ଜାତୀୟ

Supreme Court Judges Property: ଶେୟାର, ସୁନା, ଘର, CJIଙ୍କ ସମେତ ୩୩ ଜଜଙ୍କର କ’ଣ ରହିଛି ସମ୍ପତ୍ତି ଜଣାପଡିଲା ସତ

ନୂଆଦିଲ୍ଲୀ,୬।୫: ସୁପ୍ରିମକୋର୍ଟର ବିଚାରପତିମାନେ ସେମାନଙ୍କର ସମ୍ପତ୍ତି ବିବରଣୀ ସାର୍ବଜନୀନ କରିଛନ୍ତି। ଏପ୍ରିଲ ୧ ତାରିଖରେ ସମସ୍ତ ବିଚାରପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ପରବର୍ତ୍ତୀ ମୁଖ୍ୟ ବିଚାରପତି ବି ଆର ଗଭାଇଙ୍କ…

ନାଲି ଆଖି ଦେଖାଇଲେଣି ମମତା, ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ

କୋଲକାତା,୬।୫: ପଶ୍ଚିମବଙ୍ଗ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାହ ଥମିବାରେ ନାଁ ନେଉନି। ଏବେ ଦୀଘା ମନ୍ଦିର ସାମ୍ନାରେ ଲାଗିଛି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ। ଇଂରାଜୀରେ ବଡ ବଡ ଅଡ଼ରରେ ‘ଜଗନ୍ନାଥ ଧାମ’ ଲେଖାଥିବା ହୋର୍ଡିଂ ଲାଗିବା…

ମାଓବାଦୀଙ୍କ ବର୍ବର କାଣ୍ଡ: ନାୟବ ସରପଞ୍ଚଙ୍କୁ ଗଳାକାଟି ହତ୍ୟା

ସୁକମା/ମାଲକାନଗିରି,୬।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମା ଛତିଶଗଡ ସୁକୁମା ଜିଲାରେ ମାଓବାଦୀ ମାନେ ବର୍ବର କାଣ୍ଡ ଭିଆଇଛନ୍ତି। ସୁକୁମା ଜିଲାର ତାର୍ଲବେଡା ନାଏବ ସରପଂଚଙ୍କୁ ଗଳାକାଟି ହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ମଧ୍ୟ ରାତ୍ରରେ କେତେଜଣ ସଶସ୍ତ୍ର ମାଓବାଦୀ…

ଭାରତ-ପାକ ଉତ୍ତେଜନାକୁ ନେଇ ହେଲା Close Door ବୈଠକ, ପାକିସ୍ତାନ କହିଲା ପୂରଣ ହେଲା ଇଚ୍ଛା

ନୂଆଦିଲ୍ଲୀ,୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ସମ୍ପର୍କରେ ଜାତିସଂଘ ସୁରକ୍ଷା ପରିଷଦରେ ଏକ ରୁଦ୍ଧଦ୍ୱାର ବା Close Door ବୈଠକ ଅନୁଷ୍ଠିତ ହୋଇଥିଲା। ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ପଡ଼ୋଶୀ ଦେଶ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଉପରେ ଜାତିସଂଘର ମହାସଚିବ…

ପାକିସ୍ତାନକୁ ଚେନାବ ଜଳ ରୋକିଲା ଭାରତ

ନୂଆଦିଲ୍ଲୀ,୬ା୫: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପ୍ରଥମ ପଦକ୍ଷେପ ସ୍ବରୂପ ସିନ୍ଧୁନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିବାବେଳେ ରବିବାର ଜମ୍ମୁର ବାଗ୍ଲିହାର ଡ୍ୟାମ୍‌ରୁ ଚେନାବ ନଦୀଜଳ ପ୍ରବାହକୁ ସାମୟିକ ଭାବେ ରୋକିଛି। ବନ୍ଦିପୋର ନିକଟ କିଶନଗଙ୍ଗା ଡ୍ୟାମ୍‌ରୁ ମଧ୍ୟ ଅନୁରୂପ…

ସାରା ବିଶ୍ୱକୁ ଦମ୍‌ ଦେଖାଇଲା ଭାରତ, ସମୁଦ୍ର ମଝିରେ MIGMର ସଫଳ ପରୀକ୍ଷଣ କରି…  

ନୂଆଦିଲ୍ଲୀ,୫।୫: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଭାରତ ପୁଣି ଥରେ ବିଶ୍ୱକୁ ନିଜର ଶକ୍ତି ଦେଖାଇଛି। ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ମଲ୍ଟି-ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ (MIGM)ର ସଫଳତାର ସହ…

ଭାରତର ବଡ଼ ଯୋଜନା: ଏଡିବି ଅଧ୍ୟକ୍ଷଙ୍କୁ ଭେଟିଲେ ସୀତାରାମନ୍‌

ନୂଆଦିଲ୍ଲୀ,୫ା୫: ଗତ ମାସ ୨୨ ତାରିଖରେ ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଏକାଧିକ କୂଟନୈତିକ କଟକଣା ଲଗାଇଥିବା ବେଳେ ଏବେ ଆର୍ଥତ୍କ ଆକ୍ରମଣ କରିବାକୁ ଲକ୍ଷ୍ୟ ରଖିଛି। ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆର୍ଥତ୍କ ସହାୟତା ଯୋଗାଉଥିବା ଇସ୍‌ଲାମାବାଦକୁ ଅନ୍ତର୍ଜାତୀୟ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଲେ ରାହୁଲ ଗାନ୍ଧୀ, ଚାଲିଛି ବଡ଼ ଅଲୋଚନା

ନୂଆଦିଲ୍ଲୀ, ୫।୫: ଲୋକସଭାରେ କଂଗ୍ରେସର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପରବର୍ତ୍ତୀ ମୁଖ୍ୟଙ୍କ ନିଯୁକ୍ତି ପାଇଁ ଏକ ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି। ସିବିଆଇ ମୁଖ୍ୟଙ୍କୁ…

ସଙ୍କଟମୋଚକ ସାବ୍ୟସ୍ତ ହେବ PAN କାର୍ଡ, ଅତି ସହଜରେ ମିଳିଯିବ ୫ ଲକ୍ଷ ଟଙ୍କାର ଋଣ; ଧ୍ୟାନ ରଖିବେ ଏସବୁ…

ନୂଆଦିଲ୍ଲୀ,୫।୫: ଆଜିର ସମୟରେ PAN Card କେବଳ ଏକ ପରିଚୟ ପତ୍ର ନୁହେଁ ବରଂ କାରବାର ପାଇଁ ବିଶ୍ୱସନୀୟତାର ପ୍ରମାଣପତ୍ର ମଧ୍ୟ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଆପଣ ପାନ କାର୍ଡ ବ୍ୟବହାର କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

ପାକିସ୍ତାନର ଆକ୍ରମଣ କଲେ କିପରି ହେବ ମୁକାବିଲା ? ଆସନ୍ତା ୭ରେ ଅନେକ ରାଜ୍ୟକୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୫ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ବେଳେ, କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଆସନ୍ତା ୭ ମଇରେ ଅନେକ ରାଜ୍ୟରେ ସମସ୍ତ ରାଜ୍ୟରେ ନାଗରିକ ସୁରକ୍ଷା ପାଇଁ ମକ୍ ଡ୍ରିଲ୍ (ବିପର୍ଯ୍ୟୟ…

ଭାରତରେ ପ୍ରଥମ ଥର ପାଇଁ ଆସିଲା ନୂଆ ଚିକିତ୍ସା ବ୍ୟବସ୍ଥା: ଟ୍ରାକ୍ ହେବ ରିଅଲ-ଟାଇମରେ କ୍ୟାନ୍ସର ଟ୍ୟୁମର

ନୂଆଦିଲ୍ଲୀ,୫ା୫: ଭାରତରେ ଏକ ଅତ୍ୟାଧୁନିକ କର୍କଟ ଚିକିତ୍ସା ସିଷ୍ଟମ ଆସିଛି ଯାହା ରିଅଲ-ଟାଇମରେ କର୍କଟ ଟ୍ୟୁମରକୁ ଟ୍ରାକ୍ କରେ। ଏଲେକ୍ଟା ୟୁନିଟି ଏମଆର ଲିନାକ ନାମକ ଏହି ମେସିନ ରିଅଲ-ଟାଇମ ମ୍ୟାଗ୍ନେଟିକ ରେଜୋନାନ୍ସ ଇମେଜିଂ (ଏମଆରଆଇ) ସହିତ ସଠିକ ରେଡିଏସନ ଥେରାପିକୁ…

ପୁଣି ଭାରତକୁ ଟାର୍ଗେଟ କଲେ ପାକିସ୍ତାନ ସାଇବର ଅପରାଧୀ, ଏକାଧିକ ପ୍ରତିରକ୍ଷା ଓ୍ଵେବସାଇଟ୍ ହ୍ୟାକ୍

ନୂଆଦିଲ୍ଲୀ,୫ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ପାକିସ୍ତାନୀ ହ୍ୟାକରମାନେ ଭାରତୀୟ ପ୍ରତିରକ୍ଷା ଓ୍ଵେବସାଇଟଗୁଡିକୁ ଟାର୍ଗେଟ କରୁଛନ୍ତି। ପ୍ରତିରକ୍ଷା ବିଭାଗର ସୂତ୍ର ଅନୁସାରେ, ସାଇବର ଆକ୍ରମଣ ଦ୍ୱାରା ପ୍ରତିରକ୍ଷା କର୍ମୀଙ୍କ ଲଗଇନ୍ ପ୍ରମାଣପତ୍ର ସମେତ ସମ୍ବେଦନଶୀଳ ତଥ୍ୟ ବିପଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?