ଅଭିଯୋଗର ଜବାବ ରଖିଲେ ରାହୁଲ, କହିଲେ ଭାଜପା ନେତା ଆମକୁ ଅଟକାଇଥିଲେ…
ନୂଆଦିଲ୍ଲୀ,୧୯।୧୨: ପାର୍ଲାମେଣ୍ଟ ହାଉସ କମ୍ପ୍ଲେକ୍ସରେ ଭାଜପା ଏମପିଙ୍କ ସହ ଝଗଡ଼ା ହେବାର ଅଭିଯୋଗକୁ ନେଇ କଂଗ୍ରେସ ପୁଣି ଥରେ ପ୍ରତିକ୍ରିୟା ଦେଇଛି। କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳର ମୁଖ୍ୟ ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ…
ନନାଙ୍କୁ ଠେଲିଦେଲେ ରାହୁଲ! କଂଗ୍ରେସ ଏମପିଙ୍କ ନାଁରେ ହେବ ଏଫଆଇଆର
ନୂଆଦିଲ୍ଲୀ,୧୯।୧୨: ସମ୍ବିଧାନ ର୍ନିମାତା ବି.ଆର୍ ଆମ୍ବେଦକରଙ୍କୁ ନେଇ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ଭାଜପା-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ସଂସଦରେ ଗଣ୍ଡଗୋଳର ପରିସ୍ଥିତି ଉପୁଜିଛି। ଗୁରୁବାର ସଂସଦ ପରିସରରେ ଉଭୟ ପାର୍ଶ୍ୱରୁ ପ୍ରଦର୍ଶନ କରାଯାଇଥିଲା। ଏହି…
ସଂସଦ କୌଣସି କୁସ୍ତିଯୁଦ୍ଧର ସ୍ଥାନ ନୁହେଁ, ଯଦି ଆମ ନେତାମାନେ ରାହୁଲଙ୍କୁ…
ନୂଆଦିଲ୍ଲୀ,୧୯ା୧୨: ସଂସଦ ଭବନ ପରିସରରେ ଚାଲିଥିବା କଳହକୁ ନେଇ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଜପାର ଦୁଇ ଏମ୍ପିଙ୍କୁ ଠେଲି ଦେଇଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ତେବେ କଂଗ୍ରେସ ଭାଜପାର ଅଭିଯୋଗକୁ ଭୁଲ୍ ବୋଲି କହିଛି।…
ସଂସଦରେ ଧକ୍କା ମାରିବା ଘଟଣା: ମୁକେଶ ରାଜପୁତ ଆଇସିୟୁରେ ଭର୍ତ୍ତି
ନୂଆଦିଲ୍ଲୀ,୧୯।୧୨: ଗୁରୁବାର ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି। ବାବା ସାହେବ ଭୀମରାଓ ଆମ୍ବେଦକର ପ୍ରସଙ୍ଗରେ ସଂସଦ ହାଉସ କମ୍ପ୍ଲେକ୍ସରେ ଉଭୟ କଂଗ୍ରେସ ଏବଂ ଭାଜପା ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟ ମଧ୍ୟରେ ମକର ଦ୍ୱାରରେ ଉଭୟ ଦଳର ଏମପିଙ୍କ…
ନୀଳ ଶାଢ଼ିରେ ପ୍ରିୟଙ୍କା, ନୀଳ ଟି-ଶର୍ଟରେ ରାହୁଲ ଆସିଲେ ସଂସଦ, ଏହା ପଛରେ ରହିଛି ଏପରି…
ନୂଆଦିଲ୍ଲୀ,୧୯ା୧୨: ଭୀମରାଓ ଆମ୍ବେଦକରଙ୍କ ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଯୋଗୁ ଦେଶରେ ରାଜନୀତି ଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ଶାହାଙ୍କ ଇସ୍ତଫା ଦାବି କରୁଛି। ଏ ସମ୍ପର୍କରେ କଂଗ୍ରେସ ଗୁରୁବାର ଶାହା ଏବଂ ଭାଜପା ବିରୋଧରେ…
ଅମିତ ଶାହାଙ୍କୁ ପାଗଳ କହିଲେ ଲାଲୁ ଯାଦବ, କାରଣ ଜାଣିଲେ…
ପାଟ୍ନା,୧୯ା୧୨: ଭାରତର ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ଉପରେ ସଂସଦରେ ଆଲୋଚନା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଆମ୍ବେଦକରଙ୍କୁ ନେଇ ମନ୍ତବ୍ୟ ଏକ ଆଲୋଡ଼ନ ସୃଷ୍ଟି କରିଛି। ବର୍ତ୍ତମାନ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ…
ଭାଜପା ଏମ୍ପି ପ୍ରତାପ ଷଡଙ୍ଗୀ ଆହତ, କହିଲେ ଧକ୍କା ମାରିଲେ ରାହୁଲ ଗାନ୍ଧୀ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୯।୧୨: କଂଗ୍ରେସ ଦଳ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ସଂସଦରେ ଭାଜପା ଏମପିମାନେ ବିରୋଧ କରିଥିଲେ। ଏହି ସମୟରେ ଭାଜପା ଏମପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି…
ଇପିଏଫଓ ଧାରକଙ୍କ ପାଇଁ ଖୁସି ଖବର, ବଢିବ ଇପିଏଫ ବେତନ ସୀମା!
ନୂଆଦିଲ୍ଲୀ,୧୯।୧୨: କେନ୍ଦ୍ର ସରକାର ଖୁବ ଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ଯୋଜନା ଅନ୍ତର୍ଗତ ବେତନ ସୀମାକୁ ବଢାଇପାରନ୍ତି। ବର୍ତ୍ତମାନ ଏହା ୧୫,୦୦୦ରୁ, ୨୧, ୦୦୦ ଟଙ୍କାକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ଗତ କିଛି ଦିନ ଧରି ଇପିଏଫ…
ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…
ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ ହୋଇଥାଏ। ଏହାକୁ ଇଂରାଜୀରେ Winter Solstice ନାମରେ ଜଣାଯାଏ। ଏହି ଛୋଟ ଦିନଟି ବର୍ଷର…
ଶାହାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ
ନୂଆଦିଲ୍ଲୀ,୧୯ା୧୨:ଭାରତୀୟ ସମ୍ବିଧାନର ସ୍ଥପତି ଡ. ଭୀମରାଓ ଆମ୍ବେଡକରଙ୍କ ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ବିରୋଧୀ ଦଳ ଏମ୍ପିମାନେ ବୁଧବାର ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରୁଲ୍ ୧୮୭ ଅଧୀନ ରାଜ୍ୟ…
ଆମ୍ବେଦକରଙ୍କ ପାଖରେ ଥିଲା ଏତିକି ଡିଗ୍ରୀ ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ
ନୂଆଦିଲ୍ଲୀ,୧୯।୧୨: ଭାରତର ସମ୍ବିଧାନର ସୃଷ୍ଟିକର୍ତ୍ତା ବା ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ କେବଳ ଜଣେ ସାମାଜିକ ସଂସ୍କାରକ କିମ୍ବା ରାଜନେତା ଭାବରେ ନୁହେଁ ବରଂ ଶିକ୍ଷାର ଏକ ଆଦର୍ଶ ଭାବରେ ମଧ୍ୟ ଦେଖାଯାଏ। ଡକ୍ଟର ଆମ୍ବେଦକରଙ୍କ ଛାତ୍ରବୃତ୍ତି ଏବଂ ତାଙ୍କର ଶିକ୍ଷାଗତ…
ସକାଳୁ ସକାଳୁ ୫ ଆତଙ୍କବାଦୀ ନିହତ
ଶ୍ରୀନଗର,୧୯।୧୨: ଗୁରୁବାର ସକାଳେ ଜମ୍ମୁ କଶ୍ମୀରର କୁଲଗାମ ଜିଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ପାଞ୍ଚ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସମୟରେ ଏହି ଏନକାଉଣ୍ଟରରେ ଦୁଇଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ବୁଧବାର (ଡିସେମ୍ବର ୧୮)…
Archives


