ଏହି ମାସରେ କୁଏତ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୧-୨୨ରେ କୁଏତ ଗସ୍ତ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଏତ ଗସ୍ତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ନିକଟରେ କୁଏତର ବୈଦେଶିକ ମନ୍ତ୍ରୀ ଭାରତ ଆସି କୁଏତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିଲେ।…
ରାଷ୍ଟ୍ରପତିଙ୍କୁ ବି ଛାଡିଲେନି
ନୂଆଦିଲ୍ଲୀ,୧୭।୧୨: ସୋସିଆଲ ମିଡିଆରେ ଯେକୌଣସି ବ୍ୟକ୍ତିଙ୍କ ନକଲି ପ୍ରୋଫାଇଲ ତିଆରି କରି ଲୋକଙ୍କଠାରୁ ଟଙ୍କା ଲୁଟିବା ମାମଲା ପ୍ରାୟତଃ ସାମ୍ନାକୁ ଆସିଥାଏ। ଅନେକ ଥର ଠକମାନେ ହାଇ ପ୍ରୋଫାଇଲ ଲୋକଙ୍କ ନାମରେ ଆକାଉଣ୍ଟ ସୃଷ୍ଟି କରନ୍ତି ଏବଂ ଠକାମି କରନ୍ତି, କିନ୍ତୁ…
ସବୁଠୁ ପ୍ରଦୂଷିତ ସହରର ତାଲିକା ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୭ା୧୨: ପ୍ରଦୂଷଣ ସାରା ଦେଶର ସମସ୍ୟା ବୋଲି ସୁପ୍ରିମକୋର୍ଟ ସୋମବାର କହିବା ସହ ଅତ୍ୟଧିକ ପ୍ରଦୂଷିତ ସହରଗୁଡ଼ିକର ତାଲିକା ଦାଖଲ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ବାୟୁ ଗୁଣବତ୍ତା ଚିହ୍ନଟ ଏବଂ ସମସ୍ୟାର…
କେନ୍ଦ୍ର, ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୭ା୧୨: ଭାରତରେ ମହିଳା, ଶିଶୁ ଓ ତୃତୀୟ ଲିଙ୍ଗୀଙ୍କ ପ୍ରତି ଅପରାଧ ବଢ଼ୁଥିବାରୁ ଏହାକୁ ରୋକିବା ଦିଗରେ କେତେକ କଠୋର ପଦକ୍ଷେପ ଗ୍ରହଣ କରାଯିବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍) ଦାଏର ହୋଇଥିଲା। ସୁପ୍ରିମକୋର୍ଟ ମହିଳା ଆଇନଜୀବୀ ସଂଘ ପକ୍ଷରୁ…
ନେହେରୁଙ୍କୁ ନେଇ ସୀତାରାମନ-ଖାର୍ଗେ ମୁହାଁମୁହିଁ
ନୂଆଦିଲ୍ଲୀ,୧୭ା୧୨: ୧୯୫୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ସମ୍ବିଧାନ ସଂଶୋଧନ କରି ବାକ୍ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇଥିଲେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସୋମବାର ରାଜ୍ୟ ସଭାରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇ କହିଥିଲେ। ୧୯୪୯ରେ କବି ଏବଂ…
ଭାରତରେ ରହିଛି ୨୧ ନକଲି ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ, ୧୬।୧୨: ଭାରତରେ ସମୁଦାୟ ୨୧ ନକଲି ବିଶ୍ୱବିଦ୍ୟାଳୟ ରହିଛି। ସୋମବାର ଲୋକ ସଭାର ପ୍ରଶ୍ନକାଳ ସମୟରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ଏହି ସୂଚନା ଦେଇଛନ୍ତି। ସୁକାନ୍ତ ୨୧ ନକଲି ବିଶ୍ୱ ବିଦ୍ୟାଳୟ…
ଶ୍ରୀଲଙ୍କା ମାଟିକୁ ଭାରତ ବିରୋଧରେ ବ୍ୟବହାର କରିବାକୁ ଦିଆଯିବନି: ଦିସାନାୟକେ
ନୂଆଦିଲ୍ଲୀ,୧୬ା୧୨: ଶ୍ରୀଲଙ୍କା ଏହାର ଅଞ୍ଚଳକୁ ଭାରତର ସ୍ବାର୍ଥ ବିରୋଧୀ କୌଣସି କାର୍ଯ୍ୟରେ ବ୍ୟବହାର ପାଇଁ ଅନୁମତି ଦେବ ନାହିଁ ବୋଲି ଏହାର ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତକୁ ଟାର୍ଗେଟ କରିବା ପାଇଁ…
ଭିକାରୀଙ୍କୁ ଭିକ ଦେଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ, ଏହି ସହରରେ ଲାଗୁ ହେଲା କଟକଣା
ନୂଆଦିଲ୍ଲୀ,୧୬।୧୨: ଭାରତର ବିଭିନ୍ନ ସହରର ଅନେକ ସ୍ଥାନରେ ଦିବ୍ୟାଙ୍ଗ ଏବଂ ଯାଯାବରମାନେ ଭିକ୍ଷାବୃତି କରିଥାନ୍ତି। ତେବେ କେତେକ ରାଜ୍ୟରେ ସହର ଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ ସହିତ ସହରର ମୁଖ୍ୟସ୍ଥାନ ମାନଙ୍କରେ ଭିକ୍ଷାବୃତି ଉପରେ କଟକଣା ଲଗାଉଛନ୍ତି। ଏପରି ଏକ ଖବର ଆସିଛି…
ଯୁବବର୍ଗଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ
ନୂଆଦିଲ୍ଲୀ,୧୬।୧୨: ଦେଶର ଯୁବକମାନଙ୍କ ମଧ୍ୟରେ ବଢୁଥିବା ନିଶା ସେବନ ଉପରେ ସୋମବାର ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଯୁବକମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଡ୍ରଗ୍ସ ଗ୍ରହଣ କରିବା ଆଦୌ ଠିକ୍ ନୁହେଁ। ଡ୍ରଗ୍ସ ଚୋରା ଚାଲାଣ ଅଭିଯୁକ୍ତ ଅଙ୍କୁଷ…
ଶାହରୁଖ ଖାନ୍ଙ୍କୁ ଏମିତି ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ..ସମସ୍ତେ ହସିଲେ
ନୂଆଦିଲ୍ଳୀ,୧୬।୧୨: ବଲିଉଡର କିଙ୍ଗ ଶାହାରୁଖ ଖାନ ସାଧାରଣତଃ ରାଜନୀତିରୁ ଦୂରେଇ ରୁହନ୍ତି କିନ୍ତୁ ଥରେ ରାହୁଲ ଗାନ୍ଧୀ ଶାହାରୁଖ ଖାନଙ୍କୁ ରାଜନେତାମାନଙ୍କ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ। ଯାହାକୁ ଶାହାରୁଖ ଖାନ ଏକ ଭିନ୍ନ ଢଙ୍ଗରେ ଉତ୍ତର ଦେଇଥିଲେ। ଶାହାରୁଖ ଏବଂ…
ମୁଖ୍ୟମନ୍ତ୍ରୀ ହେବା ପରେ ଓଲଟି ଗଲେ ଓମାର ଅବଦୁଲ୍ଲା? କହିଲେ କଂଗ୍ରେସ ଶେୟାର କରିଛି ପୁରୁଣା ଭିଡିଓ
ଶ୍ରୀନଗର,୧୬।୧୨: ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ଉପରେ ବିବୃତ୍ତି ଦେଇ କଂଗ୍ରେସର ଟେନସନକୁ ବଢାଇ ଦେଇଛନ୍ତି। ଓମାର ଅବଦୁଲ୍ଲାଙ୍କ ବିବୃତ୍ତି ପରେ କଂଗ୍ରେସ ପୁଣିଥରେ କହିଛି ଯେ ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ହେବା ପରେ…
ଫଡନଭିସଙ୍କ ଟିମ୍ର ମନ୍ତ୍ରୀଙ୍କ ଉପରେ ଇଡି ରେଡ, ଲାଗିଲା ଭ୍ରଷ୍ଟାଚାରର ଅଭିଯୋଗ
ମୁମ୍ବାଇ,୧୬।୧୨: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସଙ୍କ ସରକାରର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ଅନେକ ଦିନର ଦଳାଚକଟା ବା ମନ୍ଥନ ପରେ ମନ୍ତ୍ରୀଙ୍କ ନାମ ଅନୁମୋଦନ ହେଲା ଏବଂ ଶୀଘ୍ର ସେମାନଙ୍କୁ ବିଭାଗ ବଣ୍ଟନ କରାଯିବ। ତେବେ, ଫଡନଭିସ ଦଳର ନୂତନ ଭାବେ ନିଯୁକ୍ତ…
Archives


