ଜାତୀୟ

ସ୍ଥିର ହେଲା ତାରିଖ, ଏହିଦିନ ଶପଥ ନେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ! ଚମକାଇ ଦେବ ନୂଆ ନାମ

ନୂଆଦିଲ୍ଲୀ,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆମେରିକା ଗସ୍ତ ଶେଷ କରି ସ୍ବଦେଶ ଫେରିଛନ୍ତି ଏବଂ ଦିଲ୍ଲୀର ନୂଆ ସରକାର ପାଇଁ ସମ୍ଭାବ୍ୟ ଚେହେରା ବିଷୟରେ ତାଙ୍କ ସହିତ ଆଲୋଚନା କରାଯିବ। ଏହା ପରେ ହିଁ ଚୂଡ଼ାନ୍ତ ନାମ ସ୍ଥିର କରାଯିବ।…

ତାମିଲ ଅଭିନେତା ବିଜୟଙ୍କୁ କେନ୍ଦ୍ର ଦେଲା ‘Y’ ଶ୍ରେଣୀର ସୁରକ୍ଷା, ଅନ୍ନାମଲାଇ କହିଲେ…

ଚେନ୍ନାଇ,୧୫।୨: ତାମିଲନାଡୁର ତାମିଲଗା ଭେଟ୍ରି କାଝାଗମ (ଟିଭିକେ)ର ପ୍ରମୁଖ ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ Y ବର୍ଗର ସୁରକ୍ଷା ପ୍ରଦାନ କରିଛି। ଇଣ୍ଟେଲିଜେନ୍ସ ବ୍ୟୁରୋ ଦ୍ୱାରା ଏକ ଆଭ୍ୟନ୍ତରୀଣ ସୁରକ୍ଷା ଅଡିଟ କରାଯାଇଥିଲା, ଯାହା ପରେ କେନ୍ଦ୍ର…

ପୁଣି ବିଷ ଓଗାଳିଲେ ପନ୍ନୁ: ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧମକ

ଚଣ୍ଡିଗଡ,୧୫।୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନଙ୍କୁ ଧମକ ଦିଆଯାଇଛି। ଏହି ଧମକ ଅନ୍ୟ କେହି ନୁହେଁ ବରଂ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ଦେଇଛନ୍ତି। ଆତଙ୍କବାଦୀ ପନ୍ନୁ ପୁଣି ଥରେ ଦେଶ ବିରୋଧରେ ବିଷ ଓଗାଳିଛନ୍ତି। ନିଷିଦ୍ଧ ସଂଗଠନ ଶିଖ…

ପ୍ରବାସୀ ଭାରତୀୟଙ୍କୁ ନେଇ ଫେରୁଥିବା ବିମାନର ଲ୍ୟାଣ୍ଡିଂକୁ ନେଇ ମୁଖ୍ୟମନ୍ତ୍ରୀ ଉଠାଇଲେ ପ୍ରଶ୍ନ

ଚଣ୍ଡିଗଡ଼,୧୫।୨: ବେଆଇନ ଭାବରେ ଆମେରିକାରେ ଥିବା ଭାରତୀୟମାନଙ୍କୁ ନେଇ ଆଉ ଏକ ବିମାନ ସ୍ବଦେଶ ଫେରି ଆସୁଛି। ଆମେରିକୀୟ ବିମାନଟି ଅମୃତସର ବିମାନବନ୍ଦରରେ ଅବତରଣ କରିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏ ସମ୍ପର୍କରେ କିଛି ପ୍ରଶ୍ନ ଉଠାଇଛନ୍ତି, ଯାହାର ଉତ୍ତର…

ଶୁଣିଲେ ହେବେ ଆଶ୍ଚର୍ଯ୍ୟ: ପ୍ରତିଦିନ ଖାଦ୍ୟରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୫।୨: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଜାଣିବାକୁ ଲୋକେ ସବୁବେଳେ ଆଗ୍ରହୀ ଥାନ୍ତି। ସେ କ’ଣ ଖାଆନ୍ତି, କ’ଣ ପିନ୍ଧନ୍ତି, ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ କିଏ ପରିଚାଳନା କରନ୍ତି? ଲୋକମାନେ ଏସବୁ ବିଷୟରେ ଜାଣିବାକୁ ବହୁତ ଚାହାଁନ୍ତି। ତେବେ…

ବଢିଲା ଅଡ଼ୁଆ: କେଜ୍‌ରିୱାଲଙ୍କ ବଙ୍ଗଳାର ହେବ ଯାଞ୍ଚ, ନିର୍ଦ୍ଦେଶ ଦେଲା ସିଭିସି

ନୂଆଦିଲ୍ଲୀ,୧୫।୨: ସେଣ୍ଟ୍ରାଲ ଭିଜିଲାନ୍‌ସ କମିଶନ (CVC) ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସରକାରୀ ବାସଭବନର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। CPWD ଦ୍ୱାରା ଦାଖଲ କରାଯାଇଥିବା ଏକ ରିପୋର୍ଟ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି, ଯେଉଁଥିରେ ୬ ଫ୍ଲାଗଷ୍ଟାଫ ରୋଡରେ…

CBSE ଦଶମ-ଦ୍ୱାଦଶ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,୧୫।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷା ସକାଳ ୧୦:୩୦ ରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କିଛି ବିଷୟ ପାଇଁ ପରୀକ୍ଷା ସକାଳ…

ଭାରତ ଫେରିଲେ ମୋଦି, ହଟିବ ଦିଲ୍ଲୀ ସସ୍ପେନ୍ସ: ଶାହା-ନଡ୍ଡାଙ୍କ ସହ ହେବ ମନ୍ଥନ

ନୂଆଦିଲ୍ଲୀ,୧୫।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ଆମେରିକା ଗସ୍ତ ସାରି ଦିଲ୍ଲୀ ଫେରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଖୁବ ଶୀଘ୍ର ଅନ୍ତ ହେବ। ନୂତନ ମୁଖ୍ୟମନ୍ତ୍ରୀ ଏବଂ ନୂତନ ସରକାରଙ୍କ ଶପଥ ଗ୍ରହଣ ତାରିଖ ଘୋଷଣା…

ମଦ ପିଇବାରେ ଏହି ରାଜ୍ୟର ମହିଳା ସବୁଠୁ ଆଗରେ: ସର୍ଭେ ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୨: ଦେଶରେ ମଦ୍ୟପାନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏକ ସର୍ଭେ କରାଯାଇଛି, ଯେଉଁଥିରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଏହି ସର୍ଭେ ବହୁତ ଆକର୍ଷଣୀୟ, ଯାହା ଆଜିକାଲି ବହୁତ…

ମହାକୁମ୍ଭ ଯାଉଥିବାବେଳେ ଅଘଟଣ: ବୋଲେରୋ-ବସ୍‌ ଧକ୍କା: ୧୦ ଶ୍ରଦ୍ଧାଳୁ ମୃତ, ୧୯ ଆହତ

ପ୍ରୟାଗରାଜ,୧୫।୨: ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ହୋଇଛନ୍ତି। ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି…

ମମତା ପୁଣି ମହାମଣ୍ଡଳେଶ୍ୱର

ପ୍ରୟାଗରାଜ,୧୫ା୨: ଏକଦା ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜ ଅଭିନୟର ଚାତୁରୀ ଓ ଅଙ୍ଗ ପ୍ରଦର୍ଶନକୁ ନେଇ ବହୁଚର୍ଚ୍ଚିତ ଥିବା ମମତା କୁଲକର୍ଣ୍ଣୀ ଦୀର୍ଘ ୨୫ ବର୍ଷ ଧରି ବଲିଉଡ୍‌ରୁ ଉଭାନ ହୋଇଯାଇଥିଲେ। ନିକଟରେ ସେ କେନିଆରୁ ମୁମ୍ବାଇକୁ ଫେରିଥିଲେ। ଉତ୍ତରପ୍ରଦେଶର ପ୍ରୟାଗରାଜରେ…

ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ ସୁନୀତା ଓ୍ବିଲିୟମ୍ସ

ଓ୍ବାଶିଂଟନ,୧୫।୨: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ସମୟ ରହିବା ପରେ ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍‌ସ ଏବଂ ବୁଚ୍‌ ଓ୍ବିଲ୍‌ମୋର ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ। ମହାକାଶରୁ ସେମାନଙ୍କ ସୂଚନା ଅନୁଯାୟୀ ମାର୍ଚ୍ଚ ୧୨ରେ କ୍ରିଉ-୧୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri