ଅଯୋଧ୍ୟାରେ ଭାଜପା ହାରିବା ପରେ, ଲକ୍ଷ୍ମଣ କହିଲେ…
ନୂଆଦିଲ୍ଲୀ, ୬ା୬: ଲୋକସଭା ନିର୍ବାଚନରେ ଭାଜପା ଅଯୋଧ୍ୟାର ଫୌଜାବାଦ୍ ଆସନରୁ ହାରିଯାଇଛି। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି। ବିପକ୍ଷ ଦଳର ନେତା ଏହାକୁ ହିନ୍ଦୁତ଼୍ବ ରାଜନୀତି ବିରୋଧରେ ଜନାଦେଶ ବୋଲି କହିଛନ୍ତି। ଅନ୍ୟପଟେ ଏହି ଆସନକୁ...
ଭାଜପାର ଟେନ୍ସନ୍ ବଢାଇଲା ଜେଡିୟୁ
ନୂଆଦିଲ୍ଲୀ,୬।୬: ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ। ଏଭଳି ପରିସ୍ଥିତିରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ଅନ୍ତର୍ଭୁକ୍ତ ଦଳଗୁଡ଼ିକ ଉପରେ ଭାଜପାର ନିର୍ଭରଶୀଳତା ବୃଦ୍ଧି ପାଇଛି। ଏନଡିଏର ସହଯୋଗୀମାନେ...
ପଶ୍ଚିମବଙ୍ଗରେ ହାରିବା ପରେ, ଭାଜପାରେ ଆରମ୍ଭ ହେଲା କଳି
କୋଲକାତା, ୬ା୬: ୨୦୨୪ ଲୋକସଭା ନିର୍ବାଚନରେ ଏନ୍ଡିଏକୁ ବହୁମତ ମିଳିଛି। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ହେଲେ ଚଳିତ ନିର୍ବାଚନରେ ପଶ୍ଟିମବଙ୍ଗ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଭାଜପା ନୈରାଶ୍ୟ ପ୍ରଦର୍ଶନ କରିଛି।...
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଇଡ଼ୁ, ବଦଳିଲା ଶପଥ ଉତ୍ସବ ତାରିଖ
ନୂଆଦିଲ୍ଲୀ, ୬।୬: ବିଧାନସଭା ନିର୍ବାଚନ ଜିତିବା ପରେ ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିବ ଟିଡିପି ବା ତେଲୁଗୁ ଦେଶମ୍ ପାର୍ଟି। ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ। ଏଥିପାଇଁ ଆସନ୍ତା ୯...
ନବନିର୍ବାଚିତ ଭାଜପା ଏମ୍ପିଙ୍କୁ ଦିଲ୍ଲୀ ଡାକରା
ନୂଆଦିଲ୍ଲୀ,୬।୬:ନବନିର୍ବାଚିତ ଭାଜପା ଏମ୍ପିଙ୍କୁ ଦିଲ୍ଲୀରୁ ଡାକରା ହୋଇଛି। ଫଳରେ ଆଜି ଭାଜପାର ୨୦ ଏମ୍ପି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଭାଜପାର ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହେବ। ଆସନ୍ତା ଜୁନ୍୮ରେ ମୋଦିଙ୍କ ଶପଥ ଉତ୍ସବରେ ମଧ୍ୟ ଏମ୍ପି...
ମାତ୍ର ୨୫ ବର୍ଷରେ ସଂସଦ ଯିବେ ୪ ଏମ୍ପି, ନିର୍ବାଚନ ଜିତି କଲେ ରେକର୍ଡ
ନୂଆଦିଲ୍ଲୀ, ୫ା୬: ସରିଛି ୨୦୨୪ ଲୋକସଭା ନିର୍ବାଚନ। ପ୍ରକାଶ ପାଇଛି ଫଳାଫଳ । ହେଲେ ଏହି ନିର୍ବାଚନରେ ରେକର୍ଡ କରିଛନ୍ତି ୪ ଯୁବ ଏମ୍ପି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଛନ୍ତି। ସେମାନେ...
ମୋଦିଙ୍କ ଶେଷ କ୍ୟାବିନେଟ୍ ବୈଠକ, କହିଲେ…
ନୂଆଦିଲ୍ଲୀ, ୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସେ ତାଙ୍କର ଦ଼୍ବିତୀୟ ପାଳି ସରକାରର ଶେଷ କ୍ୟାବିନେଟ୍ ବୈଠକ ଡକାଇଥିଲେ। ବୈଠକରେ ସେ କହିଥିଲେ...
ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ ଇସାରା, ଏନ୍ଡିଏକୁ ଫେରିପାରେ ଉଦ୍ଧବ ଶିବ ସେନା
ନୂଆଦିଲ୍ଲୀ, ୫ା୬: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଛୋଟ ଛୋଟ ଦଳଗୁଡ଼ିକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନ୍ଡିଏର ବୈଠକରେ ଯୋଗଦେବାକୁ ଦିଲ୍ଲୀ ପହଞ୍ଚିଛନ୍ତି। ଅନ୍ୟପଟେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ମଧ୍ୟ ଦିଲ୍ଲୀ...
ବଡ଼ ନେତାଙ୍କୁ ମାତ୍ ଦେଲେ କନଷ୍ଟେବଳଙ୍କ ପତ୍ନୀ, ବନିଲେ ଏମ୍ପି
ଜୟପୁର,୫ା୬: ରାଜସ୍ଥାନର ଭରତପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍ରୁ ନିର୍ବାଚନ ଜିତିଥିବା ଜଣେ ଦଳିତ ମହିଳାଙ୍କୁ ନେଇ ଏବେ ଜୋର ଚର୍ଚ୍ଚା। ତାଙ୍କ ନାମ ସଞ୍ଜନା ଜାଟୱ। ୨୫ ବର୍ଷିୟା ଏହି ମହିଳା ରାଜସ୍ଥାନର ସବୁଠାରୁ କମ୍ ବୟସର ଏମ୍ପି...
ସବୁଠି ଚର୍ଚ୍ଚା: କୁଆଡେ ଗଲେ ପାଣ୍ଡିଆନ?
ଭୁବନେଶ୍ୱର,୫।୬: ରାଜ୍ୟରେ ବିଜେଡିର ପରାଜୟ ପରେ ଆଉ ଏକ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସେଇଟି ହେଲା କୁଆଡେ ଗଲେ ପାଣ୍ଡିଆନ। ଜଣେ ଆଇଏଏସ୍ ଅଫିସର ହୋଇଥିଲେ ହେଁ ବିଜେଡିରେ ତାଙ୍କର ଦବ୍ଦବା ରହିଥିଲା। ନିର୍ବାଚନ ପୂର୍ବରୁ ଅବସର ନେବା ପରେ...
ନ୍ୟୁୟର୍କରେ ବିତିଥିଲା ଯୁବାବସ୍ଥା, ପାଶ୍ଚାତ୍ୟ ସଂସ୍କୃତିରେ ବଢ଼ିଥିବା ନବୀନ ଧଳା କୁର୍ତ୍ତା ପିନ୍ଧି ଲେଖିଥିଲେ ନୂଆ ରାଜନୈତିକ ଇତିହାସ
ଭୁବନେଶ୍ୱର,୫।୬: ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ନିଜର ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତିକୁ ନେଇ ଓଡ଼ିଶାବାସୀଙ୍କ ପ୍ରିୟ ପାଲଟିଥିବା ନବୀନ ପଟ୍ଟନାୟକ ଶେଷରେ ପରାଜିତ ହୋଇ ଇସ୍ତଫା ଦେଇଛନ୍ତି। ଗୋଟିଏ ପଟେ ବିଜେଡି ପରାଜୟର କାରଣ...
ଏହି ରାଜ୍ୟରେ ଭାଜପାର ହ୍ୟାଟ୍ରିକ୍ ବିଜୟ, ସମସ୍ତ ଆସନରେ ବିଜୟୀ
ନୂଆଦିଲ୍ଲୀ,୫ା୬: ଉତ୍ତରାଖଣ୍ଡର ସମସ୍ତ ୫ଟି ଆସନରେ ବିଜୟ ହାସଲ କରିଛି ଭାଜପା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଯୋଡ଼ି ଉତ୍ତରାଖଣ୍ଡରେ ଏକ ପ୍ରକାର ଯାଦୁ କରିଛି। ୨୦୨୪ ଲୋକସଭା ନିର୍ବାଚନ ଜିତି ହ୍ୟାଟ୍ରିକ୍ ହାସଲ...
Archives


