ସମାନ ସୁଯୋଗ ପାଇଁ ନିର୍ବାଚନ କୋଡ୍ ଜରୁରୀ: ଇସି
ନୂଆଦିଲ୍ଲୀ,୧୩।୧(ପି.ଟି.): ଭାରତର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଯୋଗୁ ବାରମ୍ବାର ଆଦର୍ଶ ଆଚରଣବିଧି ଲାଗୁ କରାଯାଉଛି, ଯେଉଁଥିପାଇଁ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହେଉଛି। କେନ୍ଦ୍ର ସରକାର ଏକସଙ୍ଗେ ଲୋକ ସଭା ଏବଂ…
ପ୍ରବଳ ଶୀତରେ ଚାଲିଗଲା ଆନ୍ଦୋଳନରତ ଚାଷୀଙ୍କ ଜୀବନ: ବସିବ ଜରୁରୀ ବୈଠକ
ନୂଆଦିଲ୍ଲୀ,୧୨।୧: ପଞ୍ଜାବ-ହରିୟାଣାର ଖନୌରୀ ସୀମାରେ ଆନ୍ଦୋଳନରତ ୮୦ ବର୍ଷୀୟ ଚାଷୀ ଜଗା ସିଂଙ୍କର ଶନିବାର ପ୍ରବଳ ଶୀତରେ ମୃତ୍ୟୁ ଘଟିଛି। ଜଗାଙ୍କ ଘର ଫରିଦକୋଟ୍ ଜିଲାର ଗୋଦରା ଗ୍ରାମରେ। କୃଷକମାନଙ୍କ ସହ ୧୦ ମାସ ହେଲା ଆନ୍ଦୋଳନରେ ବସିଥିବା ଜଗାଙ୍କ ସ୍ବାସ୍ଥ୍ୟାବସ୍ଥା…
ଭାରତୀୟ ହାଇକମିଶନରଙ୍କୁ ସମନ କଲା ବାଂଲାଦେଶ, ଲଗାଇଲା ଏପରି ଅଭିଯୋଗ
ନୂଆଦିଲ୍ଲୀ,୧୨।୧: ରବିବାର ଭାରତୀୟ ହାଇକମିଶନର ପ୍ରଣୟ ବର୍ମାଙ୍କୁ ସମନ କରିଛି ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ। ଭାରତ-ବାଂଲାଦେଶ ସୀମାରେ ପାଞ୍ଚଟି ସ୍ଥାନରେ ବାଡ଼ ନିର୍ମାଣ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିବାର କିଛି ଘଣ୍ଟା ପରେ ଢାକା ଏହି ସମନ ଜାରି କରିଛି,…
‘ଦୁନିଆରେ ଏପରି କୌଣସି ଶକ୍ତି ନାହିଁ, ଯିଏ ଭାରତର ବିକାଶକୁ ରୋକିପାରିବ’
ନୂଆଦିଲ୍ଲୀ,୧୨ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତ ମଣ୍ଡପମରେ ଆୟୋଜିତ ୟଙ୍ଗ ଲିଡର ଡାଏଲଗ୍-୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ଦେଶର ଯୁବକମାନଙ୍କ ସହିତ ତାଙ୍କର ଏକ ଉତ୍ତମ ବନ୍ଧୁତା ଭଳି ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ…
କଂଗ୍ରେସର ବଡ଼ ଘୋଷଣା: ଯୁବତୀଯୁବକଙ୍କୁ ପ୍ରତିମାସରେ ୮୫୦୦ ଟଙ୍କା
ନୂଆଦିଲ୍ଲୀ,୧୨।୧: କଂଗ୍ରେସ ଆଜି ତାର ତୃତୀୟ ଗ୍ୟାରେଣ୍ଟି ଘୋଷଣା କରିଛି। ଏହି ଘୋଷଣା ଯୁବପିଢ଼ିଙ୍କ ପାଇଁ। ଏହାର ନାମ ‘ଯୁବ ଉଡାନ ଯୋଜନା’। କଂଗ୍ରେସ ଘୋଷଣା କରିଛି ଯେ, ଯଦି ଏହା ସରକାର ଗଠନ କରେ, ତେବେ ବେକାର ଯୁବକଯୁବତୀଙ୍କୁ ପ୍ରତିମାସରେ…
ଗଡ଼କରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ…
ନୂଆଦିଲ୍ଲୀ,୧୨।୧: ଦେଶରେ ପ୍ରତିଦିନ ଅନେକ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସେ, ଯେଉଁଥିରେ କେତେକ ଲୋକଙ୍କର ମୃତ୍ୟୁ ମଧ୍ୟ ହୁଏ। ଏହି ସମୟରେ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ଏକ ବଡ଼…
ଭାଜପାରେ ମିଶିବେ ଶରଦ ପାଓ୍ବାର- ଉଦ୍ଧବ ଠାକରେ? ଫଡ଼ନଭିସଙ୍କ ବୟାନ ଦେଲା ବଡ଼ ସଙ୍କେତ
