ଜାତୀୟ

8th Pay Commission କୁ ନେଇ ଆସିଲା ବଡ଼ ଖବର, ଏହିଦିନ ସରକାରୀ କର୍ମଚାରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୧୬।୮: ଅଷ୍ଟମ ବେତନ କମିଶନ ଗଠନ ଘୋଷଣା ହେବାର ପ୍ରାୟ ସାତ ମାସ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀ ଏହି କମିଶନ କେବେ…

ଶୁଭାଂଶୁଙ୍କ ଘର ବାହୁଡା, ଭାରତ ପହଞ୍ଚି ଭେଟିବେ ମୋଦିଙ୍କୁ!

ନୂଆଦିଲ୍ଲୀ,୧୬।୮: ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ସ୍ବଦେଶ ଆସୁଛନ୍ତି। ସେ ଦେଶକୁ ଆସିବାକୁ ଏକ ବିମାନରେ ଚଢ଼ିଛନ୍ତି। ଶୁଭାଂଶୁ ଖୁବ ଶୀଘ୍ର ଭାରତରେ ପାଦ ଦେବାକୁ ଯାଉଛନ୍ତି। ଆମେରିକା ଛାଡିବା ପୂର୍ବରୁ, ସେ ଫ୍ଲାଇଟରେ ବସି ସୋସିଆଲ ମିଡିଆରେ ଏକ ପୋଷ୍ଟ…

ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ, ସାମ୍ନାକୁ ଆସିଲା ବଡ଼ ସତ, ଚାର୍ଜଶିଟ୍‌ ଦାଖଲ

ଚଣ୍ଡିଗଡ଼,୧୬ା୮: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ହିସାର ପୋଲିସ କୋର୍ଟରେ ଏହି ୨୫୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି। ସୂତ୍ର ଅନୁଯାୟୀ, ଜ୍ୟୋତିଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ ହୋଇଛି।…

ସାଧାରଣ ଚାଷୀରୁ ଟ୍ରେନ ମାଲିକ! ଶତାବ୍ଦୀ ଏକ୍ସପ୍ରେସର ମାଲିକ ହେଲେ…

ଲୁଧିଆନା,୧୬।୮: ଜଣେ ଛୋଟ ଚାଷୀ ଟ୍ରେନ୍‌ର ମାଲିକ! ବିଶ୍ୱାସ ନ ହେଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ! ରେଳବାଇର ଭୁଲ ଯୋଗୁଁ ଜଣେ ଚାଷୀ ସମ୍ପୂର୍ଣ୍ଣ ଟ୍ରେନ୍‌ର ମାଲିକ ହୋଇଯାଇଥିଲେ! ଆସନ୍ତୁ ଜାଣିବା ପୂରା କାହାଣୀ। ପଞ୍ଜାବର ଜଣେ କୃଷକ ପାଞ୍ଚ…

ଭାଜପା-RSS ମଧ୍ୟରେ ଫାଟ! ରାମ ମାଧବ ଖୋଲିଦେଲେ ସବୁ ଗୁମର

ନୂଆଦିଲ୍ଲୀ,୧୬।୮: ଗତ କିଛି ଦିନ ଧରି ରାଜନୈତିକ କରିଡରରେ ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(RSS) ନେଇ ଅନେକ ଆଲୋଚନା ଚାଲିଛି। କୁହାଯାଉଛି ଯେ,ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନେଇ ସଂଘ ଏବଂ ଦଳ ମଧ୍ୟରେ କୌଣସି ସହମତି ନାହିଁ।…

ପୁଟିନଙ୍କ ସହ ଭେଟ ପରେ ଭାରତକୁ ନେଇ ବଡ଼ ବୟାନ ଦେଲେ ଟ୍ରମ୍ପ, ବଢିଲା ଟେନଶନ!

ଓ୍ବାଶିଂଟନ୍‌,୧୬।୮:ଆଲାସ୍କାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା ପରେ ଫକ୍ସ ନ୍ୟୁଜ ସହିତ ଏକ ଆଲୋଚନାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଯୁଦ୍ଧବିରତି ଆଣିଛନ୍ତି।…

RSS ପରେ ଭାଜପା ଡାକିଲା ବଡ଼ ବୈଠକ, କିଛି ବଡ଼ ହେବାକୁ ଯାଉଛି…

ନୂଆଦିଲ୍ଲୀ,୧୬।୮: କେନ୍ଦ୍ରର ଶାସକ ଦଳ ଭାଜପା ରବିବାର, ୧୭ ଅଗଷ୍ଟରେ ସଂସଦୀୟ ବୋର୍ଡର ଏକ ବୈଠକ ଡାକିଛି। ଏହି ବୈଠକ ସଂଧ୍ୟା ୬ଟାରେ ଅନୁଷ୍ଠିତ ହେବ। କୁହାଯାଉଛି ଯେ ଏହି ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଉପରେ ବିସ୍ତୃତ ଆଲୋଚନା କରାଯିବ…

RSS ନେବ ବଡ଼ ନିଷ୍ପତ୍ତି! ଅଚାନକ ଡାକିଲା ବୈଠକ, ଯୋଗଦେବେ….

ନୂଆଦିଲ୍ଲୀ,୧୬।୮: ନିକଟରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଘୋଷଣା କରିଥିଲା। ଭାରତ ମଧ୍ୟ ଆମେରିକାର ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ କରିଥିଲା। କିନ୍ତୁ, ଏପର୍ଯ୍ୟନ୍ତ ଆମେରିକା ଏହାର ନିଷ୍ପତ୍ତି ପ୍ରତ୍ୟାହାର କରିନାହିଁ କିମ୍ବା ଏହାକୁ ପ୍ରତ୍ୟାହାର କରିବା…

ପୁଟିନଙ୍କ ସହ ବୈଠକ ପରେ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ! ଥରହର ହେଲେ ଭାରତ- ଚାଇନା

ଓ୍ବାଶିଂଟନ,୧୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି ଯେ ଆଗାମୀ ଦୁଇରୁ ତିନି ସପ୍ତାହ ମଧ୍ୟରେ ରୁଷିଆରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ପାରସ୍ପରିକ ଟାରିଫ୍‌ ଲାଗୁ କରିବାକୁ ତାଙ୍କୁ ବିଚାର କରିବାକୁ ପଡ଼ିପାରେ। ତଥାପି, ସେ ବର୍ତ୍ତମାନ ଏପରି…

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ନେତା…

‘ରୁଷିଆ, ଚାଇନା, ଭାରତ ମିଳିତ ଭାବରେ ଆମେରିକା ଗୁଣ୍ଡାଗିରିର ଅନ୍ତ ଘଟାଇବେ’ ଏମିତି କାହିଁକି କହିଲେ ବାବା ରାମଦେବ

ନୂଆଦିଲ୍ଲୀ,୧୬।୮: ଯୋଗଗୁରୁ ସ୍ବାମୀ ରାମଦେବ ଶୁକ୍ରବାର ଦାବି କରିଛନ୍ତି ଯେ ଭାରତ ଖୁବ ଶୀଘ୍ର ରୁଷିଆ ଏବଂ ଚାଇନା ସହିତ ହାତ ମିଳାଇ ଆମେରିକାର ରାଜନୈତିକ ଏବଂ ଅର୍ଥନୈତିକ ଗୁଣ୍ଡାଗିରିକୁ ଶେଷ କରିବ। ସେ କହିଛନ୍ତି ଯେ ଭାରତ, ରୁଷିଆ, ଚାଇନା…

SBIର ବଡ଼ ଘୋଷଣା, ଏଣିକି ଲୋନ୍‌ ନେଲେ…

ନୂଆଦିଲ୍ଲୀ,୧୫।୮: ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ପାଇଁ ଖୁସିଖବର। ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI ତା’ର ଗ୍ରାହକଙ୍କୁ ୧୫ ଅଗଷ୍ଟ ୨୦୨୫ ଠାରୁ ଏକ ବିଶେଷ ଉପହାର ଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?