ଜାତୀୟ

୩ ଘଣ୍ଟା ଆକାଶରେ ଖେଳିଗଲା ଆତଙ୍କ: ବୁଲୁଥିଲା ବିମାନ, ଜାଣନ୍ତୁ କେମିତି ୧୪୭ ଜଣଙ୍କ ଜୀବନ ବଞ୍ଚାଇଲେ ପାଇଲଟ୍‌

ଚେନ୍ନାଇ,୧୨।୧୦: ତାମିଲନାଡୁର ତ୍ରିଚି ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଫ୍ଲାଇଟ AXB 613 ତାମିଲନାଡୁର ତିରୁଚିରାପଲ୍ଲୀରୁ ଅପରାହ୍ନ ୫.୪୦ରେ ଉଡ଼ାଣ ଭରିଥିଲା ଏବଂ ରାତି ପ୍ରାୟ ୮.୧୫ରେ ଉକ୍ତ ବିମାନବନ୍ଦରରେ ଅବତରଣ କଲା। ତିରୁଚିରାପଲ୍ଲୀ-ଶାରଜା ଏୟାର ଇଣ୍ଡିଆ…

କାହିଁକି ସାରା ବିଶ୍ୱରେ ବଢୁଛି ଭାରତର ପତିଆରା: ମୋହନ ଭାଗବତ କହିଲେ କାରଣ

ନାଗପୁର,୧୨।୧୦: ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ବିଜୟାଦଶମୀ ଅବସରରେ ନାଗପୁରର ରେଶମ ବାଗ ଗ୍ରାଉଣ୍ଡରେ ‘ଶସ୍ତ୍ର ପୂଜନ’ କରିଥିଲେ। ଏହି ସମୟରେ ସେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି।…

PM Internship: ଏହି ଯୋଜନାରେ ଛାତ୍ରୀଛାତ୍ରଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ, କ’ଣ ସବୁ ଆବଶ୍ୟକ

ନୂଆଦିଲ୍ଲୀ,୧୨।୧୦: ୨୧ରୁ ୨୪ ବର୍ଷ ବୟସର ଯୁବକମାନଙ୍କ ପାଇଁ ଦେଶର ପ୍ରସିଦ୍ଧ ୫୦୦ କମ୍ପାନୀରେ ଇଣ୍ଟର୍ନସିପ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ପିଏମ୍‌ ଇଣ୍ଟର୍ନସିପ ଯୋଜନା ଆରମ୍ଭ ହେବାକୁ ଯାଉଛି। ଇଣ୍ଟର୍ନସିପ ଅବଧି ୧୨ ମାସ ହେବ। ଦଶମ…

ରାହୁଲ ଗାନ୍ଧୀଙ୍କ ପାଖରୁ ବିରୋଧି ଦଳ ଆସନ ଛଡାଇନେବ ଇଣ୍ଡିଆ ମେଣ୍ଟ! ଭାଜପା କହିଲା…

ନୂଆଦିଲ୍ଲୀ,୧୨।୧୦: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଦାବି କରିଛି ଯେ ବିରୋଧୀଦଳ ଇଣ୍ଡିଆ ଦଳର ଗଠନକାରୀ ଦଳ ଲୋକ ସଭାରେ ବିରୋଧୀଦଳର ନେତାଙ୍କ ଭୂମିକା ବଦଳାଇବାକୁ ଚିନ୍ତା କରୁଛନ୍ତି। ଭାଜପା କହିଛି ଯେ ଯଦି ଇଣ୍ଡିଆ ଗଠବନ୍ଧନଙ୍କୁ ଲାଗୁଛି କି…

୬୦୦ ଭାରତୀୟ ସୈନ୍ୟ ବିପଦରେ

ନୂଆଦିଲ୍ଲୀ,୧୨ା୧୦: ଲେବାନନ୍‌ରେ ଥିବା ଜାତିସଂଘ ଶାନ୍ତିରକ୍ଷା ବାହିନୀକୁ ଟାର୍ଗେଟ କରି ଇସ୍ରାଏଲୀ ସେନାର ଆକ୍ରମଣ ଘଟଣାରେ ଭାରତ ଉଦ୍‌ବେଗ ପ୍ରକାଶ କରିଛି। ଦକ୍ଷିଣ ଲେବାନନ୍‌ର ନାକୁରାସ୍ଥିତ ୟୁଏନ୍‌ଆଇଏଫ୍‌ଆଇଏଲ୍‌ ମୁଖ୍ୟାଳୟରେ ଇସ୍ରାଏଲ୍‌ର ଆକ୍ରମଣ ଯୋଗୁ ଶାନ୍ତିବାହିନୀର ୨ ସୈନ୍ୟ ଆହତ ହୋଇଛନ୍ତି। ଲେବାନନ୍‌ରେ ଜାତିସଂଘ…

ଏନ୍‌ଡିଏରୁ ଓହରନ୍ତୁ ନୀତୀଶ

ଲକ୍ଷ୍ନୌ,୧୨ା୧୦: ସମାଜବାଦୀ ମାର୍ଗଦର୍ଶକ ତଥା ଜରୁରିକାଳୀନ ପରିସ୍ଥିତିର ଦୃଢ଼ ସମାଲୋଚକ ସ୍ବର୍ଗତ ଜୟପ୍ରକାଶ ନାରାୟଣଙ୍କୁ ନେଇ ୟୁପିର ଶାସକ ଭାଜପା ଏବଂ ବିରୋଧୀ ଏସ୍‌ପି ବର୍ତ୍ତମାନ ମୁହଁାମୁହଁି ସ୍ଥିତିରେ। ଶୁକ୍ରବାର ଏହି ସୋସିଆଲିଷ୍ଟ ନେତାଙ୍କ ଜୟନ୍ତୀ ଥିଲା। ଏହି ପରିପ୍ରେକ୍ଷୀରେ ଲକ୍ଷୌ ରାଜରାସ୍ତାରେ…

ପୁଣି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: କିଛି ସମୟ ଅଟକିଗଲା ଶହ ଶହ ଲୋକଙ୍କ ନିଃଶ୍ୱାସ

ନୂଆଦିଲ୍ଳୀ,୧୨।୧୦: ତାମିଲନାଡୁରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ମହୀଶୂରରୁ ବିହାରର ଦରଭଙ୍ଗା ଅଭିମୁଖେ ଯାଉଥିବା ମହୀଶୂର-ଦରଭଙ୍ଗା ବାଗମତି ଏକ୍ସପ୍ରେସ ଟ୍ରେନ (୧୨୫୭୮) କଭାରପେଟ୍ଟାଇ ରେଳ ଷ୍ଟେଶନ ନିକଟରେ ଏକ ମାଲଗାଡି ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ…

୧୦୫ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧୨ା୧୦: ‘କନ୍‌ସର୍ନ ଓ୍ବାଲର୍‌ଡଓ୍ବାଇଡ୍‌’ ଏବଂ ‘ଓ୍ବେଲ୍‌ଥ ହଙ୍ଗର ଲାଇଫ୍‌’ ପକ୍ଷରୁ ମିଳିତ ଭାବେ ବିଶ୍ୱବ୍ୟାପୀ କ୍ଷୁଧା ସ୍ଥିତିକୁ ନେଇ ସର୍ବେକ୍ଷଣ କରାଯିବା ପରେ ଶୁକ୍ରବାର ୧୯ତମ ବିଶ୍ୱ କ୍ଷୁଧା ସୂଚକାଙ୍କ (ଜିଏଚ୍‌ଆଇ) ସିରିଜ୍‌ ପ୍ରକାଶ ପାଇଛି। କେଉଁ ରାଷ୍ଟ୍ରଗୁଡ଼ିକରେ ଖାଦ୍ୟ କ୍ଷେତ୍ରରେ…

ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ

ଚେନ୍ନାଇ,୧୧ା୧୦: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ୪୫ ବର୍ଷୀୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବିମାନଟି ଜୟପୁରରୁ ଚେନ୍ନାଇ ଯାଉଥିଲା। ମହିଳା ଜଣକ ଏ ସମ୍ପର୍କରେ ବିମାନର କ୍ରିଉଙ୍କୁ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଗର୍ଲଫ୍ରେଣ୍ଡକୁ ବୁଲାଇ ନେବ ସାଙ୍ଗ: କାର୍ ଚୋରି କରି ବନ୍ଧା ହେଲେ ତିନି କଲେଜ ଛାତ୍ର

ନୂଆଦିଲ୍ଲୀ,୧୧ା୧୦: ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇ ବନ୍ଧା ହେଲେ ସାଙ୍ଗ। ପ୍ରେମିକାକୁ ନୂଆ ଗାଡ଼ିରେ ସାଙ୍ଗ ବୁଳାଇ ନେବ ବୋଲି କାର୍ ଚୋରି କରିବାରେ ସାହାଯ୍ୟ କରି ପୋଲିସ ହାତରେ ପଡିଛନ୍ତି ତିନି ସାଙ୍ଗ। ଏଭଳି ଏକ ଘଟଣା ଘଟିଛି ଜାତୀୟ…

ନୋଏଲ ଦାୟିତ୍ୱ ଗ୍ରହଣ କରୁ କରୁ ଉଡିଲା ଟାଟାର ଶେୟାର, ସବୁହେଲା ଗ୍ରୀନ୍‌ ଗ୍ରୀନ୍‌

ମୁମ୍ବାଇ,୧୧।୧୦: ରତନ ଟାଟାଙ୍କ ଦେହାନ୍ତ ପରେ ନୋଏଲ ଟାଟା ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ ହୋଇଛନ୍ତି। ଏହି ଖବର ପରେ ଟାଟା ଗ୍ରୁପର ଅନେକ ଶେୟାର ଶୁକ୍ରବାର ବୃଦ୍ଧି ପାଇଛି। ବୋର୍ଡ ଦ୍ୱାରା ସର୍ବସମ୍ମତି କ୍ରମେ ନୋଏଲ ଟାଟାଙ୍କୁ…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ପିତାଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେ ନାହିଁ ଝିଅ! ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ,୧୧।୧୦: ସାଧାରଣତଃ କୁହାଯାଏ ଯେ ସେ ପୁଅ କିମ୍ବା ଝିଅ, ଉଭୟ ମାତାପିତାଙ୍କ ପାଇଁ ସମାନ । କିନ୍ତୁ ଅନେକ ଥର ଯେତେବେଳେ ସମ୍ପତ୍ତି ବିଷୟରେ କଥା ଆସେ, ଅଧିକାଂଶ ଲୋକ ଅନୁଭବ କରନ୍ତି ଯେ ଏହା ଉପରେ କେବଳ ପୁଅର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri