କେଉଁଠୁ ଆସୁଛି ବିମାନକୁ ବୋମାରେ ଉଡାଇ ଦେବାର ଧମକ, ଗୁଇନ୍ଦା ଏଜେନ୍ସି ହାତରେ ଲାଗିଲା ବଡ ତଥ୍ୟ
ନୂଆଦିଲ୍ଲୀ,୧୭।୧୦: ସୋସିଆଲ ମିଡିଆରେ ବିଭିନ୍ନ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବାର କିଛି ଦିନ ପରେ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା ଲଣ୍ଡନ ଏବଂ ଜର୍ମାନୀର ଆଇ.ପି. ଆଡ୍ରେସରେ ଧମକ ପୋଷ୍ଟ କରିବା ପାଇଁ ଆଇପି ଆଡ୍ରେସ ସମ୍ପର୍କରେ ସୂଚନା ମିଳିଛି।…
ବିଦେଶରେ ବସିଥିବା ଲୋକ ଚଲାଉଛନ୍ତି କଂଗ୍ରେସ ଅଧ୍ୟକ୍ଷଙ୍କ ଫେସବୁକ ଆକାଉଣ୍ଟ, ଖାର୍ଗେଙ୍କ ଉପରେ ବଡ ଅଭିଯୋଗ
ନୂଆଦିଲ୍ଲୀ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମରେ ଏକ ଭେରିଫାଏଡ ଫେସବୁକ ପେଜ୍କୁ ଦର୍ଶାଇ ଭାଜପା ଅଭିଯୋଗ କରିଛି ଯେ କଂଗ୍ରେସ ଅଧ୍ୟକ୍ଷଙ୍କ ଇଣ୍ଟରନେଟ ମିଡିଆ ବିଦେଶରେ ବସିଥିବା ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହି ଅଭିଯୋଗକୁ ଖଣ୍ଡନ କରି ଖାର୍ଗେଙ୍କ…
ସରକାରଙ୍କ ଚିନ୍ତା ବଢ଼ାଉଛି ବିଷାକ୍ତ ମଦ ମୃତ୍ୟୁ
ପାଟନା,୧୭ା୧୦: ୨୦୧୬ରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବିହାରରେ ମଦମୃତ୍ୟୁ। ରାଜ୍ୟର ସିଓ୍ବାନ ଏବଂ ସରନ୍ ଜିଲାରେ ବିଷାକ୍ତ ମଦ ପିଇ ଅନୂ୍ୟନ ୨୫ ଜଣ ପ୍ରାଣ ହରାଇଛନ୍ତି। ସିଓ୍ବାନରେ ବିଷାକ୍ତ ମଦ ୨୦ ଜୀବନ ନେଇଥିବାବେଳେ ସରନରେ ୫ ଜଣଙ୍କ…
ଦିଲ୍ଲୀରୁ କେଜରିଓ୍ବାଲଙ୍କ ବିଦାୟ ହେବା ନିଶ୍ଚିତ: ବିରେନ୍ଦ୍ର ସଚଦେବା
ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀ ଭାଜପା ରାଜ୍ୟ ସଭାପତି ବିରେନ୍ଦ୍ର ସଚଦେବ ଗୁରୁବାର ଆଇଏନଏସ ସହ କଥାବାର୍ତ୍ତା ବେଳେ କେଜରିୱାଲଙ୍କ ଚିଠି ଏବଂ କଂଗ୍ରେସର ‘ନ୍ୟାୟ-ରଥ’କୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଦାବି କରିଛନ୍ତି…
ତମନ୍ନା ଭାଟିଆଙ୍କୁ ଜେରା କଲା ଇଡି, କାହିଁକି ଜାଣନ୍ତୁ…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ପଚରାଉଚରା କରୁଛି। ମହାଦେବ ବେଟିଂ ଆପ୍ ସହାୟକ ଆପ ଫେୟାର ପ୍ଲେରେ ଆଇପିଏଲ ମ୍ୟାଚକୁ ପ୍ରମୋଟ କରିବା ମାମଲାରେ ଅଭିନେତ୍ରୀଙ୍କୁ ଇଡି ପକ୍ଷରୁ ପଚରାଉଚରା କରାଯାଉଛି। ଏହି ଆପରେ ଆଇପିଏଲ ମ୍ୟାଚ…
ଲରେନ୍ସ ବିଷ୍ଣୋଇଙ୍କ ଗୁରୁ କିଏ? DSPଙ୍କ ତଥ୍ୟ ବଢାଉଛି ସସପେନ୍ସ
ନୂଆଦିଲ୍ଲୀ,୧୭।୧୦: ବାବା ସିଦ୍ଦିକhଙ୍କ ହତ୍ୟା ମାମଲାରେ ସମସ୍ତଙ୍କ ମୁହଁରେ କେବଳ ଗୋଟିଏ ନାମ ଅଛି, ତାହା ହେଉଛି ଲରେନ୍ସ ବିଷ୍ଣୋଇ। ବର୍ତ୍ତମାନ ଗୁଜୁରାଟର ସାବରମତି ଜେଲରେ ବନ୍ଦ। ବିଷ୍ଣୋଇଙ୍କ ୁପରେ ଅଭିଯୋଗ ରହିଛି କି ସେ ଅନେକ ହତ୍ୟା ମାମଲାରେ ଜଡିତ…
ମୋଦିଙ୍କ ନିଦ ହଜାଇଲେ ଚିରାଗ ପାସଓ୍ବାନ, ୟୁପି ଉପନିର୍ବାଚନ ପୂର୍ବରୁ…
ନୂଆଦିଲ୍ଲୀ,୧୭।୧୦: ଲୋକ ଜନଶକ୍ତି ପାର୍ଟି ରାମ ଭିଲାସ ପାସୱାନ ଫୁଲପୁର ଏବଂ ମଞ୍ଝବା ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଉଭୟ ଆସନରେ ଖୁବ୍ଶୀଘ୍ର ଅନୁସୂଚିତ ବର୍ଗର ପ୍ରାର୍ଥୀ ଘୋଷଣା କରାଯିବ। ଦଳ ଏନଡିଏ ମେଣ୍ଟରେ ସାମିଲ, ତଥାପି ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା…
ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନସ ୮ ଡବା ଲାଇନଚ୍ୟୁତ, ହେଲ୍ପଲାଇନ ନମ୍ବର ଜାରି
ନୂଆଦିଲ୍ଲୀ,୧୭।୧୦: ଟ୍ରେନ ଦୁର୍ଘଟଣା ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଏବେ ଡିବାଲେଙ୍ଗ ଷ୍ଟେଶନରେ ଏକ ଦୁର୍ଘଟଣା ଘଟିଛି ଯେତେବେଳେ ଅଗରତାଲା-ଲୋକମାନ୍ୟ ତିଲକ ଟର୍ମିନାସ ଡିରେଲ ହୋଇଛି। ଭାରତୀୟ ରେଲଓ୍ବେର ସୂଚନା ଅନୁଯାୟୀ ଟ୍ରେନର ୮ଟି କୋଚ ଲାଇନ ଚ୍ୟୁତ ହୋଇଛି।…
ହରିୟାଣାରେ କଂଗ୍ରେସକୁ ବଡ଼ ଝଟକା, ଦଳ ଛାଡିଲେ ବରିଷ୍ଠ ନେତା
ଚଣ୍ଡିଗଡ,୧୭।୧୦: କଂଗ୍ରେସର ବରିଷ୍ଠ ନେତା କ୍ୟାପଟେନ ଅଜୟ ସିଂ ଯାଦବ ହରିୟାଣାରେ ଦଳକୁ ଏକ ବଡ଼ ଝଟକା ଦେଇଛନ୍ତି। ସେ ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ଆଜି ସକାଳେ ଅଜୟ ଯାଦବ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେ…
କାହିଁକି ୧୭ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସାଇନି? କାରଣ ବହୁତ ବଡ…
ଚଣ୍ଡିଗଡ଼,୧୭।୧୦: ଭାରତୀୟ ଜନତା ପାର୍ଟି (ଭାଜପା)ର ନେତା ନାୟାବ ସିଂ ସାଇନି କ୍ରମାଗତ ଦ୍ୱିତୀୟ ଥର ପାଇଁ ଗୁରୁବାର (୧୭ ଅକ୍ଟୋବର)ରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପଞ୍ଚକୁଲା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର…
ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍
ନୂଆଦିଲ୍ଲୀ,୧୭।୧୦: ବାଂଲାଦେଶରେ ହୋଇଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେବେଠାରୁ ତାଙ୍କ ବିଷୟରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ। ଏହି ସମୟରେ…
କାନାଡ଼ାକୁ ମୁହେଁ ମୁହେଁ ଶୁଣାଇ ଦେଲା ଭାରତ: ପ୍ରମାଣ ଦିଅ ନଚେତ୍…
ନୂଆଦିଲ୍ଲୀ,୧୭।୧୦: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବୃତ୍ତି ବିରୋଧରେ ଭାରତ ଦୃଢ ବିରୋଧ କରିଥିଲା। ଟ୍ରୁଡୋ ସ୍ବୀକାର କରିଛନ୍ତି, ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଏହି ସମୟରେ, ଭାରତୀୟ ବୈଦେଶିକ…
Archives


