କରୋନା ଠାରୁ ଅଧିକ ବିପଜ୍ଜନକ ଏହି ଭାଇରସ, ଆକ୍ରାନ୍ତ ହେଲେ ବଞ୍ଚିବା ମୁସ୍କିଲ, ଜାଣନ୍ତୁ ଏହାର ଲକ୍ଷଣ
ନୂଆଦିଲ୍ଲୀ,୬।୧୨: ମାରବର୍ଗ ଭାଇରସର ଆଶଙ୍କା କ୍ରମାଗତ ଭାବେ ବୃଦ୍ଧି ପାଉଛି। ପୁଣିଥରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଏ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛି। କରୋନା ଅପେକ୍ଷା ଅଧିକ ବିପଜ୍ଜନକ ବିବେଚନା କରାଯାଉଥିବା ଏହି ଜୀବାଣୁରୁ ପୁନରୁଦ୍ଧାର ପରେ…
୨୦୨୫ରେ ବଢ଼ିବ ସାଇବର ଆକ୍ରମଣ: ସ୍ବାସ୍ଥ୍ୟସେବା, ଆର୍ଥତ୍କ କ୍ଷେତ୍ର ପ୍ରତି ବିପଦ
ନୂଆଦିଲ୍ଲୀ,୬ା୧୨:ପ୍ରଯୁକ୍ତିର ଅଗ୍ରଗତି ଲୋକଙ୍କୁ ଯେତିକି ସୁବିଧା ଦେଉଛି, ଏହାର ଦୁଷ୍କରିଣାମ ମାନବ ସମାଜ ପାଇଁ ସେତିକି ବିପଦ ଆଣିଦେଇପାରେ। ଡାଟା ସିକ୍ୟୁରିଟି କାଉନ୍ସିଲ ଅଫ୍ ଇଣ୍ଡିଆ ଏବଂ ସେକ୍ୱେରିଟ୍ ପକ୍ଷରୁ କରାଯାଇଥିବା ଏକ ସଦ୍ୟ ଅଧ୍ୟୟନ ଅନୁଯାୟୀ, ୨୦୨୫ରେ ସାଇବର ଆକ୍ରମଣ…
ଶପଥ ପୂର୍ବରୁ ୪୦ ସେକେଣ୍ଡ ଭାଷଣରେ ଏଭଳି କହି ଚମକାଇ ଦେଲେ ଶିନ୍ଦେ
ମୁମ୍ବାଇ,୫ା୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍ନବିସ୍ ଶପଥ ନେବା ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଶିବସେନା ନେତା ଏକନାଥ ଶିନ୍ଦେ ଶପଥପାଠ କରିବାକୁ ମାଇକ ପାଖକୁ ଆସିଥିଲେ। ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ ଶପଥପାଠ କରାଇବା ଲାଗି ଛିଡ଼ା…
ପ୍ରୋବା-୩ କକ୍ଷପଥରେ ଅବସ୍ଥାପିତ
ଶ୍ରୀହରିକୋଟା,୫ା୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ପିଏସ୍ଏଲ୍ଭି-ସି୫୯ ରକେଟ ସହାୟତାରେ ଗୁରୁବାର ୟୁରୋପିଆନ୍ ସ୍ପେସ୍ ଏଜେନ୍ସି (ଇଏସ୍ଏ)ର ପ୍ରୋବା-୩ ମିଶନକୁ ସଫଳତାର ସହ କକ୍ଷପଥରେ ଅବସ୍ଥାପିତ କରାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍ପ୍ୟାଡ୍ରୁ…
ଅଜିତ ପାଓ୍ବାର ନା ଶିନ୍ଦେ, କାହାକୁ ମିଳିବ ଅଧିକ ମନ୍ତ୍ରୀ ପଦ? ଭାଜପା ଫମୁର୍ଲାରେ…
ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ଏକ ନୂତନ ମହାୟୁତିି ସରକାର ଗଠନ ହୋଇଛି। ବର୍ତ୍ତମାନ ମନ୍ତ୍ରୀ ପଦବୀ ସମ୍ପର୍କରେ ମହାୟୁତିିର ସହଯୋଗୀ ଦଳ ମଧ୍ୟରେ ଆଲୋଚନା ଚାଲିଛି। ଏହି ସମୟରେ ଏକ ବଡ ଖବର ଆସୁଛି ଯେ ମନ୍ତ୍ରୀ ପଦରେ ଭାଜପା ଆପୋଷ ବୁଝାମଣା…
ପିଏମ୍ ମୋଦିଙ୍କ ଫ୍ୟାନ୍ ହେଲେ ପୁଟିନ୍, କହିଦେଲେ ଏମିତି…
ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଇଣ୍ଡିଆ ଫାଷ୍ଟ ପଲିସି’ ଏବଂ ‘ମେକ ଇନ ଇଣ୍ଡିଆ’ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଭାରତରେ ଉତ୍ପାଦନ କାର୍ଯ୍ୟ ସ୍ଥାପନ କରିବାକୁ ରୁଷିଆ ଇଚ୍ଛା ପ୍ରକାଶ କରିଛି । ମସ୍କୋରେ ୧୫…
ପୁଷ୍ପା-୨ ସ୍କ୍ରିନିଂ ସମୟରେ ଦଳାଚକଟାରେ ମହିଳା ମୃତ, ଅଲୁ ଅର୍ଜୁନଙ୍କ ନାଁରେ ରୁଜୁ ହେଲା ମାମଲା
ହାଇଦ୍ରାବାଦ, ୫ା୧୨: ପୁଷ୍ପା-୨ ର ପ୍ରିମିୟର ସମୟରେ ହାଇଦ୍ରାବାଦର ସାନ୍ଧ୍ୟା ଥିଏଟରରେ ନିକଟରେ ହୋଇଥିବା ଦଳାଚକଟାରେ ଜଣେ ଯୁବତୀ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ ପୁଷ୍ପରାଜ ଅଲୁ ଅର୍ଜୁନଙ୍କ ନାମ…
ଯାଉଥିଲେ ଫଡ୍ନବିସ, ମଞ୍ଚ ଉପରେ ଏମିତି କରିଦେଲେ ପ୍ରଧାନମନ୍ତ୍ରୀ ମୋଦି
ମୁମ୍ବାଇ,୫।୧୨: ଦେବେନ୍ଦ୍ର ଫଡ୍ନବିସ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ବେଳେ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ଏବଂ ଏନସିପି ମୁଖ୍ୟ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଫଡ୍ନବିସଙ୍କ ଶପଥ ଗ୍ରହଣ ସମୟରେ ମଞ୍ଚରେ ଏକ…
ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିନ୍ଦେ, ହେଲେ ଏବେ ବି…
ମୁମ୍ବାଇ,୫।୧୨: ଦେବେନ୍ଦ୍ର ଫଡ୍ନବିସ ଗୁରୁବାର ମୁମ୍ବାଇର ଆଜାଦ ମଇଦାନରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଫଡନ୍ବିସଙ୍କୁ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଫଡ୍ନବିସଙ୍କ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ଶିନ୍ଦେ ଏବଂ…
ଫଡନାଭିସଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୫ା୧୨: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାଭିସ। ରାଜ୍ୟ ବିଧାନସଭା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀ ଦଳ ବିଜୟ ଲାଭ କରିବା ମୁଖ୍ୟମନ୍ତ୍ରୀ ଇଏ ହେବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା। ଶେଷରେଫଡନାଭିସ…
ଖୁସି ଖବର: ଅଗ୍ନିବୀରଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି, କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି ରୋଡ ମ୍ୟାପ
ନୂଆଦିଲ୍ଲୀ,୫।୧୨: ଦୀର୍ଘ ଦିନ ଧରି ଅଗ୍ନିବୀର ଯୋଜନାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଏହି ବିଷୟରେ ନୂତନ ନିୟମ ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ କରିଛି। ଭାରତୀୟ ସେନା, ନୌସେନା ଏବଂ…
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡ୍ନବିସ
ମୁମ୍ବାଇ, ୫।୧୨: ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡ୍ନବିସ। ଗୁରୁବାର ମୁମ୍ବାଇର ଆଜାଦ୍ ମଇଦାନରେ ରାଜ୍ୟପାଳ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକୃଷ୍ଣନ ଦେବେନ୍ଦ୍ର ଫଡନ୍ବିସଙ୍କୁ ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସଙ୍କ ପରେ ଉପମୁଖ୍ୟମନ୍ତ୍ରୀ ଭାବେ…
Archives


