Rasifala

ରାଶିଫଳ: ଶନିବାର, ଫେବୃୟାରୀ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ଦ୍ୱିଜା ନକ୍ଷତ୍ରର ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ପାଇବା ଯୋଗୁ ମନ ଖୁସି ରହିପାରେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ପ୍ରଶଂସିତ ହେବେ। ପାରିବାରିକ…

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୧୧ ତାରିଖ – Daily Horoscope

ମେଷ ଆଜି ରାହୁଯୁକ୍ତ ଚନ୍ଦ୍ର ଦ୍ୱିତୀୟ ସ୍ଥାନରେ ଥିବାରୁ ଧନହାନି ଓ କଳହର ଆଶଙ୍କା ପୂର୍ଣ୍ଣମାତ୍ରାରେ ରହିଛି। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ…

ରାଶିଫଳ: ଗୁରୁବାର, ଫେବୃୟାରୀ ୧୦ ତାରିଖ – Daily Horoscope

ମେଷ ରାହୁଯୁକ୍ତ ଚନ୍ଦ୍ର ହେତୁ ଟେନସନ୍‌ ଆଜି କିଛି ମାତ୍ରାରେ ବଢ଼ିଯିବ। ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। କୃତ୍ତିକା ନକ୍ଷତ୍ର ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ ଓ ଏକ ପ୍ରକାର ମନୋବଳ ବୃଦ୍ଧି ପାଇବ।…

ରାଶିଫଳ: ବୁଧବାର, ଫେବୃୟାରୀ ୯ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର ପରିବାର ସକାଶେ ଅଳ୍ପ ଖର୍ଚ୍ଚରେ ଆବଶ୍ୟକତା ଚଳାଇ ନେବାକୁ ଚିନ୍ତା କରିବେ। ସହକର୍ମୀ ମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତି ଅନୁଭବ କରିପାରନ୍ତି।…

ରାଶିଫଳ: ମଙ୍ଗଳବାର , ଫେବୃୟାରୀ ୮ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ଜୀବନଯାତ୍ରାକୁ ସାବଲୀଳ କରାଇବାରେ ସହାୟକ ହେବ। ହଜିଲା ବଳଦ ଖୋଜିଲା ଠେଇଁ ପରି ହାତ ପାଆନ୍ତାକୁ ସୁବିଧା,ସୁଯୋଗ ଜୁଟିଯିବ। ପ୍ରତ୍ୟେକ ଦିଗରୁ ଲାଭବାନ୍‌ ହେବେ ଓ ଯାହା ଖୋଜୁଛନ୍ତି ତାହା ପାଇବେ। ସ୍ଥଗିତ କାମ ତ୍ୱରାନ୍ବିତ…

ରାଶିଫଳ: ସୋମବାର, ଫେବୃୟାରୀ ୭ ତାରିଖ – Daily Horoscope

ମେଷ ଆଜିର ରେବତୀ ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କୁ ସାହାଯ୍ୟ, ସହଯୋଗ ଯୋଗାଇଦେବାରେ ସମସ୍ୟା ସୃଷ୍ଟି କରିବ। ସାହାଯ୍ୟ କରିବା ପରିପ୍ରେକ୍ଷୀରେ ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‌ ସମ୍ଭାବନାକୁ ଦେଖି ଚିନ୍ତା ବଢ଼ିଯିବ। ଯେ କୌଣସି କ୍ଷେତ୍ରରେ ହେଉନା…

ରାଶିଫଳ: ରବିବାର, ଫେବୃୟାରୀ ୬ ତାରିଖ – Daily Horoscope

ମେଷ ଆଜି ଦୁଃସ୍ଥାନରେ ଚନ୍ଦ୍ର ହେତୁ ପାରିବାରିକ ଶାନ୍ତି ଭଗ୍ନ ହେବ। ଆତ୍ମୀୟଙ୍କ କାର୍ଯ୍ୟକଳାପରୁ ଦୂରଯାତ୍ରା ପାଇଁ ପ୍ରତିବନ୍ଧକ ସୃଷ୍ଟି ସୂଚନା ରହିଛି। ଯାତ୍ରା ସମୟରେ ଅସାବଧାନତା କାରଣରୁ ଜିନିଷପତ୍ର ହରାଇବାକୁ ପଡ଼ିପାରେ। ରଚନାମତ୍କ କାମ, ଆନୁଷ୍ଠାନିକ କାମ, ବନ୍ଧୁମାନଙ୍କ ସହ…

ରାଶିଫଳ:ଶନିବାର, ଫେବୃୟାରୀ ୫ ତାରିଖ – Daily Horoscope

ମେଷ ଆଜି ଅର୍ଥଲାଭ ସହ କିଛି ପୁରୁଣା କଥା ଓ କିଛି ନୂଆ କାମକୁ ନେଇ ବ୍ୟସ୍ତ ରହିବେ। ଆତ୍ମୀୟଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବେ। ବିଶ୍ୱାସର ବଶବର୍ତ୍ତୀ ହୋଇ କୌଣସି ବ୍ୟକ୍ତିଙ୍କ କଥାକୁ ସ୍ବୀକାର କରି ହଇରାଣରେ ପଡ଼ିପାରନ୍ତି। ଧର୍ମକାର୍ଯ୍ୟ,…

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୪ ତାରିଖ – Daily Horoscope

ମେଷ ଆଜି ପଡ଼ୋଶୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା ହିଁ ଚିନ୍ତାର ମୁଖ୍ୟ କାରଣ ହୋଇପାରେ। କର୍ମକ୍ଷେତ୍ରର ଅସଜଡ଼ା ପରିସ୍ଥିତି ଆପଣଙ୍କୁ ଅତ୍ୟଧିକ ଦାୟିତ୍ୱ ନେବାକୁ ବାଧ୍ୟ କରିବ। ପରିବାର ମଧ୍ୟରେ ପିଲାମାନଙ୍କ କାର୍ଯ୍ୟ କଳାପ ଆପଣଙ୍କୁ ଅସୁବିଧାରେ ପକାଇ ପାରେ।…

ରାଶିଫଳ: ଗୁରୁବାର, ଫେବୃୟାରୀ ୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବିବାଦୀୟ କଥା ଓ ଗୃହାରମ୍ଭ ସମସ୍ୟା ବହୁଳ ହୋଇପାରେ। ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ କାମ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଉଚ୍ଚାରୋହୀ ମଙ୍ଗଳ ହେତୁ ସ୍ବାସ୍ଥ୍ୟରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ।…

ରାଶିଫଳ: ବୁଧବାର, ଫେବୃୟାରୀ ୨ ତାରିଖ – Daily Horoscope

ମେଷ ଆଜିର ତାରିଖରେ ତିନୋଟି ଶୂନ ଓ ଚାରୋଟି ଦୁଇ, ସଂଖ୍ୟାତତ୍ତ୍ୱରୁ ଶୁଭଙ୍କରୀ ହେବାର ସୂଚନା ମିଳେ। ଯାତ୍ରା, ଅର୍ଥନୈତିକ କାରବାର, ଚାକିରି କ୍ଷେତ୍ରର ସମସ୍ୟା ସୁଧୁରି ଯିବ। କୃତ୍ତିକା ନକ୍ଷତ୍ରର ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ଆଶା ରହିଛି।…

ରାଶିଫଳ: ମଙ୍ଗଳବାର , ଫେବୃୟାରୀ ୧ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ଚତୁଃଗ୍ରହଯୋଗ ପାରିବାରିକ ଜୀବନକୁ କୁସୁମିତ କରିବ। ଭାଗ୍ୟସ୍ଥ ଶୁକ୍ର ଅର୍ଥାଗମର ରାସ୍ତା ଉନ୍ମୁକ୍ତ କରି ବିଳାସ ବ୍ୟସନରେ ମଧ୍ୟ ବ୍ୟୟ କରାଇବେ। କୌଣସି ବନ୍ଧୁଙ୍କୁ ଦେଖିବା ପାଇଁ ମନ ଛଟପଟ ହେବ। ପ୍ରକାଶନ, ପ୍ରଶାସନ, ସଭାସମିତି, ନିର୍ମାଣ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri