ଜାତୀୟ

ରିଲିଜ ହେବ ନାହିଁ ମମତାଙ୍କ ବାୟୋପିକ୍‌: ନିର୍ବାଚନ ଆୟୋଗ ଲଗାଇଲେ କଟକଣା

ମୁମ୍ବାଇ,୨।୫: ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ବାଘିନି’ର ରିଲିଜ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆଚାର ସଂହିତା ଲାଗୁ ରହିଥିବା ପର୍ଯ୍ୟନ୍ତ ଫିଲ୍ମକୁ ରିଲିଜ କରାଯିବ ନାହିଁ ବୋଲି ନିର୍ବାଚନ…

୪ ଜେସିବି ଜଳାଇଲେ ମାଓବାଦୀ

ପାଟନା,୨।୫: ବିହାର ଗୟା ଜିଲାରେ ଗୁରୁବାର ମାଓବାଦୀମାନେ ୪ଟି ଜେସିବି ଗାଡ଼ିରେ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ସ୍ଥାନୀୟ ବାରାଛତିଠାରେ ମାଓବାଦୀମାନେ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଏହି ଗାଡ଼ିଗୁଡିକୁ ଜଳାଇ ଦେଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ…

ଭାଜପା କରିଛି ଘୋଡ଼ାବେପାର: ୭ ଏଏପି ବିଧାୟକଙ୍କୁ ଯାଚିଥିଲା ୧୦ କୋଟି ଲେଖାଏଁ

ନୂଆଦିଲ୍ଲୀ,୨।୫: ଭାଜପା ଘୋଡ଼ାବେପାର କରିଥିବା ଅଭିଯୋଗ କରିଛନ୍ତି ଆମ୍‌ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ। ଏଏପିରେ କନ୍ଦଳ ଲଗାଇବା ପାଇଁ ୭ ଏଏପି ବିଧାୟକଙ୍କୁ ଭାଜପା ୧୦ କୋଟି ଲେଖାଏଁ ଯାଚିଥିବା ଅଭିଯୋଗ କରିଛନ୍ତି କେଜରିଓ୍ବାଲ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଛତିଶଗଡ଼ ମାଓବାଦୀ ଆକ୍ରମଣ: ୨ ମୃତ

ସୁକମା,୨।୫: ଚତିଶଗଡ଼ର ସୁକମା ଜିଲାରେ ଥିବା କିସ୍ତରାମ ଅଞ୍ଚଳରେ ମାଓବାଦୀଙ୍କ ବର୍ବରତା ପୁଣି ଥରେ ଦେଖିବାକୁ ମିଳିଛି। ବୁଧବାର ରାତିରେ ଏଠାରେ ମାଓବାଦୀଙ୍କ ଆକ୍ରମଣରେ ୨ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଠାରେ ବାରମ୍ବାର ମାଓବାଦୀଙ୍କ ବର୍ବରତା ଯୋଗୁ…

ଓଢ଼ଣି ଉପରେ ପ୍ରତିବନ୍ଧକ ଲାଗିବ କେବେ: ଓଓ୍ବେସି

ନୂଆଦିଲ୍ଲୀ,୧।୫: ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଯିବା ପାଇଁ ଶିବସେନା ପକ୍ଷରୁ ଦାବୀ କରାଯାଇଛି। ତେବେ ଏନେଇ ଭାଜପା ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏହା ଏକ ପରମ୍ପରା। ପରମ୍ପରାକୁ ଭଙ୍ଗ କରାଯିବା ଅନୁଚିତ ବୋଲି ଭାଜପାର କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଉଠାଓ୍ବଲେ…

ମୋଦି ଜାପାନରେ ଢ଼ୋଲ ବଜାଇ ପାକିସ୍ତାନରେ ଖାଇଛନ୍ତି ବିରିୟାନୀ: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୫: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଗାତାର ଟାର୍ଗେଟ୍‌ କରିବାରେ ଲାଗିଛନ୍ତି। ଏହି ମର୍ମରେ ପ୍ରିୟଙ୍କା କହିଛନ୍ତି ଯେ, ମୋଦି ନିଜ ଶାସନକାଳରେ କେବଳ ବିଦେଶ ଭ୍ରମଣ କରିଛନ୍ତି। ଜାପାନ ଗସ୍ତରେ ମୋଦି ସେଠାରେ…

ମତଦାନ ଅଧିକାର ସାବ୍ୟସ୍ତ କରିବେ ୪୦ ମନମୋହନ-୩ ଅମିତ ଶାହ-୪ ରାଜନାଥ

ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ମେ ୧୨ରେ ୬ଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଏଠାରେ ୪୦ରୁ ଅଧିକ ନାମଧାରୀ ଦିଗ୍‌ ବିଜୟ ସିଂ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେହିପରି ୨୧ ଜଣ ପ୍ରଜ୍ଞା ସିଂ ନାମଧାରୀ…

ଭୋପାଳ ଲୋକ ସଭା ଆସନ: ମତଦାନ କରିବେ ରାଫାଲ-ମିଗ୍‌-ମିରାଜ୍‌

ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ଷଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଚଳିତ ଥର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ରାଫାଲ, ମିଗ୍‌ ଏବଂ ମିରାଜ୍‌ ଏଠାରେ ଭୋଟ ଦେବେ। ଏଠାରେ ରାଫାଲ ନାମଧାରୀ ୪ଜଣ, ମିଗ୍‌ ନାମଧାରୀ ୭…

ମହାଭାରତ ସତ୍ୟତା ହେବ ପ୍ରମାଣିତ: ୪ ହଜାର ବର୍ଷ ତଳର ଅବଶେଷରୁ ମିଳିବ ତଥ୍ୟ

ନୂଆଦିଲ୍ଲୀ,୧।୫: ମହାଭାରତର ସତ୍ୟତା ପ୍ରମାଣିତ ହେବା ସମ୍ଭାବନା ଦେଖାଦେଇଛି। ବାଗପତ୍‌ର ସିନୌଲି ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଖନନରୁ କେତେକ ଅବଶେଷ ମିଳିଛି। ଏହା ୪ହଜାର ବର୍ଷ ତଳର ମହାଭାରତ ସମୟର ବୋଲି କୁହାଯାଉଛି। ଏହି ଅବଶେଷରୁ…

ଭାରତରେ ବୁର୍ଖା ନିଷେଧ ପାଇଁ ଦାବି କଲା ଶିବସେନା

ମୁମ୍ବାଇ,୧।୫: ଶିବସେନା ଭାରତରେ ବୁର୍ଖା ପିନ୍ଧିବା ଉପରେ କଟକଣା ଜାରି କରିବାକୁ ଦାବି କରିଛି। ଶ୍ରୀଲଙ୍କାରେ ସୁରକ୍ଷା ଦୃଷ୍ଟିରୁ ଏପରି କରାଯାଇଥିବାବେଳେ ଭାରତ ମଧ୍ୟ ଏହା କରାଯିବା ଆବଶ୍ୟକ ବୋଲି ଶିବସେନା କହିଛି। ତେବେ ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଉଠାଓ୍ବଲେ…

୨୭ ମେସିନ୍‌ ଜଳାଇଲେ ମାଓବାଦୀ

ମୁମ୍ବାଇ,୧।୫: ମହାରାଷ୍ଟ୍ର ଗାଡଚିରୋଲି ଜିଲାରେ ମାଓବାଦୀମାନେ ବୁଧବାର ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ୨୭ଟି ମେସିନ୍‌ରେ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ସ୍ଥାନୀୟ କୁରୁଖେଦାରେ ଘଟିଛି ଏହି ଅଭାବନୀୟ ଘଟଣା। ପୂର୍ବରୁ ଏପ୍ରିଲ୍‌ ୧୧ରେ ଏଠାରେ ସିଆର୍‌ପିଏଫ୍‌ ଯବାନ ଏବଂ ମାଓବାଦୀ…

ହିମମାନବ ପାଦଚିହ୍ନ ଜାରିକଲା ସେନା

ନୂଆଦିଲ୍ଲୀ,୧।୫: ପିଲାବେଳେ ବହିରେ ପଢିଥିବା ହିମମାନବକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆଲୋଚନା କରାଯାଏ। ଏବେ କିନ୍ତୁ ଭାରତୀୟ ସେନା ଏହି ହିମମାନବର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇଛି। ହିମମାନବ ‘ୟେତି’କୁ ନେଇ ସେନା କିଛି ତଥ୍ୟ ପ୍ରଦାନ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?