ଜାତୀୟ

ସିଜେଆଇ ପରେ ଏହି ବଡ଼ ପଦବୀ ସମ୍ଭାଳିବେ ଚନ୍ଦ୍ରଚୂଡ! ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୯।୧୧: ବିଦାୟ ନେଇଛନ୍ତି ଡି.ୱାଇ.ଚନ୍ଦ୍ରଚୂଡ଼। ଭାରତର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଶୁକ୍ରବାର ନିଜର କାର୍ଯ୍ୟକାଳ ଶେଷ କରିଛନ୍ତି। ସେ ନଭେମ୍ବର ୧୦ ତାରିଖରେ ଅବସର ନେବେ। ଏଣୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ନିମନ୍ତେ କୋର୍ଟରେ ଶୁକ୍ରବାର ଏକ…

କାର୍‌ର ହେଲା ଅନ୍ତିମ ସଂସ୍କାର; ଯୋଗଦେଲେ ୧୫ ହଜାର ଲୋକ: ଦେଖନ୍ତୁ ଭିଡିଓ

ଗାନ୍ଧୀନଗର,୯।୧୧: ସାଧାରଣତଃ ଅନେକ ପ୍ରକାରର ବିଦାୟ ସମାରୋହ ଦେଖିବାକୁ ମିଳେ। ସରକାରୀ କାର୍ଯ୍ୟାଳୟରୁ ଅଧିକାରୀଙ୍କ ବିଦାୟ, ବିବାହରେ କନ୍ୟାର ବିଦାୟ ଏବଂ ଜୀବନର ଅନ୍ତିମ ବିଦାୟ। କିନ୍ତୁ ଆପଣ କେବେ କାରର ଅନ୍ତିମ ବିଦାୟ ଦେଖିଛନ୍ତି କି? ହଁ, ଜଣେ ବ୍ୟକ୍ତି…

ରାମମନ୍ଦିର ନିର୍ମାଣ ପାଇଁ ମିଳୁନାହାନ୍ତି ଶ୍ରମିକ, ନୃପେନ୍ଦ୍ର ମିଶ୍ର କହିଲେ ପ୍ରକୃତ କାରଣ…

ଅଯୋଧ୍ୟା,୯ା୧୧: ଅଯୋଧ୍ୟାରେ ନିର୍ମିତ ରାମମନ୍ଦିର ନିର୍ମାଣ ବର୍ତ୍ତମାନ ତିନିମାସ ବିଳମ୍ବ ହୋଇପାରେ ଏବଂ ବର୍ତ୍ତମାନ ଏହି ମନ୍ଦିର ସେପ୍ଟେମ୍ବର ୨୦୨୫ ସୁଦ୍ଧା ପ୍ରସ୍ତୁତ ହେବାର ସମ୍ଭାବନା ଅଛି। ରାମମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ସୂଚନା ଦେଇ କହିଛନ୍ତି ଯେ,…

ମୁଖ୍ୟମନ୍ତ୍ରୀଙ୍କ ପିଏ ଘର ଉପରେ ଆଇଟି ଚଢାଉ

ରାଞ୍ଚି,୯।୧୧:: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଖବର ଆସିଛି। ଏଠାରେ ଆୟକର ବିଭାଗ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ପରାମର୍ଶଦାତା (ପିଏ) ସୁନୀଲ ଶ୍ରୀବାସ୍ତବ ଏବଂ ତାଙ୍କ ସହ ଜଡିତ ଲୋକଙ୍କ ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ,…

ଏକ୍ସପ୍ରେସ୍‌ ଟ୍ରେନ ଲାଇନଚ୍ୟୁତ: ଉଦ୍ଧାର ଜାରି

କୋଲକାତା,୯।୧୧: ପଶ୍ଚିମବଙ୍ଗ: ସାଲିମାର-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ ଶନିବାର ସକାଳୁ ଲାଇନଚ୍ୟୁତ ହୋଇଛି। ହାୱଡ଼ା ନାଲପୁର ଷ୍ଟେଶନ ନିକଟରେ ଏହି ଘଟଣା ଘଟିଛି। ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ୧୫ଜଣ ଆହତ ହୋଇଛନ୍ତି। ମୃତାହତ ନେଇ…

ସିଧା ଶୁଣାଇଦେଲେ ମୋଦି: କହିଲେ, ବିଶ୍ୱର କୌଣସି ଶକ୍ତି ଅନୁଚ୍ଛେଦ ୩୭୦କୁ କରିପାରିବ ନାହିଁ ପୁନଃ ଅବସ୍ଥାପିତ

ନାସିକ/ନୂଆଦିଲ୍ଲୀ,୯ା୧୧:ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପରେ କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବି ଜୋର ଧରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍‌କୁ ଟାର୍ଗେଟ କରିଛନ୍ତି। ଇଣ୍ଡିଆ ବ୍ଲକ୍‌ ଜମ୍ମୁ-କଶ୍ମୀରକୁ ସମ୍ବିଧାନ…

ଏଏମ୍‌ୟୁକୁ ସଂଖ୍ୟାଲଘୁ ମାନ୍ୟତା: ନୂଆ ପୀଠ ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ,୯ା୧୧: ଆଲିଗଡ଼ ମୁସ୍‌ଲିମ ୟୁନିଭର୍ସିଟି (ଏଏମ୍‌ୟୁ)ର ସଂଖ୍ୟାଲଘୁ ମାନ୍ୟତାକୁ ନେଇ ରହିଥିବା ବିବାଦୀୟ ଆଇନଗତ ପ୍ରଶ୍ନ ଉପରେ ନୂଆ ଖଣ୍ଡପୀଠ ନିଷ୍ପତ୍ତି ନେବେ। ସୁପ୍ରିମକୋର୍ଟ ଏହାର ୧୯୬୭ର ରାୟକୁ ଶୁକ୍ରବାର ଖାରଜ କରିଦେଇଛନ୍ତି। କେନ୍ଦ୍ରୀୟ ଆଇନ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଶ୍ୱବିଦ୍ୟାଳୟକୁ…

ବିଶ୍ୱରେ ପ୍ରତି ୧୩ ମିନିଟ୍‌ରେ ଜଣେ ପିଲା ହତ୍ୟାର ଶିକାର

ନୂଆଦିଲ୍ଲୀ,୯ା୧୧:ବିଶ୍ୱର ୧ ବିଲିୟନ୍‌ (୧୦୦ କୋଟି)ରୁ ଊର୍ଦ୍ଧ୍ୱ ଶିଶୁ ବିଭିନ୍ନ ପ୍ରକାର ହିଂସା ଦ୍ୱାରା ପ୍ରଭାବିତ। ପିଲାମାନେ ବିଶେଷକରି ଦୁର୍ବ୍ୟବହାର, ଠକେଇ, ଶାରୀରିକ ଓ ମାନସିକ ନିର୍ଯାତନା, ଯୌନ ହିଂସା ପୀଡ଼ିତ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ସଦ୍ୟ…

ମିଡିଆ ଟ୍ରାଏଲ୍‌ ବିରୋଧରେ ପ୍ରେସ୍‌ ଲକ୍ଷ୍ମଣରେଖା ଟାଣିବା ଜରୁରୀ: ହାଇକୋର୍ଟ

ନୂଆଦିଲ୍ଲୀ,୮ା୧୧: ସ୍ବାଧୀନ ମତବ୍ୟକ୍ତ କରିବା ଅଧିକାର ଗଣମାଧ୍ୟମର ରହିଛି, କିନ୍ତୁ ଏହି ଅଧିକାର ଆଳରେ ଗଣମାଧ୍ୟମ ଅଦାଲତର ଭୂମିକା ନିଭାଇ ପାରିବ ନାହିଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। କୋର୍ଟ ରାୟ ପୂର୍ବରୁ ଗଣମାଧ୍ୟମ କୌଣସି ବ୍ୟକ୍ତିଙ୍କୁ ଦୋଷୀସାବ୍ୟସ୍ତ କରିପାରିବ ନାହିଁ।…

ମୁଖ୍ୟମନ୍ତ୍ରୀଙ୍କ ପ୍ଲେଟରୁ ଗାଏବ ହେଲା ସିଙ୍ଗଡା, ଯାଞ୍ଚ କଲା ସିଆଇଡି

ନୂଆଦିଲ୍ଲୀ,୮।୧୧: କଂଗ୍ରେସ ଶାସନାଧୀନ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖଓ୍ବିନ୍ଦର ସିଂ ସୁଖୁଙ୍କ ସିଙ୍ଗଡ଼ା ତାଙ୍କ ସୁରକ୍ଷା କର୍ମୀମାନେ ଖାଇଦେଇଥିବା କ୍ରାଇମ୍‌ ଇନ୍‌ଭେଷ୍ଟିଗେଶନ୍‌ ଡିପାର୍ଟମେଣ୍ଟ (ସିଆଇଡି) ତଦନ୍ତରୁ ଜଣାପଡ଼ିବା ପରେ ଶୁକ୍ରବାର ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାର ସିଆଇଡି ତଦନ୍ତ…

ଭାଜପାରେ ଯୋଗଦେବା ପାଇଁ ପଡୁଛି ଚାପ: ଚାଞ୍ଚଲ୍ୟକର ଖୁଲାସା କଲେ ସଞ୍ଜୟ ରାଉତ

ପୁଣେ,୮।୧୧: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ନେତାଙ୍କ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ସେପଟେ ଉଦ୍ଧବ ଠାକ୍‌ରେ ଦଳର ନେତା ସଞ୍ଜୟ ରାଉତ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ ତାଙ୍କ ଉପରେ ଚାପ ରହିଛି। ଏଥିସହ ଭାଜପା କେବଳ ବିଭାଜନ କାର୍ଯ୍ୟରେ…

ଭାରତକୁ ମହାନ ଶକ୍ତି କହିଲେ ପୁଟିନ; ଚାଇନା-ପାକିସ୍ତାନକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ, ୮।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ପ୍ରଶଂସା କରି ଭାରତକୁ ଏକ ମହାନ ଶକ୍ତି ବୋଲି କହିଛନ୍ତି। ଭାରତର ଅର୍ଥବ୍ୟବସ୍ଥା, ସଂସ୍କୃତି ଏବଂ ଭବିଷ୍ୟତରେ ସମ୍ଭାବନାକୁ ଖୁବ ପ୍ରଶଂସା କରିଥିଲେ। ପୁଟିନ ବଦ୍ଲାଇ ଆଲୋଚନାରେ ରୁଷିଆ ଏବଂ ଭାରତର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri