ଜାତୀୟ

କିଏ କରିବ କପଡା-ବାଥରୁମ ସଫା, କାହାକୁ ଆଣିବାକୁ ପଡ଼ିବ ରାଶନ…ଭାଲେଣ୍ଟାଇନ ଡେ’ରେ ଭାଇରାଲ ହେଉଛି କପଲଙ୍କ ଏଗ୍ରିମେଣ୍ଟ

ନୂଆଦିଲ୍ଲୀ,୧୪।୨: ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ ଏକ ସ୍ବତନ୍ତ୍ର ଦିନ। ଏହି ଦିନରେ, ଦମ୍ପତିମାନେ ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି ଏବଂ ପରସ୍ପରକୁ ପ୍ରେମ ନିବେଦନ କରନ୍ତି। ଏହି ଦିନଟିକୁ ଦମ୍ପତିମାନେ ସ୍ବତନ୍ତ୍ର କରିବାକୁ ଚେଷ୍ଟା କରନ୍ତି। ଏହି ସମୟରେ, ସ୍ବାମୀ ଏବଂ…

ଆମେରିକାରେ ଆଦାନୀଙ୍କ ସମ୍ପର୍କରେ ଏଭଳି ବୟାନ ଦେଲେ ମୋଦି, କଟାକ୍ଷ କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୪।୨: ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏକ ମିଳିତ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେ ଜଣେ ଖବରଦାତା ଗୌତମ ଆଦାନୀଙ୍କ ମାମଲା ସମ୍ପର୍କରେ ଏକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନର ଉତ୍ତର ଦେବା…

Pulwama Attack: ମୁଣ୍ଡ ନୁଆଁଇବ ନାହିଁ ଭାରତ; ଆତଙ୍କବାଦୀଙ୍କୁ ଚେତାବନୀ ଦେଳେ ମୋଦି-ଶାହା

ନୂଆଦିଲ୍ଲୀ,୧୪।୨: ୧୪ ଫେବୃଆରୀ ୨୦୧୯ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଭାବରେ ଲିପିବଦ୍ଧ କରାଯାଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତିପୋରାର ଗୋରିପୋରା ଅଞ୍ଚଳରେ ଏହି ଭୟଙ୍କର ଘଟଣା ଘଟିଥିଲା। ଯେତେବେଳେ ସିଆରପିଏଫ ଗାଡ଼ି ଶ୍ରୀନଗର…

ଆମେରିକା-ଭାରତ ମଧ୍ୟରେ ‘ଦ୍ୱୈତ ବାଣିଜ୍ୟ’ ଘୋଷଣା କଲେ ଟ୍ରମ୍ପ-ମୋଦି: ୨୦୩୦ ସୁଦ୍ଧା ୫୦୦ ବିଲିୟନ ଡଲାର ଲକ୍ଷ୍ୟ ଧାର୍ଯ୍ୟ

ନୂଆଦିଲ୍ଲୀ ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଆମେରିକା ଗସ୍ତ ୱାଶିଂଟନ ଡିସିର ବ୍ଲେୟାର ହାଉସରେ ହାଇପ୍ରୋଫାଇଲ ବୈଠକ ସହିତ ଆରମ୍ଭ କରିଥିଲେ। ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

ମୋଦିଙ୍କ ଉପରେ ବଡ଼ ଦାୟିତ୍ୱ ଦେଇଦେଲେ ଟ୍ରମ୍ପ, କହିଲେ-‘ମୋଦି ବୁଝିବେ…’

ନୂଆଦିଲ୍ଲୀ ,୧୪।୨: ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ହ୍ୱାଇଟ୍ ହାଉସକୁ ଫେରିବା ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ବିଶ୍ୱ ନେତାଙ୍କ…

ଭାରତ ଉପରେ କଠୋର ହେଲେ ଚାଇନା ସହିତ କିପରି ମୁକାବିଲା କରିବେ ? ଜାଣନ୍ତୁ କ’ଣ ଉତ୍ତର ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହ୍ୱାଇଟ ହାଉସରେ ବୈଠକ ହୋଇଛି। ବୈଠକ ପରେ ଉଭୟ ନେତା ଏକ ମିଳିତ ଖବରଦାତା ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପ…

Video: ହ୍ୱାଇଟ୍ ହାଉସରେ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଚୌକି ଟାଣିଲେ ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ ,୧୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (ସ୍ଥାନୀୟ ସମୟ) ୱାଶିଂଟନ୍ ଡିସିର ହ୍ୱାଇଟ୍ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଷ୍ମ ଆଲିଂଗହଣା ସହିତ ସ୍ୱାଗତ କରିଛନ୍ତି। ପଶ୍ଚିମ ୱିଙ୍ଗ ଲବିରେ ପରସ୍ପରକୁ ସ୍ୱାଗତ କରିବା ସମୟରେ ଦୁଇ ନେତା…

Video: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଲିଙ୍ଗନ କରି ସ୍ୱାଗତ କଲେ ରାଷ୍ଟ୍ରପତି ଟ୍ରମ୍ପ, କହିଲେ “ଆମେ ତୁମକୁ ବହୁତ…”

ନୂଆଦିଲ୍ଲୀ,୧୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର (ସ୍ଥାନୀୟ ସମୟ) ୱାଶିଂଟନ ଡିସିର ହ୍ୱାଇଟ୍ ହାଉସର ୱେଷ୍ଟ ୱିଙ୍ଗ ଲବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ପରସ୍ପରକୁ ସ୍ୱାଗତ କରିବା ସମୟରେ ଏକ ଉଷ୍ମ ଆଲିଙ୍ଗନ କରିଥିଲେ,…

କୋର୍ଟରେ ମହିଳା ବିଚାରପତିଙ୍କୁ ଚପଲ ଫିଙ୍ଗିଲେ ଅପରାଧୀ

ହାଇଦ୍ରାବାଦ,୧୩।୨:ଏକ ହତ୍ୟା ଉଦ୍ୟମ ମାମଲାରେ ଦୋଷୀସାବ୍ୟସ୍ତ ବ୍ୟକ୍ତି ଗୁରୁବାର କୋର୍ଟରୁମ୍‌ରେ ମହିଳା ବିଚାରପତିଙ୍କୁ ଚପଲ ପିଙ୍ଗିଛନ୍ତି। ଅତିରିକ୍ତ ଜିଲା ଜଜ୍‌ କୋର୍ଟର ମହିଳା ବିଚାରପତି ବୁଧବାର ଅପରାଧୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇବାରୁ ସେ ଖୁବ୍‌ ରାଗିଯାଇଥିଲେ। ଗୁରୁବାର ଆଉ ଏକ…

ସୁପ୍ରିମକୋର୍ଟ ଉପରେ ଚାପ ପକାଉଥିଲେ କି ମୋଦି, ଗଣମାଧ୍ୟମରେ ସାଂଘାତିକ ଖୁଲାସା କଲେ ଚନ୍ଦ୍ରଚୂଡ!

ନୂଆଦିଲ୍ଲୀ,୧୩।୨: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (CJI) dy chandrachud ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତର ହାଇକୋର୍ଟ, ବିଶେଷକରି ସୁପ୍ରିମକୋର୍ଟ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଆମେ ବ୍ୟକ୍ତିଗତ ସୱାଧୀନତାର ସୁରକ୍ଷା ପାଇଁ ଅଛୁ ଏବଂ ସେଥିପାଇଁ…

CM Yogi Deepfake Video Viral: ମୁଖ୍ୟମନ୍ତ୍ରୀଙ୍କର ମୁସଲିମ ଟୋପି ପିନ୍ଧିଥିବା ଏକ ଡିପଫେକ ଭିଡିଓ ଭାଇରାଲ, ମାମଲା ରୁଜୁ

ଲକ୍ଷ୍ନୌ,୧୩।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁସଲିମ ଟୋପି ପିନ୍ଧିଥିବା ଏକ ଡିପଫେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଷ୍ଟେଶନରେ ଆଇଟି ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ବିଭିନ୍ନ…

ହଟ୍ଟଗୋଳ ମଧ୍ୟରେ ଓ୍ବକ୍‌ଫ ବିଲ୍‌ର ଜେପିସି ରିପୋର୍ଟ ଉପସ୍ଥାପିତ: ଲୋକ ସଭା ମାର୍ଚ୍ଚ ୧୦ ଯାଏ ମୁଲତବୀ

ନୂଆଦିଲ୍ଲୀ,୧୩।୨:ଓ୍ବକ୍‌ଫ ବିଲ୍‌ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ରିପୋର୍ଟ ଗୁରୁବାର ପାର୍ଲାମେଣ୍ଟର ଉଭୟ ଗୃହରେ ଉପସ୍ଥାପନ କରାଯାଇଥିବାବେଳେ ଏହାକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। ରିପୋର୍ଟରୁ ଅସହମତ ନୋଟ୍‌ଗୁଡ଼ିକୁ ହଟାଇ ଦିଆଯାଇଥିବା ଅଭିଯୋଗ ଆଣି ବିରୋଧୀ ସଦସ୍ୟମାନେ ପ୍ରତିବାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri