ସମ୍ବିଧାନର ୩ ସ୍ତମ୍ଭ ସମାନ: ସିଜେଆଇ
ମୁମ୍ବାଇ,୧୯ା୫: ନ୍ୟାୟପାଳିକା କି କାର୍ଯ୍ୟପାଳିକା ନୁହେଁ, ବରଂ ଦେଶର ସମ୍ବିଧାନ ସବୁଠୁ ଉଚ୍ଚରେ। ସମ୍ବିଧାନର ୩ ସ୍ତମ୍ଭ ଏକାଠି ହୋଇ କାର୍ଯ୍ୟ କରିବା ଜରୁରୀ ବୋଲି ରବିବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର୍. ଗବଇ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସପ୍ତାହରେ…
ଭାରତୀୟ ଆମ୍ବକୁ ଆମେରିକାର ପ୍ରତ୍ୟାଖ୍ୟାନ
ଓ୍ବାଶିଂଟନ୍/ନୂଆଦିଲ୍ଲୀ,୧୯ା୫: ଆମେରିକା ଭାରତୀୟ ରପ୍ତାନିକାରୀଙ୍କୁ ଝଟ୍କା ଦେବା ଭଳି କାର୍ଯ୍ୟ କରିଛି। ଭାରତରୁ ଲସ୍ଏଞ୍ଜେଲ୍ସ, ସାନ୍ ଫ୍ରାନ୍ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚତ୍ଥିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏଥିଯୋଗୁ ଭାରତୀୟ…
ବାଂଲାଦେଶର ଅଂଶ ହେଉଛି ଓଡ଼ିଶା? ତୁର୍କୀରେ ହେଉଛି ଷଡ଼ଯନ୍ତ୍ର…
ଢାକା, ୧୮/୫: ତୁର୍କୀ ଦ୍ୱାରା ସମର୍ଥିତ ଏକ ବାଂଲାଦେଶୀ ଇସଲାମିକ ଗୋଷ୍ଠୀ ‘ସଲତାନାତ-ଏ-ବାଂଲା’ ନାମକ ସଂଗଠନ ଏକ ବିଵାଦୀୟ ‘ଗ୍ରେଟର ବାଂଲାଦେଶ’ ମାନଚିତ୍ର ପ୍ରକାଶ କରିଛି, ଯେଉଁଥିରେ ଭାରତର ପୂର୍ବ ଓ ଉତ୍ତର-ପୂର୍ବାଞ୍ଚଳର କେତେକ ରାଜ୍ୟ ଏବଂ ମିଆଁମାରର ଅରାକାନ ରାଜ୍ୟକୁ…
ଅପରେଶନ ସିନ୍ଦୂର ବିରୋଧରେ ପୋଷ୍ଟ କରିବା ପ୍ରଫେସରଙ୍କୁ ପଡ଼ିଲା ମହଙ୍ଗା
ସୋନିପତ୍,୧୮ା୫: ଭାରତୀୟ ସେନାର ଅପରେଶନ ସିନ୍ଦୂର ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଶୋକ ୟୁନିଭର୍ସିଟିର ରାଜନୀତି ବିଜ୍ଞାନ ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଅଲି ଖାନ୍ ମହମୁଦାବାଦଙ୍କୁ ଶନିବାର ଗିରଫ କରାଯାଇଛି। ତାଙ୍କ ବିରୋଧରେ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା…
ଅପରେଶନ ସିନ୍ଦୂର ପରେ ପାକିସ୍ତାନ ପାଇଁ IMFର ବଡ଼ ଚେତାବନୀ: ଲଗାଇଲା ୧୧ କଡ଼ା ସର୍ତ୍ତ
ଇସଲାମାବାଦ,୧୯।୫: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ପାକିସ୍ତାନକୁ ୧ ବିଲିୟନ ଡଲାର ବେଲଆଉଟ ପ୍ୟାକେଜ ଘୋଷଣା କରିଛି। ବେଲଆଉଟ ପ୍ୟାକେଜର ପରବର୍ତ୍ତୀ ପର୍ଯ୍ୟାୟ ଜାରି କରିବା ପାଇଁ IMF ପାକିସ୍ତାନ ଉପରେ ୧୧ଟି ନୂତନ ସର୍ତ୍ତ ରଖିଛି। ଏହା ସହିତ, IMF…
ଜ୍ୟୋତି ମାଲହୋତ୍ରାଙ୍କ ସହ ସାମ୍ନାକୁ ଆସିଲେ ଆଉ ଜଣେ ପାକିସ୍ତାନୀ ଯୁବତୀ, ଭାଇରାଲ ହେଉଛି ଫଟୋ
ଚଣ୍ଡିଗଡ଼,୧୮ା୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣା ହିସାରର ପ୍ରସିଦ୍ଧ ଭ୍ରମଣକାରୀ YouTuber ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ‘ଟ୍ରାଭେଲ ଓ୍ବିଥ୍ ଜୋ’ ଟ୍ରାଭେଲ ଚ୍ୟାନେଲ ପାଇଁ ପ୍ରସିଦ୍ଧ ଜ୍ୟୋତିଙ୍କର ୩ ଲକ୍ଷ ୭୭,୦୦୦ରୁ ଅଧିକ ସବ୍ସ୍କ୍ରାଇବର୍ ଅଛନ୍ତି। ପାକିସ୍ତାନ ଯିବା…
ଆଜିର ଦିନରେ ପ୍ରଥମ ପରମାଣୁ ପରୀକ୍ଷା କରିଥିଲା ଭାରତ, ସାହସର ସହ କାର୍ଯ୍ୟ କରିଥିଲେ ଇନ୍ଦିରା, ତିଆରି ପାଇଁ ଲାଗିଥିଲା…
ନୂଆଦିଲ୍ଲୀ,୧୮ା୫: ଆଜି ଭାରତର ପ୍ରଥମ ପରମାଣୁ ପରୀକ୍ଷଣର ୫୧ ତମ ବାର୍ଷିକୀ। ୧୯୭୪ ମେ’ ୧୮ରେ, ଦେଶ ପୋଖରାନରେ ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା। ଏହି ପରମାଣୁ ପରୀକ୍ଷଣ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କରାଯାଇଥିଲା। ରବିବାର କଂଗ୍ରେସ…
ପୁତୁରା ଆକାଶ ଆନନ୍ଦଙ୍କୁ ବଡ଼ ଦାୟିତ୍ୱ ଦେଲେ ମାୟାବତୀ, କହିଲେ ଦଳର ଲୋକଙ୍କ…
ଲକ୍ଷ୍ନୌ,୧୮ା୫: ଚଳିତବର୍ଷ ଫେବୃଆରୀରେ ବହୁଜନ ସମାଜ ପାର୍ଟିରୁ ବହିଷ୍କୃତ ହୋଇଥିବା ଏବଂ ଏପ୍ରିଲରେ ଦଳକୁ ଫେରିଥିବା ଆକାଶ ଆନନ୍ଦଙ୍କୁ ମାୟାବତୀ ଏକ ବଡ଼ ଦାୟିତ୍ୱ ଦେଇଛନ୍ତି। ବିଏସ୍ପି ମୁଖ୍ୟଙ୍କ ଘୋଷଣା ଯୋଗୁ ଆକାଶ ଆନନ୍ଦଙ୍କ ପ୍ରତ୍ୟାବର୍ତ୍ତନ ସମସ୍ତଙ୍କୁ ଚକିତ କରିଦେଇଛି। ମାୟାବତୀ…
ପାକିସ୍ତାନର ୩ ISI ଅଫିସରଙ୍କ ସହ ଜ୍ୟୋତି କରୁଥିଲେ ଏମିତି କାମ, ସାଂଘାତିକ ଖୁଲାସା
ନୂଆଦିଲ୍ଲୀ,୧୮।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ମାମଲାରେ ଏବେ ଗୋଟିଏ ପରେ ଗୋଟିଏ ସାଂଘାତିକ ଖୁଲାସା ହେଉଛି। ସେ ହରିୟାଣାର ହିସାରର ବାସିନ୍ଦା ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ତିନି ଜଣ ଅଧିକାରୀଙ୍କ…
ସ୍ପାଏ କରିବାକୁ ଜ୍ୟୋତିଙ୍କୁ ପାକିସ୍ତାନ ଦେଉଥିଲା… ବିଶ୍ୱାସ କରିବେନି
ନୂଆଦିଲ୍ଲୀ,୧୮।୫: ହରିୟାଣାର ହିସାରର ବାସିନ୍ଦା ଜ୍ୟୋତି ମାଲହୋତ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଉପରେ ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରିବାର ଅଭିଯୋଗ ଅଛି। ଏହି ଗିରଫଦାରୀ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଜ୍ୟୋତିଙ୍କ ଗିରଫଦାରୀ ପରେ, ତାଙ୍କ ବାପା…
Youtubeରୁ ଏତେ ଟଙ୍କା ରୋଜଗାର କରନ୍ତି ପାକ୍ ସ୍ପାଏ ଜ୍ୟୋତି ମାଲହୋତ୍ରା, ମୋଟ ସମ୍ପତ୍ତି ଜାଣିଲେ ଚମକି ପଡିବେ
ନୂଆଦିଲ୍ଲୀ,୧୮।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ହରିୟାଣାର ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ଜ୍ୟୋତି, ଯିଏ ତାଙ୍କର YouTube ଚ୍ୟାନେଲ ‘ଟ୍ରାଭେଲ ୱିଥ ଜୋ’ ମାଧ୍ୟମରେ ପ୍ରତି ମାସରେ ଭଲ ଟଙ୍କା ରୋଜଗାର କରୁଥିଲେ, ଏବେ ସାଂଘାତିକ ଅଭିଯୋଗରେ…
ଆଜି ଠୁ ଯୁଦ୍ଧ?ଭାରତୀୟ ସେନାର ବଡ଼ ଘୋଷଣା…
ନୂଆଦିଲ୍ଲୀ, ୧୮।୫: ଭାରତ ଓ ପାକିସ୍ତାନ ମଧ୍ୟରେ ମେ ୧୦ରେ ହୋଇଥିବା ଯୁଦ୍ଧବିରତି ଚୁକ୍ତି ଜାରି ରହିବ ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି। ଏହି ଯୁଦ୍ଧବିରତିର କୌଣସି ର୍ନିଦ୍ଦିଷ୍ଟ ସମୟସୀମା ନାହିଁ ଏବଂ ଏହା ଅର୍ନିଦ୍ଦିଷ୍ଟ କାଳ ପାଇଁ ବଳବତ୍ତର…
Archives


