ଜାତୀୟ

୨୦୨୪ରେ ୨୨ ଲକ୍ଷ କୁକୁର କାମୁଡ଼ା ମାମଲା ପଞ୍ଜୀକୃତ, ୫ ଲକ୍ଷ ପୀଡିତ ୧୫ ବର୍ଷରୁ କମ୍

ନୂଆଦିଲ୍ଲୀ, ୪।୨: ବର୍ଷ ୨୦୨୪ରେ ସମଗ୍ର ଭାରତରେ ୨୨ ଲକ୍ଷ କୁକୁର କାମୁଡ଼ା ମାମଲା ପଞ୍ଜୀକୃତ ହୋଇଛି। ମଙ୍ଗଳବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଲଲନ ସିଂହ। ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ସେ ଲିଖିତ ଆକାରରେ କହିଛନ୍ତି ଯେ,…

PM Modi Mahakumbh: ଆସନ୍ତାକାଲି ମହାକୁମ୍ଭ ଯିବେ ପ୍ରଧାନମନ୍ତ୍ରୀ ମୋଦି, ୧୧ଟାରେ ସଙ୍ଗମରେ କରିବେ ସ୍ନାନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାf ବୁଧବାର (୫ ଫେବୃଆରୀ ୨୦୨୫) ମହାକୁମ୍ଭ ସ୍ନାନ ପାଇଁ ଯିବେ। ବୁଧବାର ସକାଳେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ପହଞ୍ଚିବେ, ତା’ପରେ ସେ ସଙ୍ଗମରେ ସ୍ନାନ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର…

କିଷାନ କ୍ରେଡିଟ୍‌ କାର୍ଡରୁ ଏବେ ମିଳିବ ୫ ଲକ୍ଷର ଋଣ, ଦେବାକୁ ପଡ଼ିବ ଏତିକି ସୁଧ, ନ ଥିଲେ ଏଭଳି କରିନିଅନ୍ତୁ କାର୍ଡ…

ନୂଆଦିଲ୍ଲୀ,୪।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨୦୨୫ ପହିଲାରେ ସଂସଦରେ ବଜେଟ ୨୦୨୫-୨୬ ଉପସ୍ଥାପନ କରିଥିଲେ। ଏହି ବଜେଟରେ କରାଯାଇଥିବା ପ୍ରମୁଖ ଘୋଷଣାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି କିଷାନ କ୍ରେଡିଟ କାର୍ଡର ସୀମା ବୃଦ୍ଧି। ପୂର୍ବରୁ କିଷାନ କ୍ରେଡିଟ୍‌ କାର୍ଡ ମାଧ୍ୟମରେ…

ମଧ୍ୟବିତ୍ତଙ୍କ ପାଇଁ ପୁଣି ଏକ ଖୁସି ଖବର, ୧୨ଲକ୍ଷ ଆୟକର ଛାଡ ପରେ ମିଳିବାକୁ ଯାଉଛି ଆଉ ଏକ ବଡ଼ ଉପହାର, ଫେବୃଆରୀ ୭ରେ…

ନୂଆଦିଲ୍ଲୀ,୪।୨: ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଖୁସି ଖବର। ଫେବୃଆରୀ ୧ ତାରିଖରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ହେବାର ଖୁସି ଖବର ପରେ ପୁଣି ଗୋଟିଏ ଖୁସି ଖବର ଆସିଛି। ଆଉ ଗୋଟିଏ ସପ୍ତାହ ମଧ୍ୟରେ ଆଉ ଏକ…

ଭ୍ୟାଲେଣ୍ଟାଇନ୍‌ ସପ୍ତାହରେ ରାଷ୍ଟ୍ରପତି ଭବନରେ ହେବ ବିବାହ, ସେ ବି ପ୍ରଥମ ଥର ଲାଗି…ଜାଣନ୍ତୁ ବରବଧୂ କିଏ?

ନୂଆଦିଲ୍ଲୀ,୪।୨: ସ୍ବାଧୀନତା ପରେ ପ୍ରଥମ ଥର ପାଇଁ, ଭାରତର ରାଷ୍ଟ୍ରପତି ଭବନରେ ଶାହାନାଇ ଶବ୍ଦ ପ୍ରତିଧ୍ୱନିତ ହେବାକୁ ଯାଉଛି। କାରଣ ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ନିୟୋଜିତ ପିଏସ୍‌ଓ ପୁନମ୍‌ ଗୁପ୍ତା ଏବଂ ସିଆର୍‌ପିଏଫ୍‌ ଅଧିକାରୀ ଅବନୀଶ ସିଂହଙ୍କୁ ରାଇସିନା ହିଲ୍ସରେ ଥିବା…

ଭାରତର ଏହି ସ୍ଥାନରେ ମିଳିଲା ହୀରା ଖଣି, ୩୫ ଗାଁକୁ ଚିହ୍ନଟ କଲା GSI

ନୂଆଦିଲ୍ଲୀ,୪।୨: ମଧ୍ୟପ୍ରଦେଶର ପାନ୍ନା ଅଞ୍ଚଳ ହୀରା ଉତ୍ପାଦନ ପାଇଁ ପ୍ରସିଦ୍ଧ କିନ୍ତୁ ଏବେ ଏଥିରେ ଆଉ ଏକ ନାମ ଯୋଡି ହେବାକୁ ଯାଉଛି। ତାହା ହେଉଛି ଗ୍ୱାଲିୟର-ଶିବପୁରୀ ଅଞ୍ଚଳ। ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (GSI) ଦ୍ୱାରା କରାଯାଇଥିବା ଏକ ସର୍ଭେରେ, ଚମ୍ବଲ…

କୁମ୍ଭମେଳା ଦଳାଚକଟାରେ ୩୦ ମୃତ୍ୟୁ ମାମଲା: ହେମା ମାଳିନୀ କହିଲେ-‘କିଛି ବଡ ଘଟଣା ନୁହେଁ’

ନୂଆଦିଲ୍ଲୀ,୪।୨: ମହାକୁମ୍ଭ ମେଳାରେ ଅହେତୁକ ଭିଡ଼ କାରଣରୁ ଘଟିଥିବା ଦଳାଚକଟାରେ ୩୦ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏହାର ଦୁଇଗୁଣା ଲୋକେ ଆହତ ହୋଇଛନ୍ତି। ତେବେ ”ଏହା ଏକ ବଡ ଘଟଣା ନୁହେଁ” ବୋଲି କହିଛନ୍ତି ଅଭିନେତ୍ରୀ ତଥା ଭାଜପା…

ଖୁସିରେ ବିଭୋର ମୁଖ୍ୟମନ୍ତ୍ରୀ: ପୁଣି କୁନୋ ଜାତୀୟ ଉଦ୍ୟାନରେ ଜନ୍ମ ନେଲେ ୨ ଚିତା ଛୁଆ

ନୂଆଦିଲ୍ଲୀ,୪।୨: ପୁଣି କୁନୋ ଜାତୀୟ ଉଦ୍ୟାନରେ ଖେଳିଯାଇଛି ଖୁସିର ମାହୋଲ। ଏଠାରେ ୨ଟି ଚିତା ଛୁଆ ଜନ୍ମ ନେଇଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ମଧ୍ୟପ୍ରଦେଶରେ ଚିତାଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଚିତାଙ୍କ ସଂଖ୍ୟା ବୃଦ୍ଧି ସହିତ,…

ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି, ମୁଖ୍ୟମନ୍ତ୍ରୀ ଗଠନ କଲେ କମିଟି

ଗାନ୍ଧିନଗର,୪।୨: ଉତ୍ତରାଖଣ୍ଡ ପରେ, ଏବେ ଗୁଜରାଟରେ ମଧ୍ୟ ୟୁସିସି ଶୀଘ୍ର ଲାଗୁ କରାଯାଇପାରେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ସମାନ ନାଗରିକ ସଂହିତା (UCC) ପ୍ରସ୍ତୁତ ଏବଂ ପ୍ରଣୟନ ପାଇଁ…

ମାସିକିଆ ଟୋଲ ଟ୍ୟାକ୍ସର ବ୍ୟବସ୍ଥା କରିବାକୁ ଯାଉଛନ୍ତି ସରକାର, ମିଳିବ ଡିସକାଉଣ୍ଟ

ନୂଆଦିଲ୍ଲୀ,୪।୨: ସାରା ଦେଶରେ ନ୍ୟାଶନାଲ ହାଇଓ୍ବେ ଅଥରିଟଇ ଅଫ ଇଣ୍ଡିଆ(NHAI) ଟୋଲ ପ୍ଲାଜା ବ୍ୟବହାର କରୁଥିବା ଡ୍ରାଇଭରମାନଙ୍କ ପାଇଁ ଏକ ଖୁସି ଖବର ଅଛି। କେନ୍ଦ୍ର ସରକାର ‘ମାସିକ ଟୋଲ ଟ୍ୟାକ୍ସ ସ୍ମାର୍ଟ କାର୍ଡ’ ପ୍ରଚଳନ କରିବାକୁ ବିଚାର କରୁଛନ୍ତି। କେନ୍ଦ୍ର…

ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ,୪।୨: ଗୋବିନ୍ଦପୁରୀରେ ଘଟିଥିବା ହଙ୍ଗାମାକୁ ନେଇ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୋବିନ୍ଦପୁରୀ ପୋଲିସ ବିଏନଏସର ଧାରା ୧୮୮ ଅନୁଯାୟୀ, ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ…

ହାଇ ହିଲ୍ସ ପାଇଁ ହଙ୍ଗାମା: ଛାଡପତ୍ର ଯାଏ ପହଞ୍ଚିଲା କଥା, ଜୋତା କିଣି ଦେଲେନି ବୋଲି ସ୍ତ୍ରୀ କଲେ ଏମିତି…

ଆଗ୍ରା,୪।୨: ଆପଣ ଅନେକ ବିବାହ ଏବଂ ସମ୍ପର୍କକୁ ଅନେକ ଥର ଭାଙ୍ଗିବାର ଦେଖିଥିବେ। ଅନେକ ଲୋକ ବିବାହ କରନ୍ତି ଏବଂ ବିଭିନ୍ନ କାରଣକୁ ନେଇ ଛାଡପତ୍ର ଦିଅନ୍ତି। ଯେକୌଣସି ସମ୍ପର୍କକୁ ଶେଷ କରିବା ପାଇଁ କିଛି ନା କିଛି ବଡ଼ କାରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri