ଜାତୀୟ

ମୋଦିଙ୍କ ନାଁ ନେଇ କରାଯାଉଛି ବଡ଼ ସ୍କାମ: ହୋଇଯାନ୍ତୁ ସାବଧାନ

ନୂଆଦିଲ୍ଲୀ,୮।୭: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିବେଶ ଯୋଜନାର ପ୍ରଚାର କରୁଛନ୍ତି, ଯେଉଁଥିରେ କେବଳ ୨୧,୦୦୦ ଟଙ୍କା ନିବେଶ କରି ପ୍ରତିଦିନ ୧.୨୫ ଲକ୍ଷ…

ବିହାରରେ ମହିଳାଙ୍କ ପାଇଁ ୩୫% ସରକାରୀ ଚାକିରି ସଂରକ୍ଷଣ ଘୋଷଣା କଲେ ନୀତୀଶ

ପାଟନା,୮।୭: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳା ଶକ୍ତି (ନାରୀ ଶକ୍ତି) ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଘୋଷଣା କରିଛନ୍ତି ଯେ, ବିହାରର ସ୍ଥାୟୀ ବାସିନ୍ଦା ଥିବା…

ବାପାଙ୍କୁ ମାରିବା ପାଇଁ ଝିଅଙ୍କୁ କହିଥିଲେ ମା’: ଆଉ ବୟଫ୍ରେଣ୍ଡ ପାଇଁ ସରିଗଲା ସବୁକିଛି

ମିରଟ,୮।୭: ଉତ୍ତର ପ୍ରଦେଶର ମିରଟରେ ଜଣେ ବ୍ୟକ୍ତିଙ୍କୁ ୨୩ ଜୁନରେ ହତ୍ୟା କରାଯାଇଥିଲା। ମୃତକଙ୍କ ନାମ ସୁଭାଷ। ତାଙ୍କ ହତ୍ୟା ମାମଲାରେ ତାଙ୍କ ପୁଅ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପୋଲିସ ବର୍ତ୍ତମାନ ଏହି ହତ୍ୟାକାଣ୍ଡର ଖୁଲାସା କରିଛି।…

ପୋଷ୍ଟ ଅଫିସ, ବ୍ୟାଙ୍କ, ଶେୟାର ବଜାର…, ୯ ଜୁଲାଇରେ ଧର୍ମଘଟ କରିବେ ୨୫ କୋଟି କର୍ମଚାରୀ, ଜାଣନ୍ତୁ କ’ଣ ରହିବ ଖୋଲା କ’ଣ ରହିବ ବନ୍ଦ

ନୂଆଦିଲ୍ଲୀ,୮।୭: ବୁଧବାର ଦେଶର ୨୫ କୋଟିରୁ ଅଧିକ ଶ୍ରମିକ ଦେଶବ୍ୟାପୀ ଧର୍ମଘଟ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିରେ ବ୍ୟାଙ୍କିଂ, ବୀମା, ଡାକ ସେବାଠାରୁ କୋଇଲା ଖଣି ପର୍ଯ୍ୟନ୍ତ କାମ କରୁଥିବା ଶ୍ରମିକ ସାମିଲ ହେବେ। ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ…

ଅପରେଶନ ସିନ୍ଦୁର: ପାକିସ୍ତାନକୁ ଗୁପ୍ତ ସହାୟତା ଦେଇ ଭାରତକୁ ଅସହାୟ କରିଦେଇଥିଲା ଚାଇନା, ବ୍ୟଥା ପ୍ରକାଶ କରୁଛନ୍ତି ବରିଷ୍ଠ ସେନା ଅଧିକାରୀ

ନୂଆଦିଲ୍ଲୀ,୮।୭: ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ମେ’ ୭ରୁ ୧୦ ଯାଏ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ‘ଅପରେଶନ ସିନ୍ଦୂର’କୁ ଦୁଇ ମାସ ପୂରିଯାଇଥିଲେ ମଧ୍ୟ ଭାରତୀୟ ସାମରିକ ଅଧିକାରୀଙ୍କ ମନର ବ୍ୟଥା ବାରମ୍ବାର ବୟାନ ଆକାରରେ ଆସୁଛି।…

Video: ଇଣ୍ଡିଗୋ ବିମାନରେ ମହୁମାଛି ଉପଦ୍ରବ, ଏକ ଘଣ୍ଟା ବିଳମ୍ବରେ ଉଡିଲା ସୁରଟ-ଜୟପୁର ବିମାନ, ଜାଣନ୍ତୁ କେମିତି ମିଳିଲା ମୁକ୍ତି

ସୁରଟ,୮।୭: ସୋମବର ଗୁଜରାଟର ସୁରତ ବିମାନବନ୍ଦରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ସୁରଟରୁ ଜୟପୁର ଯାଉଥିବା ଏକ ଇଣ୍ଡିଗୋ ବିମାନ ମହୁମାଛି ଯୋଗୁ ଠିକ ସମୟରେ ଉଡ଼ାଣ କରି ପାରି ନଥିଲା। ଅନେକ ମହୁମାଛି ବିମାନର ଖୋଲା ଲଗେଜ ଦ୍ୱାରକୁ…

ଗୋପାଳ ଖେମକା ହତ୍ୟାକାଣ୍ଡର ଦ୍ୱିତୀୟ ଅଭିଯୁକ୍ତ ଏନକାଉଣ୍ଟରରେ ମୃତ

ପାଟନା,୮।୭: ବିହାରର ବଡ଼ ଶିଳ୍ପପତି ଗୋପାଳ ଖେମକାଙ୍କ ହତ୍ୟାକାଣ୍ଡର ଦ୍ୱିତୀୟ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ପୋଲିସ ତାଙ୍କୁ ପଚରାଉଚରା କରିବାକୁ ଯାଇଥିଲା କିନ୍ତୁ ସେ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ପାଲଟା ଗୁଳିଚାଳନା ସମୟରେ ତାଙ୍କ…

ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପରମାଣୁ ଆକ୍ରମଣ କଥା ଉଠାଇଲେ ଟ୍ରମ୍ପ

ନୂଆଦିଲ୍ଲୀ/ଓ୍ବାଶିଂଟନ,୮।୭: ଚଳିତ ବର୍ଷ ମେ’ ମାସରେ ଲଗାତାର ତିନି ଦିନ ଧରି ଚାଲିଥିବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି ଯେ…

୨ ଭିନ୍ନକ୍ଷମ ଝିଅଙ୍କ ପାଇଁ ଉପଯୁକ୍ତ ଘର ମିଳିବାରେ ସମସ୍ୟା ହେଉଛି: ଜଷ୍ଟିସ୍‌ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ,୮ା୭: ବର୍ଷକ ପୂର୍ବେ ଦେଶର ପ୍ରଧାନ ବିଚାରପତି ଥିବାବେଳେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ନିଜ ମନ୍ତବ୍ୟ ଏବଂ ରାୟ ପାଇଁ ଗଣମାଧ୍ୟମରେ ଚର୍ଚ୍ଚିତ ରହିଥିଲେ। ତାଙ୍କୁ ଦିଆଯାଇଥିବା ସରକାରୀ ଘର ଖାଲି କରାଇବାକୁ ସୁପ୍ରିମକୋର୍ଟ ରବିବାର କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ ସେ…

ଟ୍ରେନ୍‌ ବଗିରେ ମହିଳାଙ୍କୁ ଗଣବଳାତ୍କାର

ପାନିପତ, ୮ା୭: ହରିୟାଣାର ପାନିପତ ରେଳ ଷ୍ଟେଶନରେ ଠିଆ ହୋଇଥିବା ଏକ ଟ୍ରେନ୍‌ର ଖାଲି ବଗିରେ ଜଣେ ୩୫ ବର୍ଷୀୟା ମହିଳାଙ୍କୁ ୩ ଜଣ ଅଭିଯୁକ୍ତ ଗଣବଳାତ୍କାର କରିଛନ୍ତି। ସେମାନେ ପୀଡ଼ିତାଙ୍କୁ ସୋନେପତ ନେଇ ରେଳ ଟ୍ରାକ୍‌ରେ ଫିଙ୍ଗି ଫେରାର ହୋଇଯାଇଥିଲେ।…

କେନ୍ଦ୍ର ସରକାର ଧନୀଙ୍କୁ ଅଧିକ ଧନୀ କରାଉଛନ୍ତି: ରାହୁଲ

ନୂଆଦିଲ୍ଲୀ,୮ା୭(ପି.ଟି.): କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଧନୀଙ୍କୁ ଅଧିକ ଧନୀ କରାଇବା ସହ ସାଧାରଣ ନିବେଶକମାନଙ୍କୁ ବରବାଦ ମଧ୍ୟକୁ ଠେଲିଦେଉଥିବା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଅଭିଯୋଗ କରିଛନ୍ତି। ଫ୍ୟୁଚର୍ସ ଆଣ୍ଡ ଅପ୍ସନ୍‌ସ(ଏଫ୍‌ ଆଣ୍ଡ ଓ)…

୯ରେ ଇଣ୍ଡିଆ ବ୍ଲକ୍‌ର ବିହାର ବନ୍ଦ ଡାକରା

ପାଟନା,୮ା୭: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ପାଇଁ ନିର୍ବାଚନ କମିଶନଙ୍କ ସ୍ପେଶାଲ ଇଣ୍ଟେନ୍‌ସିଭ୍‌ ରିଭିଜନ (ଏସ୍‌ଆଇଆର୍‌)କୁ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକ୍‌ ଦୃଢ଼ ବିରୋଧ କରିବା ସହ ଆସନ୍ତା ୯ ତାରିଖ ବୁଧବାର ରାଜ୍ୟରେ ବନ୍ଦ ପାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?