ସମ୍ବଲପୁର

କେନାଲ ନବୀକରଣରେ ଦୁର୍ନୀତି ଅଭିଯୋଗ

ସମ୍ବଲପୁର, ୧୯ା୬(ଶୁଭାଶୀଷ ପାଢୀ): ଚାଷଜମିକୁ ସୁଷମ ଜଳ ବଣ୍ଟନ କରିବା ପାଇଁ ସରକାର ହୀରାକୁଦ ଜଳଭଣ୍ଡାର କେନାଲଗୁଡିକ ନବୀକରଣ କରି କଂକ୍ରିଟ କରୁଛନ୍ତି। ଶାସନ, ହୁମାଟେଲ, ପରମାଣପୁର କେନାଲର ଗତବର୍ଷଠାରୁ ନିର୍ମାଣ କାମ ଆରମ୍ଭ ହୋଇଛି। ଓସିସି ପକ୍ଷରୁ କାମ...

ଚୋରି କରି ବନ୍ଧା ହେଲେ

ରେଢାଖୋଲ ୧୮।୬(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ପୋଲିସ ୩ ବାଇକ୍‌ ଲୁଟେରାଙ୍କୁ ଗିରଫ କରିଛି। ଲୁଟେରାମାନେ ରେଢାଖୋଲ ଥାନା ଅଧୀନ ହିନ୍ତରାଇ ଛକରୁ ସୁନିଲ ତିର୍କୀ ନାମକ ଜଣେ ଯୁବକଙ୍କ ବାଇକ୍‌ ନଂ. ଓଡି ୧୫ଡି ୧୨୦୭କୁ ଧରି ଫେରାର୍‌ ହୋଇଥିବା...

ରାଜ୍ୟସ୍ତରୀୟ ସନ୍ତରଣରେ ସମ୍ବଲପୁରକୁ ୨୯ ସ୍ବର୍ଣ୍ଣ

ସମ୍ବଲପୁର, ୧୮ା୬(ଶୁଭାଶୀଷ ପାଢୀ): ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସମ୍ବଲପୁର ସନ୍ତରଣକାରୀ ଜିଲା ପାଇଁ ସୁନାମ ଆଣିଛନ୍ତି। ବିଭିନ୍ନ ବର୍ଗରେ ୨୯ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୨୭ଟି ବ୍ରୋଞ୍ଜ ପଦକ ପାଇଛନ୍ତି। ସମ୍ବଲପୁରକୁ ଫେରିବା ପରେ...

ବିଶେଷଜ୍ଞଙ୍କ ବିନା ଚାଲିଛି ଡାକ୍ତରଖାନା

ବିଶ୍ରା, ୧୮ା୬ (ବଟକୃଷ୍ଣ ସ୍ବାଇଁ) ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ବିଶ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାହାନ୍ତି ବିଶେଷଜ୍ଞ ଡାକ୍ତର। ଫଳରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୧ ଡାକ୍ତର ପଦବୀରୁ ମାତ୍ର ୫ ଜଣ ସର୍ଜନଙ୍କ ତତ୍ତ୍ୱାବଧାନରେ...

ସମ୍ବଲପୁର ବନଖଣ୍ଡରେ ହାତୀ ଅସୁରକ୍ଷିତ

ସମ୍ବଲପୁର, ୧୮ା୬(ଶୁଭାଶିଷ ପାଢୀ) ବନ୍ୟପ୍ରାଣୀ ବିଶେଷକରି ହାତୀ ସୁରକ୍ଷା ନେଇ ସରକାର ଚିନ୍ତିତ ଥିବା କହୁଛନ୍ତି। ହେଲେ ସମ୍ବଲପୁର ବନଖଣ୍ଡରେ ମୃତ୍ୟୁ ସଂଖ୍ୟାକୁ ଦେଖିଲେ ହାତୀ ଅସୁରକ୍ଷିତ ଥିବା ମନେହେଉଛି। ବନ ବିଭାଗ ରିପୋର୍ଟ ଅନୁଯାୟୀ ପ୍ରାୟ ୨ବର୍ଷରେ ଏହି...

ଫାର୍ମାସିଷ୍ଟ ଚୋରି କରୁଛନ୍ତି ନିରାମୟ ଔଷଧ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମାଗଣାରେ ଔଷଧ ଯୋଗାଣ ପାଇଁ ଓଡ଼ିଶା ସରକାର ନିରାମୟ ଯୋଜନା କରିଛନ୍ତି । ୨୦୧୫ରୁ ରାଜ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ୫୭୩ ପ୍ରକାର...

କୁଚିଣ୍ଡାରେ ପାନୀୟ ଜଳ ସମସ୍ୟା ଉତ୍କଟ

କୁଚିଣ୍ଡା,୧୬ା୬(ବିରଞ୍ଚତ୍ ଦର୍କା): ଗ୍ରୀଷ୍ମ ପ୍ରବାହ ବଢିଚାଲିଥିବା ବେଳେ ଗତ କିଛିଦିନ ଧରି କୁଚିଣ୍ଡା ସହରରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଲୋକେ ପାଣି ମୁନ୍ଦାଏ ପାଇଁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ସମାଧାନ ପାଇଁ ଭାଜପା...

ବାଇକ୍‌ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଦୁଇ ଗୁରୁତର

ଜମନକିରା,୧୫ା୬(ରବୀନ୍ଦ୍ର ପ୍ରସାଦ ଦାନୀ): ଜମନକିରା ଥାନା ଅନ୍ତର୍ଗତ ରାଜରାସ୍ତା ୫୩ ପିଠାମାରେନ ପୋଲ ନିକଟରେ ହୋଇଥିବା ବାଇକ୍‌ ଦୁର୍ଘଟଣାରେ ଦୁଇ ଗୁରୁତରଙ୍କ ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ଜମନକିରା...

ନଦୀ ଶୁଖିଲା,୧୫ଦିନ ଜଳଯୋଗାଣ ଠପ

ସମ୍ବଲପୁର, ୧୫।୬ (ଶୁଭାଶିଷ ପାଢୀ) ଘରେ ଘରେ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବଲପୁର ମହାନଗର ନିଗମ ୪୦ ନମ୍ବର ୱାର୍ଡ ମାନେଶ୍ୱର ବାସୀଙ୍କ ପାଇଁ ଅପହଞ୍ଚ ହୋଇରହିଛି। ପ୍ରାୟ ୧୫ବର୍ଷ ଧରି ମାନେଶ୍ୱର...

କେନାଲ କାମ ବନ୍ଦ କଲା ଏମ୍‌ଆଇ ବିଭାଗ

ସମ୍ବଲପୁର, ୧୫।୬(ଶୁଭାଶିଷ ପାଢୀ) ଯୁଯୁମୁରା ବ୍ଲକରେ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୮୦ ଲକ୍ଷ ଟଙ୍କାରେ କେନାଲ ନିର୍ମାଣ ଚାଲିଥିଲା। ଚାଷୀଙ୍କ ଅଭିଯୋଗ ଆଧାରରେ ଧରିତ୍ରୀରେ ଜୁନ ୭ ତାରିଖରେ ଖବର ପ୍ରକାଶ ପାଇଥିଲା। ଏହା ପରେ ବିଭାଗୀୟ ତପ୍ତରତା...

ହାତୀ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ

ସମ୍ବଲପୁର,୧୪ା୬(ଶୁଭାଶିଷ ପାଢୀ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ବସିଆପଡା ଗ୍ରାମ ରାସ୍ତାପାର୍ଶ୍ୱ ନାଳ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହକୁ ବନ ବିଭାଗ ଠାବ କରିଥିଲା। ପେଟଜନିତ ରୋଗେରେ ଦନ୍ତାର ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମରେ ଏସିଏଫ୍‌ ତେଜରାଜ ନାୟକ...

ସମସ୍ୟା ଘେରରେ ଛେଣ୍ଡ ଭିଏସ୍‌ଏସ୍‌ ମାର୍କେଟ

ରାଉରକେଲା ଅଫିସ,୧୪।୬ (ବିପ୍ଳବ ରଞ୍ଜନ ଦାଶ) ରାଉରକେଲା ଛେଣ୍ଡ୍‌ରେ ଥିବା ଭିଏସ୍‌ଏସ୍‌ ମାର୍କେଟରେ ବସିବା ସ୍ଥାନ, ଷ୍ଟ୍ରିଟ୍‌ ଲାଇଟ୍‌, ପାର୍କିଂ, ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଫଳରେ ବ୍ୟବସାୟୀ ଓ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri