଥିଲା। ଘରୋଇ ଦଳ ଯେ କେବଳ ସବୁତକ ମ୍ୟାଚ...

ପୁଣି ପ୍ରେମରେ ପଡ଼ିଛନ୍ତି ୟୋ ୟୋ ହନି ସିଂ

ପ୍ରସିଦ୍ଧ ରାପର୍‌ ତଥା ଗାୟକ ୟୋ ୟୋ ହନି ସିଂ ଏବେ ପୁଣି ପ୍ରେମରେ ପଡିଛନ୍ତି। ସ୍ତ୍ରୀ ଶାଲିନୀଙ୍କଠାରୁ ଛାଡପତ୍ର ନେବା ପରେ ସେ ଏବେ ଅଭିନେତ୍ରୀ ତଥା ମଡେଲ ଟିନା ଥାଡନୀଙ୍କୁ ଡେଟ କରୁଛନ୍ତି। ନିକଟରେ ହନି ତାଙ୍କ...

ସୁପର-୧୨ରେ ଶ୍ରୀଲଙ୍କା, ନେଦରଲାଣ୍ଡ୍ସ

ଜିଲଙ୍ଗ(ଭିକ୍ଟୋରିଆ),୨୧ା୧୦(ପି.ଟି.): ଆଇସିସି ଟି୨୦ ବିଶ୍ୱକପ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ। ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଦୁଇ ଦଳ ୩ ମ୍ୟାଚରୁ ଦୁଇଟି ଲେଖାଏ ବିଜୟ ସହିତ ସୁପର-୧୨ରେ ପ୍ରବେଶ କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ନିଜ...

ଇଞ୍ଜୁରି ସମସ୍ୟାର ସମାଧାନ ଜରୁରୀ: ବିନ୍ନି

ବେଙ୍ଗାଲୁରୁ, ୨୧ା୧୦ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନବନିର୍ବାଚିତ ସଭାପତି ରୋଜର ବିନ୍ନି ଇଞ୍ଜୁରି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତର ୩ ଦିନ ପୂର୍ବରୁ ଇଞ୍ଜୁରି ଯୋଗୁ...

ଏକତା ବିଷ୍ଟଙ୍କୁ ୭ ଉଇକେଟ

ମୁମ୍ବାଇ,୨୧ା୧୦: ଭାରତୀୟ ଦଳର ସ୍ପିନର ତଥା ଉତ୍ତରାଖଣ୍ଡ ଦଳର ଅଧିନାୟିକା ଏକତା ବିଷ୍ଟ ସିନିୟର ମହିଳା ଟି ୨୦ରେ କ୍ୟାରିୟର ଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିଛନ୍ତି। ଝାଡଖଣ୍ଡ ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ ସହିତ ମାତ୍ର ୮ ରନ୍‌ ବ୍ୟୟ...

ସୁପର-୧୨ରେ ପହଞ୍ଚିଲା ଶ୍ରୀଲଙ୍କା, ନେଦରଲାଣ୍ଡ୍ସ

ଜିଲଙ୍ଗ,୨୦ା୧୦: ଆଇସିସି ଟି୨୦ ବିଶ୍ୱକପ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ। ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଦୁଇ ଦଳ ୩ ମ୍ୟାଚରୁ ଦୁଇଟି ଲେଖାଏ ବିଜୟ ସହିତ ସୁପର-୧୨ରେ ପ୍ରବେଶ କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ଅନ୍ତିମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri