ଜାତୀୟ

ଦିଦିଙ୍କ ଗଡ଼ରେ ସର୍ଜିକାଲ ଷ୍ଟାଇକ୍‌

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ପଶ୍ଚିମବଙ୍ଗରେ ଭଲ ପ୍ରଦର୍ଶନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତି ଏଠାରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ପଶ୍ଚିମବଙ୍ଗର ୪୨ ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୭ରେ ଆଗୁଆ ଥିବାବେଳେ…

ଜଗନ ମୋହନଙ୍କୁ ତେଲଗୁରେ ନବୀନଙ୍କୁ ଓଡ଼ିଆରେ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟା ଗରିଷ୍ଠତା ଆଡକୁ ବଢୁଥିବା ବେଳେ ଦୁଇଟି ବିଧାନ ସଭା ନିର୍ବାଚନରେ କିନ୍ତୁ ପରାଜୟକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଛି। ତାମିଲନାଡୁରେ ଶାସକ ଟିଡିପିକୁ ହରାଇ ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳ ମାଜିମାତ୍‌ କରିଥିବା ବେଳେ…

ମୋଦି ପୁଣିଥରେ ଚୌକିଦାର

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏନଡିଏ ମେଣ୍ଟକୁ ମିଳିଥିବା ବହୁମତ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଚୌକିଦାର ହେବାର ପଥ ପରିଷ୍କାର ହୋଇଛି। ପ୍ରତିପକ୍ଷ କଂଗ୍ରେସ ଏବଂ ଅନ୍ୟ ଦଳ…

ଦଳକୁ ହାରିବା ଦେଖି କଂଗ୍ରେସ ଜିଲାଧ୍ୟକ୍ଷଙ୍କ ହୃଦଘାତରେ ମୃତ୍ୟୁ

ଭୋପାଳ,୨୩।୫: ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଏହାରି ଭିତରେ ମଧ୍ୟପ୍ରଦେଶରୁ ଦଳ ପାଇଁ ଏକ ଖରାପ ଖବର ଆସିଛି। ସିହୋରରେ ଏକ ମତଗଣନା କେନ୍ଦ୍ରରେ ଜିଲା କଂଗ୍ରେସ ଅଧ୍ୟକ୍ଷ ରତନ ସିଂହ ଠାକୁରଙ୍କୁ ହୃଦ୍‌ଘାତ…

ହାରିବା ଦେଖି ଟୁଇଟ୍‌ କରି ରାଗ ସୁଝାଇଲେ ରଙ୍ଗିଲା ଗର୍ଲ

ମୁମ୍ବାଇ,୨୩।୫: ଲୋକ ସଭା ନିର୍ବାଚନରେ କଂଗ୍ରେସରୁ ଉତ୍ତର ମୁମ୍ବାଇରୁ ପ୍ରାର୍ଥୀ ହୋଇଥିବା ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପାଖାପାଖି ୨ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଥିବା ବେଳେ ପରାଜୟ ସୁନିଶ୍ଚିତ ବୋଲି ଧରି ନେଇଛନ୍ତି। ହେଲେ…

ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ଦିଦି: କହିଲେ ସବୁ ହାରିବା ବ୍ୟକ୍ତି ବିଫଳ ନୁହେଁ

କୋଲକାତା,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଭାଜପା ପୁଣି ଥରେ ବାଜିମାତ୍‌ କରିଥିବା ସ୍ପଷ୍ଟ ହେଉଛି। ହେଲେ ପୂର୍ବରୁ ପଶ୍ଚିମବଙ୍ଗରେ ନିଜର ଦବ୍‌ଦବା ଜାହିର କରିଥିବା ଦିଦିଙ୍କୁ ଏଥର ଲାଗିଛି ବଡ ଝଟ୍‌କା। କାରଣ ଏଥର ପଶ୍ଚିମବଙ୍ଗରେ ଏନ୍‌ଡିଏ ବହୁ…

ଭାଜପାର ବିପୁଳ ବିଜୟ: ସବ୍‌ କା ସାଥ୍‌; ସବ୍‌ କା ବିକାଶ; ସବ୍‌ କା ବିଶ୍ୱାସ କହିଲେ ମୋଦି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ମ୍ୟାଜିକ୍‌ କାମ କରିଛି। ଭାଜପାର ବିପୁଳ ବିଜୟରେ ମୋଦି କହିଛନ୍ତି ଏହା ସବ୍‌ କା ସାଥ୍‌; ସବ୍‌ କା ବିକାଶ; ସବ୍‌ କା ବିଶ୍ୱାସ ଯୋଗୁ ସମ୍ଭବ ହୋଇପାରିଛି। ସୂଚନାଯୋଗ୍ୟ,…

ପଛରେ ପଡିଲେ ଶତ୍ରୁ

ପାଟନା,୨୩।୫: ବିହାରର ପାଟନା ସାହିବ ଆସନରୁ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଲାଗିଛି ଝଟକା। ଅଭିନେତାରୁ ନେତା ପାଲଟିଥିବା ସିହ୍ନା ଶେଷ ମୁହୂର୍ତ୍ତରେ ଭାଜପା ଛାଡି କଂଗ୍ରେସରେ ଯୋଗ ଦେବା ଏବେ ତାଙ୍କୁ ମହଙ୍ଗା ପଡିଛି ବୋଲି ଆଲୋଚନା ହେଉଛି। କାରଣ…

ମୋଦି-ଶାହ ଯୋଡ଼ି ପୁଣି ସଫଳ: ବାଉନ୍ସରରେ ପ୍ରତିପକ୍ଷ ବୋଲ୍ଡ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଡି ସଫଳ ହୋଇଛି। ମୋଦି ଏବଂ ଶାହଙ୍କ କୂଟନୀତି ବାଉନ୍ସର ବଲ ଆଗରେ ପ୍ରତିପକ୍ଷ ବୋଲ୍ଡ ହୋଇଯାଇଛନ୍ତି। କଂଗ୍ରେସ ବହୁ ପଛରେ…

ମେ ୨୬ରେ ମୋଦି ନିର୍ବାଚିତ ହେବେ ଭାଜପା ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଭୋଟ ଗଣତିରେ ଭାଜପା ୩ ଶହରୁ ଅଧିକ ଆସନରେ ଆଗୁଆ ରହିଛି। ଏହା ଦ୍ୱାରା ଭାଜପା ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ ସରକାର ଗଠନ କରିବା ନିଶ୍ଚିତ ହୋଇଛି। ଆସନ୍ତା ମେ ୨୬ରେ ଭାଜପା ସଂସଦୀୟ ବୋର୍ଡ…

ଆସନ୍ତା ୩୦ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜଗନମୋହନ ରେଡ୍ଡି: ଭେଙ୍କଟେଶ୍ୱରେଲୁ

ହାଇଦ୍ରାବାଦ,୨୩।୫: ଆନ୍ଧ୍ର ପ୍ରଦେଶ ବିଧାନସଭା ଲାଗି ଚାଲିଥିବା ଭୋଟ ଗଣତିରେ ଏବେ ସୁଦ୍ଧା ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳ ପାଖାପାଖି ୧୪୯ ଆସନରେ ଆଗୁଆ ଥିବା ବେଳେ ବହୁମତ ହାସଲ କରିବା ଲକ୍ଷ୍ୟରେ ରହିଛି ଦଳ। ଏହି ସମୟରେ ଆସନ୍ତା ୩୦ ତାରିଖରେ…

ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ: ୩ ଆଗୁଆ ଜଣେ ପଛୁଆ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଗାନ୍ଧୀ ପରିବାରର ୪ ସଦସ୍ୟ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ଅମେଠି ଲୋକ ସଭା ଆସନରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢୁଥିବାବେଳେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାୟବରେଲୀରୁ ଲଢୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?