ମୁମ୍ବାଇ,୧୨।୧: ଏନସିପି ନେତା ଶରଦ ପାୱାରଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ। ଦେବେନ୍ଦ୍ର ଫଡନଭିସ କହିଛନ୍ତି ଯେ ଶରଦ ପାୱାର ହେଉଛନ୍ତି ଚାଣକ୍ୟ, ସେ ନିଶ୍ଚୟ ଅନୁଭବ କରିଥିବେ ଯେ ୨୦୨୪ ଲୋକ ସଭା ନିର୍ବାଚନରେ…
ମହାକାଶରେ ଆଉ ଏକ ଇତିହାସ ରଚିବାକୁ ଯାଉଛି ଭାରତ
ନୂଆଦିଲ୍ଲୀ,୧୨।୧: ଭାରତ ଏହାର ମହତ୍ୱାକାଂକ୍ଷୀ SpadeX ମିଶନରେ ସଫଳତା ହାସଲ କରିବାର ବହୁତ ନିକଟତର ହୋଇଛି। ଇସ୍ରୋ କହିଛି ଯେ ସ୍ପେସ ଡକିଂ ପରୀକ୍ଷଣ (SPADEX) ଅଧୀନରେ, ଦୁଇଟି ଯାନକୁ ୧୫ମିଟର ନିକଟତର ଏବଂ ଆହୁରି ୩ ମିଟର ଉପରକୁ ଆଣିବାର…
ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଇଣ୍ଡୋନେସିଆ ରାଷ୍ଟ୍ରପତି! ଯିବେ ନାହିଁ ପାକିସ୍ତାନ
ନୂଆଦିଲ୍ଲୀ,୧୨।୧: ଚଳିତ ବର୍ଷ ଜାନୁଆରୀ ୨୬ତାରିଖରେ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇପାରନ୍ତି। ତଥାପି, ଭାରତ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରିନାହିଁ। ପ୍ରକୃତରେ, ପୂର୍ବରୁ ଖବର ଆସିଥିଲା…
ରେଳଷ୍ଟେଶନ ବିଲ୍ଡିଂ ଭୁଶୁଡ଼ିଲା
ଲକ୍ଷ୍ନୌ,୧୨।୧: ଊତ୍ତରପ୍ରଦେଶର କନୌଜ ରେଳଷ୍ଟେଶନରେ ଏକ ନିର୍ମାଣାଧୀନ ବିଲ୍ଡିଂର ଛାତ ଶନିବାର ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ପୋତିହୋଇ ରହିଥିବା ଆଶଙ୍କା କରାଯାଉଛି। ଷ୍ଟେଶନର ସୌନ୍ଦର୍ଯ୍ୟକରଣ ପାଇଁ ଏକ ଦୁଇମହଲା ବିଲ୍ଡିଂ ନିର୍ମାଣ ଚାଲିଥିବାବେଳେ ଏହା ଭୁଶୁଡ଼ି ପଡ଼ିଥିଲା। ସେତେବେଳେ…
ଦିଲ୍ଲୀ ଅବକାରୀ ନୀତି: ୨,୦୨୬ କୋଟି କ୍ଷତି
ନୂଆଦିଲ୍ଲୀ,୧୨।୧: ଦିଲ୍ଲୀ ସରକାରଙ୍କ ଦ୍ୱାରା ସମ୍ପ୍ରତି ରଦ୍ଦ ହୋଇଥିବା ଅବକାରୀ ନୀତି କାର୍ଯ୍ୟକାରିତାରେ ଅନିୟମିତତା ଯୋଗୁ ରାଜ୍ୟ ରାଜକୋଷକୁ ୨,୦୨୬ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି। ପ୍ରଘଟ ହୋଇଥିବା ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ରିପୋର୍ଟରୁ ଏହା ଜଣାପଡ଼ିଛି। ଅବକାରୀ…
୨୦୨୫ରେ ଭାରତର ଅର୍ଥନୀତି ରହିବ ଦୁର୍ବଳ :ଆଇଏମ୍ଏଫ୍ ମୁଖ୍ୟଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧୨।୧:୨୦୨୫ ବର୍ଷରେ ଭାରତର ଅର୍ଥନୀତି ସାମାନ୍ୟ ଦୁର୍ବଳ ରହିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ପରିଚାଳନା ନିର୍ଦ୍ଦେଶକା କ୍ରିଷ୍ଟାଲିନା ଜିଓର୍ଜିଏଭା ଆଶଙ୍କା ବ୍ୟକ୍ତ କରିଛନ୍ତି। ମୁଖ୍ୟତଃ ଆମେରିକାର ବାଣିଜ୍ୟ ନୀତି ସମେତ ଚଳିତ ବର୍ଷ ବିଶ୍ୱରେ ବିଭିନ୍ନ ଅନିଶ୍ଚିତତା ଲାଗିରହିବ ବୋଲି…
Archives


