Posted inଜାତୀୟ

କୁମ୍ଭମେଳା ଦଳାଚକଟାରେ ୩୦ ମୃତ୍ୟୁ ମାମଲା: ହେମା ମାଳିନୀ କହିଲେ-‘କିଛି ବଡ ଘଟଣା ନୁହେଁ’

ନୂଆଦିଲ୍ଲୀ,୪।୨: ମହାକୁମ୍ଭ ମେଳାରେ ଅହେତୁକ ଭିଡ଼ କାରଣରୁ ଘଟିଥିବା ଦଳାଚକଟାରେ ୩୦ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏହାର ଦୁଇଗୁଣା ଲୋକେ ଆହତ ହୋଇଛନ୍ତି। ତେବେ ”ଏହା ଏକ ବଡ ଘଟଣା ନୁହେଁ” ବୋଲି କହିଛନ୍ତି ଅଭିନେତ୍ରୀ ତଥା ଭାଜପା ଏମପି ହେମାମାଳିନୀ।

ହେମା କହିଥିଲେ “… ଏହା ଏକ ବହୁତ ବଡ଼ ଘଟଣା ନଥିଲା। ମୁଁ ଜାଣିନାହିଁ ଏହା କେତେ ବଡ଼ ଥିଲା (କିନ୍ତୁ) ଏହାକୁ ଅତିରଞ୍ଜିତ କରାଯାଉଛି,”। ଏହି ଅବସରରେ ସେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶାସନକୁ “ଅତ୍ୟନ୍ତ ସୁପରିଚାଳିତ” ଧାର୍ମିକ ସମାବେଶ ପାଇଁ ପ୍ରଶଂସା କରିଥିଲେ। “ସବୁକିଛି ବହୁତ ଭଲ ଭାବରେ କରାଯାଉଛି..। ତେବେ ଏତେ ଲୋକ ଆସୁଛନ୍ତି… ପରିଚାଳନା କରିବା ବହୁତ କଷ୍ଟକର ହୋଇଥିବାରୁ ଦଳାଚକଟାକୁ ‘ଅନିବାର୍ଯ୍ୟ’ ବୋଲି ମଧ୍ୟ ସେ କହିଥିଲେ।

ହେମା ମାଳିନୀ ଗତ ସପ୍ତାହରେ ମଧ୍ୟ ଏଠାରେ ‘ପବିତ୍ର ସ୍ନାନ’ କରିଥିଲେ, ଯାହା ପରେ ସେ “ମହାନ ଅନୁଭବ କରୁଛନ୍ତି” ବୋଲି କହିଥିଲେ ଏବଂ କହିଥିଲେ, “ମୁଁ ପୂର୍ବରୁ କେବେ ଏପରି ଅଭିଜ୍ଞତା ପାଇନାହିଁ… ମୁଁ ପବିତ୍ର ସ୍ନାନ କରିଥିବାରୁ ସୌଭାଗ୍ୟବାନ ମାନେ କରୁଛି।”

ହେମାଙ୍କ ଏହି ବୟାନ ପରେ କଂଗ୍ରେସ କଡା ପ୍ରତିକ୍ରିୟା ରଖିଛି। ଏମପି ତାରିକ ଅନୱର କହିଛନ୍ତି, ଅଭିନେତ୍ରୀ “କେବେ ଜାଣି ପାରିବେ ନାହିଁ ଯେ ଏହା (ଭୟାନଜନକ ଭିଡ଼ ଯାହା ଦଳାଚକଟାର କାରଣ ହୋଇଥିଲା) ପ୍ରକୃତରେ କ’ଣ ଥିଲା”।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଗଣତି କେନ୍ଦ୍ର ଭିତରେ ପଶିଲେ ମମତା: ଭବାନୀପୁରରେ ହାଇଭୋଲଟେଜ୍‌ ଡ୍ରାମା

କୋଲକାତା,୪।୫: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ବଡ଼ ବିବାଦ ଦେଖାଦେଇଛି। ଭାରତୀୟ ନିର୍ବାଚନ କମିଶନ (ECI) ଏହି ନିର୍ବାଚନମଣ୍ଡଳୀର ଗଣନା ଫଳାଫଳକୁ ବହୁତ ସମୟ ପାଇଁ…

ଭାଜପା ଜିତିବା ପଛରେ ବିହାରର ଏହି ସାଇଲେଣ୍ଚ ନେତା, ପ୍ରଥମ ହିମାଚଳ ଏବଂ ବଙ୍ଗଳାରେ ବିଜୟ….

କୋଲକାତା,୪।୫:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାଜପାର ଏହି ବିସ୍ମୟକର ବିଜୟ ପଛରେ ଅନେକ ନାୟକ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅନେକ ରାଲିକୁ ସମ୍ବୋଧିତ…

ଜୋରହାଟ ଆସନରୁ ହାରିଲେ ଗୌରବ ଗୋଗୋଇ, ଭାଜପା ମାରିଲା ବାଜି

ଜୋରହାଟ(ଆସାମ): ଆସାମର ଜୋରହାଟ ଆସନରେ କଂଗ୍ରେସ ନେତା ଗୌରବ ଗୋଗୋଇ ପରାଜିତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ହିତେନ୍ଦ୍ର ନାଥ ଗୋସ୍ୱାମୀ ୨୧,୦୦୦ ଭୋଟ ବ୍ୟବଧରାନରେ କଂଗ୍ରେସ ନେତା…

ପରାଜୟ ସ୍ବୀକାର କଲା TMC, ଦୁଃଖକୁ ଛାତିରେ ଲୁଚାଇ ଏମିତି କହିଦେଲେ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଭାଜପା ଏକ ବିଶାଳ ବିଜୟ ଆଡ଼କୁ ଯାଉଛି। ବର୍ତ୍ତମାନର ଧାରା ଅନୁସାରେ, ଭାଜପା ୧୯୮ଟି ଆସନରେ ଏବଂ ଟିଏମସି ପ୍ରାୟ ୯୦ଟି ଆସନରେ ଆଗୁଆ…

ପ୍ରଚଣ୍ଡ ବିଜୟ ପରେ ହଠାତ୍‌ ଥଲାପତିଙ୍କ ଘରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ: ବାପା-ମା’ଙ୍କ ସହ କଲେ ଏମିତି କାମ

ଅଭିନେତା ଥଲାପତି ବିଜୟ ତାମିଲ ରାଜନୀତିରେ ହିରୋ ଭଳି ପ୍ରବେଶ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଟିଭିକେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି।…

ନବୀନ ଯାଇଥିଲେ ଆଉ ଏବେ ଦିଦି! କ’ଣ ରହିଛି ୪ ତାରିଖ ସହ ଲିଙ୍କ୍‌, କାହିଁକି ଭାଜପା ପାଇଁ ଶୁଭ ହେଉଛି ଏହି ଦିନ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତି । ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଭାଜପା ରାଜ୍ୟରେ ଏବେସୁଦ୍ଧା ଆଗରେ…

ଚମତ୍କାର କଲେ ଥଲାପଥି ବିଜୟ: ଭାଙ୍ଗିଲା ୬୦ ବର୍ଷର ରାଜନୈତିକ ଚକ୍ର

ଚେନ୍ନାଇ,୪।୫: ତାମିଲନାଡୁ ରାଜନୀତି ପୁଣି ଥରେ ଏକ ନୂତନ ମୋଡ଼ ନେଇଛି। ଷ୍ଟାଲିନଙ୍କୁ ଅଭିନେତା ଥଲାପଥି ବିଜୟଙ୍କ ଟିଭିକେ ଦଳ କ୍ଷମତାରୁ ବାହାର କରିଦେଇଛି। ଟିଭିକେ ତାମିଲନାଡୁର…

ବଡ଼ ଓଲଟପାଲଟ: ହାରିଗଲେ ମୁଖ୍ୟମନ୍ତ୍ରୀ, ତାଙ୍କର ଅତି ଘନିଷ୍ଠ ସହଯୋଗୀଙ୍କଠୁ ହେଲେ ପରାସ୍ତ

ଚେନ୍ନାଇ,୪।୫: ବର୍ତ୍ତମାନର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ମୁଖ୍ୟ ଏମ୍‌କେ ଷ୍ଟାଲିନ ତାଙ୍କର କୋଲାଥୁର ଆସନ ହରାଇଛନ୍ତି। ଏହି ଆସନକୁ ତାଙ୍କର ଗଡ଼ ବୋଲି ବିବେଚନା କରାଯାଉଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri