ଜାତୀୟ

‘ଆପଣ ଗଳିରେ ପଶନ୍ତୁନି, ଆମେ ହାଇଓ୍ବେରେ ଅଛୁ’, କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୦।୭: ବିହାର ଭୋଟର ତାଲିକା ଯାଞ୍ଚ (Special Intensive Revision SIR) ମାମଲାରେ ସୁପ୍ରିମକୋର୍ଟରୁ ନିର୍ବାଚନ କମିଶନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ SIR ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ମାମଲାର ଶୁଣାଣି ସମୟରେ, କୋର୍ଟର ପରିବେଶ ସେତେବେଳେ…

ଜିନପିଙ୍ଗ, ଶହବାଜ, ୟୁନୁସ ବଢାଇବେ ଭାରତର ଟେନସନ! CDS କହିଲେ ଯହି ଏମାନେ ଏକାଠି ହେବେ ତେବେ…

ନୂଆଦିଲ୍ଲୀ,୧୦।୭: ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ ଅନିଲ ଚୌହାନ ଭାରତର ଆଭ୍ୟନ୍ତରୀଣ ସ୍ଥିରତା ଏବଂ ସୁରକ୍ଷା ପରିବେଶ ପାଇଁ ଚାଇନା, ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ବଢ଼ୁଥିବା ପାରସ୍ପରିକ ସହଯୋଗ ବିଷୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଏହି…

ପ୍ରେମିକ କହିବାରୁ ୪ ପିଲାଙ୍କୁ ନଦୀକୁ ଫିଙ୍ଗିଦେଲେ ମା’: ଆଉ ତା’ପରେ…

ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶର ଔରିଆ ଜିଲାରେ ଗତ ବର୍ଷ ୨୭ ଜୁନ ୨୦୨୪ରେ, ଫାଫୁଣ୍ଡର ଜଣେ ମହିଳା ନିଜ ହାତରେ ସେଙ୍ଗାର ନଦୀରେ ତାଙ୍କର ୪ ପିଲାଙ୍କୁ ଫିଙ୍ଗି ଦେଇଥିଲେ। ସୁଯୋଗ ଦେଖି ଗୋଟିଏ ପିଲା ସେଠାରୁ ଖସି ପଳାଇବାରେ ସଫଳ…

ଫିଟୁଛି ଚାଙ୍ଗୁର ବାବାଙ୍କ ଗୁମର: ୧୫୦୦ ହିନ୍ଦୁ ମହିଳାଙ୍କ ସହ କରିଥିଲେ….

ଲକ୍ଷ୍ନୌ,୧୦।୭: ଉତ୍ତର ପ୍ରଦେଶର ବଳରାମପୁର ଜିଲାର ମାଧପୁର ନିବାସୀ ଜମାଲୁଦ୍ଦିନ ଓରଫ ଚାଙ୍ଗୁର ବାବା ଏବଂ ତାଙ୍କ ସହଯୋଗୀ ନୀତୁ ଓରଫ ନସରିନଙ୍କୁ ୟୁପି ଏଟିଏସ ଦ୍ୱାରା ସମ୍ପ୍ରତି ଗିରଫ କରାଯାଇଥିଲା। ବାବାଙ୍କୁ ଦେଶ ବିରୋଧୀ କାର୍ଯ୍ୟକଳାପ ଏବଂ ଅବୈଧ ଧର୍ମାନ୍ତରୀକରଣ…

ଭାରତକୁ ବଡ଼ ଉପହାର ଦେଲେ ପୁଟିନ: ମିଳିବ ଗଦାଗଦା ଚାକିରି

ମସ୍କୋ/ନୂଆଦିଲ୍ଲୀ,୧୦।୭: ରୁଷିଆରେ ଶ୍ରମିକ ଅଭାବକୁ ଦୃଷ୍ଟିରେ ରଖି ଏକ ରୁଷିଆ ୨୦୨୫ ଶେଷ ସୁଦ୍ଧା ଭାରତରୁ ୧୦ ଲକ୍ଷ ଶ୍ରମିକଙ୍କୁ ଡାକିବାକୁ ଯୋଜନା କରିଛି। ୟୁକ୍ରେନ ଯୁଦ୍ଧ ଯୋଗୁ ରୁଷିଆରେ ପୁରୁଷ ଏବଂ ଶ୍ରମିକଙ୍କ ଅଭାବ ଦୂର କରିବା ପାଇଁ ଏହି…

ବିହାର ନିର୍ବାଚନୀ ତାଲିକା ସଂଶୋଧନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବିରୋଧୀଙ୍କୁ ଲାଗିଲା ଝଟକା

ନୂଆଦିଲ୍ଲୀ,୧୦।୭: ସୁପ୍ରିମକୋର୍ଟ ବିହାରରେ ନିର୍ବାଚନ କମିଶନ (ଇସି) ଦ୍ୱାରା କରାଯାଉଥିବା ସ୍ୱତନ୍ତ୍ର ନିବିଡ଼ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମରେ ଯୁକ୍ତି ଓ ବ୍ୟବହାରିକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି। ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା କେତେକ ଆବେଦନର ଶୁଣାଣି…

ବିବାହର ୭ ମାସ ପରେ ବୋହୂଙ୍କୁ ବଳାତ୍କାର କଲେ ଶ୍ୱଶୁର: ସ୍ବାମୀ ଜାଣିବା ପରେ…

ଆଗ୍ରା,୧୦।୭: ଉତ୍ତର ପ୍ରଦେଶର ଆଗ୍ରାରୁ ଯୌତୁକ ନିର୍ଯାତନା, ଯୌନ ଶୋଷଣ ଏବଂ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ଚାପ ପକାଇବାର ଏକ ମାମଲା ସାମ୍ନାକୁ ଆସିଛି। ବିବାହର ୭ ମାସ ପରେ, ବିବାହିତ ମହିଳାଙ୍କ ବାପା ଜ୍ୱାଇଁ ଏବଂ…

ଅଧରାତିରେ ଚୋର ଚୋର କହି ପିଟିଲେ, ସକାଳୁ କଲେ ଜ୍ୱାଇଁ: ଜାଣନ୍ତୁ ରାତିରେ ଏମିତି କ’ଣ ଘଟିଲା

ଜୌନପୁର,୧୦।୭:ଅଧରାତିରେ ଜଣେ ଯୁବକ ଗୋଟିଏ ଘରେ ପ୍ରବେଶ କରିଥିଲେ। ଠିକ ସେତିକିବେଳେ ଲାଇଟ ଜଳିଗଲା ଏବଂ ଘରର ଲୋକମାନେ ଉଠିପଡ଼ିଲେ। ଯୁବକକୁ ଦେଖିବା ମାତ୍ରେ ସେମାନେ ଚିତ୍କାର କଲେ, ଚୋର-ଚୋର। ସେମାନେ ତାଙ୍କୁ ଖୁବ୍‌ ପିଟିଲେ। ଯୁବକ ଜଣକ କହିବା ଆରମ୍ଭ…

ଦିଲ୍ଲୀ-ଏନସିଆରରେ ଭୂକମ୍ପ: ୪.୪ ତୀବ୍ରତାରେ ୧୦ ସେକେଣ୍ଡ ଧରି କମ୍ପିଲା ପୃଥିବୀ

ନୂଆଦିଲ୍ଲୀ,୧୦।୭: ଦିଲ୍ଲୀ-ଏନସିଆର ଅଞ୍ଚଳରେ ଆଜି ସକାଳେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ଗୁରୁବାର ସକାଳ ୯:୦୪ରେ ହଠାତ୍ ପୃଥିବୀ କମ୍ପିବା ଆରମ୍ଭ କରିଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ମାପାଯାଇଛି। ଦିଲ୍ଲୀ, ନୋଏଡ଼ା ଓ ଗାଜିଆବାଦରେ ପ୍ରାୟ ୧୦…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲାଣି ୨୭ ଦେଶରେ ସର୍ବୋଚ୍ଚ ସମ୍ମାନ, ଜାଣନ୍ତୁ କାହିଁକି ଏତେ ଗୁଡିଏ ଦେଶ ସମ୍ମାନିତ କରୁଛନ୍ତି

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ୨୭ଟି ଦେଶରୁ ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରହଣ କରି ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ସମ୍ପ୍ରତି ନାମିବିଆରୁ ‘ଅର୍ଡର ଅଫ ଦି ମୋଷ୍ଟ ଏନସିଏଣ୍ଟ ଓ୍ୱେଲଓ୍ୱିଟସିଆ ମିରାବିଲିସ’ ଏବଂ ତ୍ରିନିଦାଦ ଓ…

ଭାରତରେ ସଟେଲାଇଟ ଇଣ୍ଟରନେଟ ପାଇଁ ଏଲନ ମସ୍କଙ୍କ ଷ୍ଟାରଲିଙ୍କକୁ ଅନୁମୋଦନ

ନୂଆଦିଲ୍ଲୀ,୯।୭: ଭାରତର ଡିଜିଟାଲ ସଂଯୋଗୀକରଣ ଲକ୍ଷ୍ୟକୁ ଏକ ବଡ଼ ପ୍ରୋତ୍ସାହନ ମିଳିଛି। ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଓ ଅନୁମୋଦନ କେନ୍ଦ୍ର (ଆଇଏନ-ସ୍ପେସ) ନୂଆଦିଲ୍ଲୀସ୍ଥିତ ଏମ/ଏସ ଷ୍ଟାରଲିଙ୍କ ସାଟେଲାଇଟ କମ୍ୟୁନିକେସନ୍ସ ପ୍ରାଇଭେଟ ଲିମିଟେଡ (ଏସଏସସିପିଏଲ)କୁ ଷ୍ଟାରଲିଙ୍କ ଜେନ୧ ଲୋ ଆର୍ଥ ଅର୍ବିଟ…

ଓଡ଼ିଶା ଆସୁଛନ୍ତି ରାହୁଲ, କଂଗ୍ରେସକୁ ବଳ ଦେବ ରାହୁଲଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୯ା୭(ରବିନାରାୟଣ ଜେନା): ଓଡ଼ିଶା ପ୍ରଦେଶ କଂଗ୍ରେସର ମଙ୍ଗ ଭକ୍ତ ଚରଣ ଦାସ ଧରିବା ପରେ ଶୀଥିଳ ହୋଇପଡ଼ିଥିବା କଂଗ୍ରେସ ସଙ୍ଗଠନ ଏବେ ସକ୍ରିୟ। ଭକ୍ତଙ୍କ ଆହ୍ବାନରେ କଂଗ୍ରେସ କର୍ମୀ ଏକତ୍ରିତ ହୋଇଉଠୁଥିବାବେଳେ ଚଳିତମାସ ୧୧ରେ ଲୋକ ସଭାର ବିରୋଧୀଦଳ ନେତା ରାହୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?